Excuse Me Odisha

ଯାହା କହିବୁ ସତ କହିବୁ

କିପରି କଟିବ କୁମ୍ଭ ରାଶିର ବ୍ୟକ୍ତିମାନଙ୍କର ଏହି ଏପ୍ରିଲ ମାସ, ଜାଣିବା ପାଇଁ ପଢନ୍ତୁ ।

ସେୟାର୍ କରନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟରେ ଆମେ କୁମ୍ଭ ରାଶିର ବ୍ୟକ୍ତିଙ୍କ ଏପ୍ରିଲ ମାସର ମାସିକ ରାଶିଫଳ ବିଷୟରେ କହିବୁ, ସେଥିପାଇଁ ଏହାକୁ ଶେଷ ଯାଏଁ ପଢନ୍ତୁ ।

କୁମ୍ଭ ରାଶି ବିଶିଷ୍ଠ ପୁରୁଷ ଏବଂ ମହିଳାମାନେ ଅତ୍ୟନ୍ତ ଶୁଭ ଫଳ ପାଇବେ। ଯାହାଫଳରେ ସାଂସାରିକ ଜୀବନ ସୁଖମୟ ହେବ । ଦ୍ଵନ୍ଦ, ଜମି କିଣା ବିକାରେ  ଥିବା ସମସ୍ୟାର ସମାଧାନ ହୋଇଯିବ। ନୂତନ ସ୍ଥାନ ଭ୍ରମଣ କରିପାରନ୍ତି। ଅନେକ କ୍ଷେତ୍ରରୁ ସ୍ୱାଭିମାନ ରକ୍ଷାହେବ। ପୁରାତନ ରୋଗ ତଥା ସ୍ୱାସ୍ଥ୍ୟରେ ସୁଧାର ଦେଖାଯିବ। କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ବଢିବ। ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟ କ୍ଷେତ୍ରରେ ବିଶେଷ ଲାଭବାନ ହେବେ। ପରିବାର ଲୋକଙ୍କ ଠାରୁ ଆଶା କରୁଥିବା ପ୍ରତ୍ୟକ ଇଛା ପୁରଣ ହେବ। ଛାତ୍ରମାନଙ୍କ କ୍ଷେତ୍ରରେ ସୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଆନନ୍ଦମୟ ହେବ। ଆର୍ଥିକ ଦୃଷ୍ଟିରୁ ଅଧିକ ଧନ ନମିଳିଲେ ମଧ୍ୟ ଆପଣଙ୍କ ସମସ୍ତ ଧାରଉଧାର କଟିଯିବ। ରାଜନୀତି କ୍ଷେତ୍ରରେ କର୍ତବ୍ୟ ନିଷ୍ଠ , ଉତମି ଦକ୍ଷ, ଜନପ୍ରିୟ ବ୍ୟକ୍ତି ଭାବେ ପ୍ରତିଷ୍ଠା ପାଇବେ। ପ୍ରେମିକ ପ୍ରେମିକାମାନେ ବାହାରକୁ ବୁଲିବାର ସୁଯୋଗ ପାଇପାରନ୍ତି। ସାମାନ୍ୟ ଚେଷ୍ଟା କଲେ ବନ୍ଧୁ ମିତ୍ରଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସଫଳହୋଇ ପାରିବ। ବୁଲା କୁକୁରଙ୍କୁ ପ୍ରତ୍ୟକ ଦିନ କିଛି କିଛି ଖାଇବାକୁ ଦିଅନ୍ତୁ ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *