Excuse Me Odisha

ଯାହା କହିବୁ ସତ କହିବୁ

ଗ୍ୟାସ ଭଳି ସମସ୍ୟା ପାଇଁ ENO ଠାରୁ ୧୦୦ ଗୁଣ ଭଲ ଏହି ସହଜ ଉପାୟ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଅଧିକାଂଶ ସମୟରେ ଆପଣଙ୍କୁ ଗ୍ୟାସ , ବାୟୁ ବା ପେଟ ଜନିତ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ। ଯେମିତିକି ଗ୍ୟାସ , ଏସିଡ଼ିଟି, କବଜ, ବାୟୁ ଜନିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏହି ସମସ୍ୟା ଥରେ ଆରମ୍ଭ ହେବା ପରେ ଏହା ବାରମ୍ବାର ଉପୁଜି ଥାଏ ଏବଂ ଆପଣ ମାର୍କେଟରେ ମିଳୁଥିବା କେମିକାଲକୁ ସେବନ କରି ଥାନ୍ତି। କିନ୍ତୁ ବନ୍ଧୁଗଣ ଯଦି ଆପଣ ମାର୍କେଟରୁ ଆଣିଥିବା ପ୍ରଡକ୍ଟ ଦ୍ୱାରା ଗ୍ୟାସ ଜନିତ ସମସ୍ୟା ନିଶ୍ଚିତ ରୂପରେ ଠିକ ହୋଇଯିବ କିନ୍ତୁ ଆପଣଙ୍କର ସେହି ସମସ୍ୟା ସବୁଦିନ ପାଇଁ ରହିଯିବ। ଆଜି ମୁଁ ଆପଣଙ୍କୁ ଏପରି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛି, ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଗ୍ୟାସ, ଏସିଡ଼ିଟି, ଗ୍ୟାସ, କବଜ , ବଦହଜମି ଏବଂ ପେଟ ଜନିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରି ଦେବ।

ବନ୍ଧୁଗଣ ଏହା ତିଆରି କରିବା ବହୁତ ସହଜ ଅଟେ ଏବଂ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ। ଏହାଦ୍ବାରା ଯଦି ଆପଣ କୌଣସି ପେଟ ଜନିତ ସମସ୍ୟା ଭୋଗୁଛନ୍ତି, ତାହେଲେ ଏଥିରୁ ଆପଣଙ୍କୁ ଆରାମ ମିଳିବ। ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କିପରି ବନେଇବେ ।

Google

ବନ୍ଧୁଗଣ ଆଜିର ଏହି ଘରୋଇ ଉପଚାରକୁ ବନେଇବା ପାଇଁ ଆପଣଙ୍କୁ କେବଳ ଦୁଇଟି ଜିନିଷର ଆବଶ୍ୟକତା ପଡ଼ିବ, ଯାହା ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ସହଜରେ ମିଳିବ। ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକତା ପଡ଼ିବ ତାହା ହେଉଛି ଜୁଆଣୀ ଏବଂ ଏହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ କାରଣ ଏହା ରୋଷେଇ ସମୟରେ ବ୍ୟବହାର କରାଯାଏ। ବନ୍ଧୁଗଣ ଜୁଆଣି ଆମ ପେଟ ସଫା ରଖି ଥାଏ। ଜୁଆଣି ଦ୍ୱାରା ଆପଣଙ୍କର ପେଟ ସମସ୍ୟା, ଗ୍ୟାସ, ଏସିଡ଼ିଟି, କବଜ , ବଦହଜମ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଜୁଆଣିର ପ୍ରୟୋଗ ଆପଣ ଏହି ଉପଚାର ବନେଇବା ପାଇଁ ନିଶ୍ଚିତ ରୂପରେ କରନ୍ତୁ। ଦ୍ଵିତୀୟ ସାମଗ୍ରୀ ତାହା ଆବଶ୍ୟକ ଅଟେ ତାହା ହେଉଛି ସୈନ୍ଧବ୍ୟ ଲୁଣ। ବନ୍ଧୁଗଣ ସୈନ୍ଧବ୍ୟ ଲୁଣ ଆପଣଙ୍କୁ କୌଣସି ତେଜରାତି ଦୋକାନରୁ ସୁବିଧାରେ ମିଳିଯିବ। ଏହି ଲୁଣ ଆପଣଙ୍କୁ ଖାଦ୍ୟରେ ପ୍ରୟୋଗ କରିବା ଆବଶ୍ୟକ। ସାଧାରଣ ଲୁଣ ଅପେକ୍ଷା ଯଦି ଆପଣ ସୈନ୍ଧବ୍ୟ ଲୁଣର ପ୍ରୟୋଗ କରନ୍ତି ତାହେଲେ ଆପଣଙ୍କ ଶରୀର ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ତେବେ ବନ୍ଧୁଗଣ ଏହି ଦୁଇଟି ଜିନିଷକୁ ଆପଣ ସମମାତ୍ରାରେ ନେଇ ଏହାର ଗ୍ରାଇନଡିଂ କରି ନିଅନ୍ତୁ। ଏହାକୁ ମୁଁ ପେଶୀ କାଢି ନେଇଛି। ଏହିଭଳି ଭାବରେ ଏହାକୁ ପେଶି ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ଏବେ ଜାଣନ୍ତୁ ଆପଣଙ୍କର ଗ୍ୟାସ, ବଦହଜମ୍, ଆଦି ବାୟୁ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଏହାର ପ୍ରୟୋଗ କିପରି କରିବେ? ଆପଣ ମାର୍କେଟରେ ମିଳୁଥିବା ଅନ୍ୟ ପ୍ରଡକ୍ଟ ଅଥବା ଇନୋ ଆଦିର ପ୍ରୟୋଗ ନକରି ଏହି ପ୍ରାକୃତିକ ଘରୋଇ ଉପଚାର ପ୍ରୟୋଗ କରନ୍ତୁ। ଯେତେବେଳେ ଆପଣଙ୍କୁ ଗ୍ୟାସ, ବାୟୁ ଜନିତ ସମସ୍ୟା ଦେଖା ଦେଉଛି ଆପଣ ଗୋଟେ ଗ୍ଲାସ ପାଣି ନିଅନ୍ତୁ ଏବଂ ପୂର୍ବରୁ ଏହି ଚୂର୍ଣ୍ଣକୁ ପ୍ରସ୍ତୁତ କରି ରଖନ୍ତୁ । ଏହି ଚୂର୍ଣ୍ଣକୁ ଆପଣ ଅଧା ଚାମୋଚ ପାଣିରେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ଉପଚାର ପ୍ରସ୍ତୁତ। ସବୁବେଳେ ଆପଣ ଘରୋଇ ଉପଚାର ପ୍ରୟୋଗ କରନ୍ତୁ। ଏହିଭଳି ଆପଣ ବଦହଜମ, ପେଟ ସମସ୍ୟା, ବାୟୁ ଜନିତ ଆଦି ସମସ୍ୟା କିଛି ଦିନ ଆପଣ ସେବନ କରିବା ଦ୍ୱାରା ସମାପ୍ତ ହୋଇ ଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *