Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ସ୍ତ୍ରୀ ପିନ୍ଧୁଛନ୍ତି ଏହି ୪ ଟି ଜିନିଷ ତେବେ ହୋଇପାରେ ଭୟଙ୍କର ଅସୁବିଧା। ହୋଇଯାନ୍ତୁ ସାବଧାନ।

ସେୟାର୍ କରନ୍ତୁ

ବନ୍ଧୁଗଣ ହିନ୍ଦୁଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ତ୍ୱ ଦିଆଯାଇଅଛି। ଘରର ସବୁ କାର୍ଯ୍ୟରେ ଶୁଭ ବେଳା ଦେଖି କାର୍ଯ୍ୟ କରାଯାଇଥାଏ। ସେହି ଭଳି ବିବାହ କାର୍ଯ୍ୟରେ ମଧ୍ୟ ବିବିନ୍ନ ନୀତି ନିୟକୁ ମନାଯାଇଥାଏ। ଗୋଟିଏ ନାରୀ ବିବାହ କରି ସାରିବା ପରେ ତାର ପ୍ରତ୍ୟକ କର୍ମର ଫଳ ତାର ସ୍ୱାମୀକୁ ଭୋଗ କରିବାକୁ ପଡିଥାଏ। ସେ କୁକର୍ମ ହେଉ ବା ସୁକର୍ମ ହେଉ। ସେହିଭଳି ପ୍ରତ୍ୟକ ନାରୀ ନିଜକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ନିଜ ଶରୀରରେ ବିଭିନ୍ନ ଜିନିଷ ପିନ୍ଧିଥାନ୍ତି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଏମିତି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ନାରୀମାନେ ପିନ୍ଧିବା ଦ୍ୱାରା ସେମାନଙ୍କର ସ୍ୱାମୀ ଓ ପରିବାର ପାଇଁ ବହୁତ ଅଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ। ସେ ଜିନିଷ ଗୁଡିକ କଣ ଏବଂ ତାହାର ପ୍ରଭାବ କଣ ରହିଛି। ତେବେ ଆସନ୍ତୁ ଜାଣିବା।

Google

ସୁନାର ପାଉଁଜି ଏବଂ ଝୁଣ୍ଟିଆ:-

ମହିଳା ବିବାହିତ ହେଉ କିମ୍ବା ଅବିବାହିତ ସେମାନେ ସୁନା ଧାରଣ କରିବାକୁ ବହୁତ ପସନ୍ଦ କରିଥାନ୍ତି। ବିବାହ କରିବା ପରେ ବହୁତ ସୁନା ଅଳଙ୍କାରରେ ସେ ନିଜକୁ ସଜାଇ ଥାନ୍ତି। କିନ୍ତୁ ସୁନା ଅଳଙ୍କାର ବିବାହିତ ଝିଅ ମାନଙ୍କ ପାଇଁ ଯେତିକି ଶୁଭ ହୋଇଥାଏ ସେତିକି ଅଶୁଭ ମଧ୍ୟ ହୋଇଥାଏ। ସେହି ସୁନା ଗହଣା ମଧ୍ୟରୁ ସୁନାର ପାଉଁଜି ଏବଂ ସୁନାର ଝୁଣ୍ଟିଆ ପିନ୍ଧିବା ଆଦୌ ଉଚିତ ନୁହେଁ। ଝିଅମାନେ ସୁନାର ପାଉଁଜି ଏବଂ ଝୁଣ୍ଟିଆକୁ ପିନ୍ଧିବା ଦ୍ୱାରା ଘରର ଆର୍ଥିକ ବିକାଶର ସମସ୍ୟା ଆସିଥାଏ। ଏବଂ ଘର ଉପରେ କୁପ୍ରଭାବ ପଡିଥାଏ।

Google

ଧଳା ଶାଢ଼ୀ:-

ଆଧୁନିକ ଯୁଗରେ ବିବାହିତ ନାରୀମାନେ ନିଜ ଷ୍ଟାଇଲକୁ ବଜାୟ ରଖିବା ପାଇଁ ସମ୍ପୂର୍ଣ୍ଣ ଧଳା ରଙ୍ଗର ଶାଢୀ ଧାରଣ କରିଥାନ୍ତି ଏହା କରିବା ଉଚିତ ନୁହେଁ। କିନ୍ତୁ ଏପରି କରିବା ଦ୍ୱାରା ସ୍ୱାମୀଙ୍କର ମୃ-ତ୍ୟୁ ସ୍ୱାଗତ କରିଥାଏ। ଶାସ୍ତ୍ର ଅନୁସାରେ ଧଳା ରଙ୍ଗର ଶାଢ଼ୀ କେବଳ ବିଧବା ଲୋକମାନେ ହିଁ ପିନ୍ଧି ଥାନ୍ତି। ତେଣୁ କୌଣସି ବି ପରିସ୍ଥିତିରେ ମଧ୍ୟ ସମ୍ପୂର୍ଣ ଧଳା ରଙ୍ଗର ଶାଢୀ ପିନ୍ଧନ୍ତୁ ନାହିଁ।

Google

ମଙ୍ଗଳ ସୂତ୍ର:-

ବିବାହିତ ଝିଅ ମାନଙ୍କ ପାଇଁ ମଙ୍ଗଳ ସୂତ୍ର ଏକ ପବିତ୍ର ବନ୍ଧନର ପ୍ରତୀକ ହେବା ସଙ୍ଗେ ସଙ୍ଗେ ସ୍ୱାମୀର ଦୀର୍ଘାୟୁର କାମନା କରିଥାଏ। କିନ୍ତୁ ଆଧୁନିକ ଯୁଗ ଅନୁସାରେ କେତେକ ନାରୀ ମାନେ ମଙ୍ଗଳ ସୂତ୍ରରେ କଳା ମାଳି ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି। ଏବଂ କେତେକ ମହିଳାମାନେ ଏହି ମଙ୍ଗଳ ସୂତ୍ରକୁ ବେକରେ ଧାରଣା କରିବା ପରିବର୍ତ୍ତେ ହାତରେ ଧାରଣ କରୁଛନ୍ତି। ଏପରି କରିବା ଦ୍ୱାରା ସ୍ବାମୀଙ୍କ ପ୍ରତି ଅଶୁଭ ଓ -ବିପ-ଦ ମାଡି ଆସିଥାଏ।

Google

ଭିନ୍ନ ରଙ୍ଗର ସିନ୍ଦୁର:-

ଆଜିକାଲିର ସମସ୍ତ ମହିଳା ମାନେ ଯେପରି ନିଜକୁ ଅଧିକରୁ ଅଧିକ ସୌନ୍ଦର୍ଯ୍ୟ ଏବଂ ଆକର୍ଷିତ ଦେଖାଯିବେ ସେଥିପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି। ସେଥିପାଇଁ ମହିଳାମାନେ ଶାଢ଼ୀ ରଙ୍ଗ ପରି ଅନୁରୂପ ହେବା ଭଳି ଭିନ୍ନ ଭିନ୍ନ ରଙ୍ଗର ସିନ୍ଦୁର ନିଜ ମୁଣ୍ଡରେ ଲଗାଇ ଥାନ୍ତି। କିନ୍ତୁ ଏହିପରି କରିବା ଘର ପାଇଁ ଅଶୁଭ ହୋଇଥାଏ। ଏବଂ ଘରର ବାସ୍ତୁ ଉପରେ ଖରାପ ପ୍ରଭାବ ପଡିଥାଏ। ତେଣୁ ଏହି ଜିନିଷ ଗୁଡିକ ବିବାହିତ ମହିଳା ମାନେ ପିନ୍ଧିବା ଦ୍ୱାରା ଘର ଉପରେ ଭୟଙ୍କର କୁପ୍ରଭାବ ପଡିଥାଏ। ଏବଂ ଘରକୁ ଦରିଦ୍ରତା ଗ୍ରାସ କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *