Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ ଏହି ରାଶିର ଲୋକଙ୍କୁ ମିଳିବ ଟଙ୍କା, ଜାଣନ୍ତୁ ଆପଣଙ୍କ ରାଶି ଅଛି କି ନାହିଁ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସେହି ରାଶି ମାନଙ୍କର ବିଷୟରେ ଯାହାର ଭାଗ୍ୟ ଏବେ ସମ୍ପୂର୍ଣ ଭାବରେ ବଦଳିବାକୁ ଯାଉଛି। ଆପଣଙ୍କୁ କହିରଖୁଛୁ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଦେବ ନିଜର ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟ ଦେବ କନ୍ୟା ରାଶିରୁ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯେଉଁଠାରେ ପ୍ରଥମରୁ ହିଁ ଶନିଦେବ ବିରାଜମାନ ରହିଛନ୍ତି। ବନ୍ଧୁଗଣ ଆପଣଙ୍କୁ କହିରଖୁଛୁ ଯେ ଏହି ପରିବର୍ତ୍ତନ କାରଣରୁ କିଛି ରାଶି ମାନଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଛି। ଯାହାର ଫାଇଦା ଯଦି ଏବେ ଉଠାଇବାକୁ ଚାହୁଁଛନ୍ତି ତେବେ ଉଠାଇପାରନ୍ତି। କାରଣ ଏହି ରାଶିର ଲୋକମାନଙ୍କର ପାଇଁ ଏହି ସମୟ ବିଶେଷ ଭାବରେ ଶୁଭ ଅଟେ। ଏହି ସମୟରେ ସବୁ କାର୍ଯ୍ୟ ଏମାନଙ୍କର ଅନୁକୂଳ ରହିବ। ଏହି ରାଶିର ଲୋକମାନଙ୍କର ଉପରେ ଭଗବାନ ହନୁମାନଙ୍କର ବିଶେଷ କୃପା ହେବାକୁ ଯାଉଛି। ଏହି ରାଶିର ଲୋକମାନଙ୍କର ଆଜି ଠାରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ସେହି ରାଶି ମାନଙ୍କର ବିଷୟରେ କହିବୁ ଯାହାର ପାଇଁ ଏବେ ଖରପ ସମୟ କମ ହେବାର ଅଛି। ଏହି ରାଶିର ଲୋକମାନଙ୍କର ଭାଗ୍ୟ ଉଦୟର ସମୟ ଆସିବାକୁ ଯାଉଛି। ବନ୍ଧୁଗଣ କହିଦେଉଛୁ ଯେ ଏହି ରାଶି ମାନଙ୍କୁ ଅଚାନକ ଧନ ଲାଭର ପ୍ରବଳ ଯୋଗ ଆସିବ। ଛାତ୍ର ମାନଙ୍କୁ ପ୍ରତ୍ୟକ ପରୀକ୍ଷାରେ ସଫଳତା ହାସଲ ହେବ। ଚାକିରୀ କ୍ଷେତ୍ରରେ କରିଥିବା ପ୍ରୟାସରେ ମଧ୍ୟ ସଫଳ ହେବେ। କାମ କାର୍ଯ୍ୟରେ ଆପଣ କୌଣସି ଯାତ୍ରାରେ ମଧ୍ୟ ଆପଣ ଯାଇ ପାରନ୍ତି। ଯାହାକି ଆପଣଙ୍କର ପାଇଁ ଲାଭଦାୟକ ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦନ୍ନତିର ଲାଭ ରହିଛି। କିଛି ଅଧିକାରୀ ମାନଙ୍କର ଆପଣଙ୍କର ପ୍ରତି ସହଯୋଗ ପ୍ରାପ୍ତ ହେବ। ଏହି ରାଶିର ଲୋକଙ୍କୁ ବହୁତ ଶୀଘ୍ର ରୋଜଗାର ମିଳିବାର ସଂକେତ ମିଳୁଛି। ଭଗବାନ ହନୁମାନଙ୍କର କୃପାରୁ ଆପଣଙ୍କର କୌଣସି ନୂଆ ବ୍ୟାପାର ଆରମ୍ଭ କରିବାକୁ ଯଦି ଚାହୁଁଛନ୍ତି। ଏବଂ କୌଣସି ବ୍ୟକ୍ତିକୁ ନିଜର କାର୍ଯ୍ୟରେ ଭାଗିଦାର କରିବାକୁ ଚାହୁଁଛନ୍ତି ତେବେ ଏହା କରିବା ପୂର୍ବରୁ ସମସ୍ତ ପ୍ରକାର ଦିଗରୁ ଠିକ ଭାବରେ ଯାଞ୍ଚ କରିନିଅନ୍ତୁ। ଏବଂ ସବୁ ଜାଗାରେ ଆପଣ ସାବଧାନ ଓ ସତର୍କତା ଅବଲମ୍ବନ କରନ୍ତୁ। ଏହା ସହିତ ଆପଣ ଲମ୍ବା ଯାତ୍ରା ପାଇଁ ମଧ୍ୟ ସଜାଗ ରହିପାରନ୍ତି। ଯାହାକି ଅପଣଙ୍କର ପାଇଁ ବହୁତ ଲାଭ ଦେବ। ବ୍ୟାପାରରେ ଆପଣଙ୍କୁ ସବୁଆଡୁ ସଫଳତା ମିଳିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଏବେ ସେହି ଶୁଭ ରାଶି ମାନଙ୍କ ବିଷୟରେ। ଯେଉଁ ରାଶି ଗୁଡିକର ଉପରେ ପ୍ରଭୁ ବଜରଙ୍ଗବାଲିଙ୍କର ଶୁଭ କୃପା ପଡ଼ିବାକୁ ଯାଉଛି। ଏବଂ ଏହି ରାଶିମାନେ ଆଗକୁ ଅନେକ ଉନ୍ନତିର ମାର୍ଗ ପ୍ରାପ୍ତ କରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ରାଶି ଗୁଡିକ ବିଷୟରେ।

ମେଷ ରାଶି:-

କହିରଖୁଛୁ ଯେ ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଛି। ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିବାକୁ ଯାଉଛି। ଏହି ରାଶିର ଲୋକେ ଏବେ ସଫଳ ଜୀବନ ବ୍ୟତୀତ କରିବେ।ଏମାନଙ୍କର ଧନ ଦୌଲତରେ ବୃଦ୍ଧି ହେବ। ଏମାନଙ୍କର ଜୀବନରେ ଖରାପ ସମୟ ଏବେ ଶେଷ ହୋଇସାରିଛି। ଏହାର ଫଳରେ ଏହି ରାଶିଙ୍କୁ ଏବେ କେବଳ ଲାଭ ହିଁ ଲାଭ ହେବ। ଏମାନଙ୍କର ଜୀବନର ସବୁ ସମସ୍ୟା ପ୍ରଭୁ ବଜରଙ୍ଗୀବାଲି ସମାପ୍ତ କରିଦେବେ। ତେବେ ଏହି ରାଶିର ଲୋକ ଗୋଟିଏ ସଫଳ ଜୀବନ ବ୍ୟତୀତ କରିପାରିବେ। ଏବେ ଭଗବାନ ହନୁମାନଙ୍କର ଆରାଧନା କରନ୍ତୁ। ଏହା ଆପଣଙ୍କର ପାଇଁ ସବୁଠାରୁ ଭଲ ହେବ।

Google

ମିଥୁନ ରାଶି:-

କହିଦେଉଛୁ ଯେ ବହୁତ ଦିନପରେ ମିଥୁନ ରାଶିର ଲୋକଙ୍କର ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇଯାଉଛି। ଯାହାର ଫଳରେ ଏହି ରାଶିର ଲୋକଙ୍କୁ ବଡ଼ ସଫଳତା ଏବେ ପ୍ରାପ୍ତ ହେବ। ଏମାନଙ୍କର ଭାଗ୍ୟ ଅଚାନକ ଭାବରେ ଚମକିବ। ପାଠ ପଢ଼ୁଥିବା ପିଲାଙ୍କର ରେଜଲ୍ଟ ବହୁତ ଭଲ ଏବେ ଆସିବାକୁ ଯାଉଛି। ଏମାନଙ୍କର ପରିଶ୍ରମ ଏବେ ଭଲ ଫଳ ଦେବ। ତଥା ବ୍ୟାପାର ବାଣିଜ୍ୟରେ ଏମାନଙ୍କୁ ବଡ଼ ସଫଳତା ମିଳିବାର ସୁଯୋଗ ବନୁଛି। ଏହି ସମୟ ଏମାନଙ୍କର ପାଇଁ ଅତ୍ୟନ୍ତ ଶୁଭ ଦାୟକ ରହିଛି। କହିଦେଉଛୁ ଯେ ମଙ୍ଗଳବାର ଦିନ ଏବଂ ଶନିବାର ଦିନ ହନୁମାନ ଚାଳିସାର ପାଠ ଆପଣ ନିଶ୍ଚୟ କରନ୍ତୁ। ଆପଣଙ୍କର ପାଇଁ ଅତ୍ୟନ୍ତ ଭଲ ରହିବ।

ସିଂହ ରାଶି:-

ଜାଣି ରଖନ୍ତୁ ଯେ ସମୟରେ ହେବାକୁ ଥିବା ପରିବର୍ତନ ଆପଣଙ୍କର ପାଇଁ ଅନେକ ଖୁସି ନେଇ ଆସିବ। ଆପଣଙ୍କର ଦ୍ୱାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ। ବ୍ୟାପାରରେ ଆପଣଙ୍କୁ ଶୁଭ ପରିଣାମ ମିଳିବାର ଯୋଗ ବନୁଛି। ଆପଣଙ୍କର ମନରେ ଏବେ ଅଧିକ ଯୋଜନା ଆସିପାରେ। ଆପଣ ଆପଣଙ୍କର ସବୁ କାର୍ଯ୍ୟ ଯୋଜନା ଭାବରେ ପୂରଣ କରିବେ। ଯାହାକି ଆପଣଙ୍କର ପାଇଁ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିଯିବ। ଆପଣଙ୍କୁ ସଫଳତା ନିଶ୍ଚିତ ପ୍ରାପ୍ତ ହେବ। ଆପଣଙ୍କର ଜୀବନର ସବୁ ବିନସକାରୀ ଶକ୍ତି ଗୁଡିକର ଏବେ ଅନ୍ତ ହୋଇଯିବ।

Google

ଧନୁ ରାଶି:-

କହିଦେଉଛୁ ଯେ ଆପଣଙ୍କୁ ପରିବାରର ସହଯୋଗ ମିଳିବ। ଘରକୁ କୁଣିଆ ମାନଙ୍କର ଆଗମନ ହେବ। ଦାମ୍ଫତ୍ୟ ଜୀବନ ଆପଣଙ୍କର ଅନୁକୂଳ ରହିବ। ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢା ପ୍ରତି ଧ୍ୟାନ ବଢିବ। ଚାକିରୀ ପାଇଁ ପ୍ରସ୍ତାବ ଆସିପାରେ। ଯାହା ଆପଣଙ୍କର ପାଇଁ ଅନୁକୂଳ ରହିବ। ଧନ କମେଇବାର ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ।ଆପଣଙ୍କର ଜୀବନରେ ଅପାର ଖୁସି ଆସିବ। ପୁରୁଣା ଉଦ୍ଧାର ଦେଇଥିବା ଧନ ଆପଣଙ୍କର ପାଖକୁ ଫେରି ଆସିବ। ଏହା ସହିତ ଆର୍ଥିକ ସ୍ଥିତିରେ ଆପଣଙ୍କୁ ସୁଧାର ଆସିବାକୁ ଯାଉଛି। କାରବାରରେ ଆପଣଙ୍କୁ ଉନ୍ନତି ମିଳିବ। ଆପଣଙ୍କର ପୁରୁଣା କରଜରୁ ଆପଣଙ୍କୁ ଅତି ଶୀଘ୍ର ମୁକ୍ତି ମିଳିଯିବ। ଆପଣଙ୍କୁ ଆପଣଙ୍କର ମନ ଚାହୁଁଥିବା ପ୍ରେମ ଏହି ସମୟରେ ଆପଣଙ୍କୁ ମିଳିଯିବ। ଯାହାର ଫଳରେ ଆପଣଙ୍କ ଜୀବନ ଖୁସିପୂର୍ଣ ରହିବ।

ତୁଳା ରାଶି:-

କହିଦେଉଛୁ ଯେ ଆପଣଙ୍କୁ ଜୀବନରେ ସଫଳତା ହାସଲ କରିବା ଠାରୁ କେହିବି ଅଟକାଇ ପାରିବେ ନାହିଁ।କାରଣ ଆପଣଙ୍କର ଉପରେ ଭଗବାନ ବଜରଙ୍ଗୀବାଲିଙ୍କର କୃପାଦୃଷ୍ଟି ଅଧିକ ରହିବ। ପବିତ୍ର ମନରେ ହନୁମାନଙ୍କର ଅରୋଧନା କରି ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ପ୍ରଦାନ କରିବ। ଲଗାତାର କରାଯାଇଥିବା ଚେଷ୍ଟା ଆପଣଙ୍କର ପାଇଁ ଭାଗ୍ୟ ବଦଳାଇ ଦେବା ପରି ସାବ୍ୟସ୍ତ ହେବ।ଆପଣ କାହାରବି କଥାରେ ପରିଚାଳିତ ହୋଇ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ର ଏବଂ ଅଫିସରେ ନିଜର ଭବିଷ୍ୟତ ପ୍ରତି ନିଜକୁ ବହୁତ ଉତ୍ସହିତ ଅନୁଭବ କରିବେ। ନୂଆ ନୂଆ ଆଇଡ଼ିଆ ଶିଖିବାର ଆପଣଙ୍କୁ ମୌକା ମିଳିବ। ବଜାରରେ ନିବେଶ କରିଥିବା ପଇସାରେ ବି ଅଚାନକ ଭାବରେ ବଡ଼ ମାତ୍ରାରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ

Google

କୁମ୍ଭ ରାଶି:-

ଏହି ରାଶିର ଲୋକମାନଙ୍କୁ ନିଜର ପରିଶ୍ରମରେ ଏବେ ସମ୍ପୂର୍ଣ ଲାଭ ମିଳିବାକୁ ଯାଉଛି। ଆପଣଙ୍କର ଲଭ ଲାଇଫ ରୋମାଣ୍ଟିକ ରହିବ। ଅବିବାହିତ ଲୋକଙ୍କୁ ବିଦେଶରୁ ବିବାହର ପ୍ରସ୍ତାବ ଆସିପାରେ। ଆପଣଙ୍କର ଲଭ ପାର୍ଟନର କୌଣସି କଥାକୁ ନେଇ ଆପଣଙ୍କର ପ୍ରତି ବହୁତ ମନ ଖରାପ କରିପାରନ୍ତି। ଆପଣଙ୍କର ନୂଆ ଲୋଭ ଷ୍ଟୋରି ମଧ୍ୟ ଆରମ୍ଭ ହେବାକୁ ଯାଉଛି। କ୍ୟାରୀୟରରେ ଆଗକୁ ବଢିବାକୁ ଆପଣଙ୍କୁ ଅନେକ ମୌକା ମିଳିବ। ଆପଣଙ୍କର କୁଣ୍ଡଳୀରେ ଅନେକ ଧନ ଲାଭର ସୁଯୋଗ ମଧ୍ୟ ରହିଛି। ଆପଣଙ୍କର ମନ ଓ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟର ପ୍ରଶଂସା ହେବ। ଏହି ଥର ଆପଣଙ୍କର ଚାକିରୀ ସହିତ ଜଡିତ ସବୁ ଅସୁବିଧା ଶେଷ ହୋଇଯିବ। ଆପଣଙ୍କୁ କ୍ୟାରିୟରରେ ଆଗକୁ ବଢିବାର ଅନେକ ସୁଯୋଗ ମିଳିବ। ଆପଣମାନେ ଆପଣଙ୍କର ଜୀବନରେ ଅଧିକ ପ୍ରଗତି କରି ଆଗକୁ ଆଗକୁ ବଢି ଚାଲିବେ। ଏହା ସହିତ ଅନେକ ଖୁସି ମଧ୍ୟ ଆପଣଙ୍କର ଜୀବନରେ ଦେଖାଦେବ। ଆପଣଙ୍କର ବିବାହିତ ଜୀବନ ଆନନ୍ଦିତ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *