Excuse Me Odisha

ଯାହା କହିବୁ ସତ କହିବୁ

ବିଛା ଘରେ ବାହାରିଲେ ଶୁଭ ହୋଇଥାଏ ନା ଅଶୁଭ ଆସନ୍ତୁ ଜାଣିବା, ଆଜିର ଅନୁଚିନ୍ତା ସାଧୁବାଣୀ

ସେୟାର୍ କରନ୍ତୁ

ବନ୍ଧୁଗଣ ଜୀବନରେ କେବେବି ବିଛା ମା-ର-ନ୍ତୁ ନାହିଁ। କାରଣ ବିଛା ଦେଇଥାଏ ଆମକୁ ଭବିଷ୍ୟତର ସୂଚନା। ତେବେ ଏହି ପୋଷ୍ଟ ମାଧ୍ୟମରେ ଆଜି ଆମେ ଜାଣିବା ଯେ ବିଛା ଦେଖିବା ଶୁଭ ନା ଅଶୁଭ ହୋଇଥାଏ। ବିଛା ଦେଖିଲା ମାନେ ଆମେ ସଙ୍ଗେ ସଙ୍ଗେ ତାକୁ ଜୀବନରୁ ମାରିଦେଇଥାଉ। କାହିଁକିନା ବିଛା ପ୍ରତି ଆମର ପ୍ରବଳ ଭୟ ରହିଥାଏ। ଆମେ ଭାବି ଥାଉ କି ବିଛା କାମୁଡି ଦେବ। ଅବଶ୍ୟ ଏହା ସତ୍ୟ ଯେ ବିଛା କାମୁଡ଼ିଲେ ବହୁତ ଯନ୍ତ୍ରଣା ହୋଇଥାଏ। ବିଛା ସାଧାରଣତଃ ଅନେକ ପ୍ରକାରର। ସେଗୁଡିକ ହେଉଛନ୍ତି ନାଲି ବିଛା, କଳା ବିଛା ବା ଛୋଟ ବିଛା। କିନ୍ତୁ ଯଦି ଆପଣ କେବେ କୌଣସି ବିଛା ଦେଖନ୍ତି ତେବେ ଏହାକୁ ମାରନ୍ତୁ ନାହିଁ। କାହିଁକିନା ବିଛା ତା ଜୀବନ କାଳରେ ମାତ୍ର ଥରୁଟିଏ ଛୁଆ ଜନ୍ମ କରିଥାଏ। ଆପଣ ଯଦି କେବେ କେଉଁ ବିଛାକୁ ମାରି ଦେଉଛନ୍ତି ତେବେ ତାହା ବଂଶ ଆପଣ ବୁଡାଇ ଦେଉଛନ୍ତି। ଏହା କୌଣସି ପାପ ଠାରୁ ମଧ୍ୟ କମ ନୁହେଁ। ତେଣୁ ବିଛାକୁ ନମାରି କେଉଁ ଏକ ଅଜଣା ଜାଗାରେ ଛାଡି ଦିଅନ୍ତୁ। ବିଛାକୁ ନେଇ ଆମ ମନରେ ଅନେକ ନକରାତ୍ମକ ଭାବନା ରହିଛି। ତେବେ ଜାଣି ରଖନ୍ତୁ କି ବିଛା ଅଶୁଭ ନୁହେଁ। ଯଦି ଆପଣ କୌଣସିକାମରେ ବାହାରକୁ ବାହାରିଛନ୍ତି ଏବଂ ବିଛା ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏବଂ ଆପଣଙ୍କର କାର୍ଯ୍ୟ ସିଦ୍ଧି ହୋଇଥାଏ। ଘରେ ଯଦି ବିଛା ଦେଖନ୍ତି ତେବେ ଆପଣଙ୍କର କୌଣସି ଏକ କାର୍ଯ୍ୟ ଆଗାମୀ ସାତ ଦିନ ମଧ୍ୟରେ ପୂରଣ ନିଶ୍ଚୟ ହେବ। ଯଦି ଆପଣ କୌଣସି ଗୁରୁବାର ଦିନ ଘରେ ବିଛା ଆସିବାର ଦେଖୁଛନ୍ତି ତେବେ ଜାଣିନିଅନ୍ତୁ ଯେ ମା ଲକ୍ଷ୍ମୀ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଟନ୍ତି। ଏବଂ ବହୁତ ଜଲଦି ଆପଣଙ୍କ ଗୃହକୁ ଆସିବାକୁ ଯାଉଛନ୍ତି। କିନ୍ତୁ ଯଦି କଳା କଙ୍କଡା ବିଛା୨ ରୁ ୩ ଟି ଧାଡି ବାନ୍ଧି ଘରେ ଚଳୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ଅଟେ। ଏହା ଘର ହାନି ହେବାର ପୂର୍ବ ସୂଚନା ଦେଇଥାଏ। ଯଦି ବିଜୁଳି ବା ଘଡଘଡି ମା-ରିବା ସମୟରେ ଆପଣଙ୍କ ଗୃହରେ କୌଣସି କଙ୍କଡା ବିଛା ପଡିବାର ଦେଖନ୍ତି ତେବେ ବୁଝି ଯାଆନ୍ତୁ କି କୌଣସି ଏକ ଅସୁବିଧା ହୋଇପାରେ। ତେଣୁ ସଙ୍ଗେ ସଙ୍ଗେ ସେହି ବିଛା ଉପରେ ହଳଦୀ ପାଣି ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବହୁତ ବାଧା ବି-ଘ୍ନ ବହୁତ ମାତ୍ରାରେ କମିଯାଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *