Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିଗକୁ ମୁଣ୍ଡ କରି ଶୋଉଥିବା ବ୍ୟକ୍ତି ହୋଇଥାନ୍ତି ଧନୀ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ଦିଗକୁ ମୁଣ୍ଡ ରଖି ଶୋଉଥିବା ବ୍ୟକ୍ତିମାନେ ଅଟନ୍ତି ଧନୀ। ବନ୍ଧୁଗଣ ଆପଣଙ୍କର ଶୋଇବା ଶୈଳୀ ଏବଂ କେଉଁ ଦିଗ ଆଡ଼କୁ ମୁଣ୍ଡ କରି ଶୋଉଛନ୍ତି। ଏହା ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। କୁହାଯାଏ ଯେ ଶୋଇବା ସମୟରେ ଆପଣଙ୍କର ମନ ଏବଂ ଆପଣଙ୍କର ଗୋଡ଼ ଯଦି ଭୁଲ ଦିଗରେ ରହିଥାଏ ତେବେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ଅସୁବିଧା ଉତ୍ପନ ହୋଇଥାଏ। ଏବଂ ଆପଣଙ୍କୁ ନିଜ କ୍ୟାରୀୟରରେ ଉନ୍ନତି ମିଳିପାରେ ନାହିଁ। ତେଣୁ ଏହା ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଜରୁରୀ ଅଟେ ଯେ ଆପଣ ଶୋଇବା ସମୟରେ କେବଳ ଉଚିତ ଦିଗ ଆଡ଼କୁ ନିଜ ମୁଣ୍ଡ ଓ ଗୋଡ଼ ରଖି ଶୋଇବା ଉଚିତ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ କେଉଁ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ ଏବଂ ଶୋଇବା ସହ ଜଡିତ କେତୋଟି ମହତ୍ୱପୂର୍ଣ୍ଣ ନିୟମ ବିଷୟରେ। ତେବେ ଆସନ୍ତୁ ଜାଣିବା।

ଆପଣ ନିଜର ଖଟ କିମ୍ବା ବିଛଣାରେ ଏହିପରି ଭାବରେ ଶୋଉଛନ୍ତି କି ଯେପରି ଆପଣଙ୍କର ମୁଣ୍ଡ ପୂର୍ବ ଅଥବା ଦକ୍ଷିଣ ଦିଗ ଆଡ଼କୁ ହିଁ ରହିବ। କାରଣ ଉତ୍ତର ପଶ୍ଚିମ ଦିଗକୁ ଶୋଇବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ମୁଣ୍ଡ ପୂର୍ବ ଦିଗ ଆଡ଼କୁ ରଖି ଶୋଉଛନ୍ତି ତେବେ ଆପଣଙ୍କର ମସ୍ତିଷ୍କ ପ୍ରଖର ହୋଇଥାଏ। ଏବଂ ଆପଣ ବୁଦ୍ଧିମାନ ହୋଇଥାନ୍ତି।

ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉତ୍ତମ ବୋଲି କୁହାଯାଏ। ଏବଂ କୁହାଯାଏ ଯେ ଯେଉଁ ବ୍ୟକ୍ତି ଏହି ଦିଗ ଆଡ଼କୁ ନିଜର ମୁଣ୍ଡ ରଖି ଶୁଅନ୍ତି ସେହି ଲୋକମାନଙ୍କର ଆୟୁଷ ବୃଦ୍ଧି ହୋଇଥାଏ। ଏବଂ ସେମାନେ ଜୀବନରେ ଅଧିକ ଉନ୍ନତି ସାଧନା କରିଥାନ୍ତି। ଏହି ଦିଗକୁ ମୁଣ୍ଡ କରି ଶୋଇବା ଅତ୍ୟନ୍ତ ଶୁଭଦାୟକ ଅଟେ।

ପଶ୍ଚିମ ଦିଗ ଆଡ଼କୁ ଯେଉଁ କୋକମାନେ ମୁଣ୍ଡ କରି ଶୁଅନ୍ତି ସେହି ଲୋକମାନଙ୍କୁ ନିଜ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ଓ ତାଙ୍କର ମସ୍ତିଷ୍କ ଶୋଇବା ସମୟରେ ମଧ୍ୟ ଶାନ୍ତ ରହେ ନାହିଁ।ଏବଂ ସର୍ବଦା ବିଚଳିତ ରହିଥାଏ।

Google

ଯେଉଁ ବ୍ୟକ୍ତିମାନେ ଉତ୍ତର ଦିଗ ଆଡ଼କୁ ମୁଣ୍ଡ କରି ଶୁଅନ୍ତି ସେହି ଲୋକମାନଙ୍କୁ ଜୀବନରେ ଅନେକ ପ୍ରକାରର ହାନି ବା କ୍ଷତିର ସମ୍ମୁଖୀନ କରିବାକୁ ପଡିଥାଏ ଏବଂ ଏହି ଦିଗ ଆଡ଼କୁ ଶୋଇବା ଫଳରେ ଆୟୁଷ ହାନି ହୋଇଥାଏ। ତେଣୁ ଯଦି ଆପଣ ଏହି ଦିଗ ଆଡ଼କୁ ମୁଣ୍ଡ କରି ଶୋଉଛନ୍ତି ତେବେ ତୁରନ୍ତ ନିଜର ଦିଗ ବଦଳାଇ ଦିଅନ୍ତୁ। ଏବଂ କେବଳ ସଠିକ ଦିଗ ଆଡ଼କୁ ମୁଣ୍ଡ କରି ଶୁଅନ୍ତୁ।

ଶୋଇବା ଦିଗ ବ୍ୟତୀତ ଆପଣ କେଉଁ ପ୍ରକାରର ଖଟ ଉପରେ ଶୋଉଛନ୍ତି ଏହା ମଧ୍ୟ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ବାଉଁଶ କିମ୍ବା ପଳାସ କାଠରେ ତିଆରି ହୋଇଥିବା ଖଟ ଉପରେ ଆଦୌ ଶୁଅନ୍ତୁ ନାହିଁ। ଏବଂ ଏହି କାଠରେ ତିଆରି ଖଟ ମଧ୍ୟ କ୍ରୟ ନକରିବା ହିଁ ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ।

କେତେବେଳେ ଶୋଇବା ଉଚିତ। ଦିନରେ ଶୋଇବା ଉଚିତ ନୁହେଁ ଓ ଯେଉଁ ଲୋକମାନେ ଦିନରେ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କୁ ରୋଗ ହେବାର ଅଧିକ ଆଶଙ୍କା ରହିଥାଏ। ସମସ୍ତ ଋତୁ ମଧ୍ୟରୁ କେବଳ ଗ୍ରୀଷ୍ମ ଋତୁ ସମୟରେ ହିଁ ଦିନ ବେଳେ ଶୋଇବା ଉଚିତ। ଏହିପରି ଭାବରେ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ସବୁଠାରୁ ଉତ୍ତମ ବୋଲି ଧରାଯାଏ। ଏବଂ ସକାଳ ୫ ଘଣ୍ଟା ପୂର୍ବରୁ ସର୍ଯ୍ୟା ତ୍ୟାଗ କରିବା ସବୁଠାରୁ ଉତ୍ତମ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *