Excuse Me Odisha

ଯାହା କହିବୁ ସତ କହିବୁ

ଧଳା କପଡା ପିନ୍ଧିକରି ହୋଲି ଖେଳିବାର ଏକ ବିଶେଷ ମହତ୍ଵ, ଆପଣ ଜାଣନ୍ତୁ ଏହା ପଛରେ ଥିବା କାହାଣୀ

ସେୟାର୍ କରନ୍ତୁ

ହୋଲି ୨୦୨୧ ଆସୁଅଛି। ବର୍ତ୍ତମାନ ପାଖରୁ ଏହା ଆରମ୍ଭ ହୋଇସାରିଲାଣି। ପ୍ରତ୍ଯେକ ଏହି ଉତ୍ସବକୁ ବଡ ଧୁମ ଧାମରେ ପାଳନ କରନ୍ତି। ବଜାରରେ ରଙ୍ଗ ଓ ଅବିର ଦୋକାନରେ ସଜା ହୋଇସାରିଛି। ଏହି ପର୍ବକୁ ନେଇ ଧନୀ ଠାରୁ ଗରିବ ସମସ୍ତେ ଖୁସିରେ ଅଛନ୍ତି। ଏହାର ବଡ କାରଣ ହେଉଛିକି ଏହି ପର୍ବ କାହାରି ମଧ୍ୟରେ ଭେଦଭାବ ଦେଖ ନଥାଏ। ହୋଲିକୁ ଗରିବମାନଙ୍କର ପର୍ବ ମଧ୍ୟ କୁହଯାଏ।

ବଜାରରେ ଅଲଗା ଅଲଗା ପ୍ରକାର ଏଆଙ୍ଗ ଦେଖିବାକୁ ମିଳିଥାଏ। ମିଠା ଦୋକାନରେ ନୂଆ-ନୂଆ ମିଠା ଦେଖିବାକୁ ମିଳୁଛି। କପଡା ଦୋକାନରେ ମଧ୍ୟ ନୂଆ ନୂଆ କପଡା ଆସିଥାଏ। ଏହିଦିନ ଆପଣ ଦେଖିବାକୁ ପାଇବେକି ଲୋକମାନେ ପ୍ରାୟତଃ ହାଲୁକା କିମ୍ବା ଧଳା ରଙ୍ଗର କପଡା ପିନ୍ଧିଥାନ୍ତି। ଏମିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେକି ହୋଲିରେ ଲୋକମାନେ ଅହିଙ୍କି ଧଳା କପଡା ପିନ୍ଧନ୍ତି।

ହୋଲିର ଏହି ଉତ୍ସବରେ ଧଳା ରଙ୍ଗର କପଡା ପିନ୍ଧାଯାଏ। ଏହି ଦିନ ପୁରୁଷମାନେ ଧଳା କୁର୍ତ୍ତା-ପାଇଜାମା ପିନ୍ଧାନ୍ତି, ସେହିପରି ମହିଳା ଧଳା ଶାଢୀ କିମ୍ବା ସଲୱାର ସୁଟ ସହିତ ଧଳା ଦୁପଟା ପିନ୍ଧନ୍ତି। ହୋଲି ଦିନ କପଡା ଖରାପ ହୁଏ। ଏହା ସତ୍ବେ ଲୋକମାନେ ଧଳା କପଡା ପିନ୍ଧନ୍ତି। ଆପଣଙ୍କୁ ଜଣାଇଦେଉଛୁକି ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ।

Google

ହୋଲି ଦିନ ନିଜର ପୁରୁଣା ଭୁଲକୁ ଭୁଲି ଏକ ହୋଇଯାନ୍ତି। ଏଥିରେ ମଧ୍ୟ ଗୀତ ଅଛି, ହୋଲି କେ ଦିନ ଦିଲ ମିଲ ଜାତେ ହେ। ଏମିତିରେ ଏହା ମାନାଯାଏକି ଧଳା ରଙ୍ଗ ପିନ୍ଧିବା ମିତ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଆପଣଙ୍କୁ ଜଣାଇଦେଉଛୁକି ଏହି ଉତ୍ସବ ଦୁଇଦିନ ପର୍ଯ୍ୟନ୍ତ ମନାଯାଏ। ପ୍ରଥମ ଦିନ ରାତିରେ ହୋଲିର ଦହନ ହୁଏ ଓ ତା ପରଦିନ ରଙ୍ଗ ଉଡାଯାଏ।

ଏହା ସହିତ ଯେତେବେଳେ ରଙ୍ଗ ଧଳା କପଡାରେ ଲାଗେ ସେତେବେଳେ ରଙ୍ଗ ଫୁଟିକରି ଦେଖାଯାଏ। ସେଥିପାଇଁ ଧଳା କପଡା ପିନ୍ଧିକରି ହୋଲି ପାଳନ କରାଯାଏ। ଏହି ପ୍ରକାର ହୋଲି ଯଦି ଆପଣଙ୍କୁ ଟ୍ରେଣ୍ଡି ନଜର ଆସିଥାଏ ଓ ଏହା ଧଳା କପଡା ସହିତ ଲାଲ ରଙ୍ଗର ପେୟାର ପିନ୍ଧିପାରିବେ। ଏହି ପ୍ରକାର ଡ୍ରେସିଂ ଆରମଦାୟକ ଓ ରେଡ ବର୍ଡରର ଶାଢୀ ସହିତ ହୋଲି ଖେଳିପାରିବେ।

Google

ଏଥର ହୋଲିର ଦହନ ୨୮ମାର୍ଚ୍ଚରେ କରାଯାଉଛି। ଏହି ଦିନ ପଞ୍ଚାଙ୍ଗ ମୁତାବିକ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ପୁର୍ଣିମା ତିଥି ଆସୁଅଛି। ପୂର୍ଣ୍ଣିମା ତିଥିରେ ସନ୍ଧ୍ଯା ୬ଟା ୩୭ମିନିଟ ରୁ ରାତି ୮ଟା ୫୬ ମିନିଟ ମଧ୍ୟରେ ହୋଲିର ଦହନର ମୂହୁର୍ତ୍ତ ସୃଷ୍ଟି ହେଉଛି। ସୋମବାର ଦିନ ପ୍ରତିପଦା ସ୍ଥିତିରେ ୨୯ମାର୍ଚ୍ଚରେ ହୋଲି ଖେଳାଯିବ।

ହୋଲିର ଦହନ ଦିନ ହୋଲାଷ୍ଟକର ସମାପ୍ତ ହୁଏ। ହୋଲାଷ୍ଟକ ପଞ୍ଚାଙ୍ଗ ଅନୁସାରେ ୨୨ମାର୍ଚ୍ଚ ରୁ ଆରମ୍ଭ ହୁଏ। ହୋଲାଷ୍ଟକ ହୋଲିର ପର୍ବ ଆଠ ଦିନ ପୂର୍ବରୁ ଆରମ୍ଭ ହୁଏ। ଏଥିପାଇଁ ହୋଲାଷ୍ଟକ ମଧ୍ୟ କୁହାଯାଏ। ହୋଲାଷ୍ଟକ ଆରମ୍ଭ ହେବା ପୂର୍ବରୁ ଶୁଭ କାମ କରିନେବା ଉଚିତ କାରଣ ୨୨ ମାର୍ଚ୍ଚ ଅର୍ଥାତ ହୋଲାଷ୍ଟକ ପରେ ଏହି କାର୍ଯ୍ୟକୁ କରିପାରିବେ ନାହିଁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ଆର୍ଟିକିଲ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *