Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ପର୍ବରେ ଏହି ୫ଟି ରାଶିରେ ହେବ ରାଜଯୋଗ, ମା ଲକ୍ଷ୍ମୀ କରିବେ ଧନର ବର୍ଷା

ସେୟାର୍ କରନ୍ତୁ

ବନ୍ଧୁଗଣ ହୋଲି ପୂର୍ବରୁ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡୁଛି କୃ-ପାଦୃ-ଷ୍ଟି। ସବୁ ସମସ୍ୟା ଦୂର ହେବ। ମିଳିବ ବଡ଼ ଖୁସିର ଖବର। ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ। ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ସଫଳତା ହାସଲ କରିବାକୁ ହେଲେ କଠିନ ପରିଶ୍ରମ ସହିତ ଭଗବାନଙ୍କର ବିଶେଷ କୃପା ମଧ୍ୟ ପ୍ରାପ୍ତି କରିବା ଜ-ରୁ-ରୀ ହୋଇଥାଏ। ଏହି ହୋଲି ପର୍ବ ପୂର୍ବରୁ ଏହି କିଛି ରାଶି ଉପରେ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର କୃ-ପାଦୃ-ଷ୍ଟି ପଡ଼ିବାକୁ ଯାଉଛି। ତ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ବିଶେଷ କୃ-ପାଦୃ-ଷ୍ଟି ଦେଖିବାକୁ ମିଳିବ।

ମେଷ ରାଶି:-

ଏହି ରାଶିର ଲୋକଙ୍କ ଭାଗ୍ୟ ହୋଲିରେ ସମ୍ପୂର୍ଣ ଭାବରେ ବଦଳିଯିବ। ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଆପଣ ଯେଉଁ ମଧ୍ୟ କାମ କରୁଛନ୍ତି ସେଥିରେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। କିଛି ନୂଆ ଯୋଜନା ଆପଣଙ୍କର ଉପରେ ଲାଗୁହେବ। ଆପଣଙ୍କର କାର୍ଯ୍ୟ ଉଚ୍ଚରେ ପହଞ୍ଚିବ। ଧନ ଲାଭ ହେବାର ଅଧିକ ଯୋଗ ବନୁଅଛି।

ମିଥୁନ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ଏହି ହୋଲି ବହୁତ ଶୁଭ ରହିବ। ଆପଣଙ୍କୁ ଆ-କସ୍ମି-କ ଧନଲାଭ ହୋଇପାରେ। ପରିବାରରେ ଖୁସିର ବା-ତାବ-ରଣ ରହିବ। କିଛି ଭଲ ଖବର ଶୁଣି ପାରନ୍ତି। ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ନିଜର ବାଣୀକୁ କଣ୍ଟ୍ରୋଲରେ ରଖନ୍ତୁ। ବ୍ୟାପାରରେ ସ୍ଥିରତା ରହିବ।

କନ୍ୟା ରାଶି:-

ଏହି ରାଶିର ଲୋକଙ୍କୁ ନିଜର ବନ୍ଧୁ ଏବଂ ପରିବାର ବର୍ଗ ଠାରୁ ଉପହାର ପ୍ରାପ୍ତି ହେବ। ଏହି ଉପହାର ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରାପ୍ତ ହେବ। ଏହି ରାଶିର ଲୋକ ନିଜର ଭଲ ମନ ଆଉ ବିଚାର କାରଣରୁ ସମସ୍ତଙ୍କର ହୃଦୟରେ ଜଲଦି ବ-ଶୀଭୂ-ତ ହେବେ। ଆଉ କିଛି କାମକୁ ପୁରା କରିବା ପାଇଁ ଅଲଗା ଉପାୟ ଆପଣେଇବେ। ଯେଉଁଥିରେ ସମସ୍ତଙ୍କୁ ଧନଲାଭ ହେବ।କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଆପଣଙ୍କର ଠିକ ରହିବ।

Google

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିବ। ଶିକ୍ଷା କ୍ଷେତ୍ରରେ କରିଥିବା ପରିଶ୍ରମ ଆପଣଙ୍କୁ ସଫଳତା ନେଇ ଆସିବ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କର ଉପରେ ବର୍ଷିବ। ପୁରୁଣା ଅଟକି ରହିଥିବା କାମ ପୂରଣ ହୋଇଯିବ। ଉ-ଦ୍ଧା-ର ନେଇ ଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ଷ୍ଟ୍ରଙ୍ଗ ହୋଇଯିବ।

ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କର ମାଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ବିଶେଷ କୃପା ରହିଛି। ଏହି ହୋଲି ପର୍ବ ପରେ ଭୂମି ଭବନ ଆଦି କାର୍ଯ୍ୟରେ ସଫଳ ହେବେ କ୍ୟା-ରୀୟ-ର ମା-ମ-ଲାରେ ସଫଳ ହେବେ। ବେରୋଜଗର ଲୋକେ ରୋଜଗାର କ୍ଷମ ହେବେ। ଶାରୀରିକ କଷ୍ଟ ଦୂର ହେବ। ଲଭ ଲାଇଫ ପାଇଁ ଆଗାମୀ ସମୟ ଅତ୍ୟନ୍ତ ଲାଭଦାୟକ ହେବ।କୌଣସି ବିବାହ ସମାରହରେ ଧ୍ୟାନ ଦେବେ। ମିତ୍ରଙ୍କର ପୁରା ସହଯୋଗ ପ୍ରାପ୍ତି ହେବ। ଜୀବନସାଥିଙ୍କ ସହିତ ଭଲ ବୁଝାମଣା ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *