Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ସମୟରେ ସ୍ନାନ କରିବା ହୋଇଥାଏ ମ-ହାପା-ପ ଏବଂ କେଉଁ ସମୟରେ ସ୍ନାନ କଲେ ହୋଇଥାନ୍ତି ଧନୀ।

ସେୟାର୍ କରନ୍ତୁ

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ବହୁତ ନିୟମ ରହିଛି। ଯାହା ଜାଣି ଥାଏ କିମ୍ବା ଜାଣି ନଥିଲେ ମଧ୍ୟ ପାଳନ କରିପାରି ନଥାଏ। ଏମିତି ଅନେକ କାମ ଅଛି ଯାହାକୁ ଆମକୁ ଠିକ ଭଳି ଲାଗିଥାଏ କିନ୍ତୁ ସତ କଣ ଆମେ ଜାଣି ନଥାଉ। ଯେଉଁ କାମ ବିଷୟରେ ସମ୍ପୂର୍ଣ ତଥ୍ୟ ଜାଣିଥାଉ ସେହି କାମ ହିଁ କରିବା ଉଚିତ। ଅଜାଣତରେ କିମ୍ବା ଜାଣିଶୁଣି ଭୁଲ କାମ କଲେ ମଣିଷ ଜୀବନରେ ଅନେକ ବା-ଧାବି-ଘ୍ନ ଦେଖା ଦେଇଥାଏ। ମଣିଷକୁ ବେଳେବେଳେ ଅନେକ ସଂ-କଟ ଦେଇ ଗତି କରିବାକୁ ମଧ୍ୟ ପଡିଥାଏ।

ଗୁରୁଜନଙ୍କର କହିବା ଅନୁଯାୟୀ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଘରେ ସୁଖ ଶାନ୍ତି ବଜୟୀ ରହିଥାଏ। ପ୍ରାଚୀନ କାଳରେ ମନୁଷ୍ୟ ହସ ଖୁସିରେ ମଧ୍ୟ ରହୁଥିଲେ। କିନ୍ତୁ ଆଜି ପୁରା ଓଲଟା ଘ-ଟଣା ଦେଖିବାକୁ ମିଳୁଛି। ଘରେ ଯଦି ୪ ଜଣ ସଦସ୍ୟ ଅଛନ୍ତି ଆଉ ୪ ଜଣଯାକ ଆୟ କରୁଛନ୍ତି ତାହେଲେ ମଧ୍ୟ ଘରେ କିଛି ନାଁ କିଛି ଆର୍ଥିକ ସମସ୍ୟା ରହିଥାଏ। ଘର ଠିକ ଭାବରେ ଚାଲିନଥାଏ। ଯାହା ଫଳରେ ମନୁଷ୍ୟ ଅଶାନ୍ତିରେ ଜୀବନ କାଟିଥାଏ। ହିନ୍ଦୁଧର୍ମ ଅନୁସାରେ ମନୁଷ୍ୟର ଦୈନନ୍ଦିନ ଜୀବନରେ ପ୍ରତ୍ୟକ ଜିନିଷର ବା କାର୍ଯ୍ୟକଳାପର କିଛିନା କିଛି ମହତ୍ତ୍ୱ ରହିଛି। ଯାହାକୁ ନେଇ ପ୍ରାଚୀନ କାଳରେ କିଛି ନି-ୟମ କରାଯାଇଥିଲା। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ସ୍ନାନ କେତେ ପ୍ରକାରର ଓ କେଉଁ ସମୟରେ ସ୍ନାନ କରିବା ଦ୍ୱାରା ଧନ ସମ୍ପତ୍ତି ଓ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ଏବଂ କେଉଁ ସମୟରେ ସ୍ନାନ କରିବା ଦ୍ୱାରା ଆମର ଅସୁବିଧା ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ସ୍ନାନ ଗୁଡିକ ବିଷୟରେ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସ୍ନାନ ହେଉଛି ୪ ପ୍ରକାରର। ତେବେ ଆସନ୍ତୁ ସେହି ୪ ପ୍ରକାରର ସ୍ନାନ ବିଷୟରେ ଗୋଟି ଗୋଟି କରି ଜାଣିବା।

Google

ବ୍ରହ୍ମ ସ୍ନାନ:-

ଆପଣ ଜାଣିଛନ୍ତି କି ଶାସ୍ତ୍ରରେ କୁହାଯାଇଛି କି ଯେଉଁ ଲୋକ ସକାଳ ଭୋର ସମୟ ବା ୪ ଟାରୁ ୫ଟା ମଧ୍ୟରେ ଭଗବାନଙ୍କ ନାମରେ ସ୍ନାନ କରିଥାଏ ତେବେ ଏହାକୁ ବ୍ରହ୍ମ ସ୍ନାନ କୁହାଯାଏ। ଏହି ସ୍ନାନ କରିବା ଦ୍ୱାରା ଜୀବନରେ ବହୁତ ଖୁସି ଓ ସୁଖର ସମାବେଶ ହୋଇଥାଏ। ସେହି ଲୋକମାନଙ୍କ ଜୀବନରେ କେବେବି ଦୁଃଖ ରହି ନଥାଏ।ଏବଂ ସମସ୍ତ ପ୍ରକାରର କାର୍ଯ୍ୟରେ ତାଙ୍କୁ ଯଥା ଶୀଘ୍ର ସଫଳତା ମିଳିଥାଏ।

ଦେବ ସ୍ନାନ:-

ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଉଦୟ ପରେ ସ୍ନାନ କରିବାକୁ ଦେବ ସ୍ନାନ ବୋଲି କୁହାଯାଏ। ଏହି ସ୍ନାନରେ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ସମସ୍ତ କାର୍ଯ୍ୟରେ ଆପଣ ଜୟଯୁକ୍ତ କରିଥାନ୍ତି। ଏବଂ ଜୀବନରେ ସୁଖ ସମୃଦ୍ଧି ଲାଗିରହିଥାଏ। ଏଥି ସହିତ ଆପଣଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଏହି ସ୍ନାନ ସକାଳ ୫ ଟାରୁ ୬ଟା ଭିତରେ କରିବାକୁ ହୁଏ। ଏହି ସମୟରେ ସ୍ନାନ କଲେ ଘରର ଆର୍ଥିକ ସ୍ଥିତି ଉପରେ ସ-କାରା-ତ୍ମକ ପ୍ରଭାବ ରହିଥାଏ

Google

ମାନବ ସ୍ନାନ:-

ମନାଯାଏ କି ଯୋଗ ମାଧ୍ୟମରେ ନିଜ ଇଷ୍ଟଦେବଙ୍କର ଚିନ୍ତନ ବା ଧ୍ୟାନ କରି ଯେଉଁ ସ୍ନାନ କରାଯାଏ ତାହାକୁ ଯୋଗୀ ସ୍ନାନ ବା ମାନବ ସ୍ନାନ ବୋଲି କୁହାଯାଏ। ଏହି ସ୍ନାନ ତୀର୍ଥ ଯାତ୍ରା କରିବା ସହିତ ସମାନ ଅଟେ। ତୀର୍ଥ କରିବାର ଯେତେ ପୁଣ୍ୟ ମିଳିଥାଏ ତାହା ଏହି ସ୍ନାନରେ ପ୍ରାପ୍ତ ହୋଇଥାଏ। ଏହି ସ୍ନାନ ସକାଳ ୬ଟାରୁ ୮ ଟା ଭିତରେ କରିବାକୁ ହୋଇଥାଏ। ଏହି ସମୟରେ ସ୍ନାନ କଲେ ଆଂଶିକ ଫଳ ମିଳେ। ଏବଂ ଆର୍ଥିକ ସମସ୍ୟା ଏତେଟା ଦେଖାଦେଇନଥାଏ।କିମ୍ବା ଶୋଷଣ ମଧ୍ୟ ଦେଖାଦେଇନଥାଏ।

ଦାନବ ସ୍ନାନ:-

ଶାସ୍ତ୍ରରେ କୁହାଯାଇଛି କି ଯେଉଁ ଲୋକମାନେ ଚାହା କିମ୍ବା ଭୋଜନ ସାରି ସ୍ନାନ କରନ୍ତି କିମ୍ବା ସକାଳ ୮ ପରେ ଯେଉଁ ସ୍ନାନ କରାଯାଏ ତାକୁ ଦାନବ ସ୍ନାନ କୁହାଯାଏ ଏହି ସମୟରେ ସ୍ନାନ କଲେ ଧୀରେ ଧୀରେ ସବୁକିଛି ନଷ୍ଟ ହୋଇଯାଏ। ଏଣୁ ଜୀବନରେ ଘୋର ବିପ-ତିର ସାମ୍ନା ମଧ୍ୟ କରିବାକୁ ପଡିଥାଏ। ଘରେ ସର୍ବଦା କଳି ଝ-ଗ-ଡା ବା ଦୁଃ-ଖର ଲହରୀ ଲାଗିରହିଥାଏ। ଏହା ଅତ୍ୟନ୍ତ ଅଶୁଭ ମଧ୍ୟ ହୋଇଥାଏ। ଏହା ସହିତ ମା ଲକ୍ଷ୍ମୀ ମଧ୍ୟ ଏପରି ଲୋକମାନଙ୍କ ପାଖକୁ ଆସନ୍ତି ନାହିଁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *