Excuse Me Odisha

ଯାହା କହିବୁ ସତ କହିବୁ

ତକିଆ ତଳେ କଣ ଜିନିଷ ରଖିବା ଦ୍ୱାରା ଶୁଭ ହୋଇଥାଏ, ଆଜିର ଅନୁଚିନ୍ତା, ସାଧୁବାଣୀ

ସେୟାର୍ କରନ୍ତୁ

ସବୁ ମନୁଷ୍ୟ ତାର ନିତିଦିନିଆ କାର୍ଯ୍ୟ ସାରି ରାତିରେ ଟିକେ ଶାନ୍ତିରେ ଶୋଇବାକୁ ଚାହିଁଥାଏ। ଯଦି ଏହି ନିଦ୍ରା ଠିକ ଭାବରେ ହୋଇନଥାଏ ତେବେ ତାକୁ ବହୁତ ଅଶାନ୍ତି ଲାଗିଥାଏ। ଏହା ଦ୍ୱାରା ତାର ସ୍ୱାସ୍ଥ୍ୟ ପ୍ରତି ବହୁତ ହା-ନିକା-ରକ ସାବ୍ୟସ୍ତ ହୋଇଥାଏ। ତେବେ ତାକୁ ବହୁତ ଅଶାନ୍ତି ଲାଗିଥାଏ। ସୁଖ ନିଦ୍ରା ଯୋଗୁ ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ ରହିଥାଏ। ସାଧାରଣତଃ ମନୁଷ୍ୟ ଜାଣତରେ ହେଉ କିମ୍ବା ଜାଣତରେ ହେଉ ତକିଆ ତଳେ କିଛି ଜିନିଷ ରଖି ଶୋଇଯାଇଥାଏ। କିନ୍ତୁ ଏହି ଜିନିଷ ରଖିବା ଦ୍ୱାରା ତାଙ୍କୁ କିଛି ଶୁଭ ଏବଂ କିଛି ଅଶୁଭ ଫଳ ଭୋଗିବାକୁ ପଡିଥାଏ। ଏଥିପାଇଁ ଆସନ୍ତୁ ଜାଣିବା ଶୋଇବା ବେଳେ ତକିଆ ତଳେ କଣ ରଖି ଶୋଇଲେ ଶୁଭ ଫଳ ମିଳିଥାଏ।

ସବୁଜ କପଡ଼ାରେ ମୁଗ ବାନ୍ଧି ତକିଆ ତଳେ ରଖି ଶୋଇଲେ ଏବଂ ତାକୁ ସକାଳୁ ମନ୍ଦିରରେ ଦାନ କରିଦେଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲ ରହିଥାଏ। ଏହା ସହିତ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

ଗୋଟେ ଧଳା କପଡ଼ାରେ ପାନ ମଧୁରୀ ବାନ୍ଧି ତକିଆ ତଳେ ରଖି ଶୋଇବା ଦ୍ୱାରା ଗ୍ରହ ଦୋ-ଷା କମ ହୋଇଥାଏ ଏବଂ ଖରାପ ସ୍ୱପ୍ନ ଏବଂ ମାନସିକ ଚିନ୍ତା ଦୂର ହୋଇଥାଏ।

Google

ଶୋଇବା ସମୟରେ ତକିଆ ତଳେ କେତୋଟି ରସୁଣ ପାଖୁଡା ରଖି ଶୋଇବା ଦ୍ୱାରା ନ-କାରା-ତ୍ମକ ଶକ୍ତି ଦୂର ହୋଇଥାଏ। ଦୁଇଗୁଣା ଶୁଭ ହୋଇଥାଏ।

ଯଦି ଶୋଇବା ସମୟରେ ପିଲା ଚମକୁ ଥାଏ କିମ୍ବା ଡ଼-ରୁ ଥାଏ ତେବେ ତକିଆ ତଳେ ଗୋଟେ ଲୁହା ଜିନିଷ ରଖିବା ଦ୍ୱାରା ପିଲାଙ୍କ ଚମକିବା ବନ୍ଦ ହୋଇଥାଏ ଏବଂ ପିଲା ଆରାମରେ ଶୋଇଥାନ୍ତି।

ସୋମବାର ଦିନ ରାତିରେ ସିନ୍ଦୁର ରଖି ଶୋଇଲେ ଏବଂ  ମଙ୍ଗଳବାର ଦିନ ତାକୁ ହନୁମାନ ମନ୍ଦିରରେ ଅର୍ପଣ କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହୋଇଥାଏ।ଏବଂ ସ୍ୱାମୀ ସ୍ତ୍ରୀ ବି-ବା-ଦ ଦୂର ହୋଇଥାଏ।

ତକିଆ ପାଖରେ କେବେବି ଘଣ୍ଟା ରଖି ଶୋଇବା ଉଚିତ ହୋଇନଥାଏ। ଏହା ଦ୍ୱାରା ନକ-ରା-ତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ତା ସହିତ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ।

ତକିଆ ପାଖରେ କେବେବି ମନିପୋର୍ସ ରଖି ଶୋଇବା ଉଚିତ ନୁହେଁ।ଏହା ଦ୍ବାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। ଏବଂ ସମ୍ପର୍କରେ ମଧୁରତା କମ ହୋଇଥାଏ।

Google

ଶୋଇବା ବେଳେ କେବେବି ତକିଆ ତଳେ ବହି କିମ୍ବା ପେପର ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ୱାରା ନିଜର କ୍ୟାରୀୟର ଏବଂ ବୃଦ୍ଧି ଉପରେ ଖରାପ ପ୍ରଭାବ ପଡିଥାଏ।

ଶୋଇବା ସମୟରେ କେବେବି ଚପଲ ପାଖରେ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ୱାରା ମନ ବ୍ୟସ୍ତ ହୋଇଥାଏ ଏବଂ ଭଲ ନିଦ ହୋଇନଥାଏ।

ଶୋଇବା ସମୟରେ ତକିଆ ପାଖରେ କେବେବି ପାଣି ବତଲ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଅଶୁଭ ହୋଇଥାଏ। ଏବଂ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାର। ଏହା ସହ ମନ ଚି-ନ୍ତାଗ୍ର-ସ୍ତ ହୋଇଥାଏ।

ଶୋଇବା ସମୟରେ ତକିଆ ତଳେ ହନୁମାନ ଚାଳିସା ରଖିବା ଦ୍ୱାରା ଶୋଇବା ସମୟରେ ହନୁମାନ ଚାଳିସା ପଢିବା ଦ୍ୱାରା ସବୁ ମଙ୍ଗଳକାରୀ ହୋଇଥାଏ ଏବଂ ସବୁ ସ-ଙ୍କ-ଟ ଦୂର ହୋଇଥାଏ।

ବାସ୍ତୁ ଅନୁସାରେ ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ଔଷଧ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ତା ସହିତ ଖର୍ଚ୍ଚ ବଢିଥାଏ।

Google

ଶୋଇବା ସମୟରେ ତକିଆ ତଳେ କୌଣସ ଚାବି ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖାଯାଏ।

ଶୋଇବା ସମୟରେ କେବେବି ମୁଣ୍ଡ ପାଖରେ ତୈ ତୈଇଳ ପତ୍ର ରଖି ଶୋଇବେ ନାହିଁ। ଏହା ଦ୍ୱାରା ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତା ସହିତ କଠିନ ପରିସ୍ଥିତି ଉତ୍ପନ୍ନ ହୋଇଥାଏ।

ତକିଆ ତଳେ କେବେବି ନ୍ୟୁଜ ପେପର କିମ୍ବା ମେଗାଯିନ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅମ-ଙ୍ଗଳ ହୋଇଥାଏ। ଏବଂ ଖରାପ ପ୍ରଭାବ ପକାଇ ଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *