Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ଶରୀରର ଏହି ୬ ଟି ଚିହ୍ନ ସ୍ୱାମୀ ଓ ପରିବାରକୁ କରିଥାଏ ଭାଗ୍ୟବାନ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ସ୍ତ୍ରୀର ଶରୀରରେ ଥାଏ ଏହି ୬ ଟି ଚିହ୍ନ ତାହେଲେ ସ୍ୱାମୀ ଏବଂ ପରିବାର ହୋଇଥାନ୍ତି ବହୁତ ଭାଗ୍ୟବାନ। ବନ୍ଧୁଗଣ ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଇଥାଏ। ଏବଂ ଭାରତୀୟ ସମାଜରେ ନାରୀଙ୍କୁ ଦେବୀଙ୍କ ଭଳି ସମ୍ମାନ ଦିଆଯାଇଥାଏ। ପ୍ରକୃତି ଅନୁସାରେ ନାରୀମାନଙ୍କୁ ସଂସାରରେ ପରିଚାଳନାର ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଏବଂ ବିବାହ ପରେ ପତିଙ୍କ ଘରକୁ ଆସି ସେଠାରେ ସାରା ଜୀବନ ବଞ୍ଚିବାବି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥାଏ। କୁହାଯାଇଥାଏ ଜଣେ ସ୍ତ୍ରୀ ଘରକୁ ସ୍ୱର୍ଗ ପରି ରଖିବାକୁ ସମର୍ଥ ହୋଇଥାଏ। ଏବଂ ନିଜ ପତି କିମ୍ବା ପରିବାର ପାଇଁ ଲକ୍ଷ୍ମୀ ସମାନ ହୋଇଥାଏ। ତେବେ ଜଣେ ନାରୀ କେବଳ ଭାଗ୍ୟଶାଳୀ ଏହା ତାଙ୍କର କିଛି ଅଙ୍ଗରୁ ହିଁ ଜଣା ପଡିଥାଏ। ଏଥି ସହିତ ନାରୀମାନଙ୍କର ଅଙ୍ଗରୁ ହିଁ ଜଣା ପଡିଥାଏ କି ସେମାନେ ତାଙ୍କ ପତିଙ୍କୁ କେତେ ପ୍ରେମ ମଧ୍ୟ କରନ୍ତି। ଏପରି ସାମୁଦ୍ରିକ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି କି ମହିଳା ମାନଙ୍କର ଏପରି କିଛି ଅଙ୍ଗ ଯାହାକି ସୌଭାଗ୍ୟଶାଳୀର ଲକ୍ଷଣ ଅଟେ। ଏହା ସେହି ମହିଳାର କିଛି ବିଶେଷ ଗୁଣକୁ ପ୍ରଦର୍ଶନ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ନାରୀମାନଙ୍କର ଶାରୀରିକ ଗଠନ ଏବଂ ବିଶେଷ ଗୁଣ ବିଷୟରେ।

Google

ନାକ ପାଖରେ କଳାଯାଇ:-

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳା ମାନଙ୍କର ନାକ ପାଖରେ କଳାଯାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ନାରୀ ମାନଙ୍କର ପତି ଓ ପରିବାର ବହୁତ ଧନୀ ସ୍ୱଭାବରେ ହୋଇଥାନ୍ତି

ଗୋଲାପୀ ପାଦ:-

ଯେଉଁ ମହିଳା ମାନଙ୍କର ପାଦ ଖୁବ କମଳ ହୋଇଥାଏ ଏବଂ ଗୋଲାପୀ ରଙ୍ଗର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏବଂ ନିଜ ପତିଙ୍କୁ ସବୁବେଳେ ବହୁତ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।

Google

ଗଭୀର ନାଭି:-

ଯେଉଁ ମହିଳା ମାନଙ୍କର ନାଭି ବଡ଼ ହୋଇଥାଏ ସେମାନେ ଧନବାନ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି। ଏବଂ ପରିବାର ପାଇଁ ଶୁଭ ସଂକେତ ମଧ୍ୟ ହୋଇଥାନ୍ତି।

Google

ଲମ୍ବା କେଶ:-

ଯେଉଁ ମହିଳା ମାନଙ୍କର ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ଅଟନ୍ତି। ହିନ୍ଦୁ ଧର୍ମରେ ଏପରି ନାରୀମାନେ ସୌଭାଗ୍ୟବତୀର ପ୍ରତୀକ ବୋଲି ମାନ୍ୟତା ରହିଛି।

ପାଦ ତଳ:-

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ପାଦ ତ୍ରିକୋଣା ଆକୃତିର ଚିହ୍ନ ରହିଥିଲେ ସେହି ମହିଳା ବୁଦ୍ଧିମାନ ହୋଇଥାନ୍ତି।ଏବଂ ଅସମୟରେ ନିଜ ପରିବାରର ସହାୟତା ମଧ୍ୟ କରିଥାନ୍ତି।

Google

ପାଦ ତଳେ ଶଙ୍ଖ:-

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ପାଦ ତଳେ ଶଙ୍ଖ ଚିହ୍ନ ପରି ଚିହ୍ନ ରହିଥାଏ ସେହି ମହିଳା ମାନଙ୍କର ଆଗାମୀ ଜୀବନରେ ସେମାନେ ଧନୀ ହୋଇଥାନ୍ତି। ସେ ନିଜେ କିମ୍ବା ତାଙ୍କ ପତିଙ୍କର କୌଣସି ଉଚ୍ଚ ପଦବୀ ମଧ୍ୟ ରହିଥାଏ।

ବନ୍ଧୁଗଣ ଯେଉଁ ସ୍ତ୍ରୀ ବା ମହିଳାମାନଙ୍କର ଶରୀରରେ ଏହି ୬ ଟି ଚିହ୍ନ ରହିଥାଏ ସେମାନଙ୍କର ସ୍ୱାମୀ ଓ ପରିବାର ବହୁତ ଭାଗ୍ୟବାନ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *