Excuse Me Odisha

ଯାହା କହିବୁ ସତ କହିବୁ

ବଜରଙ୍ଗବଳି ଆସନ୍ତା କାଲି ଠାରୁ ଏହି ୫ଟି ରାଶିରେ କରିବେ ଧନର ବର୍ଷା

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତା କାଲି ଠାରୁ ବନିବାକୁ ଯାଉଛି ଗ୍ରହରେ ମହା ସଂଯୋଗ। କିଛି ରାଶି ଉପରେ ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ରହିଛି। ବନ୍ଧୁଗଣ ଏହି ସଂସାରରେ ସମସ୍ତେ ଚାହିଁ ଥାନ୍ତି କି ନିଜ ଜୀବନ ଖୁସିରେ ବ୍ୟତୀତ କରିବା ପାଇଁ। ସେଥିପାଇଁ ସେ ଭଗବାନଙ୍କ ପୂଜା ଆରାଧନା କରି ଥାନ୍ତି। ଯାହାଦ୍ଵାରା ସେମାନଙ୍କର କଷ୍ଟ ଦୂର ହୋଇଥାଏ ଏବଂ ଭାଗମନଙ୍କ କୃପା ବନି ରହେ। ସେହିଭଳି ଭଗବାନ ହନୁମାନ ଦୀର୍ଘ କିଛିଦିନ ପରେ ପ୍ରସନ୍ନ ହେଉଛନ୍ତି। ଯେଉଁ କାରଣରୁ ଏହି ପାଞ୍ଚଟି ରାଶିର ଲୋକଙ୍କୁ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା ସେହି ପାଞ୍ଚଟି ଭାଗ୍ୟବାନ ରାଶି ଗୁଡିକ ବିଷୟରେ।

୧/ ବୃଷ ରାଶି –

ଏହି ରାଶିର ଲୋକଙ୍କ ଉପରେ ଆଜିଠାରୁ ଭଗବାନଙ୍କ କୃପା ବନି ରହିବ। ଯେଉଁ କାରଣରୁ ଏମାନେ ଧନବାନ ହେବେ। ଏମାନଙ୍କ ଜୀବନରେ ଆସୁଥିବା ସବୁ କଷ୍ଟ ଦୂର ହେବାକୁ ଲାଗିବ। ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ। ଆପଣ ସମାଜ ପାଇଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। ନିଜ ଅପେକ୍ଷା ଅନ୍ୟମାନଙ୍କ ଚିନ୍ତା କରିବେ, ଯାହା ଆପଣଙ୍କୁ ସଫଳତା ଆଡ଼କୁ ଅଗ୍ରସର କରାଇବ। ଯଦି ଆପଣ ଭଗବାନ ହନୁମାନଙ୍କ ଆରାଧନା କରିବେ ତାହେଲେ ଆପଣଙ୍କ ଜୀବନର ପ୍ରାୟତଃ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ଯେଉଁମାନେ ବ୍ୟାପାର କରୁଛନ୍ତି, ସେମାନଙ୍କ ବ୍ୟାପାର ରେ ଖୁବ୍ ଧନଲାଭ ହେବ। ଆପଣଙ୍କୁ ସବୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ।

Google

୨/ ସିଂହ ରାଶି –

ସିଂହ ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ରହିବ, ଯାହାଦ୍ଵାରା ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ। ଘର ପରିବାରରେ ସୁଖଶାନ୍ତିର ବାତାବରଣ ଦେଖା ଦେବ। ଜୀବନସାଥୀଙ୍କ ତରଫରୁ ସାହାଯ୍ୟ ମିଳିବ। ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରିବ। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି। ଭଗବାନ ହନୁମାନଙ୍କ ଆରାଧନା କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇ ଥାଏ।

୩/ ମେଷ ରାଶି –

ଏହି ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ରହିଥାଏ। ଆପଣ କରିଥିବା ସବୁ ପରିଶ୍ରମର ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ସମୟରେ ଆରମ୍ଭ କରିବେ,ଆପଣଙ୍କୁ ସଫଳତା ନିଶ୍ଚିତ ରୂପରେ ପ୍ରାପ୍ତ ହେବ। ଆପଣଙ୍କ ଉପରେ ସବୁ ଖରାପ ଶକ୍ତି ଦୂରେଇ ଯିବ। ମାତାପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ

୪/ କନ୍ୟା ରାଶି –

ଭଗବାନ ହନୁମାନଙ୍କ ଅପାର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ।ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସବୁ ଖରାପ ସମୟ ଆଜିଠାରୁ ଦୂରେଇ ଯିବ। ଆପଣ ତୀବ୍ର ଗତିରେ ସଫଳତା ହାସଲ କରିବେ। ସନ୍ତାନଙ୍କ ଠାରୁ ଆପଣଙ୍କୁ କିଛି ଖୁସି ଖବର ମିଳିବ, ଯେଉଁ କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କୁ ସଫଳତାର ନୂତନ ଅବସର ପ୍ରାପ୍ତ ହେବ। ଆକସ୍ମିକ ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି।

Google

୫/ କୁମ୍ଭ ରାଶି –

କୁମ୍ଭ ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ଦୃଷ୍ଟି ରହିବ ଏବଂ ଧନଲାଭ ହେବାର ସମ୍ଭାବନା ରହିଛି। ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯଦି ଆପଣ ବ୍ୟାପାର କରିବେ, ତାହେଲେ ଆପଣଙ୍କୁ ଅଧିକ ଲାଭ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *