Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ପରେ ଏହି ୩ଟି କାମ କେବେବି କରନ୍ତୁ ନାହିଁ, ଏହି କାମ କରନ୍ତୁ, ସବୁ ସମସ୍ୟା ଦୂର ହେବ

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମଣିଷ ତ ସକାଳୁ ଉଠିବା ପରେ ଏହି ଜିନିଷ ଗୁଡିକର ଦର୍ଶନ କରିବା ଉଚିତ। ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଯଶ ପ୍ରାପ୍ତି ହୋଇଥାଏ। ଯେଉଁ ମଣିଷ ସବୁଦିନ ଏହି ଜିନିଷ ଗୁଡିକର ଦର୍ଶନ କରେ ତା ଜୀବନରେ ନାକାରାତ୍ମକତା ସମାପ୍ତ ହୋଇଥାଏ। ଏବଂ ତା ଜୀବନ ସାକାରାତ୍ମକ ଭରିଯାଏ। କାରଣ ଆମ ଆଖପାଖରେ କିଛି ଏମିତି ଜିନିଷ ଥାଏ ଯାହା ନକରାତ୍ମକ ଶକ୍ତି ଛାଡ଼ିଥାଏ। ଏବଂ କିଛି ଏମିତି ଜିନିଷ ଥାଏ ଯାହା ସକରାତ୍ମକ ଛାଡିଥାଏ। କିନ୍ତୁ ଆମେ ସକାଳେ ଉଠି ନକ-ରାତ୍ମ-କ ଶକ୍ତି ଛାଡୁଥିବା ଜିନିଷ ବା ବସ୍ତୁର ଦର୍ଶନ କରନ୍ତି ତ ଆମ ଜୀବନ ଉପରେ ନକ-ରାତ୍ମ-କ ପ୍ରଭାବ ପଡିଥାଏ। ଯଦି ସକ-ରାତ୍ମ-କ ବସ୍ତୁର ଦର୍ଶନ କରିବେ ତ ଆମ ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ। ଏଥିପାଇଁ ଆମର ଶାସ୍ତ୍ରରେ କିଛି ଏପରି ବସ୍ତୁ ଉପରେ କୁହାଯାଇଛି ଯାହାକୁ ସକାଳେ ଉଠିବା ମାତ୍ରେ ମନୁଷ୍ୟକୁ ଦର୍ଶନ କରିବା ଉଚିତ। ନୀତି ଏହି ଜିନିଷକୁ ଦର୍ଶନ କରିବା ବହୁତ ଶୁଭ ମାନାଯାଏ। ଓ ମନୁଷ୍ୟ ଜୀବନରେ ସ-କାରା-ତ୍ମକ ଦେଖିବାକୁ ମିଳେ। ଆପଣ ଗରିବର ସାମ୍ନାରେ କରୁଛନ୍ତି, ଆପଣଙ୍କ କାମରେ ବାଧା ଆସୁଛି କିମ୍ବା ଆପଣଙ୍କ ଶ-ତ୍ରୁର ସଂଖ୍ୟା ବଢୁଛି ତ ଆପଣ ଏହି ଜିନିଷ ଗୁଡିକର ଦର୍ଶନ କରନ୍ତୁ। ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଜିନିଷ ଗୁଡିକ କଣ କଣ ଯାହାକୁ ସକାଳୁ ଉଠୁ ଉଠୁ ଦର୍ଶନ କରିବା ଉଚିତ। ଆଉ ଏମିତି କଣ ଜିନିଷ ଅଛି ଯାହା ସକାଳୁ ଉଠୁ ଉଠୁ ଦେଖିବା ଅନୁଚିତ।ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପାଇବା ଚାହୁଁଥିଲେ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖିଦିଅନ୍ତୁ।

Google

ଆଇନା:-

ବାସ୍ତୁ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳେ ଉଠିବା ପରେ ଆଇନା କେବେ ଦେଖିବା ଉଚିତ ନୁହେଁ। ଏହିପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଏ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ସକାଳୁ ଉଠିବା ପରେ ଆଇନା ଦେଖିବା ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ। ଉନ୍ନତି ଆସିବା ବଦଳରେ ଅବନତି ଆସିଥାଏ। ଏଥିପାଇଁ ସକାଳେ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ। କାରଣ ସକାଳେ ଉଠିବା ବେଳେ ଆମର ଚେହେରା ଖରାପ ଦେଖାଯାଉଥାଏ। ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକ-ରାତ୍ମ-କ ପ୍ରଭାବ ଆମ ଉପରେ ପଡିଥାଏ।

Google

ଛାଇ:-

ବନ୍ଧୁଗଣ ସକାଳେ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖିବା ଦ୍ୱାରା ମନୁଷ୍ୟ ଜୀବନରେ ଦୁର୍ଭାଗ୍ୟ ଆସିଥାଏ। କାରଣ ଛାଇ ମନୁଷ୍ୟ ଜୀବନରେ ଭ୍ରମ ଏବଂ ଭ-ୟ ସୃଷ୍ଟି କରିଥାଏ। ସକାଳୁ ଉଠି ଆପଣ ଆପଣଙ୍କର ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କ ଜୀବନରେ ଆର୍ଥିକ ପରିସ୍ଥିତି ନିର୍ମାଣ କରିଥାଏ। ଆପଣଙ୍କର କାର୍ଯ୍ୟ ଅଟକି ରହିଯାଏ। ଏଥିପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ

Google

ହାତ ପାପୁଲି:-

ସକାଳୁ ଉଠି ନିଜର ହାତ ପାପୁଲି ଦେଖନ୍ତୁ। ଶାସ୍ତ୍ର ଅନୁସାରେ ସକାଳୁ ଉଠି ମନୁଷ୍ୟକୁ ନିଜର ହାତ ପାପୁଲି ଦର୍ଶନ କରିବା ଉଚିତ। କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି। ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୁରୁଗୋବିନ୍ଦଙ୍କ ନିବାସ ଅଟେ। ଏଥିପାଇଁ ଆପଣ ସକାଳୁ ଉଠି ହାତର ଦର୍ଶନ କରନ୍ତୁ। ଏଥି ଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତି ସୁଖ ଶାନ୍ତି ପ୍ରାପ୍ତି ହେବ। କାରଣ ହାତର ଦର୍ଶନ କରିବା ଦ୍ୱାରା ମା ଲକ୍ଷ୍ମୀ ମା ସ୍ୱରସ୍ୱତୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ପ୍ରାପ୍ତି ହୋଇଥାଏ। ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ପାଇବା ପାଇଁ ସକାଳୁ ଉଠି ନିଜର ହାତ ପାପୁଲିକୁ ଦର୍ଶନ କରି ପାଠ ଆରମ୍ଭ କରିବା ଉଚିତ।

ଗୋ ମାତାଙ୍କର ଦର୍ଶନ:-

ସକାଳୁ ଉଠିବା ପରେ ହଠାତ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହେଉଛି ତ ଏହାକୁ ବହୁତ ଶୁଭ ମାନାଯାଏ। ଏଥିପାଇଁ ସକାଳୁ ଉଠିବା ପରେ ଯଦି ଆପଣଙ୍କ ପାଖକୁ ଗାଈ ଆସେ ତ ତାକୁ ମା-ଡ଼ ମା-ରି ଓଡାନ୍ତୁ ନାହିଁ। ତାକୁ ରୁଟି ଖାଇବାକୁ ଦେଇ କାନରେ ମାନସ୍କମନା କୁହନ୍ତୁ ଗୋମାତାଙ୍କର କାନରେ ମନସ୍କାମନା କହିବା ଦ୍ୱାରା ମାତା କାମଧେନୁ ଆପଣଙ୍କର ମନସ୍କମନା ପୂରଣ କରନ୍ତି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସବୁ ମଧ୍ୟ ପୁରାଣ ହୁଏ। ଆର୍ଥିକ ସ୍ଥିତିର ମଧ୍ୟ ସୁଧାର ହୁଏ।

Google

ତୁଳସୀର ଦର୍ଶନ:-

ସକାଳୁ ଉଠି ତୁଳସୀଙ୍କର ଦର୍ଶନ କରିବା ଉଚିତ। କାରଣ ତୁଳସୀ ମା ସବୁ ପ୍ରକାରର ରୋଗକୁ ଭଲ କରିଥାନ୍ତି। ମନୁଷ୍ୟ ଜୀବନରେ ଆସିବାକୁ ଥିବା ଅଘ-ଟଣକୁ ଆଗୁଆ ଜଣେଇଥାଆନ୍ତି। ଯଦି ଘରର ତୁଳସୀ ଗଛ ଶୁଖି ଯାଏ ତ ଜାଣନ୍ତୁ ଘରର କୌଣସି ଦୁର୍ଘ-ଟଣା ଘ-ଟିବାକୁ ଯାଉଛି କିମ୍ବା ଘରର ପୁରୁଷ କୌଣସି ବିପ-ଦରେ ପଡିବାକୁ ଯାଉଛନ୍ତି। ଏଥିପାଇଁ ତୁଳସୀ ମାନଙ୍କର ଦର୍ଶନ କରି ଘରୁ ବାହାରକୁ ଯିବା ଉଚିତ।

Google

ମାତା ପିତାଙ୍କର ପାଦ ଛୁଇଁବା:-

ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି ଯେ ମନୁଷ୍ୟକୁ ସକାଳୁ ଉଠିବା ପରେ କିମ୍ବା କୌଣସି କାମରେ ଯିବା ବେଳେ ମାତା ପିତାଙ୍କର ଚରଣ ଛୁଇଁ ନିଶ୍ଚୟ ଯିବା ଉଚିତ। କାରଣ ମାତା ପିତାଙ୍କର ଚରଣରେ ହିଁ ସ୍ୱର୍ଗଲୋକ ବିରାଜମାନ ଏଥିପାଇଁ ମାତା ପିତାଙ୍କର ଚରଣ ସ୍ପର୍ଷ କରି ଯିଏ ଘରୁ ବାହାରି ଥାଏ ତା କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିଥାଏ। ସେଥି ପାଇଁ ମାତା ପିତାଙ୍କର ସେବା ଅବଶ୍ୟ କରନ୍ତୁ ଏବଂ ନୀତି ତାଙ୍କର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀକୃଷ୍ଣ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *