Excuse Me Odisha

ଯାହା କହିବୁ ସତ କହିବୁ

ଗାଧୁଆ ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୪ ଟି ଜିନିଷ ନଚେତ ଧୀରେ ଧୀରେ ହୋଇଯିବ ସ-ର୍ବନା-ଶ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଗାଧୁଆ ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୪ ଟି ଜିନିଷ ନଚେତ ଧୀରେ ଧୀରେ ଆପଣଙ୍କର ହୋଇଯିବ ସ-ର୍ବନା-ଶ। ବନ୍ଧୁଗଣ ବାସ୍ତୁଶାସ୍ତ୍ର ଘର ପାଇଁ କେତେ ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ। କିନ୍ତୁ ଆଜି ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଏହାକୁ ଭୁଲି ଯାଇଛନ୍ତି। ସେଥିପାଇଁ ତାଙ୍କ ଜୀବନରେ ବହୁତ ପ୍ରକାରର ଅସୁବିଧା ହୋଇଥାଏ।ବହୁତ ଲୋକ ଭାବନ୍ତି ଏତେ କଷ୍ଟ କଲା ପରେ ମଧ୍ୟ ସଫଳତା କାହିଁକି ପ୍ରାପ୍ତ ହୋଇନଥାଏ। ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ବହୁତ ଲୋକଙ୍କ ଘରେ ରହିଥିବା କେତେକ ଜିନିଷ ବାସ୍ତୁଶାସ୍ତ୍ର ଅନୁଯାୟୀ ରଖାଯାଇନଥାଏ। ଯାହା ଫଳରେ ଜୀବନରେ ଆର୍ଥିକ ଏବଂ ଶାରୀରିକ ସମସ୍ୟା ମାନ ଦେଖାଦେଇଥାଏ। ବହୁତ ଲୋକ ଏମିତିବି ଅଛନ୍ତି ଯେ ଘରର ସବୁ ଜାଗାରେ ବାସ୍ତୁ ଉପରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ବାଥରୁମ ଉପରେ ଧ୍ୟାନ ଦିଅନ୍ତି ନାହିଁ। ଏହା ଦ୍ବାରା ଘରେ ନକ-ରାତ୍ମ-କ ଉର୍ଜା ଆସି ରହିଥାଏ। ଯାହା ଫଳରେ ସବୁକାମ ଖରାପ ହୋଇଥାଏ। ଏବଂ ଏହା ମନୁଷ୍ୟକୁ ଧୀରେ ଧୀରେ ଭିକାରୀ ମଧ୍ୟ କରିଦେଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ବାଥରୁମ ବା ଗାଧୁଆ ଘରେ କେଉଁ ସବୁ ଜିନିଷ ରଖିବା ଅନୁଚିତ। ତେବେ ଆସନ୍ତୁ ଜାଣିବା।

Google

ଭଙ୍ଗା ବାଲ୍ଟି:-

ଘର ବାଥରୁମରେ ଭୁଲରେ ମଧ୍ୟ ଭ-ଙ୍ଗା ବାଲ୍ଟି ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ଏହି ଭ-ଙ୍ଗା ବାଲ୍ଟିରେ ପାଣି ଭର୍ତ୍ତି କରି ଗାଧୋଇଥାଏ ତାହାର ଭାଗ୍ୟ ଭାଙ୍ଗି ଯାଇଥାଏ।ସେଥିପାଇଁ ଭ-ଙ୍ଗା ବାଲ୍ଟି ରଖନ୍ତୁ ନାହିଁ। ଏବଂ ନକ-ରାତ୍ମ-କ ଉର୍ଜା ଘରେ ଆସି ରହିଥାଏ। ଏଥି ସହିତ ଗାଧୋଇ ସାରିବା ପରେ ଖାଲି ବାଲ୍ଟି ମଧ୍ୟ ବାଥରୁମରେ ରଖନ୍ତୁ ନାହିଁ। ସବୁବେଳେ ବାଲ୍ଟିରେ ପାଣି ଭର୍ତ୍ତି କରି ରଖନ୍ତୁ।

ସାବୁନ ଖ-ଣ୍ଡ:-

ବହୁତ ଲୋକଙ୍କର ଅଭ୍ୟାସ ହୋଇଥାଏ ଯେ ସାବୁନ ସରି ଆସିଲେ ସେ ନୂଆ ସାବୁନ ଆଣି ରଖିଦିଅନ୍ତି କିନ୍ତୁ ପୁରୁଣା ଖ-ଣ୍ଡ ସେଠାରେ ରଖିଥାନ୍ତି। ସାବୁନର ଛୋଟ ଛୋଟ ଖ-ଣ୍ଡ ଘରକୁ ଦରି-ଦ୍ରତା ଆଣିଥାଏ। ଯେଉଁ ଘରେ ସାବୁନ ଖଣ୍ଡ ପଡି ରହିଥାଏ ସେଠି ଧନ ରହେ ନାହିଁ। ତେଣୁ ସବୁବେଳେ ସାବୁନ ସରିଆସିଲେ ଏହାର ଛୋଟ ଖ-ଣ୍ଡକୁ ବାହାରକୁ ଫି-ଙ୍ଗି ଦିଅନ୍ତୁ।

Google

ଭ-ଙ୍ଗା କବାଟ:-

ଯଦି ଆପଣଙ୍କ ଘରର ବାଥରୁମର କବାଟ ଭ-ଙ୍ଗା ଅଛି ତେବେ ତୁରନ୍ତ ଏହାକୁ ସଜାଡ଼ିବା ପାଇଁ କାମ କରନ୍ତୁ। ଭ-ଙ୍ଗା କବାଟ ଆସୁଥିବା ସଫଳତାକୁ ଖରାପ କରିଦେଇଥାଏ। ଏହା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ବଢିଥାଏ। ସେଥିପାଇଁ ବାଥରୁମର କବାଟ ଭ-ଙ୍ଗା ରଖନ୍ତୁ ନାହିଁ ବା ଭା-ଙ୍ଗିବାକୁ ଦିଅନ୍ତୁ ନାହିଁ। ଯେତେ ଶୀଘ୍ର ସଜାଡ଼ିବା ପାଇଁ ଚେଷ୍ଟା କରନ୍ତୁ। ନଚେତ ଆପଣଙ୍କର ଭାଗ୍ୟ ଖରାପ ହୋଇଯାଇପାରେ।

ଓଦା କପଡା:-

ବେଳେବେଳେ ଦେଖାଦେଇଥାଏ ଯେ ଲୋକମାନେ ତରବରରେ ଗାଧୋଇ ସାରିବା ପରେ ବା ଲୁଗା ସଫା କରି ସାରିବା ପରେ ଓଦା ଲୁଗାକୁ ଗାଧୁଆ ଘରେ ଅଧିକ ସମୟ ପକାଇ ରଖିଥାନ୍ତି କିନ୍ତୁ ଏହା ଘର ପାଇଁ ବହୁତ ବଡ଼ ସମସ୍ୟା ଆଣିଥାଏ। ତେଣୁ ସବୁବେଳେ ଓଦା ଲୁଗାକୁ ତୁରନ୍ତ ଶୁଖେଇବାକୁ ଚେଷ୍ଟା କରନ୍ତୁ।

ତେଣୁ ବନ୍ଧୁଗଣ ଆପଣ ମାନେ ଗାଧୁଆ ଘରେ ଭୁଲରେବି ଏହି ୪ ଟି ଜିନିଷ ରଖନ୍ତୁ ନାହିଁ। ଦେଖିବେ ଆପଣଙ୍କ ଘରର ଭାଗ୍ୟ ନିଶ୍ଚିତ ଭାବରେ ବଦଳିବାକୁ ଲାଗିବ। ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *