Excuse Me Odisha

ଯାହା କହିବୁ ସତ କହିବୁ

ମ-ରି ଗଲେବି ତୁଳସୀ ଗଛକୁ ଏଠି ଲଗାନ୍ତୁ ନାହିଁ, ନଚେତ ହେବ ଘୋର ଅ-ନର୍ଥ।

ସେୟାର୍ କରନ୍ତୁ

ବନ୍ଧୁଗଣ ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ମାନାଯାଏ। ତୁଳସୀ ଗଛ ଦେବୀ ବୃନ୍ଦାଙ୍କ ଠାରୁ ଜନ୍ମ ନେଇଛି। ଏହା ଭଗବାନ ବିଷ୍ଣୁଙ୍କର ପ୍ରିୟ ଗଛ ଅଟେ। ପ୍ରାଚୀନ ଗ୍ରନ୍ଥରେ ଏହାର ମହତ୍ତ୍ୱ ଉଲ୍ଲେଖ କରାଯାଇଛି। ତୁଳସୀ ଗଛ ଆମ ଭିତରେ ଥିବା କେତେକ ରୋଗକୁ ନା-ଶ କରିବାର ଶକ୍ତି ତା ପାଖରେ ରହିଥାଏ। ଏବଂ ଆମ ଠାରୁ ନକ-ରାତ୍ମ-କ ଶକ୍ତି ଦୁରେଇ ରଖିବାରେ ସମର୍ଥ ମଧ୍ୟ ଅଟେ।ଆମ ଘରକୁ ଆସୁଥିବା ବି-ପଦକୁ ତୁଳସୀ ଗଛ ରୋକି ଥାଏ। ତା ସହିତ ରୋଗକୁ ବି ନା-ଶ କରିଥାଏ। ଯଦି ଆପଣ ତାକୁ ଠିକ ଦିଗ ଏବଂ ଠିକ ସ୍ଥାନରେ ଲଗାଇଛନ୍ତି ତାହେଲେ ଏହା କରିବା ଦ୍ୱାରା ଜୀବନରେ ଆର୍ଥିକ ସ୍ଥିତି ସୁଧାରିଥାଏ। ପ୍ରାଚୀନ କାଳରୁ ହିଁ ଋଷି ମୁନି ମାନେ ଆଶ୍ରମରେ ତୁଳସୀ ଗଛକୁ ଲଗାଉଥିଲେ। ରାଜା ମହାରାଜା ମାନଙ୍କ ମହଲରେ ମଧ୍ୟ ତୁଳସୀ ଗଛ ଲଗା ଯାଉଥିଲା। ତୁଳସୀ ଗଛକୁ ସବୁଦିନେ ଜଳ ଅର୍ପଣ କରିବାର ପରମ୍ପରା ରହିଛି। କେତେକ ଶାସ୍ତ୍ରରେ ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଛି। ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ସେଠାକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏହା ସହିତ ଏହି ଗଛ ଘରେ ରହିବା ଦ୍ୱାରା ମନକୁ ଶାନ୍ତି ଏବଂ ପ୍ରଶନ୍ନତା ମିଳେ। ଯଦି ଆପଣ ପ୍ରତିଦିନ ତୁଳସୀର ପତ୍ର ଖାଆନ୍ତି ଏହା କେତେ ପ୍ରକାରର ରୋଗ ଏବଂ ବିମା-ରୀରୁ ର-କ୍ଷା କରିଥାଏ। ଏବଂ ଆପଣଙ୍କ ଆର୍ଥିକ ଅବସ୍ଥାର ମଧ୍ୟ ସହାୟକ ହୋଇଥାଏ। ସବୁଦିନ ସକାଳେ ଜଳ ଅର୍ପଣ କରିବା ବଡ଼ ଶୁଭ ମାନାଯାଏ। କିନ୍ତୁ ଶାସ୍ତ୍ରରେ କିଛି ଏମିତି ଦିନ କୁହାଯାଇଛି ଯେଉଁ ଦିନ ତୁଳସୀ ଗଛରେ ଜଳ ଅର୍ପଣ କରିବା ଅନୁଚିତ। ଏଥିପାଇଁ ଆମେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ ତୁଳସୀ ଗଛକୁ କେଉଁ ଦିଗରେ ଲଗେଇବା ଶୁଭ ଏବଂ କେଉଁ ଦିଗରେ ଲଗେଇବା ଅଶୁଭ। ଏବଂ କେଉଁ ଦିନ ଜଳ ଚଢ଼େଇବା ଏବଂ କେବେ ଚଢ଼େଇବା ଉଚିତ ହୋଇନଥାଏ। ଏହାର ପୂଜା କରିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ। ଏହି ଗଛ ଦ୍ୱାରା ଆପଣଙ୍କ ଘରର ସମସ୍ୟା କିପରି ନିବାରଣ କରିବେ ଏବଂ ଆପଣଙ୍କର ଆର୍ଥିକ ସ୍ଥିତିକୁ କିପରି ସୁଧାରିବେ ଏହି ସବୁ ବିଷୟରେ ଶାସ୍ତ୍ରରେ ବତା ଯାଇଥିବା ମହତ୍ୱପୂର୍ଣ କଥାକୁ ଆମେ ଆପଣଙ୍କୁ ଏହି ପୋଷ୍ଟରେ ଜଣେଇବୁ। ତ ଆସନ୍ତୁ ଜାଣିବା ତୁଳସୀ ସହିତ ଜ-ଡିତ ମହତ୍ୱପୂର୍ଣ କଥା।

ଏହି ଦିନ ଚଢାନ୍ତୁ ନାହିଁ ତୁଳସୀକୁ ଜଳ। ଶାସ୍ତ୍ରରେ ଏପରି କିଛି ଦିନ ବିଷୟରେ କୁହାଯାଇଛି। ଯେଉଁ ଦିନ ତୁଳସୀକୁ ଜଳ ଚଢାଇବା ଉଚିତ ନୁହେଁ। ପ୍ରତ୍ୟକ ରବିବାର,ଏକାଦଶୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣ ସମୟରେ ତୁଳସୀକୁ ଜଳ ଚଢାନ୍ତୁ ନାହିଁ। ତା ସହ ସୂର୍ଯ୍ୟ ଅସ୍ତ ପରେ ତୁଳସୀର ପତ୍ର ତୁଳନ୍ତୁ ନାହିଁ। ଏହା କରିବା ଦ୍ୱାରା ବାସ୍ତୁ ଦୋ-ଷ ଲାଗିଥାଏ।ଯେଉଁ ବ୍ୟକ୍ତି ଗୁରୁବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଢାଳି ଥାଏ ରବିବାରକୁ ଛାଡି ପ୍ରତିଦିନ ସନ୍ଧ୍ୟାରେ ଏହାର ପାଖରେ ଘିଅ ଦୀପ ଜ-ଳାଇ ଥାଏ ଏପରି ଘରେ ସବୁବେଳେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଏବଂ ଆର୍ଥିକ ସ୍ଥିତି ଦୁରେଇ ଯାଏ।

Google

ତୁଳସୀ ଗଛ ଶୁଖିଯିବା। ଶୁଖିଯାଇଥିବା ତୁଳସୀ ଗଛ ଯେପରି ଘରେ ନରହୁ। ଅଥବା ତୁଳସୀ ଗଛକୁ ଶୁଖିବାକୁ ଦିଅନ୍ତୁ ନାହିଁ। ଏହାକୁ ନିୟମିତ ଭାବେ ଜଳ ଚଢାଇ ଏହାକୁ ହରଭରା ରଖନ୍ତୁ। ତୁଳସୀ ଗଛ ଶୁଖିଯିବା ବହୁତ ଅଶୁଭ ମାନାଯାଇଥାଏ। ଜ୍ୟୋତିଷ ଲୋକେ ମାନନ୍ତି କି ତୁଳସୀ ଗଛ ବୁଧଙ୍କ କାରଣରୁ ଶୁଖିଯାଏ। କାରଣ ବୁଧ ଗ୍ରହ ସବୁଜ ରଙ୍ଗର ପ୍ରତୀକ ଅଟନ୍ତି। ଏବଂ ଗଛ ପତ୍ର ସବୁଜ ରଙ୍ଗର ପ୍ରତୀକ ଅଟନ୍ତି। ଏହା ଏକ ଏପରି ଗ୍ରହ ଅଟେ ଯାହା ଅନ୍ୟ ଗ୍ରହର ଭଲ ଏବଂ ଖରାପ ପ୍ରଭାବକୁ ଜାତ ପକାଇ ପକା ଯାଇଥାଏ। କେଉଁ ଗ୍ରହ ଶୁଭ ଫଳ ଦେଇଥାଏ ତ ତାର ଅଶୁଭ ପ୍ରଭାବରେ ତୁଳସୀ ଗଛ ସୁଖିନଥାଏ। ଏବଂ ଆରାମରେ ବଢିଥାଏ। ବୁଧଙ୍କ ପ୍ରଭାବରେ ହିଁ ତୁଳସୀ ଗଛରେ ଫୁଲ ଫୁଟିବାକୁ ଲାଗେ। ଘରେ ତୁଳସୀ ଗଛ ରହିବା କୌଣସି ଡକ୍ଟରଙ୍କ ଠାରୁ କମ ନୁହେଁ। ତା ସହ ଘରେ ବାସ୍ତୁଦୋ-ଷ ଦୂର କରିବା ପାଇଁ ସକ୍ଷମ ଅଟେ। ଯଦି ତୁଳସୀ ଗଛ ଶୁଖିଯାଏ ତେବେ ଏହାକୁ ପ୍ରଭାହିତ ପାଣିରେ ଭସେଇ ଦିଅନ୍ତୁ।

ଏହି ଦିଗରେ ଲଗାନ୍ତୁ ତୁଳସୀ ଗଛ। ବାସ୍ତୁ ଅନୁସାରେ ତୁଳସୀ ଗଛକୁ ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରକୁ ସାକା-ରାତ୍ମ-କତା ଆସିଥାଏ। ତା ଛଡା ଆମର ଇଶାଣ କୋଣ ବା ଉତ୍ତର ପୂର୍ବ କୋଣରେ ତୁଳସି ଗଛ ଲଗାଇ ପାରିବେ।

ଏହି ଦିଗରେ ଲଗାନ୍ତୁ ନାହିଁ ତୁଳସୀ ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ କୋଣରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ଅନ୍ୟଥା ଏ ଆପଣଙ୍କୁ ଫାଇଦା ଦେବା ବଦଳରେ କ୍ଷ-ତି ପାଞ୍ଚାଇ ଥାଏ।

ଭଗବାନ ବିଷ୍ଣୁଙ୍କୁ ଚଢାନ୍ତୁ ତୁଳସୀ। ଭଗବାନ ବିଷ୍ଣୁଙ୍କ ପୂଜାରେ ଦୁଦୁରା ଫୁଲ, କମଳ ଫୁଲ, ଅମ୍ଳାସ ଫୁଲର ବ୍ୟବହାର କରନ୍ତୁ ନାହିଁ। ତା ସହିତ ଯେଉଁ ଲୋକ ମୁଣ୍ଡରେ ଚାଉଳର ଟୀକା ଲଗାଇ ସାରି ଚାଉଳ ଚଢାନ୍ତି ସେହି ଲୋକଙ୍କୁ କହିଦେଉଛୁ କି ଶ୍ରୀ ବିଷ୍ଣୁ ମଙ୍କ ପୂଜାରେ ସେହି ଚାଉଳର ବ୍ୟବହାର କରନ୍ତୁ ନାହିଁ। ଆପଣ ଭଗବାନ ବିଷ୍ଣୁଙ୍କୁ ପୂଜାରେ ତୁଳସୀ ଏବଂ ଅଁଳା ବ୍ୟବହାର କରନ୍ତୁ। ଏହା ଦ୍ୱରା ଭଗବାନ ପ୍ରସନ୍ନ ହୋଇଥାନ୍ତି।

Google

ରୁଷେଇ ଘରେ ଲଗାନ୍ତୁ ତୁଳସୀ ଗଛ। ତୁଳସୀକୁ ରୋଷେଇ ପାଖରେ ରଖିପାରିବେ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ପାରିବାରିକ ଝ-ଗଡା ଦୁରେଇ ଯିବ।

ତୁଳସୀ ଦ୍ୱରା ବାସ୍ତଦୋ-ଷ ଦୂର କରନ୍ତୁ। ଆପଣଙ୍କ ଘରେ ବାସ୍ତୁଦୋଷ ରହିଛି ତ ଏହାକୁ ଦୂର କରିବା ତୁଳସୀ ଗଛକୁ ଅ-ଗ୍ନି କୋଣ ବା ଦକ୍ଷିଣ ପୂର୍ବ ଦିଗରେ କୌଣସି ଖାଲି ଜାଗାରେ ଲଗାନ୍ତୁ।

ପୁଅ ମାନେ ଯଦି ବହୁତ ଜିଦିଆ ଅଟନ୍ତି ତେବେ ଏହି ଉପାୟ କରନ୍ତୁ। ତୁଳସୀ ଗଛ କୁ ପୂର୍ବ ଦିଗରେ ଝରକା ପାଖରେ ରଖିବା ଦ୍ୱାରା ଆପଣଙ୍କ ପୁଅ ଯଦି ଯୁକ୍ତି କରୁଥାଏ ତେବେ ତାହାର ଜିଦି ବନ୍ଦ ହୋଇଯିବ।

ଶୀଘ୍ର ବାହା ହେବା ପାଇଁ ତୁଳସୀର ଉପାୟ।ଝିଅର ବାହାଘରର ବିଳମ୍ବ ହେଉଛି ତ ତୁଳସୀକୁ ଅ-ଗ୍ନି କୋଣରେ ରଖି ସବୁ ଦିନେ ଜଳ ଅର୍ପଣ କରନ୍ତୁ। ଶୀଘ୍ର ବାହାଘର ହୋଇଯିବ।

ବିଜନେସରେ ଲାଭ ପାଇଁ। ଯଦି ଆପଣଙ୍କ ବିଜନେସ ଭଲରେ ଚାଲୁନାହିଁ ତ ତୁଳସୀକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ। ପ୍ରତ୍ୟକ ଶୁକ୍ରବାରରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ମିଠାର ଭୋଗ ଲଗାଇ ବିବାହିତ ସ୍ତ୍ରୀଙ୍କୁ ଦାନ କରନ୍ତୁ। ତୁଳସୀ ଗଛ ଏପରି ଯାହା ଆଗକୁ ଆସୁଥିବା ବିପ-ଦର ସଂକେତ ମଧ୍ୟ ଦେଇଥାଏ। ଏହି ସବୁ ବିଷୟରେ ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *