Excuse Me Odisha

ଯାହା କହିବୁ ସତ କହିବୁ

ଦୋଳ ପୁର୍ଣିମା (ହୋଲି)ରେ ଗରିବରୁ ଧୋନୀ ହେବା ପାଇଁ କରନ୍ତୁ ଏହି ସହଜ ଉପାୟ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଦୋଳଯାତ୍ରା ହିନ୍ଦୁ ମାନଙ୍କର ଗୋଟିଏ ବଡ଼ ପର୍ବ ଅଟେ। ଦୋଳି ବା ଝୁଲଣ ପରି ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମା କରୁଥିବାରୁ ଏହାର ନାମ ଦୋଳଯାତ୍ରା ହୋଇଅଛି। ଫାଲ୍ଗୁନ ମାସ ଶୁକ୍ଳପକ୍ଷଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣିମା ଏବଂ ହୋଲି ପର୍ବରେ ଶେଷ ହୋଇଥାଏ। ଫଗୁ ଦଶମୀ ଦିନ ମନ୍ଦିରରେ ଥିବା ରାଧାକୃଷ୍ଣଙ୍କୁ ଫଗୁ ଲଗାଇ ବେଶ କରାଇ ବିମାନ ସଜାଇ ବସାଯାଇ ଥାଏ। ଏବଂ ବିମାନରେ ଆମ୍ବପେନ୍ଥା, ଆମ୍ବ ବଉଳ ଏବଂ ନାନା ଜାତିର ଫୁଲରେ ବିମାନଟିକୁ ସଜା ଯାଇଥାଏ। ଠାକୁରଙ୍କର ବିମାନକୁ ଗୋପାଳ ପିଲାମାନେ ଘଣ୍ଟ, ଢୋଲ, କୀର୍ତନରେ ତାଳରେ କାନ୍ଧେଇ କାନ୍ଧେଇ ଘରକୁ ଘର ବୁଲାଇ ଥାନ୍ତି। ଦୋଳପୁର୍ଣିମା ପର ଦିନ ରଙ୍ଗର ପର୍ବ ପାଳନ କରାଯାଇଥାଏ। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ସବୁ ରାଗ ରୁଷ ଭୁଲି ହୋଲି ଖେଳର ମଜା ନେଇଥାନ୍ତି। ହୋଲିରେ ଅଭିର ଖେଳ ବସନ୍ତ ପରି କେତେକ ରୋଗରେ ପ୍ରତିଶୋଧକ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମୈତ୍ର ନାମକ ଏକ ରାକ୍ଷ-ସକୁ ବୋ-ଧ କରିଥିଲେ। ଲୋକମାନଙ୍କର ପ୍ରାଣରେ ଅଭୟ ଏବଂ ଆନନ୍ଦ ଭରି ଦେଇଥିଲେ ଏବଂ ଏହି ଦିନ ଅ-ଗ୍ନି ଦେବ ବୋଲିକା ରାକ୍ଷ-ସୀର ବୋ-ଧ କରି ପ୍ରହ୍ଲାଦଙ୍କୁ ମୃ-ତ୍ୟୁ ମୁଖରୁ ର-କ୍ଷା କରିଥିଲେ। ସେହିଦିନଠାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଦୋଳ ଏବଂ ହୋଲି ପର୍ବ ଭାବରେ ପାଳନ କରାଯାଇଥାଏ। ତେଣୁ ଏହି ଦୁଇ ଦିନ ଅତ୍ୟନ୍ତ ପାବନ ଏବଂ ପବିତ୍ର ଦିନ ଅଟେ। ଏହି ଦିନ ଯେକୌଣସି କାର୍ଯ୍ୟ କଲେ ତାହା ସଫଳ ଏବଂ ଫଳଦାୟୀ ହୋଇଥାଏ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ଏହି ଦୋଳ ଏବଂ ହୋଲି ପର୍ବ ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ମଣିଷ ରୋଗ,ଶୋକ, ଦୁଃ-ଖ ଦର୍ଦ-ଶାରୁ ମୁକ୍ତି ପାଇଥାଏ। ଏବଂ ଜୀବନ ଧନ ଐଶ୍ଵର୍ଯ୍ୟପୂର୍ଣ ଭାବରେ ବିତାଇଥାଏ। ଏବଂ ମଣିଷର ସମସ୍ତ ମାନସ୍କମନା ପୂରଣ ହୋଇଥାଏ। ସବୁ ଅ-ଭାବ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିନେବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

Google

ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହିସବୁ ଉପାୟ ବିଷୟରେ। ଦୋଳପୁର୍ଣିମା ବା ହୋଲି ଦିନ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଅମାପ ଧନ ପ୍ରାପ୍ତି ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ତେବେ ବନ୍ଧୁଗଣ ଏହି ପବିତ୍ର ପାବନ ପର୍ବରେ କିଛି ସରଳ ଉପାୟ କରି ଘରେ ଧନ ଏବଂ ଉନ୍ନତି ପାଇପାରିବେ। ବନ୍ଧୁଗଣ ଏହି ଦିନ ମା ଲକ୍ଷ୍ମୀଙ୍କର ଏକ ପ୍ରତି ଛବି ଘରକୁ ଆଣନ୍ତୁ। ଏବଂ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କ ସମୁଖରେ ୯ ଗୋଟି ବଳିତାରେ ଗାଈ ଘିଅରେ ଭିଯାଇ ମାଟି ଦୀପରେ ରଖି ତାହାକୁ ଜା-ଳି ଦିଅନ୍ତୁ। ଆପଣ ମାନେ ଚାହିଁଲେ ୯ ଗୋଟି ଦୀପ ଜା-ଳି ପାରିବେ। ଏହା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ଏହା ଅସମ୍ଭବ ହେଲେ ଗୋଟିଏ ଦୀପରେ ୯ ଗୋଟି ବଳିତା ରଖି ଜା-ଳି ପାରିବେ। ତେବେ ବନ୍ଧୁଗାଁ ଏହା ଧନ ଲାଭର ସବୁଠାରୁ ସରଳ ଉପାୟ ଅଟେ।

ଦ୍ୱିତୀୟ ଉପାୟ। ଏହି ସନ୍ଧ୍ୟା ସମୟରେ ଏକ ନଡିଆଟିଏ ଘରକୁ ଆଣନ୍ତୁ। ଧ୍ୟାନ ଦେବେ ନଡ଼ିଆରେ ପାଣି ଥିବା ଆବଶ୍ୟକ ଏବଂ ତାର ଜଟା ଭା-ଙ୍ଗି ନଥିବ। ସେହିପରି ନଡ଼ିଆଟିଏ ଘରକୁ ଆଣନ୍ତୁ।ଏବଂ ସେହି ନଡ଼ିଆରେ ସିନ୍ଦୁର ଲିଗାଇ ଦିଅନ୍ତୁ। ଏକ ନାଲି ସୁତା ବାନ୍ଧି ଦିଅନ୍ତୁ। ଅରୁଆ ଚାଉଳ ଦ୍ୱାରା ପୂଜା କରିନିଅନ୍ତୁ। ଏହା ପରେ ଏହି ନଡ଼ିଆକୁ ଭଗବାନ ହନୁମାନଙ୍କ ମନ୍ଦିରରେ ହନୁମାନଙ୍କ ଚରଣରେ ଅ-ର୍ପଣ କରିଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଧନ ଲାଭ ହୋଇଥାଏ। ଏହା ଛଡା ଆପଣ କରଜରେ ବୁଡି ରହିଥିଲେ କରଜରୁ ଖୁବ ଶୀଘ୍ର ମୁକ୍ତି ମିଳିବ ଏବଂ ଜୀବନରେ କେବେବି ଆର୍ଥିକ ସଂ-କଟ ଦେଖିବାକୁ ପାଇବେ ନାହିଁ।

Google

ତୃତୀୟ ଉପାୟ। ଏହି ଦିନ ସନ୍ଧ୍ୟା ସମୟରେ ଅସ୍ତ ଗଛ ମୂଳରେ ଏକ ସୋରିଷ ତେଲର ଦୀପଟିଏ ଅବଶ୍ୟ ଜ୍ୱା-ଳାନ୍ତୁ। ଏହା ପରେ ଘରକୁ ଏକ ମୁଖା ହୋଇ ଫେରି ଆସନ୍ତୁ କେବେବି ବୁଲିକି ଗଛକୁ ଦେଖନ୍ତୁ ନାହିଁ ଏବଂ ଘରକୁ ପଶିବା ପୂର୍ବରୁ ହାତ ଗୋଡ଼ ଭଲ ଭାବରେ ଧୋଇ ଘରକୁ ପ୍ରବେଶ କରନ୍ତୁ। ଏହା ଦ୍ୱାରା ଧନ ଲାଭର ଯୋଗ ବନିଥାଏ। ଏବଂ ଧନର ଅ-ଭାବ ଦୂର ହୋଇଥାଏ। ଏହା ଏକ ସରଳ ଏବଂ ଚମତ୍କାରୀ ଉପାୟ ଅଟେ

ଚତୁର୍ଥ ଉପାୟ। ବନ୍ଧୁଗଣ ଏହି ଦିନ ସକାଳ ସମୟରେ ଅସ୍ତ ଗଛ ମୂଳରେ ଜଳ ଅର୍ପଣ କରି ଏକ ସୋରିଷ ତେଲରେ ଦୀପଟିଏ ଅବଶ୍ୟ ଜା-ଳନ୍ତୁ। ଏବଂ ଘରକୁ ଆସି ଘରର ମୁଖ୍ୟ ଦ୍ୱାରରେ ହଳଦୀ କିମ୍ବା ସିନ୍ଦୁରରେ ଏକ ସ୍ୱସ୍ତିକ କିମ୍ଵା ଅର୍ଦ୍ଧ ଚନ୍ଦ୍ରଟିଏ ଆଙ୍କି ଦିଅନ୍ତୁ। ଏହା ପରେ ହଳଦିଆ ରଙ୍ଗର ଫୁଲ, ଅରୁଆ ଚାଉଳ ଅର୍ପଣ କରନ୍ତୁ। କିନ୍ତୁ ସେହି ଅରୁଆ ଚାଉଳ ନିଖୁଣ ହୋଇଥିବ। ଖୁଦ ବା ଭ-ଙ୍ଗା ଚାଉଳ ହୋଇନଥିବ। ପ୍ରତିଦିନ ଘରୁ ବାହାରକୁ ଯିବା ସମୟରେ ସେହୁ ମୁଖ୍ୟ ଦ୍ୱାରରେ ପ୍ରଥମେ ଡାହାଣ ପାଦ ରଖି ବାହାରକୁ ବାହାରନ୍ତୁ। ଏହା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଧନ ମଧ୍ୟ ପ୍ରାପ୍ତି ହୋଇଥାଏ।

ପଞ୍ଚମ ଉପାୟ। ବନ୍ଧୁଗଣ ଏହି ଦିନ ଦୁଇଟି ମାଟି ପାତ୍ର ଘରକୁ ଆଣନ୍ତୁ। ଗୋଟିଏ ପାତ୍ରରେ ଅଧା କିଲୋ ବିରି ରଖନ୍ତୁ। ଏବଂ ଅନ୍ୟ ଏକ ପାତ୍ରରେ ଅଧା କିଲୋ ଲୁଣ ରଖି ଦିଅନ୍ତୁ। ଦୁଇଟି ପାତ୍ରକୁ ଏପରି ସ୍ଥାନରେ ଲୁ-ଚାଇ ରଖିଦିଅନ୍ତୁ ଯେପରି ଏହାକୁ କେହିବି ଦେଖି ପାରିବେ ନାହିଁ। ଏହି କାର୍ଯ୍ୟ କରିବା ସମୟରେ କେହି ଆପଣଙ୍କୁ ଦେଖିବେ ନାହିଁ। କିମ୍ବା ଆପଣ କାହାରିକୁ ଜଣାଇବେ ନାହିଁ। ଚୁପ ଚାପ ଏହି ଉପାୟଟିକୁ କରିନିଅନ୍ତୁ। ଏହୂ ପାତ୍ର ଦୁଇଟି ଯେପର୍ଯ୍ୟନ୍ତ ସୁର-କ୍ଷିତ ରହିଥିବ ସେ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କୁ ମିଳିଯିବ। ଆସନ୍ତା ବର୍ଷ ଏହି ଦିନ ଏହି ଦୁଇଟି ପୁରୁଣା ପାତ୍ରକୁ ଜଳରେ ବିସର୍ଜନ କରି ନୂଆ ପତ୍ର ଆଣି ଏହି ପରି ଉପାୟ ପୁଣି ଥରେ କରିବେ।

Google

ବନ୍ଧୁଗଣ ଏହି ଦୋଳପୁର୍ଣିମା ଦିନ ରାତି ସମୟରେ ଚନ୍ଦ୍ରଦେବଙ୍କୁ ଧଳା ପୁଷ୍ପ ଧନା ଭୋଗ ଏବଂ କ୍ଷୀର ମଧ୍ୟ ଅର୍ପଣ କରନ୍ତୁ। ଧଳା ଭୋଗ ଯେପରିକି ମିଠା ଏବଂ ଖିରି ଭୋଗ ଅର୍ପଣ କରନ୍ତୁ। ଧୂପ ଦୀପ ଦ୍ୱାରା ତାଙ୍କର ପୂଜା କରନ୍ତୁ। ଏବଂ ଚନ୍ଦ୍ର ଦେବଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆପଣଙ୍କର ଆର୍ଥିକ ସମସ୍ୟା ଜଣାନ୍ତୁ। ଏବଂ ସେହି ଭୋଗକୁ ଛୋଟ ପିଲା ମାନଙ୍କୁ ବାଣ୍ଟି ଦିଅନ୍ତୁ। ଏବଂ ପ୍ରତି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର ଦେବଙ୍କୁ କ୍ଷୀର ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏବଂ ଏହା ଦ୍ୱାରା ନିର-ନ୍ତର ଧନର ବୃଦ୍ଧି ହେବାକୁ ଲାଗିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *