Excuse Me Odisha

ଯାହା କହିବୁ ସତ କହିବୁ

M ନାମ ଥିବା ବ୍ୟକ୍ତିଙ୍କ ରହ-ସ୍ୟମୟ ଗୁ-ପ୍ତ କଥା, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ସେହି ପୁଅ ଏବଂ ଝିଅଙ୍କ ବ୍ୟକ୍ତିତ୍ଵ ଏବଂ ସ୍ଵଭାବ ବିଷୟରେ ଜାଣିବା ଯାହାଙ୍କର ନାମ ପ୍ରଥମ ଅକ୍ଷର ଏମ(M) ରୁ ଆରମ୍ଭ ହୋଇଥାଏ।

ଦେଖନ୍ତୁ ଦୁନିଆରେ ଏପରି ବହୁତ ଲୋକପ୍ରିୟ ବ୍ୟକ୍ତି ଅଛନ୍ତି , ଯାହାଙ୍କ ନାମ ଏମ ଅକ୍ଷର ରୁ ଆରମ୍ଭ ହୋଇଥାଏ। ଆଜି ସେହି ଲୋକମାନେ ଦୁନିଆରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି, ଯେପରି ମୋହନ ଚାନ୍ଦ କରମଚାନ୍ଦ ଗାନ୍ଧୀ, ମାଧୁରୀ ଦୀକ୍ଷିତ, ମୁକେଶ ଅମ୍ବାନୀ, ମହେନ୍ଦ୍ର ସିଂହ ଧୋନି, ମଦର ଟେରେସା, ମିଥୁନ ଚକ୍ରବର୍ତ୍ତୀ ଇତ୍ୟାଦି। ପ୍ରତ୍ୟେକ ବ୍ୟକ୍ତିଙ୍କ ନାମରେ କିଛି ନା କିଛି ମହତ୍ୱ ରହିଥାଏ। ନାମର ପ୍ରଥମ ଅକ୍ଷରରୁ ହିଁ ଯେକୌଣସି ବ୍ୟକ୍ତିଙ୍କ ବିଷୟରେ ଜଣା ଜାଇ ପାରିବ। ଯଦି ଆପଣ ମଧ୍ୟ ନିଜ ନାମର ପ୍ରଥମ ଅକ୍ଷରରୁ କିଛି ଜାଣିବାକୁ ଚାହୁଁଛନ୍ତି,ତେବେ ଏହି ପୋଷ୍ଟରେ ଆମେ ଏମ ଥିବା ନାମର ଲୋକଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ। ଯଦି ଆପଣଙ୍କ ନାମ ଏମ ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ନିଶ୍ଚିତ ଜାଣନ୍ତୁ।

ପ୍ରଥମେ ଆସନ୍ତୁ ଜାଣିବା ଏମ (M) ନାମର ବ୍ୟକ୍ତିଙ୍କ ଶାରୀରିକ ସଂରଚନା କିପରି ହୋଇଥାଏ। ଏମାନେ ଦେଖିବାକୁ ବହୁତ ସ୍ମାର୍ଟ ଓ ଆକର୍ଷକ ହୋଇଥାନ୍ତି। ଏମାନଙ୍କ ଆଖି ବଡ଼ ଓ ସର୍ବଦା ଚମକୁ ଥାଏ। ଏପରି ଲୋକଙ୍କ ମୁହଁରେ ସର୍ବଦା ହସ ଫୁଟୁ ଥାଏ।

Google

ଏବେ ଆସନ୍ତୁ ଜାଣିବା ଏମାନଙ୍କ ବ୍ୟକ୍ତିତ୍ଵ ଏବଂ ସ୍ଵଭାବ ବିଷୟରେ – ଏମାନେ ଅଧିକ ସଙ୍କୋଚ ସ୍ୱଭାବର ଏବଂ ଗଭୀର ଚିନ୍ତାରେ ବୁଡି ରହିଥାନ୍ତି। ଏମାନେ ପ୍ରତ୍ୟେକ ଛୋଟ ଛୋଟ କଥାକୁ ହୃଦୟରେ ନେଇ ଯାଇଥାନ୍ତି। ଏଥିପାଇଁ ଯେତେବେଳେ ଏମାନଙ୍କ ହୃଦୟକୁ ଆ-ଘାତ ଆସିଥାଏ, ସେମାନେ ଖୁବ୍ ଶୀଘ୍ର ଭା-ଙ୍ଗି ପଡି ଥାନ୍ତି। ଏଭଳି ଲୋକଙ୍କୁ ଲୋକେ ପ୍ରାୟତଃ ଭଲ ପାଆନ୍ତି। ଏମାନେ ହୃଦୟରୁ ଅଧିକ କୋମଳ ହୋଇ ଥାନ୍ତି।

ଏମ( M) ଅକ୍ଷରୁ ଆରମ୍ଭ ହୋଇଥିବା ବ୍ୟକ୍ତି କୌଣସି କଥାକୁ ବୁଲେଇ କହି ନଥାନ୍ତି, ଏମାନେ ସର୍ବଦା ସିଧା କଥା କହି ଥାନ୍ତି। ଏଭଳି ଲୋକେ ଖରାପ କାମ ଏବଂ ଖରାପ କାମ କରୁଥିବା ଲୋକଙ୍କ ଠାରୁ ଦୂରେଇ ରହନ୍ତି। ଏମ ଅକ୍ଷର ଥିବା ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇ ଥାନ୍ତି। ଏଥିପାଇଁ ଏମାନଙ୍କ ପାଖରେ ଧନ ଓ ସମ୍ମାନ ର ଅଭାବ ହୋଇ ନଥାଏ। ଏଭଳି ଲୋକେ ପ୍ରାୟତଃ ରାଜନୀତି ରେ ରୁଚି ରଖି ଥାନ୍ତି। ଏମାନେ ଭଲ ଲେଖକ ଓ ଭଲ ବକ୍ତା ହୋଇ ଥାନ୍ତି। କାର୍ଯ୍ୟକ୍ଷେତ୍ରରେ ଏମାନେ ଅଧିକ ସଚେତନ ରହି ନଥାନ୍ତି। ଏମାନେ ଅଧିକ ଧନୀ ହୋଇ ଥିବାରୁ ଏମାନଙ୍କୁ ସଫଳତା ହିଁ ମିଳିଥାଏ।

ଏବେ ଆସନ୍ତୁ ଜାଣିବା ଭଲପାଇବା କ୍ଷେତ୍ରରେ ଏମାନେ କିପରି ହୋଇଥାନ୍ତି – ଏମାନେ ଅଳ୍ପ ଭାବୁକ ସ୍ୱଭାବର ହୋଇ ଥାନ୍ତି। ଏଥିପାଇଁ ଖୁବ୍ ଶୀଘ୍ର କାହାକୁ ନିଜ ହୃଦୟର କଥା କହି ପାରନ୍ତି ନାହିଁ। ଭଲପାଇବା କ୍ଷେତ୍ରରେ ଏମାନେ ବହୁତ ସଙ୍କୋଚ ଏବଂ ସମ୍ବେଦନଶୀଳ ହୋଇଥାନ୍ତି। ଯେଉଁ ସମ୍ପର୍କରେ ପଡି ଥାନ୍ତି ସେମାନେ ସର୍ବଦା ସେଥିରେ ବୁଡି ରହନ୍ତି। ଏମାନେ ନିଜ ସାଥୀ କୁ ପାଇବା ପାଇଁ କୌଣସି ପରିସ୍ଥିତି କୁ ସାମ୍ନା କରିବାର ସାହସ ରଖି ଥାନ୍ତି। ଭଲ ପାଇବା କ୍ଷେତ୍ରରେ ଏମ ଅକ୍ଷର ବ୍ୟକ୍ତିଙ୍କୁ ପ୍ରାୟତଃ ଉଚ୍ଚକୋଟୀର ବି-ଚାର କରାଯାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *