Excuse Me Odisha

ଯାହା କହିବୁ ସତ କହିବୁ

ପୁରୁଷ ମାନଙ୍କର ଏହି ଜାଗାରେ କଳାଯାଇ ଥିଲେ ସେମାନେ ହୋଇଥାନ୍ତି ମା-ଲାମା-ଲ

ସେୟାର୍ କରନ୍ତୁ

ବନ୍ଧୁଗଣ ଲକ୍ଷେରେ ଜଣଙ୍କର ରହିଥାଏ ଏହି ଜାଗାରେ କଳାଯାଇ। ଯଦି ଆପଣଙ୍କରବି ମଧ୍ୟ ଏହି ଜାଗାରେ କଳାଯାଇ ରହିଛି ତେବେ ଆପଣ ଏହା ଜାଣି ରଖନ୍ତୁ ଯେ ଆପଣଙ୍କର ଶୋଇ ରହିଥିବା ଭାଗ୍ୟ ଚମକିବାକୁ ଯାଉଛି। ଏପରି ଲୋକ ନିହାତି ଭାବରେ ଧନବାନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ

ବନ୍ଧୁଗଣ ଶରୀରରେ ଅଲଗା ଅଲଗା ଜାଗାରେ ଥିବା କଳାଯାଇର ଅଲଗା ଅଲଗା ମହତ୍ତ୍ୱ ରହିଥାଏ। ଏପରି କ୍ଷେତ୍ରରେ ଯଦି ବ୍ୟକ୍ତିର ଛାତିରେ ଠିକ ମଝିରେ କଳାଯାଇ ରହିଥାଏ ତେବେ ଏପରି ବ୍ୟକ୍ତି ଜୀବନରେ ବହୁତ ସଫଳ ହୋଇଥାନ୍ତି। ଏପରି ଲୋକ ସମାଜରେ ଉଚ୍ଚ ପଦବୀ ହାସଲ କରିଥାନ୍ତି। ଏପରି ଲୋକ ବହୁତ କମ ରହିଥାନ୍ତି ଯେଉଁମାନଙ୍କ ଛାତିର ମଝା ମଝିରେ କଳାଯାଇ ରହିଥାଏ। ଯେଉଁ ଲୋକଙ୍କର ଛାତିରେ କଳାଯାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏପରି ଲୋକ ସମାଜରେ ନିଜର ଏକ ଅଲଗା ସ୍ଥାନ ତିଆରି କରିଥାନ୍ତି। ଏପରି ଲୋକ ମନରୁ ବହୁତ ପବିତ୍ର ହୋଇଥାନ୍ତି। ଅନ୍ୟ ମାନଙ୍କର କଟୁ କଥା ଶୁଣି ମଧ୍ୟ ତାକୁ ମିଠା କଥାରେ ପରିବର୍ତିତ କରିଦେଇଥାଆନ୍ତି ଏବଂ ଆଗକୁ ବଢିଯାନ୍ତି କିନ୍ତୁ ଏପରି ଲୋକ କିଛି ଖରାପ ଗୁଣ ମଧ୍ୟ ରହିଥାଏ। ଏମାନଙ୍କର ସମ୍ବଦ୍ଧ ଅନେକ ଲୋକଙ୍କ ସହିତ ରହିଥାଏ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *