Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ବି-ପଦ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି, ଏହି ୫ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କ ଉପରେ ଭରସା ରଖିଥାନ୍ତି। ଆହୁରି ଅନେକ ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କ ଉପରେ ଭରସା କରନ୍ତି ନାହିଁ। କିନ୍ତୁ ସାଙ୍ଗମାନେ ଯେଉଁମାନେ ଭଗବାନଙ୍କ ଉପରେ ଭରସା ରଖନ୍ତି ଏବଂ ନିଜ କାର୍ଯ୍ୟ କରନ୍ତି, ସେମାନେ ପ୍ରତ୍ୟେକ ସ୍ଥିତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଭଗବାନଙ୍କ ସାହାଯ୍ୟକୁ ଅନୁଭବ କରି ଥାନ୍ତି। ସାଙ୍ଗମାନେ ଯଦି ଆପଣ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଥାନ୍ତି, ତାହେଲେ ଆପଣଙ୍କ ଉପରେ ସ-ଙ୍କଟ ଆସେ ତାହେଲେ ଆପଣଙ୍କୁ କିଛି ସଂକେତ ଦେଇ ଥାନ୍ତି। ଏହିସବୁ ସଂକେତ ଆପଣଙ୍କ ଘରେ ଏବଂ ଆପଣଙ୍କ ଆଖପାଖ ସ୍ଥାନରେ ହେଉଥିବା କିଛି ଘଟ-ଣାରୁ ଜଣା ପଡି ଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ କିଛି ସଂକେତ ବିଷୟରେ

ପ୍ରଥମ ସଂକେତ ହେଉଛି ତୁଳସୀ ଗଛ –

ତୁଳସୀ ଗଛକୁ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ମାନା ଯାଇଛି। କହିବାକୁ ଗଲେ ପ୍ରତ୍ୟେକ ହିନ୍ଦୁ ଧର୍ମୀଙ୍କ ଘରେ ତୁଳସୀ ଗଛକୁ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ଘରୁ ସମସ୍ତ ନକା-ରାତ୍ମ-କ ଶକ୍ତି ଦୂର ହୋଇଥାଏ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ହଠାତ୍ ସୁଖୀ ଯାଉଛି, ତାହେଲେ ଏହା ଆପଣଙ୍କ ଘର ଉପରେ ବହୁତ ବଡ଼ ଅସୁବିଧା ଆଣିବାକୁ ଯାଉଛି। ଏଣୁ ଏହା ପୂର୍ବରୁ ଆପଣ ସ-ତର୍କ ହୋଇ ଯାଆନ୍ତୁ।

Google

ଦ୍ଵିତୀୟ ସଂକେତ ହେଉଛି ଗାଈ –

କୁହାଯାଏ କି ଗୋମାତା ସାକ୍ଷାତ ଲକ୍ଷ୍ମୀ ପ୍ରତିମା ହୋଇ ଥାନ୍ତି। ସେଥିପାଇଁ ଯେଉଁ ଘରେ ସ-ଙ୍କଟ ଆସିଥାଏ ବା ପାପର ମାତ୍ରା ବଢ଼ି ଯାଇଥାଏ, ସେହି ଘରେ କେବେବି ଗୋମାତା ରୁଟି ଖାଇ ନଥାନ୍ତି। ତେବେ ଯଦି ଗୋମାତା ଆପଣଙ୍କ ଘରେ ରୁଟି ଖାଉ ନାହାନ୍ତି, ତେବେ ଜାଣି ନିଅନ୍ତୁ ଆପଣଙ୍କୁ ନିକଟ ଭବିଷ୍ୟତରେ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେଣୁ ଏହା ପୂର୍ବରୁ ଆପଣ ସ-ତର୍କ ହୋଇ ରୁହନ୍ତୁ।

ତୃତୀୟ ଜିନିଷଟି ହେଉଛି ଝାଡୁ –

ସାଙ୍ଗମାନେ ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଝାଡୁକୁ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ସେଥିପାଇଁ ଯେଉଁ ଘରେ ସଫାସୁତୁରା ନଥାଏ, ସେହିଠାରେ କେବେବି ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏହି କଥାର ସର୍ବଦା ଧ୍ୟାନ ରଖନ୍ତୁ କି ଯେତେବେଳେ ଆପଣ ଝାଡୁ କରୁଛନ୍ତି, ଝାଡୁର କିଛି ଅଂଶ ଝଡି ପଡୁଛି ଏହାର ଅର୍ଥ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି। ଆପଣଙ୍କୁ ଏହି ସମସ୍ୟାରୁ ବଞ୍ଚିତ ହେବା ପାଇଁ ପୁରୁଣା ଝାଡୁ ପରିବର୍ତ୍ତେ ଏକ ନୂତନ ଝାଡୁ କିଣିବାକୁ ପଡ଼ିବ।

Google

ଚତୁର୍ଥରେ ସାଙ୍ଗମାନେ ଯଦି ଆପଣଙ୍କ ହାତରୁ କ୍ଷୀର ଗ୍ଲାସ ଖସି ପଡୁ ଥିବ ବା ପାଣି ଗ୍ଲାସ ତଳେ ପଡି ଭା-ଙ୍ଗି ଯାଉଛି ବା ଆପଣଙ୍କ ଘରେ କାଚ ଜିନିଷ ତଳେ ପଡ଼ି ଭା-ଙ୍ଗି ଯାଉଛି ଏହା ଖରାପ ହେବା ପୂର୍ବରୁ କିଛି ସୂଚନା ଦେଇଥାଏ। ଏହାର ଅର୍ଥ ଆପଣଙ୍କ ଘର ଉପରେ କିଛି ନା କିଛି ସମସ୍ୟା ଆସିବାକୁ ଯାଉଛି। ଏହା ପୂର୍ବରୁ ଆପଣ ସ-ତର୍କ ହୋଇ ରୁହନ୍ତୁ।

ବନ୍ଧୁଗଣ ଯଦି ଆପଣଙ୍କ ଘରର ଆଖପାଖରେ ବା ଘରର ଛାତ ଉପରେ କୌଣସି ପକ୍ଷୀ ମରି ପଡିଥିବାର ଦେଖନ୍ତି , ତାହେଲେ ଏହା ଆପଣଙ୍କ ଘର ପାଇଁ ବହୁତ ବଡ଼ ଅଶୁଭ ସଂକେତ ହୋଇଥାଏ। ଆପଣ ପୂଜାପାଠ କରିବା ସହିତ ଭଗବାନଙ୍କ ଆରାଧନା କରନ୍ତୁ। ଏହାସହିତ ସାଙ୍ଗମାନେ ଯଦି ଆପଣ ପୂଜା କରିବା ସମୟରେ ପୂଜାରେ କିଛି ବି-ଘ୍ନ ଆସିଥାଏ , କିମ୍ବା ଆପଣଙ୍କ ହାତରୁ ପୂଜା ଥାଳି ତଳକୁ ଖସି ପଡ଼ିଥାଏ ଏହା ଘର ପାଇଁ ଅଶୁଭ ସଂକେତ ହୋଇଥାଏ। ଏହା ସହିତ ସାଙ୍ଗମାନେ ଘରର ମହିଳା ମାନେ ନିଜ ମଥାରେ ସିନ୍ଦୂର ଲଗାଇବା ସମୟରେ ହାତରୁ ସିନ୍ଦୂର ଡବା ତଳକୁ ଖସି ପଡେ , ତାହେଲେ ଏହା ମଧ୍ୟ ଘର ପାଇଁ ଅଶୁଭ ସଂକେତ ହୋଇଥାଏ। ଏଥିପାଇଁ ଆପଣ ସ-ତର୍କ ହୋଇ ରୁହନ୍ତୁ। ଏହାଦ୍ବାରା ଆପଣଙ୍କ ଘରକୁ ଆସୁଥିବା ସଙ୍କଟ ଦୂର ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *