Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଗୁ-ପ୍ତ ରହସ୍ୟ କଥା।

ସେୟାର୍ କରନ୍ତୁ

ବନ୍ଧୁଗଣ ସିଂହ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଲୁଚି ରହିବା କିଛି ଅକୁହା କଥା ବିଷୟରେ ଜଣେଇବା ପାଇଁ ଯାଉଛୁ। ଯାହାକୁ ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତା ସହିତ ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଏଭଳି କିଛି ସିଂହ ରାଶିର ବ୍ୟକ୍ତି ମାନଙ୍କ ବିଷୟରେ ଲୁଚି ରହିଥିବା ଗୁପ୍ତ କଥା ବିଷୟରେ କହିବୁ ଯାହା ଜାଣିବା ନିତାନ୍ତ ଆବଶ୍ୟକ ଅଟେ। ଏବେ ଆସନ୍ତୁ ଜାଣିବା ସିଂହ ରାଶିର ବ୍ୟକ୍ତି ମାନଙ୍କର ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଲୁଚି ରହିଥିବା ସେହିସବୁ କଥା ବିଷୟରେ।

ଜ୍ୟୋତିଷ ବିଜ୍ଞାନଙ୍କ ଗଣନା ଅନୁସାରେ ସିଂହ ରାଶିକୁ ୩ ଭାଗରେ ବି-ଭକ୍ତ କରାଯାଇଛି। ଯଥା ୧୦/୭ ମଘା ନକ୍ଷତ୍ର ସିଂହ ରାଶି।ଏମାନେ ହେଉଛନ୍ତି ଦାନବ ଗଣ। ୧୧/୫ କୁମ୍ଭ ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି ଏମାନେ ହେଉଛନ୍ତି ମାନବ ଗଣ। ତା ସହିତ ରାଜସିକ ଭୋଗରେ ଏମାନେ ପ୍ରିୟ ଅଟନ୍ତି। ୧୨/୫ ଉତ୍ତର ଫାଲ୍ଗୁନି ନକ୍ଷତ୍ର ଏମାନେ ହେଉଛନ୍ତି ମାନବ ଗଣ। ଏବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କର ଭଲ ଗୁଣ ବିଷୟରେ। ଏମାନେ ବି-ଚାର ବନ୍ତ ହୋଇଥାନ୍ତି। ତା ସହିତ ସାହସୀ,ସତ୍ୟ ପ୍ରିୟ, ଉଦାର ଅଟନ୍ତି। ଏବେ ଆସନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କର ମନ୍ଦ ଗୁଣ ବିଷୟରେ। ଏମାନେ ହେଉଛନ୍ତି ଗର୍ବୀ, ଅଭିମାନି। ଏହି ରାଶିର ବ୍ୟକ୍ତିଙ୍କୁ ଜୀବନରେ ଏପରି କିଛି ରୋଗର ସାମ୍ନା କରିବାକୁ ପଡିଥାଏ। ଯଥା ବାତ ରୋଗ, ଦାନ୍ତ ରୋଗ, ଗଳା, ଉଦର ରୋଗ, କର୍ଣ୍ଣ ରୋଗ, ଅଣ୍ଟା ରୋଗ,ଚକ୍ଷୁ ରୋଗ,ପେଟ ରୋଗ ହା-ରନି-ୟା,ଇତ୍ୟାଦି ଏହିସବୁ ରୋଗ ହୋଇଥାଏ। ଏହି ରାଶିର ବ୍ୟକ୍ତିଙ୍କୁ ଚାକିରୀ ଠାରୁ ବ୍ୟସାୟରେ ଅଧିକ ଲାଭ ମିଳିଥାଏ। ଏହି ରାଶିର ବ୍ୟକ୍ତିଙ୍କର ଗ୍ରହ ହେଉଛନ୍ତି ରବି ଗ୍ରହ। ଯାହା ଏମାନଙ୍କ ପାଇଁ ଶୁଭ ଗ୍ରହ ଅଟେ। ତା ସହିତ ନିଜର ସମୟକୁ ଅତ୍ୟନ୍ତ ଶୁଭମୟ କରିବା ପାଇଁ ରବିବାର ଦିନ ସୁନା କିମ୍ବା ତମ୍ବାକୁ ପୂଜା କରି ପିନ୍ଧିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ରାଶିର ବ୍ୟକ୍ତିମାନେ ଚ-ତୁର,ଉଦାର,ଧର୍ଯ୍ୟବାନ ମଧ୍ୟ ହୋଇଥାନ୍ତି। ତା ସହିତ ଏମାନେ କୌଣସିବି ବ୍ୟକ୍ତି ଉପରେ ହଠାତ ବିଶ୍ୱାସ କରନ୍ତି ନାହିଁ। ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତି ବର୍ଷର ଦ୍ୱିତୀୟ ମାସରେ ୩, ୧୮, ୨୩, ୨୪ ଓ ୨୯ ଦିନଟି ଅଶୁଭ ଅଟେ। ତା ସହିତ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରତି ଶନିବାର ଦିନଟି ଅଶୁଭ ଅଟେ ଏବଂ କର୍କଟ,ବିଛା ଏବଂ ମୀନ ରାଶି ଏମାନଙ୍କ ପାଇଁ କ୍ଷ-ତିକାରକ ଅଟନ୍ତି। ତା ସହିତ କମଳା ରଙ୍ଗର ବସ୍ତ୍ର କିମ୍ବା ଚପଲ ଏମାନଙ୍କ ପାଇଁ କ୍ଷତିକାର ଅଟେ। ସିଂହ ରାଶିର ବ୍ୟକ୍ତିଙ୍କୁ ଜୀବନରେ ଶେଷ ସମୟରେ ଶନିଙ୍କ ପ୍ରଭାବରେ ଅଶୁଭ ହୋଇଥାଏ। ତା ସହିତ ଜୀବନରେ ଶେଷ ସମୟରେ ଭୁ ସମ୍ପଦ,ଧନ, ସନ୍ତାନ ସୁଖ,ଯାନ ବାହନ ପ୍ରାପ୍ତ ହୋଇଥାଏ। ଏହି ରାଶିର ବ୍ୟକ୍ତିଙ୍କ ଠାରେ ହଠାତ ଧନ ସମ୍ପତ୍ତି ପ୍ରାପ୍ତ ହେବାର ଯୋଗ ରହିଛି।

Google

ଏବେ ଜାଣିବା ଏହି ରାଶିର ବ୍ୟକ୍ତଙ୍କ ବିବାହ ବୟସ ବିଷୟରେ। ୧୫, ୨୪,୨୫ ବର୍ଷ ବୟସରେ ଏମାନଙ୍କର ବିବାହ ଯୋଗ ରହିଥାଏ। ପଢ଼ା ପଢ଼ିରେ ଏହି ରାଶିର ବ୍ୟକ୍ତିମାନେ ଏତେ ବି ପ୍ରବୀଣ ନୁହନ୍ତି। ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଦିଗ ହେଉଛି ପୂର୍ବ ଦିଗ। ପୂର୍ବ ଦିଗକୁ ଯାତ୍ରା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏମାନଙ୍କ ପାଇଁ ଶୁଭ ବାର ରବିବାର। ୨୮ ଏବଂ ୨୯ ବର୍ଷ ବୟସରେ ଏମାନଙ୍କର ଭାଗ୍ୟ ଉଦୟ ହୋଇଥାଏ। ଏବଂ ୩୭ ଏବଂ ୪୦ ବର୍ଷ ବୟସରେ ଶୁଭ ଅଶୁଭ ମିଶ୍ରିତ ଫଳ ମିଳିଥାଏ। ୪୫ ରୁ ୬୨ ବର୍ଷ ବୟସରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଏ। ତା ସହିତ ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟ ଉପାସନା କଲେ ଅଧିକ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏବଂ ୬୨ ରୁ ୬୫ ବର୍ଷ ବୟସରେ ସୁଖ ଶାନ୍ତି ମିଳିଥାଏ। ଏବଂ ୬୫ ରୁ ୬୭ ବର୍ଷ ବୟସରେ ଅଚାନକ ଦୁର୍ଘ-ଟଣା ସହିତ ମୃ-ତ୍ୟୁ ତୁଲ୍ୟ କଷ୍ଟ ମିଳିଥାଏ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଲକି ନମ୍ବର ହେଉଛି ୩, ୬,୯ ଏବଂ ଏମାନଙ୍କର ଇଷ୍ଟ ବର୍ଷ ହେଉଛି ୧,୪,୬,୮,୧୨,୧୮,୨୨,୨୪,୨୮,୩୨,୪୨,୪୮,୫୨, ୬୫,୭୫। ଏବେ ଜାଣିବା ଏମାନଙ୍କ ପରମାୟୁ ବିଷୟରେ।୧୦/୫ ପଘା ନକ୍ଷତ୍ର ସିଂହ ରାଶିର ପରମାୟୁ ୮୫ ବର୍ଷ। ଏବଂ ୧୧/୫ ପୂର୍ବ ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି। ଏମାନଙ୍କ ପାଇଁ ପରମାୟୁ ୮୪ ବର୍ଷ ଏବଂ ୧୨/୫ ଉତ୍ତର ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି ଏମାନଙ୍କ ପରମାୟୁ ୮୫ ବର୍ଷ ପର୍ଯ୍ୟନ୍ତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *