Excuse Me Odisha

ଯାହା କହିବୁ ସତ କହିବୁ

S ନାମରେ ଥିବା ବ୍ୟକ୍ତି କିପରି ହୋଇଥାନ୍ତି, ତାଙ୍କର ସମସ୍ତ ଗୁ-ପ୍ତ କଥା ଜାଣନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରଙ୍କ ଲେଖା ଅନୁସାରେ ଏବଂ ତାଙ୍କର ଗଣନା ଅନୁସାରେ କିଛି ନାମର କିଛି ମହତ୍ତ୍ୱ ମଧ୍ୟ ରହିଥାଏ। ଏବଂ ସେମାନଙ୍କ ସହ କିଛି କଣ ସବୁ ଘଟିବାକୁ ଯାଇଥାଏ ସେ ଜ୍ୟୋତିଷ ଶାସ୍ତ୍ର ମାନେ ଗଣନା କରି କହିଥାନ୍ତି। ତେବେ ବନ୍ଧୁଗଣ ଆପଣଙ୍କର ନାମର ପ୍ରଥମ ଅକ୍ଷର ଯଦି S ହୋଇଥାଏ ତେବେ ବନ୍ଧୁଗଣ ଆପଣ ମାନେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଏବଂ ଆପଣଙ୍କ ଭାଗ୍ୟ ଭବିଷ୍ୟ ବିଷୟରେ କିଛି ନୁଆ କଥା ଜାଣନ୍ତୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷରର ପ୍ରଥମ ଅକ୍ଷର ଯଦି S ରୁ ଆରମ୍ଭହୋଇଥାଏ ସେ ବ୍ୟକ୍ତି ମାନଙ୍କ ଭାଗ୍ୟରେ କଣ ଅଛି। କଣ ଘ-ଟିବାକୁ ଯାଉଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା।

ଇଂରାଜୀ ଅକ୍ଷର S ୧୯ ନମ୍ବର ଅକ୍ଷର ଅଟେ। ସବୁ ଅକ୍ଷରରେ କୌଣସି ନାଁ କୌଣସି ବ୍ୟକ୍ତିର ଗୁଣ,ଦୋଷ ନିଶ୍ଚୟ ଥାଏ। ଆଜି ଆମେ ସେହି ଗୁଣ ଏବଂ ଦୋ-ଷ ବିଷୟରେ କଥାବାର୍ତା ହେବା ଆପଣ ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ କିମ୍ବା ଆପଣଙ୍କର କୌଣସି ନିକଟତର ନାମ Sରେ ହୋଇଥାଏ ତାହେଲେ ସେହି ବିଷୟରେ ଆପଣ ମାନେ ସମ୍ପୂର୍ଣ ଡିଟେଲସ ଜାଣିପାରିବେ। S ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କର ଗୁଣ ଓ ଦୋଷ କଣ ଥାଏ।ସେମାନଙ୍କର ନିଜର ଜ୍ଞାନ ବ୍ୟତିତ ତାଙ୍କ ଆଖପାଖରେ ବାହାର ଜ୍ଞାନ ମଧ୍ୟ ଏମାନଙ୍କ ପାଖରେ ଅଛି। ଅର୍ଥାତ ସବୁ ବ୍ୟକ୍ତି ଓ ବନ୍ଧୁ ମାନଙ୍କ ସହିତ ସମ୍ପର୍କ ବହୁତ ଭଲ ରହିଥାନ୍ତି। ସେମାନଙ୍କୁ ଜଣା ଥାଏ କି କାହା ସହିତ କିପରି ବ୍ୟବହାର କରାଯାଏ।ଏହି ଅକ୍ଷର ଥିବା ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ କୌଣସି ଜିନିଷକୁ ନଡରି ସେହି କାର୍ଯ୍ୟକୁ ଚଲାଇ ଥାନ୍ତି। ଏମାନେ କଥାବାର୍ତାରେ ଏତେ ଧନୀ ହୋଇଥାନ୍ତି ଯେ ତାଙ୍କ ସାମ୍ନା ବାଲା ଲୋକ ତାଙ୍କ କଥାରେ ଆକର୍ଷିତ ହୋଇଯାନ୍ତି। ଆଉ ଏମାଙ୍କର କଥାବାର୍ତାର ଓଜନ ବହୁତ ଅଧିକ ଥାଏ। ଏମାନେ କୌଣସି କଥାରେ ସମସ୍ତଙ୍କୁ ନିଜର ବନ୍ଧୁ ବନାଇ ଦେଇଥାନ୍ତି। ଏମାନଙ୍କୁ ଯେଉଁଠୁ ଯେଉଁ ଜ୍ଞାନ ମିଳିଥାଏ ତାହାକୁ ଆହାରଣ କରିବା ପାଇଁ ଚେଷ୍ଟା କରିଥାନ୍ତି। ପଛ ଘୁନ୍ଚା କରନ୍ତି ନାହିଁ। ଏବଂ କୌଣସି କାମକୁ ମଧ୍ୟ ଡରନ୍ତି ନାହିଁ।

Google

ଏହି ବ୍ୟକ୍ତିମାନେ ବହୁତ ପ୍ରଭାବଶାଳି ହୋଇଥାନ୍ତି। ଏବଂ ସହଜରେ ସମସ୍ତଙ୍କୁ ନିଜ ବ୍ୟବହାରରେ ପ୍ରଭାବିତ କରିଦିଅନ୍ତି। ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ବ୍ୟକ୍ତି ମାନଙ୍କର ହୃଦୟ ବହୁତ ଖୋଲା ହୋଇଥାଏ। କିନ୍ତୁ ଏମାନଙ୍କ ମନରେ ଥିବା ବହୁତ ସମସ୍ତଙ୍କୁ ଖରାପ ହେବାରେ ପ୍ରମାଣିତ କରିଥାଏ। କାରଣ ଏମାନେ ଯେତେବେଳେ କ୍ରୋଧ ଅବସ୍ଥାରେ ସତ କଥା କହିଦିଅନ୍ତି ସେଥି ପାଇଁ ଏମାନଙ୍କୁ ସମସ୍ତେ ଖରାପ ଏବଂ ଭୁଲ ବୁଝନ୍ତି। ତେବେ S ଅକ୍ଷର ବ୍ୟକ୍ତିମାନେ ଟିକେ କଥାବାର୍ତାରେ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣ ଯେଉଁ କଥା କହୁଛନ୍ତି ଅନ୍ୟ କାହାକୁ ଖରାପ ଲାଗିପାରେ କିନ୍ତୁ ଆପଣ ଯେଉଁ କଥା କହୁଛନ୍ତି ଯାହାକୁ ସେହି ଲୋକ ପର ମୁହୂର୍ତ୍ତରେ ଆପଣଙ୍କ କଥାକୁ ବୁଝିପାରି ପାରି ଆପଣଙ୍କୁ ବହୁତ ସମ୍ମାନ ଦେବ। ନ୍ୟାୟ ଏବଂ ନିଜର ସିଧ୍ୟାନ୍ତରେ କାହାକୁବି ସାମ୍ନା କରିବନି। ସେମାନେ କାହାକୁ ଡରନ୍ତି ନାହିଁ କି ଲାଜ କରନ୍ତି ନାହିଁ। ସେମାନେ କେବଳ ସତ୍ୟର ସାଥ ଦିଅନ୍ତି। ଏହି ଅକ୍ଷର ଥିବା ବ୍ୟକ୍ତିମାନେ ସବୁବେଳେ ନିଜକୁ ଶ୍ରେଷ୍ଠ କରିବା ପାଇଁ ବ୍ୟସ୍ତ ରହିଥାନ୍ତି। ସାମାଜିକ ଜୀବନରେ ଏମାନେ ବେଶ ହସ ଖୁସିରେ କାମ କରିଥାନ୍ତି। ଏମାନଙ୍କୁ ସାମାଜିକ କାର୍ଯ୍ୟ କରିବା ପାଇଁ ବହୁତ ପସନ୍ଦ ମଧ୍ୟ ଆସିଥାଏ। କୌଣସି ବି କାର୍ଯ୍ୟକୁ ନିଜ ଇଛା ଅନୁସାରେ କରିବାକୁ ଏମାନଙ୍କର ପସନ୍ଦ। ଏମାନେ କାହାର କଥାକୁ ଶୁଣନ୍ତି ନାହିଁ। ସର୍ବଦା ନିଜର ମନର କଥା ଶୁଣନ୍ତି। ଏମାନଙ୍କୁ ବହୁତ ଗହଳି କିମ୍ବା ଭିଡ଼ ପସନ୍ଦ ନୁହେଁ। କୌଣସି ବି ପରିସ୍ଥିତିକୁ ଏମାନେ ବହୁତ ସହଜରେ ସାମ୍ନା କରିଥାନ୍ତି। ଏମାନଙ୍କୁ ନିଜ ଜିନିଷକୁ କାହାରିକୁ ଦେବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ହୃଦୟରୁ ଏତେ ଖରାପ ନୁହନ୍ତି କିନ୍ତୁ ଏମାନଙ୍କ ହୃଦୟରେ ଯାହା ସବୁ ଥାଏ ସେମାନେ ସବୁ ସତ କଥା କହିଦିଅନ୍ତି। ଏହି ଲୋକମାନେ ପ୍ରେମ କରିବା ମାମଲାରେ ବହୁତ ଲାଜ କରିଥାନ୍ତି। କିନ୍ତୁ ଏମାନେ ଯାହାକୁ ଭଲପାଇଥାଆନ୍ତୁ ପୁରା ହୃଦୟ ଦେଇ ଭଲ ପାଇଥାନ୍ତି। ଏହି ଅକ୍ଷର ମହିଳା ମାନେ ବିବାହ ପରେ ବହୁତ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ବିବାହ ପରେ ପୁରୁଷ ମାନଙ୍କ ଜୀବନ ବହୁତ ଆରାମଦାୟକ ହୋଇଥାଏ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *