Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ହନୁମାନଙ୍କ କୃପାରୁ ଆଜିଠାରୁ ୩ଟି ରାଶିରେ ହେବ ଧନର ବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଜାଣିବା ୬୦୦ ବର୍ଷ ପରେ ଗ୍ରହରେ ବନୁଛି ଅଦ୍ଭୁତ ମହା ସଂଯୋଗ। ପ୍ରଭୁ ହନୁମାନ ଏହି ୩ ଟି ରାଶିରେ କରିବେ ଧନର ବର୍ଷା। ତାହା ସହିତ ଏହି ୩ ଟି ରାଶିର ଲୋକମାନଙ୍କୁ ଯାହା ଚାହିଁବେ ତାହା ପ୍ରାପ୍ତ ହେବ। ଭାଗ୍ୟର ପୂର୍ଣ ସାହାର୍ଯ୍ୟ ସହଯୋଗ ଏମାନଙ୍କୁ ମିଳିବ। କହିବାକୁ ଗଲେ ମହା ଭାଗ୍ୟଶାଳୀ ସାବ୍ୟସ୍ତ ହେବେ। ସମସ୍ତ ପ୍ରକାରର କହିବାକୁ ଗଲେ ସୁନା ଠାରୁବି ଅଧିକ ଚମକିବ ଏହି ୩ ଗୋଟି ରାଶିର ଭାଗ୍ୟ। ପ୍ରଭୁ ହନୁମାନଙ୍କର ବିଶେଷ କୃପା ଏମାନଙ୍କୁ ପ୍ରାପ୍ତ ହେବ। ଏମାନଙ୍କର ସମସ୍ତ ସଂକଟ ଦୂର ହେବ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ

ବିଛା ରାଶି:-

ଏହି ରାଶିର ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଭାଗ୍ୟ ସମ୍ପୂର୍ଣ ରୂପେ ବଦଳିବାକୁ ଯାଉଛି। ଆଗକୁ ଆସୁଥିବା ଦିନ ଗୁଡିକ ଯଥେଷ୍ଟ ଲାଭଦାୟକ ରହିବ। ତାହା ସହିତ ଏହି ରାଶିର ଲୋକମାନଙ୍କୁ ଅଧିକ ଅଧିକ ଖୁସି ମିଳିବ। ଧନର ମଧ୍ୟ ଆଗମନ ହେବ। ବ୍ୟାପାରରେ ମଧ୍ୟ ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ସମୟଟି ଅନୁକୂଳ ରହିବ।ଜବ କିମ୍ବା ବିଜନେସ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନୂତନ ସୁଯୋଗ ପ୍ରାପ୍ତି ହେବ।

ମେଷ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମଧ୍ୟ ଚାର ଚାନ୍ଦ ଲାଗିଯିବ। ସ୍ୱୟଂ ଭଗବାନ ହନୁମାନଙ୍କର କୃପା ଏମାନଙ୍କର ଉପରେ ରହିବ।ଯେଉଁ କାରଣ ପାଇଁ ଏମାନଙ୍କର ଠାରେ ହେବ ଧନର ବର୍ଷା। ଭଗବାନ ହନୁମାନଙ୍କ କୃପାରୁ ରାଜାଙ୍କ ଭଳି ଜୀବନ ସୁଖ ଅତିବାହିତ କରିବେ। ଏହା ସହିତ ଯାନ ବାହନ ଏବଂ ଭୂମି ସୁଖ ମଧ୍ୟ ପ୍ରାପ୍ତି ହେବ। ଶରୀର ମଧ୍ୟ ସୁସ୍ଥ ରହିବ। ବିଜନେସରେ ମଧ୍ୟ ଲାଭବାନ ହେବେ। ଅଚାନକ ଗୁପ୍ତଧନ ପ୍ରାପ୍ତିର ମଧ୍ୟ ରାସ୍ତା ଖୋଲିଯିବ। ଅବିବାହିତ ଲୋକଙ୍କ ପାଇଁ ମଧ୍ୟ ବିବାହ ପ୍ରସ୍ତାବ ମାନ ଆସିବ। ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ।

Google

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କର ମଧ୍ୟ ଆଜି ଠାରୁ ସମସ୍ତ ପ୍ରକାରର ସ୍ୱପ୍ନ ପୂରଣ ହେବାରେ ଲାଗିବ। ପ୍ରଭୁ ହନୁମାନଙ୍କର କୃପା ଆପଣଙ୍କର ଉପରେ ବନି ରହିବ। ଯେଉଁ କାରଣ ପାଇଁ ହଠାତ ଆପଣଙ୍କ ପାଖକୁ ଧନର ଆଗମନ ହେବ। ଆପଣଙ୍କ ଉପରକୁ ଆସୁଥିବା ସମସ୍ତ ସଂକଟ ଦୂର ହେବାକୁ ଲାଗିବ। ବ୍ୟାପାରରେ ମଧ୍ୟ ନୂତନ ଉପଲବ୍ଧି ପ୍ରାପ୍ତ ହେବ। ବଗଗବାନ ହନୁମାନଙ୍କର ଏହି ଅଦ୍ଭୁତ ମହାସଂଯୋଗରେ ଆପଣଙ୍କର ଭାଗ୍ୟରେ ଚାର ଚାନ୍ଦ ଲାଗିଯିବ। ଆଶା ଠାରୁ ଅଧିକ ଲାଭବାନ ହେବେ। ସମାଜରେ ମାନ ସମ୍ମାନ ମଧ୍ୟ ପ୍ରାପ୍ତ ହେବ। ଯାହା ଚାହିଁବେ ସେସବୁ ଆପଣଙ୍କୁ ପ୍ରାପ୍ତ ହେବ। ତା ସହିତ ମନ ମଧ୍ୟ ପ୍ରଫୁଲିତ ରହିବ।ପାରିବାରିକ ସାହାର୍ଯ୍ୟ ସହଯୋଗ ମଧ୍ୟ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *