Excuse Me Odisha

ଯାହା କହିବୁ ସତ କହିବୁ

ଧନ ବର୍ଷା କରୁଥିବା ଏକ ଫୁଲ , ଆଜି ହିଁ କରନ୍ତୁ ଏହି ଚମ-ତ୍କାରୀ ଉପାୟ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଗୋଟେ ଚମ-ତ୍କାରି ଏବଂ ଅ-ଦ୍ଭୁ-ତ ଫୁଲ ବିଷୟରେ କଥା ହେବା। ଯାହାକି ଘରକୁ ଧନର ଆଗ-ମନ କରିବା ସହିତ ଘରେ ସୁ-ଖ ଶା-ନ୍ତି ବୃଦ୍ଧି କରାଇଥାଏ। ବନ୍ଧୁଗଣ ଏହି ଫୁଲଟିର ନାମ ହେଉଛି ନାଗଚମ୍ପା। ଯଦି ଆପଣ ମାନଙ୍କର ସର୍ବଦା ଧନର ସମସ୍ୟା ଲାଗି ରହୁଛି ଏବଂ ଏହି ବିଷୟରେ ଆପଣ ସ-ର୍ବଦା ଚିନ୍ତାରେ ରହୁଛନ୍ତି ତେବେ ଏହି ଖାସ ଉପାୟ କରିବା ଦ୍ୱାରା ଆପଣଙ୍କର ଦୁଃଖ ଦୂର ହେବା ସହିତ ଆପଣଙ୍କର ଧନ ଏବଂ ସୁଖ ସମୃଦ୍ଧିର ଲାଭ ହୋଇଥାଏ। ଏହି ସରଳ ଉପାୟ କରିବା ସମୟରେ ଧ୍ୟାନ ଦେବେକି ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ। ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇପାରିବେ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭଗବାନଙ୍କୁ ପୂଜା କରିବା ସମୟରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ମନ ପସନ୍ଦର ଫୁଲ ନିଶ୍ଚୟ ଅର୍ପଣ କରୁଥିବେ। କିନ୍ତୁ କଣ ଆପଣ ଏହା ଜାଣନ୍ତି କି ଭଗବାନ ଶିବନଙ୍କର ଅତିପ୍ରିୟ ପୁଷ୍ପ ମଧ୍ୟରୁ ଗୋଟିଏ ପୁଷ୍ପ ହେଉଛି ନାଗଚମ୍ପା। ଯାହା ଦେଖିବାକୁ ନାଗ ସାପର ଫଣା ସଦୃଶ ହୋଇଥାଏ।ଏହି ପୁଷ୍ପ ସବୁ ସମୟରେ ଦେଖିବାକୁ ମିଳିନଥାଏ। ଏହା ସାଧାରଣତଃ ଶୀତ ଋତୁରେ ଅଧିକ ଦେଖିବାକୁ ମିଳିଥାଏ। ଏହି ନାଗଚମ୍ପା ଭଗବାନ ଶିବ ଏବଂ ମାତା ପାର୍ବତୀ ଏବଂ ଭଗବାନ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ। ତେଣୁ ଏହି ପୁଷ୍ପ ଘରକୁ ସୁଖ ଶା-ନ୍ତି ଆଣିଥାଏ। ଏବଂ ଏହାର ସଠିକ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଏହି ପୁଷ୍ପକୁ ନେଇ ଏମିତି କିଛି ଖାସ ଉପାୟ ଜଣାଇବାକୁ ଯାଉଛୁ। ଯାହାକୁ ଆପଣ ମାନେ ପ୍ରୟୋଗ କରି ଏହାର ଉପକାର ପାଇପାରିବେ। ତେବେ ଆସନ୍ତୁ ଜାଣିନେବା ସେହିସବୁ ଉପାୟ ମାନ କଣ ହୋଇଥାଏ। ଯାହା କରିବା ଦ୍ୱାରା ଧନର ଆଗମନ ହୋଇଥାଏ।

Google

ଘରର ନଜର ଦୋ-ଷ ଏବଂ ତ-ନ୍ତ୍ର ମ-ନ୍ତ୍ର ଦୂର କରିବା ସହିତ ଧନର ଆଗମନ କରିଥାଏ। ଏହି ନାଗଚମ୍ପା ପୁଷ୍ପ ସୋମବାର ଦିନ ସୂର୍ଯ୍ୟ ଉଦୟ ବା ସକାଳ ସମୟରେ କେହି ଉଥିବା ପୂର୍ବରୁ ଏହି ନାଗଚମ୍ପା ପୁଷ୍ପକୁ ଘରର ମୁଖ୍ୟ ଦ୍ୱାରରେ ଟା-ଙ୍ଗି ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଘରକୁ ଭୁ-ତ ପ୍ରେ-ତ ମାନଙ୍କର ଆଗ-ମନ ହୋଇନଥାଏ। ଏବଂ ସା-କାରା-ତ୍ମକ ଉ-ର୍ଜାର ପ୍ରବେଶ ହୋଇଥାଏ। କିନ୍ତୁ ଏହା କରିବା ସମୟରେ ଧ୍ୟାନ ଦେବେକି ଆପଣଙ୍କୁ ଯେପରି କେହି ନଦେଖନ୍ତି।

କର-ଜରୁ ମୁ-କ୍ତି ଏବଂ ଧନ ପ୍ରା-ପ୍ତିର ଉପାୟ। ଶନିବାର ଦିନ କିମ୍ବା ସୋମବାର ଦିନ ରାତି ସମୟରେ ଏହି ଫୁଲକୁ ତୋଳି ଘରକୁ ନେଇ ଆସନ୍ତୁ। ତାପର ଦିନ ପ୍ରାତଃ ସମୟରେ ଏହି ଫୁଲକୁ କୌଣସି ଏକ ନଦୀ ବା ଜଳ କିମ୍ବା ପ୍ରବାହିତ ହେଉଥିବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ। ଧ୍ୟାନ ଦେବେକି ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ କିମ୍ବା କେହି ଆପଣଙ୍କୁ ଦେଖିବେ ନାହିଁ। ଏପରି କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଥାଏ।

ମନ ପସନ୍ଦର ଚାକିରୀ ପାଇବା ପାଇଁ କରନ୍ତୁ ଏହି ଉପାୟ।ଯଦି ଆପଣ ମନ ପସନ୍ଦର ଚାକିରୀ ପାଇବା ପାଇଁ ଚାହୁଁଥାଆନ୍ତି ତେବେ ପ୍ରତିଦିନ ମାତା ଦୁର୍ଗାଙ୍କୁ କିମ୍ବା ମାତା ପାର୍ବତୀଙ୍କୁ ଗୋଟିଏ ନାଗଚମ୍ପାର ଫୁଲ ଅର୍ପଣ କରନ୍ତୁ ଦେଖିବେ ୧୧ ଦିନ ଭିତରେ ଆପଣଙ୍କର ମନ ବା-ଞ୍ଛା ନିଶ୍ଚୟ ପୂରଣ ହେବ। ଏହି ଉପାୟକୁ କରିବା ସମୟରେ ଧ୍ୟାନ ଦେବେକି ଆପଣ ଲଗାତାର ଭାବରେ ୧୧ ଦିନ ଏହି ପୁଷ୍ପକୁ ମାତାଙ୍କୁ ଅ-ର୍ପଣ କରିବେ।

Google

ଧନର ସମସ୍ୟା ଦୂର କରିବା ପାଇଁ ଏବଂ ଚାକିରୀରେ ପଦନ୍ନତି ପାଇଁ। ବନ୍ଧୁଗଣ ସୋମବାର ଦିନ ୩ ଟି ନାଗଚମ୍ପା ଫୁଲକୁ ଶିବଙ୍କୁ ଅର୍ପଣ କରନ୍ତୁ। ଏବଂ ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲକୁ ଆଣି ନିଜ ପାଖରେ ରଖି ନିଅନ୍ତୁ। ଯଦି ପାରିବେ ଆପଣ ଆପଣଙ୍କର ଟଙ୍କା ପଇସା ରଖୁଥିବା ସ୍ଥାନରେ ଅବା ଅଫିସରେ ରଖି ଦିଅନ୍ତୁ। ଦେଖିବେ ଏହାକୁ ରଖିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *