Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠାରୁ ଧନୀ ଏହି ୫ଟି ରାଶି, ସବୁବେଳେ କୋଟିପତି, ରାଜା ଭଳି ଜୀବନ କା-ଟିବେ

ସେୟାର୍ କରନ୍ତୁ

ଜ୍ଯୋତିଷ ଅନୁସାରେ ୧୨ଗୋଟି ରାଶି ରହିଥାଏ। ଏବଂ ଏହି ୧୨ ରାଶି ଉପରେ ପଡୁଥିବା ଦଶା ଅନୁସାରେ କୌଣସି ଜାତକରେ ଭବିଷ୍ୟତ କିମ୍ବା ବର୍ତ୍ତମାନରେ ହେଉଥିବା ଉ-ତ୍ଥାନ-ପ-ତନର ସମ୍ଭାବନା ଜଣା ପଡିଥାଏ। ତେବେ ଜଣାଇଦେଉଛୁକି ପ୍ରତ୍ଯେକ ରାଶିର ଭଲ ଗୁଣ ଏବଂ ଦୁର୍ବ-ଳତା ମଧ୍ୟ ରହିଥାଏ। ପ୍ରତ୍ଯେକ ରାଶିର ନିଜର ସ୍ଵୟଂ ବିଶିଷ୍ଟ ଗୁଣ ଇଚ୍ଛା ଏବଂ ଜୀବନ ତଥା ଲୋକଙ୍କ ପ୍ରତି ଆ-ଚାର-ବ୍ୟବହାର ଅଲଗା ଅଲଗା ରହିଥାଏ। ଆପଣଙ୍କୁ କହି ରଖୁଛୁଯେ ଆଜିର ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶିଗୁଡିକର ବିଷୟରେ କହିବା ପାଇଁ ଯାଉଛୁ, ଯାହାର ଗ୍ରହ ମାନଙ୍କର ଚଲଣ କାରଣରୁ ଏମିତି ମହାସଂଯୋଗ ହେଉଛିଯେ ୨୦୨୦ ଠାରୁ ୨୦୪୦ ପର୍ଯ୍ୟନ୍ତ ଏହି ରାଶିମାନଙ୍କର ଏବେ ଭାଗ୍ୟ ଚମକିବାକୁ ଯାଉଛି। ଯଦି ଏହି ରାଶି ଅନୁସାରେ ସବୁଠାରୁ ଶୁଭ ରାଶି ବୋଲି କୁହାଯାଏ ତେବେ ମଧ୍ୟ ଏହା ଭୁଲ ହେବନାହିଁ। ତେବେ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ।

୧। ମେଷ ରାଶି:-

ଏହି ରାଶିର ଲୋକମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି। ଗ୍ରହ ମାନଙ୍କର ଚଲଣରେ ହେଉଥିବା ମହା ପରିବର୍ତ୍ତନ କାରଣରୁ ମେଷ ରାଶିର ଲୋକମାନଙ୍କୁ ଆଗାମୀ ଭବିଷ୍ୟତରେ ବ୍ୟାପାର ବାଣିଜ୍ୟରେ ଲାଭ ହେବା ସହିତ ଧନ ପ୍ରାପ୍ତିର ନୂଆ ନୂଆ ଉପାୟ ମଧ୍ୟ ଉତ୍ପନ ହେବ। ମାତା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ଆଗାମୀ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ଏମିତିକି ଆଗାମୀ ସମୟରେ ଆପଣଙ୍କୁ ଆପଣଙ୍କର ପରିଶ୍ରମର ଉଚିତ ଫଳ ମିଳିବ। ଯଦି ଆମେ ସିଧାସଳଖ କହିବା ତେବେ ମେଷ ରାଶିର ଲୋକମାନଙ୍କର ଭାଗ୍ୟ ବର୍ତ୍ତମାନ ଖୋଲିବାକୁ ଯାଉଛି।

୨। ସିଂହ ରାଶି:-

ଏହି ରାଶିର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ। ମାତା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କୁ ଉପହାର କିମ୍ବା କୌଣସି ଖାସ ଜିନିଷର ପ୍ରାପ୍ତି ହେବ। ଏହା ସହିତ ଯେଉଁ ଲୋକମାନେ ଚାକିରି କରୁଛନ୍ତି ସେମାନଙ୍କର ମଧ୍ୟ ପଦୋନ୍ନତି ହେବାର ଯୋଗ ମଧ୍ୟ ସୃଷ୍ଟି ହେଉଛି। ନୂଆ ବ୍ୟବସାୟ ପାଇଁ ମଧ୍ୟ ଏହି ସମୟ ବହୁତ ଅନୁକୂଳ ଅଟେ। ଆପଣଙ୍କୁ ବ୍ୟବସାୟରେ ଧନ ଲାଭ ହେବାର ଶୁଭଯୋଗ ସୃଷ୍ଟି ହେଉଛି।

୩। କୁମ୍ଭ ରାଶି:-

ଏହି ରାଶିମାନଙ୍କର ଭାଗ୍ୟ ଚାମିକବାକୁ ଯାଉଛି। ଗ୍ରହ ପରିବର୍ତ୍ତନ କାରଣରୁ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ସମୟ ଆପଣଙ୍କର ଖୁସିରେ ପରିପୂର୍ଣ୍ଣ ରହିବ। ଯେଉଁ ଲୋକମାନେ ଏହି ବର୍ଷ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଏହି ବର୍ଷ ଚାକିରି ନିଶ୍ଚୟ ମିଳିବ। ଏହା ସହିତ ଏହି ସମୟରେ ଭୂମି, ଏବଂ ଧନ ସମ୍ପତ୍ତି ସହିତ ଜ-ଡିତ ମାମ-ଲାଗୁଡିକ ଖୁବ ଶୀଘ୍ର ସମାପ୍ତ ହୋଇଯିବ।

୪। କନ୍ୟା ରାଶି:-

କନ୍ୟା ରାଶିର ଛାତ୍ରମାନଙ୍କୁ ଲାଭ ମିଳିବାକୁ ଯାଉଛି। ଯଦି ଆପଣ କେଉଁ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ତେବେ ସେହି କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ଅତିଶୀଘ୍ର ସଫଳତା ମିଳିବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କର କୃପାରୁ ଅନେକ ପ୍ରଚେଷ୍ଟା କରିବା ପରେ ଆପଣଙ୍କର ଉନ୍ନତି ଏବଂ ଧନ ଲାଭରେ ବୃଦ୍ଧି ହେବାର ଯୋଗ ମଧ୍ୟ ସୃଷ୍ଟି ହେଉଛି। ସନ୍ତାନମାନଙ୍କ ତରଫରୁ ଆପଣଙ୍କୁ କୌଣସି ବଡ ଖୁସି ଖବର ମଧ୍ୟ ମିଳିପାରେ।

୫। ମୀନ ରାଶି:-

ଏହି ରାଶିର ଲୋକମାନଙ୍କର ସବୁଠାରୁ ଖାସ କଥା ଏହା ହେଉଛିକି ଏହି ରାଶିର ଲୋକମାନେ ଅତ୍ୟନ୍ତ ଆ-ତ୍ମବି-ଶ୍ଵାସୀ ହୋଇଥାନ୍ତି। ଏବଂ ଶନି ଏମାନଙ୍କର ନେ-ତୃତ୍ଵ ନେଇଥାନ୍ତି। ଏହି ରାଶିର ଲୋକମାନେ ନିଜର ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ପ୍ରତ୍ଯେକ କ୍ଷେତ୍ରରେ ସଫଳତା ପାଇବେ। ଏହି ରାଶିର ଜାତକରେ ମାତା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ହେବା କାରଣରୁ ଆପଣଙ୍କର କେହି କ୍ଷ-ତି କରିପାରିବେ ନାହିଁ। ଆର୍ଥିକ ମାମ-ଲାଗୁଡିକ ଖୁବଶୀଘ୍ର ସ-ମାପ୍ତ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *