Excuse Me Odisha

ଯାହା କହିବୁ ସତ କହିବୁ

P ନାମ ଥିବା ଲୋକଙ୍କ ଗୁପ୍ତ ରହସ୍ୟ, ଜାଣିଲେ ଆ-ଶ୍ଚର୍ଯ୍ୟ ହେବେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷରଟି P ନାମରୁ ଆରମ୍ଭ ହୋଇଥାଏ। ଯଦି ଆପଣବି ଅଛନ୍ତି ଏମିତି ବ୍ୟକ୍ତିଙ୍କ ନିକଟରେ କିମ୍ବା ଆପଣଙ୍କ ପରିବାରର ଏଭଳି ବ୍ୟକ୍ତି ଅଛନ୍ତି ଯାହାର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ। ତେବେ ଏହି ପୋଷ୍ଟଟିକୁ ଶେ-ଷ ପର୍ଯ୍ୟନ୍ତ ପଢ଼ନ୍ତୁ। ତେବେ ଆସନ୍ତୁ ଜାଣିବା।

ଦେଖନ୍ତୁ ଇଂରାଜୀ ବର୍ଣ୍ଣ ମାଳାର ୧୬ ନମ୍ବର ଅକ୍ଷର ଅଟେ P। ଯଦି କୌଣସି ଝିଅ କିମ୍ବା ପୁଅର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଏପରି ବ୍ୟକ୍ତି ଦେଶ ଦୁନିଆ, ଘର ପରିବାର ସମସ୍ତଙ୍କର ଦାୟିତ୍ୱ ନେବା ଭଳି ମଣିଷ ହୋଇଥାନ୍ତି। ଏମାନେ ବହୁତ ଦୟାଳୁ ପ୍ରକୃତିର ହୋଇଥାନ୍ତି ଏବଂ ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ସାହାର୍ଯ୍ୟ କରିଥାନ୍ତି। ଏହି ଅକ୍ଷର ଥିବା ବ୍ୟକ୍ତିଙ୍କର ପରପକାରର ଭାବନା ଅଧିକ ରହିଥାଏ। ଘର ପରିବାର ବନ୍ଧୁ ବାନ୍ଧବଙ୍କର ଏମାନେ ସମ୍ପୂର୍ଣ ଭାବରେ ଧ୍ୟାନ ରଖିଥାନ୍ତି। ପ୍ରତ୍ୟକ କାର୍ଯ୍ୟକୁ ପରଫେକ୍ଟ ଭାବରେ କରିଥାନ୍ତି। ଏମାନଙ୍କ ପାଇଁ ନିଜର ମାନ ସମ୍ମାନ ସବୁଠାରୁ ବଡ଼ ହୋଇଥାଏ। ଯେଉଁଥି ପାଇଁ କିଛିବି ଏମାନେ ତ୍ୟା-ଗ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। P ଅକ୍ଷରର ଥିବା ବ୍ୟକ୍ତିମାନେ ଯାହା ଇଛା କରନ୍ତି ତାହା କୌଣସି ପରିସ୍ଥିତିରେ ମଧ୍ୟ କରିବାକୁ ପସନ୍ଦ କରିଥାନ୍ତି। ସେଥି ପାଇଁ ବେଳେ ବେଳେ ଏପରି ଲୋକଙ୍କୁ ଲୋକମାନେ ଜିଦି ପ୍ରକୃତିର ଭାବିଥାନ୍ତି। ଏମାନେ ଯାହାକୁ ପସନ୍ଦ କରନ୍ତି ନାହିଁ ଲକ୍ଷେ ଚେଷ୍ଟା କଲେ ମଧ୍ୟ ସେ ଏମାନଙ୍କ ପାଖକୁ ଆସିପାରି ନଥାଏ। ଯଦି ସବୁ ଦୃଷ୍ଟିରୁ ବି-ଚାର କରି ଗୋଟେ କଥା କହିବା ତ ଏପରି ଲୋକମାନେ ବହୁତ ଅ-ନୁଶା-ସନ ପ୍ରିୟ ଏବଂ ସ-ଚୋଟ ହୋଇଥାନ୍ତି।

Google

ଏମାନଙ୍କର ସମାଜରେ ଏକ ଅଲଗା ହିଁ ସ୍ଥାନ ରହିଥାଏ। ପ୍ରାୟତଃ ଦେଖାଯାଏ ତ ଏପରି ଲୋକମାନେ ତାଙ୍କ ଜୀବନରେ ସଫଳ ହିଁ ହୋଇଥାନ୍ତି। ଏପରି ଲୋକମାନେ ସର୍ବଦା ନି-ୟମ ମାନି ଚଳିଥାଆନ୍ତି। ଏମାନେ ପ୍ରାୟତଃ ଆରେଞ୍ଜ ମ୍ୟାରେଜ ହିଁ କରିଥାନ୍ତି। ଭଲପାଇ ବିବାହ କରିବା ଉପରେ ଏମାନେ ଅଧିକ ବିଶ୍ୱାସ ରଖି ନଥାନ୍ତି। ତଥାପି ଯାହାକୁ ଏମାନେ ଭଲ ପାଇଥାଆନ୍ତି ତାକୁ ହୃଦୟର ସହିତ ଭଲ ପାଇଥାଆନ୍ତି କିନ୍ତୁ ଏମାନେ ଯାହା ଇଛା ରଖିଥାଆନ୍ତି ବେଳେ ବେଳେ ତାହାର ବିପ-ରୀତ ଫ-ଳ ବି ମିଳିଥାଏ। P ଅକ୍ଷରରୁ ଆରମ୍ଭ ବ୍ୟକ୍ତିମାନେ ଅଧିକ ଚ-ତୁର ହୋଇଥାନ୍ତି। ଏହି ନାମଧାରୀ ଲୋକମାନେ ପ୍ରାୟତଃ ବିଜନେସ ମ୍ୟାନ ହୋଇଥାନ୍ତି। ଏମାନଙ୍କର ପାଖରେ ଧନର ଅଭାବ ଦେଖାଯାଏ ନାହିଁ। ଏମାନେ ଦେଖିବାକୁ ଖୁବ ଆକ-ର୍ଷକ ହୋଇଥାନ୍ତି। ଏମାନଙ୍କ କ୍ଷମ-ତାକୁ ଲୋକମାନେ ପସନ୍ଦ କରିଥାନ୍ତି ଏବଂ ଡରିଥାଆନ୍ତି ମଧ୍ୟ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *