Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ ଏପରି କଲେ ମା ଲକ୍ଷ୍ମୀ କରିବେ ଟଙ୍କା ବର୍ଷା, କେବେବି ଛାଡି ଯିବେନି ଆପଣଙ୍କ ଘର

ସେୟାର୍ କରନ୍ତୁ

ବନ୍ଧୁଗଣ ଗୁରୁବାର ଦିନ ଅତ୍ୟନ୍ତ ଶୁଭ ଦିନ ଅଟେ। ଏହିଦିନ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସଭ ମନସ୍କାମନା ପୂରଣ ହୋଇଥାଏ। ହିନ୍ଦୁ ଧର୍ମରେ ସବୁ ବାର ସହିତ କିଛି ନା କିଛି ମହତ୍ୱ ରହିଥାଏ। ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜା ଆରା-ଧନା କରିବା ଦ୍ୱାରା ଘରକୁ ଧନସମ୍ପତ୍ତିର ଆଗମନ ହୋଇ ଥାଏ ଏବଂ ଘରେ ସୁଖଶାନ୍ତି ଭରି ରହେ। ଏଥିପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରିବା ଆବଶ୍ୟକ। ଗୁରୁବାର ଦିନ ଏଭଳି କିଛି ଉପାୟ କରିବା ଦ୍ଵାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘର ପୁରି ଉଠି ଥାଏ। ତେଣୁ ଦର୍ଶକ ବନ୍ଧୁ ଗୁରୁବାର ଦିନ କରନ୍ତୁ ଏହିପରି କିଛି କାର୍ଯ୍ୟ, ଯାହାଦ୍ଵାରା ଆପଣଙ୍କ ଘରକୁ ଦେବୀ ଲକ୍ଷ୍ମୀଙ୍କ କୃପା ସ-ର୍ବଦା ରହିବ।

ଆଜିର ଦିନରେ ଯେଉଁ ବ୍ୟକ୍ତି ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧନର ଇଚ୍ଛା ରଖି ଥାନ୍ତି। ଅନେକ ଲୋକ ଅଛନ୍ତି ବହୁତ ଟଙ୍କାପଇସା ରୋଜଗାର କରିଥାନ୍ତି। କିନ୍ତୁ ଶେଷରେ ଟଙ୍କାଟିଏ ସଞ୍ଚୟ କରି ପାରନ୍ତି ନାହିଁ। ଯେଉଁଥିପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ପାରେ। ଧନ କେବଳ ସେହି ଲୋକଙ୍କ ପାଖରେ ରହିଥାଏ , ଯେଉଁ ମାନଙ୍କ ଉପରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି। ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବା ପାଇଁ ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ପାଇଁ ନୀ-ତି ନି-ୟମ ପାଳନ କରାଯାଏ। ଆଜି ଆମେ ଆପଣଙ୍କୁ କହିବୁ ଗୁରୁବାର ଦିନ କେଉଁ ସବୁ ଉପାୟ କରିବା ଦ୍ୱାରା ଏବଂ କେଉଁ କାର୍ଯ୍ୟ କରିବା ଦ୍ୱାରା ଆମର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ସବୁ ସୁଖ ସୁବିଧା ମିଳିବାକୁ ଲାଗିଥାଏ।

Google

ପ୍ରଥମ କଥା ହେଉଛି ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ। ବ୍ରାହ୍ମ ମୁହୂର୍ତ୍ତ ଶୁଭ ମୂହୁର୍ତ୍ତ ହୋଇଥାଏ। ଏହି ମୁହୂର୍ତ୍ତରେ ଦେବାଦେବୀଙ୍କ ପ୍ରଭାବ ସବୁଠାରୁ ଅଧିକ ରହିଥାଏ। ଏଥିପାଇଁ ଗୁରୁବାର ଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ସ୍ନାନ କରିବା ସମୟରେ ପାଣି ରେ ଗଙ୍ଗା ଜଳ ନିଶ୍ଚିତ ମିଶାନ୍ତୁ। ସ୍ନାନ କରିବା ପରେ ଓଁ ବୃହସ୍ପତୟେ ନମଃ ମ-ନ୍ତ୍ର ଜ-ପ କରନ୍ତୁ। ଏହି ବ୍ରାହ୍ମ ମୁହୂର୍ତ୍ତ ପର୍ଯ୍ୟନ୍ତ ରାତି ୪ ଘଟିକାରୁ ଆରମ୍ଭ ହୋଇ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରହିଥାଏ। ସକାଳୁ ସ୍ନାନ କରିବା ସହିତ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ସଫଳତା ମିଳିଥାଏ।

ଦ୍ୱିତୀୟ କଥା ହେଉଛି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରୁବାର ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ଏହା କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟାର ଅ-ନ୍ତ ଘ-ଟି ଥାଏ।

ତୃତୀୟ କଥା ହେଉଛି ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରି-ଧାନ କରନ୍ତୁ । ଏହାସହିତ ମାତା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫଳ, ଫୁଲ ଏବଂ ନୈ-ବେଦ୍ୟ ଅ-ର୍ପଣ କରନ୍ତୁ।

ଚତୁର୍ଥ କଥା ହେଉଛି ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛରେ ହଳଦୀ ପାଣି ଅ-ର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ଧ-ନଧା-ନ୍ୟ ବୃଦ୍ଧି ହେବ।

Google

ପଞ୍ଚମ କଥାଟି ହେଉଛି ଧନର ଅ-ଭାବ ଦୂର କରିବା ପାଇଁ ଗୁରୁବାର ଉପ-ବାସ ପାଳନ କରନ୍ତୁ। ଉପ-ବାସ କରିବା ସମୟରେ ଅସ-ହାୟ ଲୋକଙ୍କୁ ଖାଦ୍ୟ ବ-ଣ୍ଟନ କରନ୍ତୁ।

ଷଷ୍ଠ କଥାଟି ହେଉଛି ତୁଳସୀ ଗଛରେ ପୂଜା କରିବା ସମୟରେ କଞ୍ଚା କ୍ଷୀର ଅ-ର୍ପଣ କରନ୍ତୁ। ଗୁରୁବାର ଦିନ ଆପଣଙ୍କ ବୃହସ୍ପତି ଗ୍ରହ କୁ ସୁଦୃଢ କରିବା ପାଇଁ ଭଗବାନ ମହାଦେବଙ୍କୁ ହଳଦିଆ ଫୁଲ ଅ-ର୍ପଣ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କର ବୃହସ୍ପତି ଗ୍ରହ ସୁ-ଦୃଢ ରହିଥାଏ।

ସପ୍ତମ କଥାଟି ହେଉଛି ଗୁରୁବାର ଦିନ ଅଶ୍ୱତ୍ଥ ଗଛର ପୂଜାର୍ଚ୍ଚନା କରନ୍ତୁ। ଗୁରୁବାର ଦିନ ଅଶ୍ୱତ୍ଥ ଗଛ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ଦୂର ହୋଇଥାଏ। ଗୁରୁବାର ଦିନ ସକାଳେ ଏହି ଗଛମୂଳେ ପାଣି ଅ-ର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ସମସ୍ତ ମ-ନସ୍କା-ମନା ପୂରଣ ହୋଇଥାଏ। ତେଣୁ ଆପଣ ମାନେ ଗୁରୁବାର ଦିନ ଏହି ଉପାୟ ସବୁ କରନ୍ତୁ ଏବଂ ଦେବୀ ଲକ୍ଷ୍ମୀଙ୍କ ଅପାର କୃପା ଲାଭ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *