Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୮ ମାର୍ଚ୍ଚ ୨୦୨୧, ଗୁରୁବାର : ଏହି ୪ ରାଶି ପାଇଁ ଦିନଟି ଭଲ ରହିବ, ପରିଶ୍ରମର ଉଚିତ ଫଳ ମିଳିବ, ପଢନ୍ତୁ ଆଜିର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୧୮ ମାର୍ଚ୍ଚ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜ-ରିଆରେ ଭବିଷ୍ୟତରେ ହେବାକୁ ଥିବା ଘ-ଟଣା ଗୁଡିକର ଆ-ଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜ-ରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୮ ମାର୍ଚ୍ଚ ୨୦୨୧

ମେଷ ରାଶି:-

ମେଷ ରାଶିର ଲୋକମାନେ ଆଜି ନିଜକୁ ଶକ୍ତିଶାଳୀ ମନେ କରିବେ। ସାଙ୍ଗଙ୍କ ସହିତ ଚାଲୁଥିବା ମତଭେଦ ଶେଷ ହୋଇଯିବ। ପାରିବାରିକ ଆର୍ଥିକ ସ୍ଥିତି ମଜବୁତ ରହିବ। ପିଲାଙ୍କ ତରଫରୁ ଭଲ ଖବର ମିଳିପାରେ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷିତ ହେବ। ବ୍ୟବସାୟରେ ଦୁଇଗୁଣା ଲାଭ ମିଳିବାର ସମ୍ଭାବନା ଅଛି। ଅଫିସରେ ସମସ୍ତ ଲୋକଙ୍କ ସହିତ ତାଳମେଳ ଭଲ ରହିବ। ବଡ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ।

ବୃଷ ରାଶି:-

ବୃଷ ରାଶିର ଲୋକଙ୍କ ମନରେ ଯେଉଁ ଚିନ୍ତା ଚାଲିଥିବ, ତାହା ସତ୍ୟ ହୋଇଯିବ। ଆପଣ ବହୁତ ଖୁସି ଅନୁଭବ କରିବେ। ପୁରୁଣା ନିବେଶରେ ଭଲ ଲାଭ ପାଇବେ। ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ କରିବେ, ଯାହାଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଘର-ପରିବାରରେ ଖୁସିର ବାତାବରଣ ନିର୍ମିତ ହେବ। ପିଲାଙ୍କ ତରଫରୁ ଖୁସିଖବର ମିଳିବ। ଯାହାଦ୍ୱାରା ଆପଣ ଗର୍ବ ଓ ଖୁସି ଅନୁଭବ କରିବେ। ସାଙ୍ଗଙ୍କ ସହିତ ମିଳିମିଶି ଆପଣ ବ୍ୟବସାୟ ଆରମ୍ଭ କରିବେ। ଯଦି ଆପଣ କୌଣସି ପଇସା ଉଧାର ଦେଇଛନ୍ତି ତେବେ ପଇସା ଫେରି ପାଇବେ। ଭାଗ୍ୟର ଆପଣଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ସମୁଦାୟ ମିଶାଇ ଆଜିର ଦିନଟି ଭଲ ରହିବ। ପରିଶ୍ରମ ଅନୁସାରେ ଫଳ ପାଇବେ।

ମିଥୁନ ରାଶି:-

ମିଥୁନ ରାଶିର ଲୋକମାନେ ଆଜି ଚିନ୍ତାରେ ରହିବେ। ଆପଣ ନିଜ ଉପରେ ନକ-ରାତ୍ମ-କ ବି-ଚାର ହାବି ହେବାକୁ ଦିଅନ୍ତୁ ନାହିଁ। ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ, ଯେଉଁ କାରଣରୁ ଶାରୀରିକ ପରିଶ୍ରମ ଓ ଦୁର୍ବଳ ଅନୁଭବ କରିବେ। ଜୀବନସାଥି ଓ ପିଲାଙ୍କ ସହିତ ଆପଣ ଅଧିକରୁ ଅଧିକ ସମୟ ବିତାଇବେ ଆବଶ୍ୟକ କାମରେ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ହେବ। କୌଣସି କାମରେ ତରବର ହୁଅନ୍ତୁ ନାହିଁ ଅନ୍ୟଥା କାମ ବି-ଗାଡିପାରେ। ଅଜଣା ଜାତକ ଉପରେ ଆବଶ୍ୟକତାଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

Google

କର୍କଟ ରାଶି:-

ଏହି ରାଶିର ଲୋକଙ୍କର ଆଜିର ଦିନଟି ଯାହା ଭାବିଥିବେ ସେହି କାମ କରିବାରେ ଜୀବ। ଆପଣଙ୍କୁ ଜିଛି ନୂଆ ଶିଖିବାକୁ ମିଳିବ। ଘରର ବଡ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଧନ ପାଇବେ। ନିବେଶ ସମ୍ବନ୍ଧରେ ଲାଭ ମିଳିବ। ବାହାନ ସୁଖ ପାଇବେ। ସମ୍ପତ୍ତିରେ ଲାଭ ମିଳିବ। ଆପଣଙ୍କର ଆତ୍ମବିଶ୍ଵାସ ଓ ପରା-କ୍ରମରେ ଉନ୍ନତି ହେବ। ପ୍ରେମ ଜୀବନ ଭଲ ରହିବ। ପ୍ରିୟଙ୍କ ସହ ଭଲ ଭାବରେ କଥାବାର୍ତ୍ତ ହେବେ।

ସିଂହ ରାଶି:-

ସିଂହ ରାଶିର ଲୋକମାନଙ୍କର ଆଜିର ଦିନଟି ଭଲ ରହିବ। ମାତା-ପିତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ପିଲାଙ୍କ ତରଫରୁ ସମସ୍ତ ଚିନ୍ତା ଶେଷ ହୋଇଯିବ। ଆପଣ ନିଜର ଯୋଜନାକୁ ଉଚିତ ଭାବରେ ସମାପ୍ତ କରିବେ। ଚାକିରି କ୍ଷେତ୍ରରେ ମାନ-ସମ୍ମାନ ପାଇବେ। ବଡ ଅଧିକାରୀଙ୍କ ସହିତ ଭଲ ତାଳମେଳ ରହିବ। ସାମାଜିକ ଦାୟରା ବଢିବ। ମାନ ସମ୍ମାନ ପାଇବେ। ବ୍ୟବସାୟରେ ଜ-ଡିତ ଲୋକଙ୍କୁ ଭଲ ଲାଭ ମିଳିବ।

କନ୍ୟା ରାଶି:-

ଏହି ରାଶିର ଲୋକମାନଙ୍କର ଦିନଟି ମିଳାମିଶା ରହିବ। ଆଜି ଆପଣ କିଛି ନୂଆ କରିବାକୁ ଚେଷ୍ଟା କରିବେ। ଘର-ପରିବାର ସଦସ୍ୟଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ସ୍ଥିତି ରହିବ। ଆପଣଙ୍କୁ ବାହାର ଖାଇବା ପିଇବା କରନ୍ତୁ ନାହିଁ। ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ରହିବ। ଆପଣ ପରସ୍ପର ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। ପ୍ରେମ ଜୀବନରେ ସାମାନ୍ଯ ସ-ତର୍କ ହେବାକୁ ପଡିବ। କାରଣ ଆପଣଙ୍କ ମଧ୍ୟରେ ତାଳମେଳକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

ତୁଳା ରାଶି:-

ତୁଳା ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଠିକ ଠାକ ରହିବ। ଧର୍ମ-କର୍ମ କାମରେ ଆପଣଙ୍କର ଅଧିକ ମନ ଲାଗିବ। ମାତା-ପିତାଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯିବେ। ଆପଣ ନିଜର ଭବିଷ୍ୟକୁ ନେଇ ବହୁତ ଚିନ୍ତିତ ରହିବେ। ଭବିଷ୍ୟ ପାଇଁ ଆପଣ ଧନ ଏକତ୍ରିତ କରିବା ପାଇଁ ଚେଷ୍ଟା କରିବେ। ସାଙ୍ଗଙ୍କ ସହିତ କୁଆଡେ ବୁଲିବାକୁ ଯାଇପାରନ୍ତି। ମନୋରଞ୍ଜନ ସାଧନରେ ଅଧିକ ପଇସା ଖର୍ଚ୍ଚ ହେବ। ଆପଣଙ୍କର ଆମଦାନୀ ଅନୁସାରେ ଅଯଥା ଖର୍ଚ୍ଚ ଉପରେ ନିୟ-ନ୍ତ୍ରଣ ରଖିବାକୁ ହେବ। ଅନ୍ୟଥା ଭବିଷ୍ୟରେ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ। ବ୍ୟବସାୟରେ ଲାଭ ମିଳିବ।

ବିଛା ରାଶି:-

ଏହି ରାଶିର ଲୋକଙ୍କୁ ଗାଡି ଚଳାଇବା ସମୟରେ ସ-ତର୍କ ରହିବାକୁ ହେବ ଅନ୍ୟଥା ଆ-ଘାତ ଲାଗିପରେ। କୌଣସି ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହୋଇପାରେ ଓ ଆପଣଙ୍କ ମନ ହର୍ଷିତ ହେବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନକୁ ନେଇ ଚର୍ଚ୍ଚା ହେବ। ଭାଇ-ଭଉଣୀଙ୍କ ସହିତ ମତଭେଦ ଶେଷ ହୋଇଯିବ। ଯେଉଁ ଲୋକମାନେ ଲମ୍ବା ସମୟରୁ ଚାକିରି ଖୋଜୁଥିଲେ ତାଙ୍କୁ ଭଲ ଚାକିରି ମିଳିପାରେ। ପିଲାଙ୍କର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ପଇସା ଦେବା-ନେବା କରନ୍ତୁ ନାହିଁ ଅନ୍ୟଥା ଧନ ହାନି ହେବାର ଆଶଙ୍କା ଅଛି। ସାମାଜିକ କ୍ଷେତ୍ରରେ ମାନ-ପ୍ରତିଷ୍ଠା ବଢିବ।

ଧନୁ ରାଶି:-

ଧନୁ ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି କଠିନ ରହିବ। କାମକାର୍ଯ୍ୟରେ ବାଧା ଉତ୍ପନ ହେବ, ଯାହାକୁ ନେଇ ଆପଣ ଚିନ୍ତିତ ରହିବେ। ଆପଣ କୌଣସି ପ୍ରକାର ବାଦ-ବିବାଦରେ ବଢିବାକୁ ଦିଅନ୍ତୁ ନାହିଁ। କାମ ମାମ-ଲରେ କାହାରି ପାଖରୁ ଅଧିକ ଆଶା କରନ୍ତୁ ନାହିଁ। ଆପଣ ନିଜର ସମ୍ପୂର୍ଣ କାମ ନିଜେ ପୂରଣ କରିବେ

Google

ମକର ରାଶି:-

ମକର ରାଶିର ଲୋକଙ୍କ ପାଇଁ ଆଜି ଭଲ ଦିନ ରହିବ ନାହିଁ। କୌଣସି ପୁରୁଣା ରୋଗ ବିଷୟରେ ଆପଣ ବହୁତ ଚିନ୍ତିତ ହେବେ। ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସଜାଗ ରହିବାକୁ ପଡିବ। ପିଲାମାନଙ୍କ ସହିତ ଭଲ ସମୟ ବିତାଇବେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଚାଲିଥିବା ପାର୍ଥକ୍ୟ ସମାପ୍ତ ହୋଇପାରେ। ପିତାମାତାଙ୍କର ଆଶୀର୍ବାଦ ଏବଂ ସମର୍ଥନ ପାଇବେ, ଯାହା ଆପଣଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବ। ଚାକିରି କ୍ଷେତ୍ରରେ ଆପଣ କିଛି ନୂଆ ଚେଷ୍ଟା କରିବେ। ବଡ ଅଧିକାରୀମାନେ ଆପଣଙ୍କୁ ସମର୍ଥନ କରିବେ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକମାନେ ଆଜି ଭାଗ୍ୟବାନ ରହିବେ। ଧର୍ମର କାର୍ଯ୍ୟରେ ଆପଣ ଅଧିକ ଆଗ୍ରହୀ ହେବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଯଦି ଆପଣଙ୍କର କୋ-ର୍ଟରେ ମା-ମଲା ଚାଲିଛି ତେବେ ଏଥିରେ ସଫଳତା ପାଇବାର ସମ୍ଭାବନା ଅଛି। ଘରୋଇ ଆରାମ ବୃଦ୍ଧି ପାଇବ। ପ୍ରେମ ଜୀବନ ସ୍ୱାଭାବିକ ହେବ। ଆପଣ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ ନଚେତ ସମ୍ପର୍କ ନ-ଷ୍ଟ ହୋଇପାରେ। ଘର ନିର୍ମାଣ କରିବାର ସ୍ୱପ୍ନ ପୂରଣ ହେବ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଅପେକ୍ଷାକୃତ ଭଲ ରହିବ। କାମକାର୍ଯ୍ୟରେ ବା-ଧା ଦୂର ହେବ। ଆପଣଙ୍କର ଚିନ୍ତାଧାରା ସକା-ରାତ୍ମ-କ ରହିବ। ପାରିବାରିକ ମହୋଲ ଖୁସିଭରା ରହିବ। ଖର୍ଚ୍ଚ କମ ହେବ। ଆୟର ଜ-ରିଆ ବଢିବ। ବିବାହ ଯୋଗ୍ୟ ଜାତକଙ୍କର ବିବାହ ସମ୍ପର୍କ ଭଲ ଆସିବ। ବ୍ୟବସାୟରେ କୌଣସି କୌଶଳ ବ୍ୟଭାର କରିପାରନ୍ତି। ଯାହାର ଆଗକୁ ଚାଲି ଆପଣଙ୍କୁ ଲାଭ ମିଳିବ। ଜୀବନସାଥିଙ୍କର ସମ୍ପୂର୍ଣ ସହଯୋଗ ମିଳିବ। ପ୍ରଭାବଶାଳୀ ଲୋକଙ୍କ ମାର୍ଗଦର୍ଶନ ଦ୍ଵାରା ଆପଣ କ୍ଯାରିୟରରେ ଆଗକୁ ବଢିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *