Excuse Me Odisha

ଯାହା କହିବୁ ସତ କହିବୁ

ପ୍ରସନ୍ନ ହେଲେ ରାମ ଭକ୍ତ ହନୁମାନ, ୫ଟି ରାଶି ହେବେ କୋଟିପତି, ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ମଣିଷ ଯାହାବି କରିଥାଏ ବା ଭୋଗ କରିଥାଏ ସେସବୁ ସେ ଜନ୍ମ ହୋଇଥିବା ବେଳେ ଜନ୍ମ କୁଣ୍ଡଳି ବନାଯାଇଥାଏ। ସେସବୁ ସେଇଥିରେ ଲେଖା ଯାଇଥାଏ। ବନ୍ଧୁଗଣ ଆପଣ ଜାଣି ରଖନ୍ତୁ ଯେ ଆଜି ରାତି ଠାରୁ ଗ୍ରହ ମାନଙ୍କର ପରିବର୍ତନ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୫ ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଯାହାକି ଭଗବାନ ବଜରଙ୍ଗୀବାଲୀଙ୍କର କୃପାରୁ ହେବାକୁ ଯାଉଛି। ଏହି ରାଶି ମାନଙ୍କ ଜୀବନରେ ଧନ ବର୍ଷା ହେବାକୁ ଯାଉଅଛି। ଏହି ରାଶି ମାନଙ୍କରେ ଯେଉଁ ଲୋକମାନେ ରହିଛନ୍ତି ସେମାନେ କିଛି ପୁର୍ବରୁ କାର୍ଯ୍ୟ କରିଥାନ୍ତି ତାହାର ଶୁଭଫଳ ଏମାନଙ୍କୁ ଏବେ ମିଳିବା ପାଇଁ ଯାଉଛି। ତେବେ ବନ୍ଧୁଗଣ ଏହି ରାଶି ମାନଙ୍କର ତାଙ୍କର ପରିବାରରେ ହସ ଖୁସିର ଲହରୀ ଲାଗି ରହିବ। ଏମାନଙ୍କର ଜୀବନରେ ଯଦି ସେମାନେ ଜୀବନସାଥୀ ଖୋଜୁଥାନ୍ତି ତାହେଲେ ସେମାନେ ଭଗବାନ ବଜରଙ୍ଗୀ ବାଲୀଙ୍କର କୃପାରୁ ମଧ୍ୟ ବହୁତ ଭଲ ଜୀବନସାଥୀଟିଏ ଖୁବ ଶୀଘ୍ର ମିଳିବା ପାଇଁ ଯାଉଛି। ପ୍ରେମ ମୟ ଜୀବନ ସୁଖ ମୟ ହେବାକୁ ଯାଉଛି। ଏହି ରାଶି ଗୁଡ଼ିକ ଯଦି ଚାକିରି ମଧ୍ୟ ଖୋଜୁଥାଆନ୍ତୁ ତେବେ ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଭଲ ପଦବିରେ ସେମାନଙ୍କୁ ଭଲ ଚାକିରିଟିଏ ମଧ୍ୟ ମିଳିବା ପାଇଁ ଯାଉଛି। ଯେଉଁମାନେ ଚାକିରିରେ ରହିଛନ୍ତି ସେମାନଙ୍କର ପଦଉନ୍ନତି ମଧ୍ୟ ହେବା ପାଇଁ ଯାଉଛି। ଏହି ବ୍ୟକ୍ତିମାନେ ମଧ୍ୟ ଅନ୍ୟ ଠାରୁ ସହଯୋଗ ପ୍ରାପ୍ତ କରିବେ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିନେବା କଣ ସେହି ୫ ଗୋଟି ରାଶି ଯାହାର ଏବେ ସୌଭାଗ୍ୟ ଆସିବାକୁ ଯାଉଛି।

ସିଂହ ରାଶି:-

ଏହି ରାଶି ଉପରେ ଧନବର୍ଷା ହେବାକୁ ଯାଉଛି। ଧନର କେବେବି ଅଭାବ ଏହି ରାଶିରେ ଦେଖାଯିବ ନାହିଁ। ଆସନ୍ତାକାଲି ଠାରୁ ଏମାନଙ୍କ ପରିବାରରେ ସୁଖ ଶାନ୍ତି ଲାଗି ରହିବ। ପ୍ରେମ ଜୀବନରେ ସୁଖ ମିଳିବା ପାଇଁ ଯାଉଛି। ପାଠ ପଢାରେ ମଧ୍ୟ ଉଚ୍ଚ ଫଳ ମିଳିବ। ଏହି ରାଶିର ବ୍ୟକ୍ତି ମାନେ ବ୍ୟାପାର ବାଣିଜ୍ୟ କରୁଥିଲେ ଏମାନଙ୍କୁ ସେଥିରୁ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି।

Google

କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ସବୁବେଳେ ସୌଭାଗ୍ୟ ଲାଗି ରହିବ।ଏହି ରାଶିର ବ୍ୟକ୍ତିମାନେ ଜୀବନରେ ସଫଳତା ପାଇବେ। ଏହି ରାଶିରେ ପ୍ରେମ ଜୀବନ ଅଧିକତ ନିବିଡ଼ ହେବ। ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ଆନନ୍ଦ ଏବଂ ଆ-ରୋ-ଗ୍ୟ ଜୀବନ ବିତାଇବାକୁ ଯାଉଛନ୍ତି।

ବୃଷ ରାଶି:-

ଏହି ରାଶିଙ୍କୁ ଭଗବାନ ବଜରଙ୍ଗୀ ବାଲୀଙ୍କର କୃପାରୁ ଜୀବନରେ ବହୁତ ବଡ଼ ସଫଳତା ମିଳିବ। ଧନ ପ୍ରାପ୍ତି ହେବ। ଚାକିରିରେ ଥିଲେ ଅନ୍ୟ ଠାରୁ ଅତ୍ୟନ୍ତ ସହଯୋଗ ମଧ୍ୟ ଲାଭ କରିବେ। କିନ୍ତୁ ସ-ତର୍କ ରୁହନ୍ତୁ। ବେକାର ଖର୍ଚ୍ଚ ଲାଗି ରହିବ ଆଜି। ଯାହା ଫଳରେ ଯେତେ ଧନ ଆସିଲେ ମଧ୍ୟ ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି।

କୁମ୍ଭ ରାଶି:-

ଏହି ରାଶିରେ କୁଣ୍ଡଳିରେ ମଧ୍ୟ ବହୁତ ବଡ଼ ପରିବର୍ତନ ହେବ। ଯଦି ଆପଣ କୌଣସି ମା-ଲି ମ-ର୍ଦମା କରୁଥାଆନ୍ତି କିମ୍ବା କୌଣସି କେ-ସରେ ଫସି ରହିଥାନ୍ତି ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣଙ୍କର ହିଁ ଜିତ ହେବାକୁ ଯାଉଛି। ଧନ ବୃଦ୍ଧି ହେବ। ଘରେ ସୁଖ ଶାନ୍ତି ଲାଗି ରହିବ। ଏହା ସହିତ ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମଧ୍ୟ ମିଳିବା ପାଇଁ ଯାଉଛି।

Google

ବିଛା ରାଶି:-

ଏହି ରାଶିର କୁଣ୍ଡଳିର ବ୍ୟକ୍ତିମାନେ ଜୀବନରେ ସଫଳତା ପାଇବେ। ପ୍ରେମ ଜୀବନ ପ୍ରତି ସ-ତର୍କ ରୁହନ୍ତୁ କାରଣ ପ୍ର-ତାର-ଣା ହୋଇପାରେ। ଏହି ରାଶିର ଲୋକମାନେ ସବୁ କାର୍ଯ୍ୟ କରିବା ବେଳେ ଭଗବାନଙ୍କ ଉପରେ ଭରସା ରଖି କରନ୍ତୁ। ଯାହା ଫଳରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *