Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ମଧ୍ୟ ଏହି ୫ଟି ଲୋକଙ୍କୁ ଘରକୁ ଡାକନ୍ତୁ ନାହିଁ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ କୁହାଯାଏକି ସଂସାର ଭିତରେ ଘର କରିଥିଲେ ବନ୍ଧୁବାନ୍ଧବଙ୍କୁ ଲୋଡ଼ିବା ଆବଶ୍ୟକ ପଡ଼ିଥାଏ। ଅର୍ଥାତ ସମାଜରେ ଯେହେତୁ ଆମେ ପରିବାର ନେଇ ରହୁଛେ ଆମ ଇଛା ଏବଂ ଅନିଛା ସ୍ୱତେ ମଧ୍ୟ ବହୁତ ବନ୍ଧୁବାନ୍ଧବଙ୍କର ସମ୍ପର୍କ ଗଢି ଉଠିଥାଏ। ସେମାନଙ୍କ ଭିତରୁ ଆମେ କିଛି ଜଣଙ୍କୁ ପସନ୍ଦ କରୁ ତ ଆଉ କିଛି ଲୋକଙ୍କୁ ଅପସନ୍ଦ କରୁ। କିନ୍ତୁ ସମାଜର ରୀତିନୀତି ଅନୁଯାୟୀ ଆମ ଇଛା ନଥିଲେ ମଧ୍ୟ ସେମାନଙ୍କୁ ଘରକୁ ଡାକିଥାଉ। କିନ୍ତୁ ସଂସାରରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ଆମ ଘରକୁ ଡାକିବା ଉଚିତ ନୁହେଁ। ଏମାନଙ୍କୁ ଠାରୁ ସର୍ବଦା ଆମ ପରିବାରର ସଦସ୍ୟ ମାନଙ୍କୁ ଦୂରେଇ ରଖିବା ଉଚିତ। ନଚେତ ଏହା ଆମର କ୍ଷତି ହୋଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ୫ ଟି ଚରିତ୍ରର ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଆପଣ ମାନେ କୌଣସି ବି ପରିସ୍ଥିତିରେ ନିଜ ଘରକୁ ଡାକନ୍ତୁ ନାହିଁ। ତେବେ ସେହି ବ୍ୟକ୍ତି ମାନଙ୍କ ବିଷୟରେ ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଦୋହରା ଚରିତ୍ର ବ୍ୟକ୍ତି:-

ଅର୍ଥାତ ଯେଉଁ ମାନେ ଆପଣଙ୍କ ସାମ୍ନାରେ ପ୍ରଶଂସା କରିଥାନ୍ତି କିନ୍ତୁ ପଛ ପଟେ ଅନ୍ୟ ଆଗରେ ଆପଣଙ୍କର ନିନ୍ଦା କରିଥାନ୍ତି ଏମାନେ ବହୁତ କ୍ଷତିକାରକ ଅଟନ୍ତି। ଏହିଭଳି ଲୋକମାନେ ନିଜ ସ୍ୱାର୍ଥ ପାଇଁ ସବୁବେଳେ ସାମ୍ନାରେ ଭୋଲେଇ ହୁଅନ୍ତି। ଏମାନେ ଆପଣଙ୍କର ଉନ୍ନତି କେବେବି ସହି ପାରନ୍ତି ନାହିଁ। ଏବଂ ଆପଣଙ୍କୁ ତଳକୁ ଟାଣିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ତେଣୁ ଏମାନଙ୍କୁ ଘରକୁ ଡାକିବା ଦ୍ବାରା ନିଜର କ୍ଷ-ତି ହୋଇଥାଏ।

ଚରିତ୍ରହିନ ବ୍ୟକ୍ତି:-

କଥାରେ ଅଛି ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର। ଯେଉଁ ମାନଙ୍କର ଚରିତ୍ର ଠିକ ନାହିଁ ସେମାନଙ୍କୁ ନିଜ ଘରକୁ କେବେ ହେଲେ ଡାକନ୍ତୁ ନାହିଁ। ଏମାନଙ୍କର ସବୁବେଳେ ଅନ୍ୟ ମହିଳା ମାନଙ୍କ ଉପରେ ନଜର ରହିଥାଏ। ଏଥି ସହିତ ଏହି ବ୍ୟକ୍ତି ମାନଙ୍କ ପାଇଁ ନିଜ ପରିବାରର ମାନ ସମ୍ମାନ ହାନି ହୋଇଥାଏ।ତେଣୁ ଜେତେବି କଠିନ ପରିସ୍ଥିତି ହେଲେ ବି ଏହି ଚରିତ୍ରର ବ୍ୟକ୍ତି ମାନଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ। ବା ନିଜ ପରିବାରର ଲୋକଙ୍କ ସହ ମିଶିବାକୁ ଦିଅନ୍ତୁ ନାହିଁ।

Google

ଦୁଷ୍ଟ ବ୍ୟକ୍ତି:-

ଯେଉଁ ମାନେ ଭଲ କାର୍ଯ୍ୟ କରିନଥାନ୍ତି ସର୍ବଦା ଅନ୍ୟର ଅମଙ୍ଗଳ ଚାହିଁଥାନ୍ତି ଚୋରି,ଡ଼କା-ୟତରେ ଲି-ପ୍ତ ରହିଥାନ୍ତି ଏମାନଙ୍କୁ ନିଜ ଘରକୁ କେବେହେଲେ ଡା଼କନ୍ତୁ ନାହିଁ। ଏମାନେ ଘରକୁ ଆସିବା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କର ଗୃହ ତ୍ୟା-ଗ କରିଦିଅନ୍ତି। ତେଣୁ ନିଜର ମଙ୍ଗଳ ଚାହୁଁଥିଲେ ଦୁଷ୍ଟ ଚରିତ୍ରର ବ୍ୟକ୍ତି ମାନଙ୍କୁ ନିଜ ଘରକୁ ଡା଼କନ୍ତୁ ନହିଁ।

ନୀଚ ବ୍ୟକ୍ତି:-

ଯେଉଁ ମାନେ ଅଭଦ୍ର ଏବଂ ଅଶି-କ୍ଷିତ ହୋଇଥାନ୍ତି ଯେଉଁ ମାନଙ୍କୁ ସଂସ୍କାର ଏବଂ ଶି-ଷ୍ଟଚା-ର କଣ ଜଣା ନଥାଏ ଏମାନଙ୍କ ପାଖରେ ଥିବା କୁସଂ-ସ୍କାର ପରିବାରର ସଦସ୍ୟ ମାନଙ୍କ ଉପରକୁ ଖରାପ ପ୍ର-ଭାବ ପକାଇଥାଏ। ତେଣୁ ଏହି ଲୋକମାନଙ୍କ ଠାରୁ ଯେତେ ସମ୍ଭବ ଦୂରେଇ ରହିବା ଦରକାର।

ଆପଣଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି:-

ଯେଉଁମାନେ ବିନା କାରଣରେ ଅନ୍ୟକୁ କଷ୍ଟ ଦେଇ ନିଜେ ଖୁସି ଅନୁଭବ କରୁଥାଆନ୍ତି ଅନ୍ୟକୁ ଛଳନା ପ୍ରତା-ରଣା କରିଥାନ୍ତି ସେମାନଙ୍କ ଠାରୁ ନିଜେ ଏବଂ ନିଜର ପରିବାରକୁ ଦୂରେଇ ରଖନ୍ତୁ। ତେବେ ବନ୍ଧୁଗଣ ଆପଣମାନେ କୌଣସି ବି ପରିସ୍ଥିତିରେ ଏହି ୫ ଟି ଚରିତ୍ର ବିଶିଷ୍ଟ ଲୋକଙ୍କୁ ଘରକୁ ଡା଼କନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *