Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ଘରେ ଘଣ୍ଟି ବଜେଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ପଢନ୍ତୁ ଏହି ଖବର

ସେୟାର୍ କରନ୍ତୁ

ହିନ୍ଦୁ ସଂସ୍କୃତିରେ ପ୍ରତ୍ୟେକ ଘରେ ପ୍ରତିଦିନ ଦିନ ପୂଜାପାଠ କରିବାର ବିଧି ରହିଛି। ଏଥିପାଇଁ ସମସ୍ତେ ନିଜ ନିଜ ଘରେ ପୂଜା ଘର ରଖିଥାନ୍ତି। ନିୟମିତ ପୂଜାପାଠ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ସମ୍ପୂର୍ଣ୍ଣ ଘରେ ସକା-ରାତ୍ମ-କ ଶକ୍ତିର ବାସ ହୋଇଥାଏ। କିନ୍ତୁ ଏହିକଥାଟି ସତ ଅଟେ, ପୂଜାପାଠ କରିବାର କିଛି ନିୟମ ରହିଛି ଯାହାକୁ ଯଦି ଆମେ ଅଣଦେଖା କଲେ ଆମକୁ ପୂଜାର ଫଳ ସମ୍ପୂର୍ଣ୍ଣ ମିଳି ନଥାଏ। ଏଥିପାଇଁ ଆପଣଙ୍କୁ ଅଣଦେଖା କରିବା ଉଚିତ ନୁହେଁ। ଏଥିମଧ୍ୟରୁ ଗୋଟେ ନିୟମ ରହିଛି ଘଣ୍ଟି ନାଦ। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଭଗବାନଙ୍କ ସାମ୍ନାରେ ଘଣ୍ଟି ବଜାଇବାର ମାନ୍ୟତା ରହିଛି। ଯାହାକୁ ଆମେ ଶ୍ଳୋକ ମାଧ୍ୟମରେ ଜାଣି ପାରିବା

ଆଗମନାର୍ଥ ତୁ ଦେବାନାଙ୍ଗ, ଗମନାର୍ଥଂ ତୁ ରକ୍ଷସାମ।

କୁରୁ ଘଣ୍ଟେବରଂ ନାଦଂ, ଦେବତା ସ୍ଥାନହନିଧୋ।।

ଏହାର ଅର୍ଥ ଘଣ୍ଟି ବଜେଇବା ଦ୍ୱାରା ଦେବତା ମାନଙ୍କ ଆଗମନ ଏବଂ ରାକ୍ଷସ ମାନଙ୍କ ଗମନ ହୋଇ ଥାଏ। ଯେଉଁ ଘଣ୍ଟି ଓ ଘଣ୍ଟା ରାକ୍ଷସ ମାନଙ୍କ ଠାରୁ ଆମକୁ ର-କ୍ଷା କରି ଥାନ୍ତି, ତାଙ୍କୁ ଆମର ପ୍ରଣାମ । ଚାଲନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଦେଖିବା ପୂଜାଘରେ ପୂଜା କରିବା ସମୟରେ ଯେତେବେଳେ ଆପଣ ଘଣ୍ଟି ବଜେଇ ଥାନ୍ତି , ତେବେ ଏହା ପଛରେ କଣ କାରଣ ଅଛି ଏବଂ କଣ ସବୁ ଲାଭ ଅଛି। ପୂଜା କରିବା ସମୟରେ ଘଣ୍ଟି ବଜେଇବାର କଣ ସବୁ ନି-ୟମ ଅଛି। ଏହାସହିତ ଜାଣିବା ଘରର ମହିଳା ମାନଙ୍କୁ ଶଙ୍ଖ ବଜାଇବା ଉଚିତ ନା ନାହିଁ ?

Google

ଘଣ୍ଟିର ଉପରଭାଗରେ ଯାହା ଆମେ ଧରିଥାଉ ତାହା ଉପରେ ଗରୁଡ଼ର ଚିତ୍ର ଦେଖି ପାରିବେ। ଅତଃ ଘରେ ଆମେ ଯେଉଁ ଘଣ୍ଟି ବ୍ୟବହାର କରି ଥାଉ ତାକୁ ଗରୁଡ଼ ଘଣ୍ଟି କୁହାଯାଏ। ପୂଜା କରିବା ସମୟରେ ଗରୁଡ଼ ଘଣ୍ଟିର ବ୍ୟବହାର ଦେବତା ମାନଙ୍କୁ ଆମ-ନ୍ତ୍ରଣ କରିବା ପାଇଁ ଡକା ଯାଇଥାଏ। ଯାହାର ଏକ ସୁନ୍ଦର ଧ୍ଵନୀରୁ ଦେବତା ମାନଙ୍କୁ ସ୍ଵାଗତ କରିବାର ଆଭାସ ହୋଇଥାଏ। ଯେତେବେଳେ ଆମେ ବିଧି ବିଧାନ ସହକାରେ କାମ କରି ଥାଉ , ସେତେବେଳେ ଘଣ୍ଟିର ବ୍ୟବହାର କରି ଥାଉ । ପୂଜା ସମ୍ପନ୍ନ ହେବା ପରେ ଆଳତୀ କରିବା ସମୟରେ ବିଶେଷ ଉପରେ ଘଣ୍ଟା ନାଦ ହେବା ଉଚିତ। ନହେଲେ ଆମର ଆ-ଳତୀ ଅଧୁରା ମାନା ଯାଇଥାଏ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସୃଷ୍ଟିର ନିର୍ମାଣ ସମୟରେ ସର୍ବପ୍ରଥମେ ଯେଉଁ ବଡ଼ ଧ୍ଵନୀ ଶୁଣା ଯାଇଥିଲା ତାହା ଘଣ୍ଟିର ଧ୍ଵନୀ ସମାନ ଶୁଣିବାକୁ ମିଳିଥିଲା। ଘଣ୍ଟିର ଧ୍ଵନୀରେ ଓଁକାର ରହିଥାଏ। ଏଥିପାଇଁ ଘଣ୍ଟିକୁ ପୂଜାର ସ୍ଥାନ ମିଳିଥାଏ। ଏଥିପାଇଁ ଘଣ୍ଟିର କେବେବି ଅପ-ମାନ କରନ୍ତୁ ନାହିଁ। ଯେଉଁ ପ୍ରକାରର ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି, ସେହିଭଳି ଘଣ୍ଟିର ମଧ୍ୟ ପୂଜା କରିବା ଉଚିତ।

ଘଣ୍ଟିର ପୂଜା କରିବା ପରେ ହିଁ ଘଣ୍ଟିକୁ ବଜେଇବା ଉଚିତ। ପୂଜା ନକରି ଘଣ୍ଟିକୁ ବଜାଇବା ଉଚିତ ନୁହେଁ । ଆପଣ ଧ୍ୟାନ ଦେଇଥିବେ ପୂଜା ସମୟରେ ଘଣ୍ଟିକୁ ବଜାଇବା ଦ୍ୱାରା ଆଖପାଖ ବାତାବରଣ ଶୁଦ୍ଧ ଏବଂ ପବିତ୍ର ହୋଇ ଯାଇଥାଏ। ଚାରି ଆଡେ଼ ସକା-ରାତ୍ମ-କ ଶକ୍ତିର ବାସ ହୋଇଥାଏ। ଯଦି ଆମେ ଏହି ନି-ୟମ ଗୁଡ଼ିକୁ ଅଣଦେଖା କରିବା ସକା-ରାତ୍ମ-କ ପ୍ରଭାବ ନକା-ରାତ୍ମ-କ ପ୍ରଭାବରେ ବଦଳି ଯାଇଥାଏ।

Google

ଅଧିକାଂଶ ଲୋକେ ପୂଜା ସରିବା ପରେ ଆଳତୀ ସମୟରେ ଘଣ୍ଟି ବଜାଇ ଥାନ୍ତି। କିନ୍ତୁ ଆପଣ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଭଗବାନଙ୍କୁ ଜଳ ଅର୍ପଣ କରିବା ସମୟରେ, ଗାଧୋଇବା ସମୟରେ, ଧୂପ ଦୀ-ପ ଦେବା ସମୟରେ, ନୈ-ବେଦ୍ୟ ଦେବା ସମୟରେ ଘଣ୍ଟା ନାଦ ଅବଶ୍ୟ କରିବା ଉଚିତ।

ଘଣ୍ଟି ବଜାଇବା ସମୟରେ କୌଣସି ଭଗବାନଙ୍କ ମନ୍ତ୍ର ଉଚ୍ଚାରଣ କରିବା ଉଚିତ ନୁହେଁ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ଘଣ୍ଟା ନାଦ କରିବା ଉଚିତ । ଆପଣ ନିଜ ଘରେ ଓ ଆଖପାଖ ସ୍ଥାନରେ ନକା-ରାତ୍ମ-କ ଶକ୍ତିକୁ ଅନୁଭବ କରୁଛନ୍ତି ତାହେଲେ ଅଳ୍ପ ସମୟ ପାଇଁ ଘଣ୍ଟା ନାଦ କରନ୍ତୁ।ଏହାଦ୍ବାରା ନକା-ରାତ୍ମ-କ ଶକ୍ତି ଦୂର ହୋଇ ଯାଇଥାଏ।

ମହିଳା ମାନଙ୍କୁ ଶଙ୍ଖ ବଜାଇବା ଉଚିତ ନା ଅନୁଚିତ ?

ମହିଳା ମାନଙ୍କୁ ଶଙ୍ଖ ଏଥିପାଇଁ ଫୁଙ୍କିବା ଉଚିତ ନୁହେଁ, କାରଣ ମାଆ ଲକ୍ଷ୍ମୀଙ୍କ ଭାଇ ଅଟନ୍ତି ଶଙ୍ଖ। ଯାହାଙ୍କୁ ଶ୍ୱାସ ଜ-ନିତ ରୋଗ ହୋଇଛି, ସେ ମହିଳା ହୁଅନ୍ତୁ ବା ପୁରୁଷ , ସେମାନଙ୍କୁ ଶଙ୍ଖ ବଜାଇବା ଉଚିତ। ଯଦି ଆପଣ ପ୍ରତିଦିନ ଶଙ୍ଖ ବଜାଉଛନ୍ତି ତାହେଲେ ଆପଣଙ୍କର ଶ୍ୱାସ ଜ-ନିତ ରୋଗ ବେଶୀ ଦିନ ଆପଣଙ୍କ ପାଖରେ ରହିବ ନାହିଁ। ଶଙ୍ଖ ମହିଳା ମାନଙ୍କୁ ଏଥିପାଇଁ ବଜାଇବା ପାଇଁ ବାରଣ ହୋଇଥାଏ, କାରଣ ଯୁ-ଦ୍ଧର ପ୍ରାରମ୍ଭର ପ୍ରତୀକ ଅଟେ। ମହିଳା ମାନେ ଯୁ-ଦ୍ଧର ଶଙ୍ଖ ନାଦ କରନ୍ତି ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *