Excuse Me Odisha

ଯାହା କହିବୁ ସତ କହିବୁ

ବଜରଙ୍ଗବଲି ଏହି ୨ଟି ରାଶିର ଲୋକଙ୍କୁ ଦୁଃଖରୁ କରିବେ ମୁକ୍ତି, ମିଳିବ ଅପାର ଖୁସି, ହେବ ଆର୍ଥିକ ଲାଭ

ସେୟାର୍ କରନ୍ତୁ

ଗ୍ରହ-ନକ୍ଷତ୍ରର ଚାଲିଚଲଣ ଲଗାତାର ବଦଳୁଥାଏ, ଯେଉଁ କାରଣରୁ ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପଡିଥାଏ। ଜ୍ଯୋତିଷଙ୍କ ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ-ନକ୍ଷତ୍ରର ଚାଲି ଚଲଣ ଠିକ ଥିଲେ ଏହି କାରଣରୁ ତାଙ୍କୁ ଜୀବନରେ ଶୁଭ ପରିଣାମ ମିଳିଥାଏ। କିନ୍ତୁ ସ୍ଥିତି ଠିକ ନଥିଲେ ଜୀବନରେ ଅନେକ ଅସୁବିଧା ଉତ୍ପନ ହେବାକୁ ଲାଗିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ ଓ ଏହା ନିରନ୍ତର ଚାଲିଥାଏ। ଏହାକୁ ରୋକିବା ଅସମ୍ଭବ ଅଟେ। ପ୍ରକୃତି ଏହି ନି-ୟମର ସାମ୍ନା ଏହି ସଂସାରରେ ପ୍ରତ୍ଯେକ ମଣିଷକୁ କରିବାକୁ ପଡିଥାଏ।

ଜ୍ଯୋତିଷ ଗଣନା ଅନୁସାରେ କିଛି ରାଶିର ଲୋକ ଏମିତି ଅଛନ୍ତି ଯେଉଁମାନେ କୁଣ୍ଡଳୀରେ ଗ୍ରହ-ନକ୍ଷତ୍ରର ସ୍ଥିତି ଶୁଭ ସଂକେତ ଦେଉଛନ୍ତି। ଏହି ରାଶିର ଲୋକଙ୍କ ଉପରେ ବଜରଙ୍ଗବଲିଙ୍କ କୃପା ରହିବ ଓ ଜୀବନରେ ଦୁଃଖରୁ ମୁକ୍ତି ମିଳିବ। ଏହି ରାଶିର ଲୋକଙ୍କର ଆର୍ଥିକ ଲାଭ ମିଳିବାର ଯୋଗ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିଗୁଡିକ କଣ।

ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଉପରେ ରହିବ ବଜରଙ୍ଗବଲିଙ୍କର କୃପା:-

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ଉପରେ ବଜରଙ୍ଗବଲିଙ୍କର ବିଶେଷ କୃପା ରହିବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଅନେକ ସମୟରୁ ଅଟକିଥିବା କାମ ସମ୍ପୂର୍ଣ ହେବ। ଆପଣ ନିଜର କାମ ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଖର୍ଚ୍ଚ କମ ହେବ। ଆୟର ଜରିଆ ବଢିବ। ବ୍ୟବସାୟରେ ଲାଭଦାୟକ ବୁଝାମଣା ହେବାର ଯୋଗ ରହିବ। ଭାଗ୍ୟର ଭରପୁର ସହଯୋଗ ମିଳିବ। ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଶେଷ ହୋଇପାରେ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ଉପରେ ବଜରଙ୍ଗବଲିଙ୍କ ବିଶେଷ କୃପା ରହିବ। ଆପଣଙ୍କ ଜୀବନରେ ଚାଲୁଥିବା ଦୁଃଖ ଦୂର ହୋଇଯିବ। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ଅଛି। ଅଚାନକ ଦୂର ସଂଚାର ମାଧ୍ୟମରେ ଖୁସିଖବର ମିଳିପାରେ, ଯାହାଦ୍ୱାରା ଆପଣଙ୍କ ମନ ହର୍ଷିତ ହେବ। ବ୍ୟବସାୟରେ ଲାଭ ପାଇବେ। କୌଣସି ପୁରୁଣା ନିବେଶ ଉପରେ ଭଲ ଲାଭ ମିଳିବ। କୌଣସି ନୂଆ ସମ୍ପତ୍ତି କିଣାବିକା ଉପରେ ବି-ଚାର କରିପାରନ୍ତି। ଭାଗ୍ୟ ଭଲ ରହିବ। ଦାଂପତ୍ଯ ଜୀବନରେ ସୁଧାର ଆସିବ। ପ୍ରେମ ଜୀବନ ବ୍ଯତୀତ କରୁଥିବା ଲୋକଙ୍କୁ ରୋମାନ୍ସର ଅବସର ମିଳିବ। ଆର୍ଥିକ ଲାଭ ମିଳିବାର ଯୋଗ ନଜର ଆସୁଛି।

ଆସନ୍ତୁ ଜାଣିବା ଅନ୍ୟ ବାକି ରାଶିଗୁଡିକ କିପରି ରହିବ:-

Google

ମେଷ ରାଶି:-

ଏହି ରାଶିର ଲୋକଙ୍କ ଉପରେ ଗ୍ରହ-ନକ୍ଷତ୍ରଙ୍କର ମିଳାମିଶା ପ୍ରଭାବ ରହିବ। ଆପଣ ନିଜର ବ୍ୟବସାୟରେ କୌଣସି ପ୍ରକାର ପରିବର୍ତ୍ତନ କରନ୍ତୁ ନାହିଁ ଅନ୍ୟଥା ଲାଭ କମ ହୋଇପାରେ। କାମକାର୍ଯ୍ୟ ପ୍ରତି ଧୈର୍ଯ୍ୟ ରଖନ୍ତୁ। ଗୁ-ପ୍ତ ଶ-ତ୍ରୁ ଆପଣଙ୍କୁ ହା-ନି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି, ଏଥିପାଇଁ ଆପଣଙ୍କୁ ସାବଧାନତା ର-କ୍ଷା କରିବାକୁ ପଡିବ। ସନ୍ତାନ ସବନ୍ଧିତ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିପାରେ, ଯାହାଦ୍ଵାରା ଆପଣଙ୍କର ମନ ହର୍ଷିତ ହେବ। ଧର୍ମ- କର୍ମ କାମରେ ସାମିଲ ହେବାର ସୁଯୋଗ ମିଳିବ।

ବୃଷ ରାଶି:-

ବିଛାରାଶିର ଲୋକଙ୍କର ସମୟ ଠିକ ଠାକ ରହିବ। କୌଣସି ପୁରୁଣା ମିତ୍ରଙ୍କ ସହ ସାକ୍ଷାତ କରି ଆପଣଙ୍କର ମନ ହର୍ଷିତ ହେବ। ପରିବାରର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯିବାର ପ୍ରୋଗ୍ରାମ କରିପାରନ୍ତି। ଆର୍ଥିକ ସ୍ଥିତି କମଜୋର ରହିବ, ଯେଉଁ କାରଣରୁ ଆପଣ ଚିନ୍ତିତ ନଜର ଆସିବେ। ଭୁଲ ଉପାୟରେ ଧନ ଆୟ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଅନ୍ଯଥା ବଡ ଅସୁବିଧା ହୋଇପାରେ। ଯଦି ଆପଣ ପାର୍ଟନରସିପରେ କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତେବେ ପ୍ରଥମେ ଚିନ୍ତା କରନ୍ତୁ। କୌଣସି ପ୍ରକାର ବା-ଦବିବା-ଦରେ ପଡନ୍ତୁ ନାହିଁ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କର ପାରିବାରିକ ଜୀବନରେ କିଛି ଅସୁବିଧା ନଜର ଆସୁଅଛି। ପରିବାରରେ କିଛି ସମସ୍ଯା ଉତ୍ପନ ହୋଇପାରେ। କୌଣସି ବଡ ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା ବି-ଚାର କରି ନିଅନ୍ତୁ ଯାହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ନପଡୁ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ପଇସା ଦେବା-ନେବାରେ ସାବଧାନ ରୁହନ୍ତୁ। ବ୍ୟବସାୟରେ ନୂଆ ପରିବର୍ତ୍ତନ କରିବେ, ଯେଉଁଥିରେ ଆଗକୁ ଯାଇ ଆପଣ ଲାଭ ପାଇବେ। ଅଚାନକ ପ୍ରଭାବଶାଳି ଲୋକଙ୍କ ସହ ସାକ୍ଷାତ କରିବେ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ସୁଖ ଇ ଦୁଃଖ ବରାବର ରହିବ। ଆପଣ କୌଣସି ବଡ ନିବେଶ କରିପାରନ୍ତି। ପାରିବାରିକ ଲୋକଙ୍କ ସହିତ ଆପଣ ହସି-ଖୁସି ସମୟ ବ୍ଯତୀତ କରିବେ। ବ୍ୟବସାୟ ମାମ-ଲାରେ କୁଆଡେ ଯାତ୍ରା କରିପାରନ୍ତି। ଆପଣଙ୍କ ଦ୍ଵାରା କରାଯାଇଥିବା ଯାତ୍ରା ସଫଳ ରହିବ। ବିଦ୍ୟାର୍ଥୀଙ୍କୁ କୌଣସି ପ୍ରତିଯୋଗୀ ପରୀକ୍ଷା ପାଇଁ ଏକ କଠିନ ପରିଶ୍ରମ କରିବାକୁ ପଡିପାରେ। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିବ, ଏହା ସହିତ ମନଇଚ୍ଛା ସ୍ଥାନକୁ ଟ୍ରାନ୍ସଫର ହୋଇପାରେ।

Google

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କର ସମୟ ଭଲ ରହିବ। ଆପଣ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟକ୍ରମରେ ଭାଗ ନେବେ। ଯାହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ। ପରିବାରର ଲୋକ ଆପଣଙ୍କୁ ସମ୍ପୂର୍ଣ ସହଯୋଗ କରିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଆପଣ ସାମାନ୍ଯ ଚିନ୍ତିତ ରହିବେ। ବ୍ୟବସାୟରେ ଜଡିତ ଲୋକଙ୍କୁ ବ୍ୟବସାୟରେ କୌଣସି ପ୍ରକାର ପରିବର୍ତ୍ତନ କରନ୍ତୁ ନାହିଁ ଅଥବା କ୍ଷ-ତି ହୋଇପାରେ। କୌଣସି ମହତ୍ଵପୂର୍ଣ କାମରେ ପିତାଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ପଡୋଶୀଙ୍କ ସହିତ ବା-ଦବି-ବାଦ ହେବାର ସମ୍ଭାବନା ନଜର ଆସିବ। ଆପଣ ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା ରାଶି:-

ଏହି ରାଶିର ଲୋକଙ୍କର ସମୟ ସାମାନ୍ୟ ରହିବ। କାର୍ଯ୍ୟ କ୍ଷେତ୍ରରେ ମାନ-ସମ୍ମାନ ମିଳିବ। ବଡ ଅଧିକାରୀଙ୍କର ସାହାଯ୍ୟ ମିଳିପାରେ। ଅନେକ ସମୟରୁ ଚାଲି ଆସୁଥିବା ଅଶାନ୍ତି କମିଯିବ। ବାହାରେ ଖାଇବା ଉପରେ ଧ୍ୟାନ ଦିଅନ୍ତୁ ଅନ୍ୟଥା ପେଟ ସମ୍ବନ୍ଧିତ ସମସ୍ଯା ଉତ୍ପନ ହୋଇପାରେ। ଅଚାନକ କୌଣସି ଜରୁରୀ କାମକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି। ବିଷମ ପରିସ୍ଥିତିରେ ଆପଣ ଧୈର୍ଯ୍ୟ ବନାଇ ରଖନ୍ତୁ। ଆପଣ ନିଜର ଚିନ୍ତାଧାରାକୁ ସକା-ରାତ୍ମ-କ ରଖିବେ। ଜୀବନସାଥିଙ୍କ ପାଖରୁ ସରପ୍ରାଇଜ ମିଳିବାର ସମ୍ଭାବନା ଅଛି।

ବିଛା ରାଶି:-

ବିଛା ରାଶିର ଲୋକଙ୍କର ସମୟ ମଧ୍ୟମ ଧରଣର ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଆପଣ କେଉଁଠି ଧନ ନିବେଶ କରିବାର ଯୋଜନା ପ୍ରସ୍ତୁତ କରିବେ, ଯେଉଁଥିପାଇଁ ଆପଣଙ୍କୁ ଲାଭ ମିଳିବ। ଶିକ୍ଷା କ୍ଷେତ୍ରରେ ଜ-ଡିତ ଲୋକଙ୍କୁ କିଛି ବିଷୟରେ କଠିନ ହୋଇପାରେ। ଆପଣଙ୍କ ମନ ପଢାରେ ଲାଗିବ ନାହିଁ। ପଡୋଶୀଙ୍କ ସହ କୌଣସି ମୁ-ଦ୍ଧାକୁ ନେଇ ବି-ବାଦ ହୋଇପାରେ, ସେଥିରୁ ର-କ୍ଷା କରନ୍ତୁ। ସମ୍ବନ୍ଧରେ ଭଲ ତାଳମେଳ ରହିବ। ଜୀବନସାଥିଙ୍କ ସ୍ୱାସ୍ଥ୍ୟ କମଜୋର ହୋଇପାରେ, ଯେଉଁ କାରଣରୁ ଆପଣ ଚିନ୍ତିତ ରହିବେ।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କ ସମୟ ଉତ୍ଥାନ-ପତନରେ ପରିପୂର୍ଣ ଅଛି। କାର୍ଯ୍ୟକ୍ଷେତ୍ରରେ ଆପଣ କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ। ବଡ ଅଧିକାରୀଙ୍କର ସମ୍ପୂର୍ଣ ସହଯୋଗ ମିଳିବ। କାମକାର୍ଯ୍ୟରେ ଯୋଜନାରେ ସଫଳତା ମିଳିବ। ଆମଦାନୀରେ ଅଧିକ ଖର୍ଚ୍ଚରେ ଉନ୍ନତି ହେବ, ସେଥିପାଇଁ ଆପଣ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ବିଦ୍ୟାର୍ଥୀଙ୍କୁ କୌଣସି ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିପାରେ। ଧର୍ମ-କର୍ମ କାମରେ ଆପଣଙ୍କର ଅଧିକ ମନ ଲାଗିପାରେ। ମାତା-ପିତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ଆପଣ କାହାରିକୁ ପଇସା ଉଧାର ଦିଅନ୍ତୁ ନାହିଁ ଅନ୍ୟଥା ପଇସା ଅଟକି ଯାଇପାରେ।

ମକର ରାଶି:-

ମକର ରାଶିର ଲୋକଙ୍କର ସମୟ ତରବର ରହିବ। ମାନସିକ ଅଶାନ୍ତି ଅଧିକ ରହିବା କାରଣରୁ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାକୁ କଠିନ ହେବ। ଜୀବନସାଥିଙ୍କ ବଦଲୁଥିବା ବ୍ୟବହାରକୁ ନେଇ ଆପଣ ଚିନ୍ତିତ ରହିବେ। ଆପଣ ନିଜର କାମକାର୍ଯ୍ୟରେ କୌଣସି ପ୍ରକାର ତରବର ହୁଅନ୍ତୁ ନାହିଁ। ଲଗନ, ଧୈର୍ଯ୍ୟ ଓ ପରିଶ୍ରମ ଦ୍ଵାରା ଆପଣ ନିଜର ଲକ୍ଷ୍ୟ ହାସିଲ କରିବାରେ ସଫଳ ରହିବେ। ବ୍ୟବସାୟରେ ଆପଣଙ୍କୁ ମିଳାମିଶା ଲାଭ ମିଳିବ।

Google

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କୁ ନିଜର ବ୍ୟବସାୟ ଉପରେ ଫୋକସ କରିବାକୁ ପଡିବ। କୌଣସି ପ୍ରକାର ବାଦ-ବିବାଦକୁ ବଢିବାକୁ ଦିଅନ୍ତୁ ନାହିଁ। କୌଣସି ମହତ୍ବପୂର୍ଣ କାମରେ ପିତାଙ୍କର ସହଯୋଗ ମିଳିପାରେ। ପାରିବାରିକ ମାହୋଲ ଭଲ ରହିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଘରେ ଅତିଥିଙ୍କର ଆଗମନ ହୋଇପାରେ। ଯାହାଦ୍ୱାରା ଘରର ମାହୋଲ ଚଳ-ଚଞ୍ଚଳ ରହିବ। କୋ-ର୍ଟ କ-ଚେରୀ ମାମ-ଲାରେ ସଫଳତା ମିଳିବ। ଆପଣଙ୍କୁ ନିଜର ଚିନ୍ତାଧାରାକୁ ସକା-ରାତ୍ମ-କ ରଖିବାକୁ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ବଜରଙ୍ଗବଳି ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *