Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( ୧୫ ମାର୍ଚ୍ଚ ରୁ ୨୧ ମାର୍ଚ୍ଚ ) : ଏହି ସପ୍ତାହ ଏହି ୫ଟି ରାଶିର ଲୋକଙ୍କ ପାଇଁ ରହିବ ଖାସ୍ , ବ୍ୟାପାର କରୁଥିବା ଲୋକଙ୍କୁ ହେବ ଲାଭ ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ୱାରା ଭବିଷ୍ୟତ ଜୀବନରେ ହେବାକୁ ଥିବା ଘଟଣା ଗୁଡିକରୁ ଆପଣ ପୂର୍ବାନୁମାନ ଲଗାଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ ଯେ ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ନକ୍ଷତ୍ର କଣ କହୁଛି ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ । ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେବାକୁ ଥିବା ଗୋଟେ ସପ୍ତାହର ଘଟ-ଣାକୁ ସଂକ୍ଷେପରେ ବର୍ଣ୍ଣନା ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧୫ ମାର୍ଚ୍ଚ ରୁ ୨୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ।

ମେଷ ରାଶି –

ଏହି ସପ୍ତାହରେ ଆପଣଙ୍କ ଆୟର ନୂତନ ସ୍ରୋତ ମିଳିବ। ସମାଜ ସେବକ ଲୋକଙ୍କୁ ସହାୟତା କରିବେ। ନୂଆ ଘର କିଣି ପାରନ୍ତି। ଆପଣଙ୍କ ପ୍ରୟାସ ଲଗାତାର ସଫଳ ରହିବ। ଛୋଟ ଛୋଟ କଥାକୁ ବଡ଼ ସମସ୍ୟା କରନ୍ତୁ ନାହିଁ। ସାମାଜିକ ସମ୍ବନ୍ଧ ମଧୁରମୟ ରହିବ। ନିଜ ମନରେ କୌଣସି ପ୍ରକାରର ଭାର ବା ଦ୍ୱେଷ ରଖନ୍ତୁ ନାହିଁ। ସମସ୍ତଙ୍କ ସହିତ ତାଳମେଳ ରଖି ଚାଲନ୍ତୁ।

ପ୍ରେମ ମାମ-ଲାରେ, ପ୍ରେମୀ ଯୁଗଳ ପରସ୍ପର ଭାବନାକୁ ବୁଝିବେ, ଯାହାଦ୍ଵାରା ସମ୍ପର୍କ ସୁଦୃଢ଼ ରହିବ।

କ୍ୟାରିୟର ମାମ-ଲାରେ, କମ୍ପ୍ୟୁଟର ବିଷୟରେ ଜ-ଡିତ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମ-ଲାରେ, ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ବୃଷ ରାଶି –

ପରିବାର ରେ ପରସ୍ପର ସହିତ ଉତ୍ତମ ସାମଞ୍ଜସ୍ୟ ରହିବ। ଛୋଟ ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣ ଯେଉଁ କାର୍ଯ୍ୟରେ ପ୍ରୟାସ କରିବେ, ସେଥିରେ ସଫଳତା ସୁନିଶ୍ଚିତ ପାଇବେ। ଆଧ୍ୟାତ୍ମିକ ସଫଳତା ମିଳିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ଧନଲାଭ ହେତୁ କରିଥିବା ପ୍ରୟାସ ସଫଳ ରହିବ।

Google

ପ୍ରେମ ମାମ-ଲାରେ, ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

କ୍ୟାରିୟର ମାମ-ଲାରେ, ବ୍ୟବସାୟରେ ସାବଧାନ ହୋଇ କାର୍ଯ୍ୟ କରନ୍ତୁ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ମିଥୁନ ରାଶି –

ଅନଲା-ଇନ ବ୍ୟାପାର କରୁଥିବା ଲୋକଙ୍କୁ ଭାରୀ ମାତ୍ରାରେ ଲାଭ ମିଳିବ। ପରିବାର ଲୋକଙ୍କ ମଧ୍ୟରେ ପରସ୍ପର ବି-ବା-ଦ ହେବାର ସମ୍ଭାବନା ରହିଛି । କାରବାରରେ ସଫଳତା ମିଳିବ। ସାମାଜିକ ସମ୍ବନ୍ଧରେ ଲାଭ ମିଳିବ। ଶୁଭ କାର୍ଯ୍ୟରେ ବ୍ୟୟ ହେବ। କାରବାରରେ ଧନଲାଭ ହେବାର ଯୋଗ ରହିଛି। ଶୁଭ କାର୍ଯ୍ୟରେ ଧନ ବ୍ୟୟ ହେବ। ସାମାଜିକ ସମ୍ବନ୍ଧରେ ଲାଭ ମିଳିବ। ମେଡ଼ିକାଲ ସହିତ ଜ-ଡ଼ିତ ବ୍ୟାପାରୀ ମାନଙ୍କୁ ଧନଲାଭ ହେବାର ଯୋଗ ରହିଛି।

ପ୍ରେମ ମାମ-ଲାରେ, ଆପଣଙ୍କ ସାଥୀ କାର୍ଯ୍ୟରେ ବ୍ୟସ୍ତ ରହିବେ। ଯେଉଁଥି ପାଇଁ ଆପଣ ଏକା ଅନୁଭବ କରିବେ।

କ୍ୟାରିୟର ମାମ-ଲାରେ, ବିଦ୍ୟାର୍ଥୀ ମାନଙ୍କ ପାଇଁ ସପ୍ତାହ ସାମାନ୍ୟ ରହିବ। ପାଠପଢ଼ା ରେ ବାଧା ସୃଷ୍ଟି ହୋଇପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ପୁରୁଣା ରୋଗକୁ ଅଣଦେଖା କରନ୍ତୁ ନାହିଁ। ଏଥିପାଇଁ ଔଷଧ ସେବନ କରନ୍ତୁ।

କର୍କଟ ରାଶି –

କୌଣସି ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି ଏବଂ ଆପଣ ତାଙ୍କୁ ସାହାଯ୍ୟ କରି ପ୍ରସନ୍ନ ହେବେ। ଆୟ ଅନୁସାରେ ଖର୍ଚ୍ଚ କରନ୍ତୁ। ଆପଣଙ୍କୁ ନିଜ ଆତ୍ମବିଶ୍ବାସକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣ ନିଜ କାର୍ଯ୍ୟକୁ ରୂପରେଖ ଦେବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ସମୟ ର ସଦୁପଯୋଗ କରନ୍ତୁ। ବନ୍ଧୁଙ୍କ ସହିତ ମିଶି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

ପ୍ରେମ ମାମ-ଲାରେ, ପ୍ରେମୀ ଯୁଗଳ ପରସ୍ପର ଉପରେ ବିଶ୍ୱାସ ବନେଇ ରଖନ୍ତୁ।

କ୍ୟାରିୟର ମାମ-ଲାରେ, ଚାକିରି ପେଶାରେ ଥିବା ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କ ପ୍ରଦର୍ଶନ ଉତ୍ତମ ରହିବ।

ସ୍ବାସ୍ଥ୍ୟ ମାମ-ଲାରେ, ବଢୁଥିବା ଓଜନ ରୋଗକୁ ଉତ୍ପନ୍ନ କରିପାରେ। ଓଜନ କମେଇବା ପାଇଁ ପୋଷକ ଜାତୀୟ ଖାଦ୍ୟ ଖାଇବା ସହିତ ବ୍ୟାୟାମ କରନ୍ତୁ।

ସିଂହ ରାଶି –

କାର୍ଯ୍ୟରେ ଭାଇଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଅଚାନକ ଅଜଣା ବ୍ୟକ୍ତିଙ୍କ ଯୋଗୁଁ ଆପଣଙ୍କୁ ଫାଇଦା ମିଳିପାରେ। ଉଚିତ ଯୋଜନା କୁ ନେଇ ଆପଣ କ୍ୟାରିୟରରେ ସଫଳତା ହାସଲ କରିବେ। କୌଣସି ନିଜ ସମ୍ପର୍କୀୟ ଙ୍କ ପ୍ରତି ଶୁଭ ଭାବନା ଜାଗ୍ରତ ହେବ। ପରିବାରରେ ଅବିବାହିତ ଲୋକଙ୍କ ବିବାହର କଥାବାର୍ତ୍ତା ହୋଇପାରେ। ବ୍ୟବସାୟ କରିଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

Google

ପ୍ରେମ ମାମ-ଲାରେ, ପ୍ରେମ ଜୀବନରେ ଆସୁଥିବା ସମୟ ଅନୁକୂଳ ରହିଛି।

କ୍ୟାରିୟର ମାମ-ଲାରେ, ଆର୍ଥିକ ମାନ୍ଦାବସ୍ଥା ଦୂର ହେବାର ପ୍ରବଳ ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମ-ଲାରେ, ସୁସ୍ଥ ରହିବା ପାଇଁ ନିୟମର ପାଳନ କରନ୍ତୁ, ଏହାସହିତ ଯୋଗ ବ୍ୟାୟାମ କରନ୍ତୁ।

କନ୍ୟା ରାଶି –

କାର୍ଯ୍ୟ କୁ ନେଇ କଠିନ ପରିଶ୍ରମ କରିବା ଆବଶ୍ୟକ। ଆପଣଙ୍କ ପାଇଁ ସମୟ ଖରାପ ହୋଇପାରେ। ଆପଣଙ୍କ ପାଇଁ ପରିବାର, ଜମିବାଡ଼ି ମା-ମଲା, ବନ୍ଧୁ ବା ସମ୍ପର୍କୀୟ ଅଧିକ ଖାସ୍ ହେବ। ଆପଣ କିଛି ନୂଆ ଏବଂ ସକା-ରାତ୍ମ-କ କରିବେ। ନିଜ କ୍ରୋ-ଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନଚେତ ମାନସିକ ଚାପ ବଢିପାରେ।

ପ୍ରେମ ମାମ-ଲାରେ, ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିପାରେ। ପରସ୍ପର ସହିତ ମତଭେଦ ବଢିପାରେ

କ୍ୟାରିୟର ମାମ-ଲାରେ, କ୍ୟାରିୟର ରେ ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିବ।

ସ୍ବାସ୍ଥ୍ୟ ମାମ-ଲାରେ, ପାଣିର ଅଧିକ ସେବନ କରିବା ଉଚିତ। ଥଣ୍ଡା ପାଣି ସେବନରୁ ବଞ୍ଚିତ ହୁଅନ୍ତୁ।

ତୁଳା ରାଶି –

ଏହି ସପ୍ତାହରେ ଅନେକ ଦିନରୁ ଚାଲି ଆସିଥିବା ସମସ୍ୟା ଦୂର ହେବ। ଘରେ ବା ବାହାରେ ବାର୍ତ୍ତାଳାପ କରିବା ସମୟରେ ସାବଧାନ ରହିବା ଆବଶ୍ୟକ। କାହାକୁ ଟଙ୍କା ଉଧାର ଦେବାକୁ ପଡିପାରେ। ସମ୍ପର୍କୀୟଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ବାହନ ଚଳାଚଳ ସମୟରେ ସାବଧାନ ରହିବା ଆବଶ୍ୟକ

ପ୍ରେମ ମାମ-ଲାରେ, ପ୍ରେମ ସମ୍ବନ୍ଧ ପାଇଁ ଏହି ସପ୍ତାହ ଅନୁକୂଳ ରହିଛି ।

କ୍ୟାରିୟର ମାମ-ଲାରେ,ନୂଆ ଚାକିରି ମିଳିବାର ଯୋଗ ରହିଛି।-ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ନିୟମିତ ବ୍ୟାୟାମ କରନ୍ତୁ , ସୁସ୍ଥ ରୁହନ୍ତୁ।

ବିଛା ରାଶି –

ରାଜନୀତି କ୍ଷେତ୍ରରେ ଜ-ଡିତ ଲୋକ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। କାହାକୁ ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ଆପଣଙ୍କ ପ୍ରୟାସ ସଫଳ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ବ୍ୟାପାରକୁ ସୁଦୃଢ କରିବା ପାଇଁ ସଂଘର୍ଷ କରିବା ଆବଶ୍ୟକ। ଶୀଘ୍ରତା କରନ୍ତୁ ନାହିଁ। ବି-ବାଦ ରୁ ଦୂରେଇ ରୁହନ୍ତୁ। ଅଫିସ କାର୍ଯ୍ୟରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି, ଯାହା ଆପଣଙ୍କ ପାଇଁ ବହୁତ ଫାଇଦା ସାବ୍ୟସ୍ତ ହେବ।

ପ୍ରେମ ମାମ-ଲାରେ, ଆପଣଙ୍କୁ ପ୍ରସନ୍ନ ରଖିବା ପାଇଁ ଜୀବନସାଥୀ ବହୁତ ପ୍ରୟାସ କରି ପାରନ୍ତି।

କ୍ୟାରିୟର ମାମ-ଲାରେ, ଉଚ୍ଚ ଶିକ୍ଷାର ଅବସର ମିଳିପାରେ। ସପ୍ତାହ ଆପଣଙ୍କ ପାଇଁ ସାମାନ୍ୟ ରହିବ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ଥକା ଅନୁଭବ କରି ପାରନ୍ତି।

ଧନୁ ରାଶି –

ରାଜନୀତି ରେ ଜଡିତ ଲୋକଙ୍କ ସହିତ ସାକ୍ଷାତକାର ହୋଇପାରେ। ଆପଣଙ୍କୁ ବଡ଼ ଦାୟିତ୍ଵ ମିଳିପାରେ। ବ୍ୟାପାର କରୁଥିବା ଲୋକଙ୍କୁ ଏହି କଥାରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ, ଗ୍ରାହକ ମାନେ ଆପଣଙ୍କ ଆୟର ଜରିଆ ଅଟନ୍ତି। ଏଥିପାଇଁ ସେମାନଙ୍କ ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତୁ।

ପ୍ରେମ ମାମ-ଲାରେ, ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ।

କ୍ୟାରିୟର ମାମ-ଲାରେ, ବ୍ୟବସାୟ ଏବଂ ଚାକିରିରେ ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମ-ଲାରେ, ବଦଳୁ ଥିବା ମୌସୁମୀକୁ ନେଇ ସ-ତର୍କ ରୁହନ୍ତୁ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ।

ମକର ରାଶି –

କିଛି ଲୋକ ଆପଣଙ୍କ ଛବିକୁ ଖରାପ କରିବା ପାଇଁ ପ୍ରୟାସ କରି ପାରନ୍ତି, ସାବଧାନ ରୁହନ୍ତୁ। ମାନସିକ ଚିନ୍ତା କାରଣରୁ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଧ୍ୟାନ ଦେବାକୁ ପଡ଼ିବ। ମାନସିକ ଚିନ୍ତା କାରଣରୁ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ବାହନ କିଣାକିଣିର ଯୋଗ ରହିଛି। ଅଚାନକ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

Google

ପ୍ରେମ ମାମ-ଲାରେ, ରୋମାଣ୍ଟିକ ଜୀବନର ଭରପୁର ଆନନ୍ଦ ନେବେ। ପାର୍ଟନରଙ୍କ ସାମ୍ନାରେ ନିଜ ମନକଥା ଖୋଲି କହିବେ।

କ୍ୟାରିୟର ମାମ-ଲାରେ, କ୍ୟାରିୟର ଜୀବନ ସାମାନ୍ୟ ରହିବ। ଆପଣଙ୍କ ବ୍ୟବସାୟ ଭଲ ଚାଲିବ।

ସ୍ବାସ୍ଥ୍ୟ ମାମ-ଲାରେ, ସ୍ବାସ୍ଥ୍ୟରେ ପାଦ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

କୁମ୍ଭ ରାଶି –

ଅଧିକ ଦିନରୁ ଅଟକି ରହିଥିବା ଘୋରୋଇ କାର୍ଯ୍ୟ ସମ୍ପନ୍ନ ହେବ। ଟଙ୍କା ଏବଂ ବ୍ୟବସାୟ ମାମ-ଲାରେ ଧ୍ୟାନ ଦେବା ଆବଶ୍ୟକ। ପାରିବାରିକ ସମ୍ବନ୍ଧରେ ସୁଧାର ଆସିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ମିଛ କହିବାରୁ ବଞ୍ଚିତ ହୁଅନ୍ତୁ ନାହିଁ, ନଚେତ ସମସ୍ୟାରେ ପଡି ପାରନ୍ତି। ବି-ରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। କୌଣସି କାର୍ଯ୍ୟରେ ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ।

ପ୍ରେମ ମାମ-ଲାରେ, ଏହି ସପ୍ତାହରେ ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ନିରାଶା ଅନୁଭବ ହୋଇପାରେ।

କ୍ୟାରିୟର ମାମ-ଲାରେ, ଯୋଜନା ସଫଳ ରହି ପାରେ। ଅଫିସରେ ଜ-ଡ଼ିତ ସମସ୍ୟା ଦୂର ହୋଇପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ମୌସୁମୀ ବେମାରୀ ଆପଣଙ୍କୁ ହଇ-ରାଣ କରିପାରେ।

ମୀନ ରାଶି –

ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ସହିତ ମାନସମ୍ମାନ ମିଳିବ। ଆପଣଙ୍କ ରୁଚି ଧାର୍ମିକ କାର୍ଯ୍ୟରେ ଲାଗିବ। କିଛି କ୍ରିଏଟିଭ କାର୍ଯ୍ୟ କରିବା ପାଇଁ ଆପଣ ଧ୍ୟାନ କେନ୍ଦ୍ରିତ କରି ପାରନ୍ତି। ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି। ଆପଣ ନିଜ କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବେ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ।

ପ୍ରେମ ମାମ-ଲାରେ, ପ୍ରେମ ସମ୍ବନ୍ଧରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦୂର ହେବ

କ୍ୟାରିୟର ମାମ-ଲାରେ, ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମ-ଲାରେ, ନିୟମିତ ବ୍ୟାୟାମ କରିବା ଦ୍ୱାରା ଆପଣ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *