Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସ୍ତ୍ରୀର ଏହି ଗୋଟିଏ ଜିନିଷ ଅନ୍ୟକୁ ଦେଲେ ଘର ହୁଏ ସର୍ବ-ନାଶ

ସେୟାର୍ କରନ୍ତୁ

ହିନ୍ଦୁ ଶାସ୍ତ୍ର ଅନୁୟାସରେ କୌଣସି ଗରିବକୁ ସାହାଯ୍ୟ କରିବା ମହାପୁଣ୍ୟ ହୋଇଥାଏ। ଗରିବ ଲୋକଙ୍କୁ ଦାନ କଲେ କୋଟି ଜନ୍ମର ପାପକ୍ଷୟ ହୋଇ ପୂଣ୍ୟ ମିଳିଥାଏ। ଶାସ୍ତ୍ର-ଅନୁସାରେ ଘରର ମଧ୍ୟ କିଛି ଏମିତି ଜିନିଷ ରହିଛି ଯାହାକୁ ଅନ୍ୟକୁ କେବେ ଦେବା ଅନୁଚିତ। ଏହାଦ୍ବାରା ସୁଖ-ଶାନ୍ତି ଅନ୍ୟକୁ ଦେଇଦେଇଥାନ୍ତି। ଏହା ଦ୍ଵାରା ମାତା ଲକ୍ଷ୍ମୀ ଦୂରେଇ ଯାଆନ୍ତି।

ଆପଣ ଜାଣିଛନ୍ତିକି ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତିଙ୍କ ଉପରେ ରହିଥାଏ ସେହି ବ୍ୟକ୍ତିଙ୍କ ଘର, ସୁଖ, ସମୃଦ୍ଧି ବୈଭବରେ ପରିପୂର୍ଣ ହୋଇଥାଏ। ଲକ୍ଷ୍ମୀ କ୍ରୋ-ଧ କିମ୍ବା ଅସ-ନ୍ତୁଷ୍ଟ ହେଲେ କା-ଙ୍ଗାଳ ଓ ଦାରି-ଦ୍ର୍ୟତା ଆସିଥାଏ। ଶାସ୍ତ୍ର ଅନୁସାରେ ଘରର କିଛି ଜିନିଷ ଏମିତି ଅଛି ଯାହାକୁ କେବେ କାହାରିକୁ ଦେବା ଉଚିତ ନୁହେଁ।

ସ୍ତ୍ରୀ ର ଗହଣା:-

ସ୍ତ୍ରୀର ଗହଣାକୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। ଗହଣା କିଣିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରାଯାଏ। ସ୍ତ୍ରୀ ର ଗହଣା ଆପଣଙ୍କ ସମୃଦ୍ଧିର ପ୍ରତୀକ ଅଟେ। ଅନ୍ୟକୁ ଦେବା ଦ୍ଵାରା ଘରର ସୁଖ ଶାନ୍ତି ହା-ନି ହୋଇଥାଏ। ସ୍ତ୍ରୀର ଗହଣା ଅନ୍ୟ କାହାରିକୁ ଦେଲେ ମାତା ଲକ୍ଷ୍ମୀ ଅସ-ନ୍ତୁଷ୍ଟ ହୋଇଥାନ୍ତି।

Google

ଝାଡୁ:-

ଝାଡୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ଅଟେ। ଝାଡୁ ମଧ୍ୟ ସ୍ଵଚ୍ଛତା ଓ ସମୃଦ୍ଧିର ମଧ୍ୟ ପ୍ରତୀକ ଅଟେ। ନକା-ରାତ୍ମ-କ ମଧ୍ୟ ଦୂର କରେ। ଝାଡୁ କରିବା ଦ୍ଵାରା ଘର ଅଳିଆ ସାଫା ହୋଇଥାଏ। ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସେଥିପାଇଁ ଝାଡୁ କେବେ କାହାରିକୁ ଦେବା ଉଚିତ ନୁହେଁ।

ଧଳା ଜିନିଷ:-

ସନ୍ଧ୍ଯା ସମୟରେ କ୍ଷୀର । ଚାଉଳ, ଦହି, ନଡିଆ ଓ ଅଟା ଇତ୍ୟାଦି ଜିନିଷ କାହାରିକୁ ଦିଅନ୍ତୁ ନାହିଁ। କାରଣ ଶାସ୍ତ୍ର ଅନୁସାରେ ସନ୍ଧ୍ଯା ପରେ ଧଳା ଜିନିଷ କାହାରିକୁ ଦେବା ଅନୁଚିତ। ଅନ୍ୟର ନଜର ଆପଣଙ୍କ ଉପରେ ରହିଥାଏ। କୌଣସି ପରିସ୍ଥିତିରେ ମଧ୍ୟ ସନ୍ଧ୍ଯା ସମୟରେ କାହାରିକୁ ଦିଅନ୍ତୁ ନାହିଁ। ଆବଶ୍ୟକ ଥିଲେ ଆପଣ ବାହାରୁ କିଣିଆଣନ୍ତୁ।

ଟଙ୍କା:-

ଟଙ୍କା ନିତାନ୍ତ ଆବଶ୍ୟକ। ଟଙ୍କାର ସ୍ୱରୂପ ହେଉଛନ୍ତି ମାତା ଲକ୍ଷ୍ମୀ। କାରଣ ଧନ ଘରର ଅତି ଆବଶ୍ୟକ ଅଟେ। ଘରର ସୁଖ ଶାନ୍ତି ମିଳିଥାଏ। ସେଥିପାଇଁ ଘର ସଞ୍ଚୟ କରିଥିବା ଧନକୁ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ପର୍ବପର୍ବାଣୀ ଓ ଏକାଦଶୀରେ କାହାରିକୁ ପଇସା ଦିଅନ୍ତୁ ନାହିଁ। ଏହାଦ୍ବାରା ଟଙ୍କାର ଅ-ଭାବ ଦେଖାଯାଏ ଓ ସମ୍ପର୍କୀୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ।

Google

ରୋଷେଇ ଘର:-

ଅନ୍ନ ଗ୍ରହଣ କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କର ଆରାଧନା କରାଯାଏ। ଏହା ସହିତ ସର୍ବଦା ଘରର ରୋଷେଇ ଘର ଜିନିଷକୁ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ଆପଣ ଜାଣିଥିବେ ଘରେ ତିଆରି କରୁଥିବା ରୋଟି, ପ୍ରଥମ ରୋଟି ମାତା ଲକ୍ଷ୍ମୀଙ୍କ ନାମରେ ତିଆରି ହୋଇଥାଏ। ସେଥିପାଇଁ ରୋଷେଇ ଘର ଜିନିଷ କାହାରିକୁ ଦିଅନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *