Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ଟି ରାଶିଙ୍କ ଉପରେ ଭଗବାନ ଶନି ଦେବଙ୍କ କୃପାରୁ ହେବ ଧନର ବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଯଦି ଶନିଦେବଙ୍କର କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡ଼ିଯାଏ ତେବେ ସେହି ରାଶିର ମଣିଷ ନିଜର ସବୁ ସମସ୍ୟାକୁ ହିଁ ସଜାଡିବାରେ ସମ୍ପୂର୍ଣ ଜୀବନ କଟିଯାଏ ଯଦି ଭଗବାନ ଶନିଦେବଙ୍କର କୃପା ଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ। ତେବେ ସେହିଠାରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ଏବଂ ପ୍ରତ୍ୟକ ମଣିଷ ଏହା ଚାହିଁଥାଏ ଯେ ତାହାର ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ବନି ରହୁ ବୋଲି। ଯେମିତିକି ତାର ଜୀବନରେ କେବେବି ସୁଖ ସମୃଦ୍ଧିର ଅଭାବ ନରହୁ। ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ମାନଙ୍କର ଚଳନ କାରଣରୁ ଏଭଳି ମହା ସଂଯୋଗ ବନୁଛି। ଆସନ୍ତା କାଲିଠାରୁ ମା ଲକ୍ଷ୍ମୀ ଏବଂ ଭଗବାନ ଶନିଦେବ ଏକା ସହିତ କିଛି ରାଶି ମାନଙ୍କର ଉପରେ ପ୍ରସନ୍ନ ହେବେ। ଯାହା ଫଳରେ ସେହି ରାଶିମାନଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି। ଏହି ରାଶି ମାନଙ୍କ ଭାଗ୍ୟରେ ହେବାକୁ ଥିବା ଲାଭ ବିଷୟରେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଜଣେଇବୁ। ତେବେ ଆପଣଙ୍କୁ ଅନୁରୋଧ ଅଟେ ଯେ ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ମେଷ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କର ଖରାପ ସମୟ ଏବେ ଶେଷ ହୋଇ ସାରିଛି। ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ନିଜର କୃପାଦୃଷ୍ଟି ରଖିବେ। ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ।ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଛି। ଏହା ସହିତ ସ୍ବାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାରୁ ମୁକ୍ତି ମିଳିପାରିବ। ଆପଣମାନେ ନିଜର ଶତୃ ମାନଙ୍କର ଉପରେ ବିଜୟ ଲାଭ କରିବେ। ଘର ପରିବାରରେ ଖୁସିର ବାତାବରଣ ଲାଗି ରହିବ।

Google

କର୍କଟ ରାଶି:-

ଏହି କର୍କଟ ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନି ମହାରାଜଙ୍କର କୃପା ଦୃଷ୍ଟି ଲଗାତାର ଭାବରେ ରହିବ। ଆପଣ ମାନଙ୍କ ଜୀବନରେ ଯାହାସବୁ ସମସ୍ୟା ଗୁଡ଼ିକ ରହିଥିଲା ସେହିସବୁ ସମସ୍ୟା ଗୁଡ଼ିକର ଅନ୍ତ ଘଟିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ। ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ବା ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିପାରେ। ଗୁରୁଜନ ମାନଙ୍କର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଚାକିରି କରୁଥିବା ଲୋକମାନଙ୍କୁ ନିଜର ଚାକିରୀରେ ପ୍ରମୋସନ ହେବାର ସମ୍ଭାବନା ଅଧିକ ରହିଛି।

ବିଛା ରାଶି:-

ଏହି ରାଶିରେ ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ। ଏହା ସହିତ ଲୋକ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂରଣ ହେବ। ଆପଣଙ୍କର ଜୀବନରେ ଆଗକୁ ଆସିବାକୁ ଥିବା ସବୁ କଷ୍ଟ ଦୂର ହୋଇଯିବ। ଆପଣଙ୍କୁ ନିଜର ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହିଁ। ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ଚାକିରୀରେ ସଫଳତା ମିଳିବ।

ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ମାଙ୍କର ଉପରେ ଭଗବାନ ଶନିଦେବ ଖୁସି ପୂର୍ଣ ରହିବେ। ଖାସ କରି ଯେଉଁ ବ୍ୟକ୍ତିମାନେ ବ୍ୟାପାରି ଅଟନ୍ତି ସେମାନଙ୍କୁ ସେମାନଙ୍କର ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଛି। ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ। ଧନ ସମ୍ଵଦ୍ଧିତ ସବୁ ସମସ୍ୟା ଆପଣଙ୍କର ଦୂର ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର କାରବାରରେ ଦିନକୁ ଦିନ ଲାଭ ବଢ଼ିଯିବ।

Google

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କୁ ଭଗବାନ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ। ଆପଣଙ୍କର ଜୀବନରେ ସବୁ ପ୍ରକାରର ବାଧା ଗୁଡ଼ିକ ଦୂର ହୋଇଯିବ। ଖାସ କରି ପ୍ରେମ ସମ୍ବଦ୍ଧରେ ଯେଉଁ ବ୍ୟକ୍ତି ମାନେ ରହିଛନ୍ତି ସେମାଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି। ଆପଣଙ୍କର ଦ୍ୱାରା କରାଯାଇଥିବା ସବୁ ଚେଷ୍ଟା ବହୁତ ଜଲଦି ସଫଳ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ। ନୁଆ ଘର ମଧ୍ୟ ଆପଣ କିଣି ପାରନ୍ତି।

ତୁଳା ରାଶି:-

ଏହି ରାଶିର ସବୁ ଲୋକମାନଙ୍କୁ କୌଣସି ନିବେଶରୁ ମଧ୍ୟ ଲାଭ ମିଳିବାର ସମ୍ପୂର୍ଣ ସମ୍ଭାବନା ରହିଛି। ଆପଣଙ୍କର ପରିବାରରେ ସୁଖ ଶାନ୍ତି ଲାଗି ରହିବ। ବହୁତ ଦିନରୁ ଅଟକି ରହିଥିବା ଧନ ବା ଟୋଙ୍କା ପଇସା ଏହି ଲୋକମାନଙ୍କୁ ଫେରି ମିଳିବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନଙ୍କର ପାଇଁ ଏହି ସମୟ ବହୁତ ଶୁଭ ସମୟ ସାବ୍ୟସ୍ତ ହେବ। ବହୁତ ଜଲଦି ଚାକିରି ମିଳିବାର ସମ୍ଭାବନା ରହିଛି। ଚାକିରି ମିଳିବା ମାତ୍ରେ ଆପଣଙ୍କର ପ୍ରତି ସମସ୍ତଙ୍କର ବ୍ୟବହାର ବଦଳି ଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *