Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ପାଖରେ ଲଗାନ୍ତୁ ଏହି ଗଛ ଘରେ ହେବ ଧନର ବର୍ଷା, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ତୁଳସୀର ଚମତ୍କାରିତା ବିଷୟରେ ତ ଆପଣମାନେ ଜାଣିଥିବେ। ତୁଳସୀ ଗଛକୁ ଆମେ ପୂଜା କରି ଥାଉ। ଯାହାଫଳରେ ଆମକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାଦ୍ବାରା ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳି ଥାଏ। ବନ୍ଧୁଗଣ ତୁଳସୀକୁ ପୂଜା କରିବାର ଅର୍ଥ ସକାଳେ ଜଳ ଅର୍ପଣ କରିବା , ସନ୍ଧ୍ୟାରେ ଦୀପ ପ୍ରଜ୍ବ-ଳନ କରିବା ଆବଶ୍ୟକ। ଏହାକୁ ବହୁତ ଶ୍ରେଷ୍ଠ ମାନା ଯାଇଥାଏ। ପ୍ରତ୍ୟେକ ଘରେ ତୁଳସୀ ଗଛର ପୂଜାର୍ଚ୍ଚନା କରାଯାଏ। ସନ୍ଧ୍ୟା ସମୟରେ ଯେତେବେଳେ ଆପଣ ଶୁଦ୍ଧ ଘିଅରେ ଦୀପ ପ୍ରଜ୍ବ-ଳନ କରିଥାନ୍ତି ଓ ସକାଳେ ଜଳ ଅର୍ପଣ କରନ୍ତି, ଏହାଦ୍ବାରା ଆପଣ ନିଜର ଜୀବନରେ ଆସୁଥିବା ସବୁ ସମସ୍ୟାକୁ ସୁଦୃଢ ହୋଇ ସାମ୍ନା କରି ଥାନ୍ତି। ଯେତେବେଳେ ତୁଳସୀ ପାଖରେ ଦୀପ ପ୍ରଜ୍ବ-ଳନ କରୁଛନ୍ତି ତାହେଲେ ଏହି କଥାର ଧ୍ୟାନ ରଖନ୍ତୁ କି ଦୀପ ତଳେ ଆପଣ କିଛି ଚାଉଳ ଥୋଇ ରଖନ୍ତୁ। ଏଭଳି କୁହାଯାଏ କି ଆମେ ଯଦି ତୁଳସୀ ଚଉରା ମୂଳରେ ଖାଲି ଦୀପ ପ୍ରଜ୍ବଳନ କରିବୁ ତାହେଲେ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ତୁଳସୀ ପୂଜା ବହୁତ ଶ୍ରେଷ୍ଠ ମାନା ଯାଇ ଥାଏ। ସକାଳୁ ସ୍ନାନ ସାରି ତୁଳସୀ ପୂଜାର୍ଚ୍ଚନା କରନ୍ତୁ,ଏହାପରେ ଆପଣ ପୂଜା ଘରେ ଥିବା ଭଗବାନଙ୍କ ପାଖରେ ତୁଳସୀ ପତ୍ର ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କ ବାସ ହେବ ଏବଂ ଭଣ୍ଡାର ଘର ସର୍ବଦା ଭରି ରହିବ।

ସାଙ୍ଗମାନେ ଯଦି ଆପଣ ନିଜ ଘରେ ସର୍ବଦା ତୁଳସୀ ଗଛରେ ଜଳ ଅର୍ପଣ କରନ୍ତି ତାହେଲେ ଆପଣଙ୍କ ଘରେ କେବେବି ନକା-ରାତ୍ମ-କ ଶକ୍ତିର ପ୍ରବେଶ ହେବ ନାହିଁ। ଘରର ପ୍ରତ୍ୟେକ ସଦସ୍ୟଙ୍କୁ ସଫଳତା ମିଳିଥାଏ। ପ୍ରତ୍ୟେକ ଦିନ ପାଣିରେ ଦୁଇ ବା ତିନୋଟି ତୁଳସୀ ପତ୍ର ପକାଇ ଘରର ସବୁ କୋଣରେ ସିଞ୍ଚନ କରି ଦିଅନ୍ତୁ। ନହେଲେ ସାଙ୍ଗମାନେ ଆପଣ ଯେକୌଣସି ପାତ୍ରରେ ପାଣି ନେଇ ଘୋଡେ଼ଇ ରଖନ୍ତୁ ଏବଂ ସକାଳୁ ଏହାକୁ ଘରସାରା ସିଞ୍ଚନ କରି ଦିଅନ୍ତୁ। ଘରର ସବୁ ସ୍ଥାନରେ ଏହାକୁ ସିଞ୍ଚନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଘର ସର୍ବଦା ସୁଖମୟ ଓ ଶାନ୍ତିପୂର୍ଣ୍ଣ ରହିବ। ସକାରାତ୍ମକ ଉର୍ଜା ଓ ଧନର ଆଗମନ ହେବ। ତୁଳସୀ ଏକ ଏଭଳି ଚମତ୍କାର ଗଛ ଯାହାର ଚେର, ଡାଳ, ପତ୍ର ସବୁଥିରେ ଚମତ୍କାର ଗୁଣ ରହିଛି। ଆମକୁ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରିଙ୍କ ଉପରେ ବିଶ୍ୱାସ ରଖି କାମ କରିବାକୁ ପଡ଼ିବ। ସମସ୍ତଙ୍କ ମନସ୍କାମନା ପୂରଣ ହେବ।

Google

ଯଦି ଆପଣ ଏହି ଉପାୟ କରିବେ ତାହେଲେ ଆପଣଙ୍କର ସବୁ ସମସ୍ୟା ଦୂର ହେବା ସହିତ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆଜି ମୁଁ ଆପଣଙ୍କୁ ସରଳ ଉପାୟ କହିବାକୁ ଯାଉଛି, ଯାହା ଆପଣ ସୁବିଧାରେ କରି ପାରିବେ। ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଯଦି ଧନର ସମସ୍ୟା ରହିଛି ତାହେଲେ ଖୁବ୍ ଶୀଘ୍ର ଦୂର ହୋଇ ଯିବ। ଯଦି ବ୍ୟାପାରରେ କ୍ଷ-ତି ହେଉଥାଏ ତାହେଲେ ତାହାର ସମାଧାନ ହେବ। ତେବେ ଆଜିର ଏହି ଉପାୟ ଧନ ବୃଦ୍ଧି ପାଇଁ ଏବଂ ଏହା ଅତ୍ୟନ୍ତ ସରଳ ଅଟେ । ଆପଣ ଏହାକୁ ସୁବିଧାରେ କରି ପାରିବେ

ବନ୍ଧୁଗଣ ଗୁରୁବାର ଦିନ ସକାଳୁ ସ୍ନାନ ସାରିବା ପରେ ଆପଣଙ୍କୁ ଏହି ଉପାୟ କରିବାକୁ ପଡ଼ିବ। ଗୁରୁବାର ଦିନ ଆପଣ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଏହା ହଳଦିଆ ଟିକା ଲଗାନ୍ତୁ, ତାପରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ। ଆପଣ ସବୁଦିନ ଯେଉଁ ତୁଳସୀ ଗଛରେ ପୂଜାର୍ଚ୍ଚନା କରୁଛନ୍ତି । ଯେତିକି ପରିମାଣରେ ତୁଳସୀ ଗଛ ଆମଘରେ ରହିବ, ସେହି ପରିମାଣରେ ଆମ ଘରେ ସକା-ରା-ତ୍ମକ ଶକ୍ତିର ବାସ ହେବ। ଆପଣ ସେହି ତୁଳସୀ ଗଛରୁ ଚେରକୁ ନିଅନ୍ତୁ ଏବଂ ନିଜର ଧନ ଭଣ୍ଡାରରେ ରଖି ଦିଅନ୍ତୁ। ପ୍ରଥମେ ଆପଣଙ୍କୁ ସେହି ଚେରକୁ ସଫା ପାଣିରେ ଧୋଇବାକୁ ପଡ଼ିବ। ତାପରେ ଆପଣ ଏହାକୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରି ପାରିବେ। ଆପଣ ଯେଉଁ ସ୍ଥାନରେ ନିଜ ଟଙ୍କାପଇସା ରଖିଛନ୍ତି ସେହି ସ୍ଥାନରେ ଏହି ଚେରକୁ ରଖି ଦିଅନ୍ତୁ। ସର୍ବଦା ନିଜ ମନରେ ବିଶ୍ୱାସ ରଖନ୍ତୁ କି ଆପଣ ଦେବୀ ଲକ୍ଷ୍ମୀଙ୍କୁ ନେଇ ସ୍ଥାପନ କରୁଛନ୍ତି। ଏହାଦ୍ବାରା ଖୁବ୍ ଶୀଘ୍ର ଘରକୁ ଧନର ଆଗମନ ହେବ। ଆପଣ ଯେଉଁ ତୁଳସୀ ଗଛକୁ ପୂଜା କରୁଛନ୍ତି , ତାକୁ ସଫା ସୁତୁରା ରଖୁଛନ୍ତି, ତାକୁ ଶୁଖିବାକୁ ଦେଉ ନାହାନ୍ତି, ସେହି ତୁଳସୀ ଗଛ ମୂଳରେ ଦେଖନ୍ତୁ କିଛି ଛୋଟ ଛୋଟ ତୁଳସୀ ଗଛ ଉଠି ଥିବ। ଏହାକୁ ନିଜ ଧନ ରଖିବା ସ୍ଥାନରେ ରଖନ୍ତୁ। ଆପଣ ଗୁରୁବାର ଦିନ ସକାଳୁ ଉଠି ସ୍ନାନ ସାରି ଏହି ଉପାୟ କରିବାକୁ ପଡ଼ିବ। ଏହା ଏକ ଚମତ୍କାର ଉପାୟ ଅଟେ। ଏହାକୁ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହେବ। ଆପଣଙ୍କର ବ୍ୟବସାୟ ବାଣିଜ୍ୟରେ ବୃଦ୍ଧି ହେବ।ଏହାସହିତ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇ ଥାଏ । ଯଦି ଆପଣଙ୍କ ଘରେ ଏହି ଛୋଟ ଛୋଟ ତୁଳସୀ ଗଛ ନାହିଁ ତାହେଲେ ଆପଣ ନିଜ ଘରର ଆଖପାଖ ଜାଗାରେ ଖୋଜି ନିଅନ୍ତୁ। ଏହା ଆପଣଙ୍କୁ ସୁବିଧାରେ ମିଳି ପାରିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *