Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ ନିଶ୍ଚୟ ଜାଣନ୍ତୁ ( ଭ-ୟଙ୍କର କଥା ) , ଓଡ଼ିଆ ସାଧୁବାଣୀ

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ରାଶି , ଗ୍ରହ ନକ୍ଷତ୍ର , ବ୍ୟକ୍ତିର ସ୍ଵଭାବ ଜାଣି ହୁଏ, ଠିକ୍ ସେହିପରି ଜ୍ୟୋତିର୍ବିଦଙ୍କ ଅନୁସାରେ ବ୍ୟକ୍ତିର ଜନ୍ମ ବାର ଦେଖି ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣି ହୋଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ବାର ମାନଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଲକ୍ଷଣ ସବୁ କଣ ହୋଇଥାଏ? ଯେପରି ଆପଣ କେଉଁ ବାର ରେ ଜନ୍ମ ନେଇଥିଲେ , ଆପଣଙ୍କର କଣ ସବୁ ଲକ୍ଷଣ ରହିଛି, ସେହି ବିଷୟରେ ଆସନ୍ତୁ ଜାଣିବା।

ଯେପରି ଆମ ଶାସ୍ତ୍ର ଅନୁସାରେ ସାତଟି ବାର ରହିଥାଏ, ଏହି ସାତଟି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଭିନ୍ନ ଭିନ୍ନ ସ୍ୱଭାବର ହୋଇଥାନ୍ତି। ସେମାନଙ୍କର ଆ-ଚାର ବି-ଚାର, ଚାଲି ଚଳନ, ବ୍ୟବହାର , ବିଦ୍ୟା ବୁଦ୍ଧି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବାର ଅନୁସାରେ କୌଣସି ବ୍ୟକ୍ତିର କିପରି ସ୍ଵଭାବ ରହି ଥାଏ।

Google

ପ୍ରଥମେ ହେଉଛି ରବିବାର , ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ସ୍ଵାଭିମାନୀ , କ୍ରୋ-ଧୀ ସ୍ୱଭାବର ହୋଇ ଥାନ୍ତି। ସେମାନେ ମିଷ୍ଠଭାସି, ଭ୍ରମଣ ପ୍ରିୟ, ଧାର୍ମିକ, ଭକ୍ତିମୟ ହୋଇଥାନ୍ତି।

ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଳସୁଆ, ଧୀର ନୀତି, ପ୍ରିୟ ଭାଷୀ, ଭୋଗ ବିଳାସୀ ପୂର୍ଣ୍ଣ, ସ୍ତ୍ରୀକୁ ସୁଖ ପ୍ରଦାନ କରିବା, ନ୍ୟାୟ ପରାୟଣ, ଶାନ୍ତ ସରଳ ଏବଂ ଧାର୍ମିକ ସ୍ୱଭାବର ହୋଇଥାନ୍ତି।

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ସାହସୀ, ଚଳଚଞ୍ଚଳ ମତି, ଶ-ତ୍ରୁ ବି-ରୋଧୀ, ବୁଦ୍ଧିମାନ, ବିଦ୍ୟା ପ୍ରବୀଣ, କାର୍ଯ୍ୟରେ ପ୍ରବୀଣ ଏବଂ ଧାର୍ମିକ ସ୍ୱଭାବର ହୋଇଥାନ୍ତି।

ବୁଧବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି, ସେମାନେ ଅଧିକ ଚିନ୍ତାମଗ୍ନ, ନ୍ୟା-ୟଧିଶ, ସର୍ବଗୁଣ ସମ୍ପନ୍ନ, ରୋଗ ବିଳାସ ରେ ନି-ମଗ୍ନ, ଅନୈତିକ ସମ୍ପର୍କ ରେ ଲୁ-ପ୍ତ , କୂଟନୀତିରେ ପାର-ଙ୍ଗମ ସ୍ଵଭାବର ହୋଇ ଥାନ୍ତି।

ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଗୁରୁବାର ରେ ଜଣା ହୋଇଥାନ୍ତି,ସେମାନେ ବହୁତ ଗୁଣର ଅଧିକାରୀ ହୋଇ ଥାନ୍ତି। ଏମାନେ ବୁଦ୍ଧି ବିଦ୍ୟାରେ ବିଚ-କ୍ଷଣ , ହିଂ-ସାତ୍ମ-କ, ଶାସ୍ତ୍ର ଧର୍ମରେ ପାର-ଙ୍ଗମ , ଜ୍ଞାନୀ, ଧନୀଶୀଳ, କୋମଳ, ଚ-ତୁର , ଦୟାଳୁ, ଉଚ୍ଚ ଆକାଂକ୍ଷାବାଦୀ, ଧାର୍ମିକ ଏବଂ ଗୁଣୀ ସ୍ୱଭାବର ହୋଇ ଥାନ୍ତି।

Google

ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ନୀତି ନି-ୟମ ପରାୟଣ, କଠୋର, ପରୋପକାରୀ, ଭ୍ରମଣ ପ୍ରିୟ, କାମ ବିଳାସୀ, ସଚ୍ଚୋଟ, ନ୍ୟା-ୟବା-ଦୀ ସ୍ଵଭାବର ହୋଇଥାନ୍ତି।

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି, ବନ୍ଧୁଗଣ ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ହୋଇଥାନ୍ତି ସେହି ବ୍ୟକ୍ତି କ୍ଷଣକପି, ଚଞ୍ଚଳ ମତି, ବହୁ ଗୁଣର ଅଧିକାରୀ , ତାମସୀ ବିଦ୍ୟାରେ ପ୍ରବୀଣ, ପରଧନର ଲୋଭ, ଯଶସ୍ଵୀ, ଭୋଗ ବିଳାସୀ, ଚ-ତୁର, ତୀକ୍ଷ୍ଣ ବୁଦ୍ଧି ବିଶିଷ୍ଟ ଓ ଧାର୍ମିକ ସ୍ୱଭାବର ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *