Excuse Me Odisha

ଯାହା କହିବୁ ସତ କହିବୁ

ଯଦି ପୁଜା କରିବା ସମୟରେ ଦୀପ ଲି-ଭି ଯାଏ ତେବେ କଣ କରିବା ଉଚିତ। ଆସନ୍ତୁ ଜାଣିବା ଏହା ଶୁଭ ହୋଇଥାଏ ନାଁ ଅଶୁଭ।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ପୁଜା କରିବା ଦୀପ ଲି-ଭି ଯାଏ କିମ୍ବା ପୁଜା କରିବା ସମୟରେ ଦୀପ ଅଧାରୁ ଦୀପ ଲିଭି ଯାଏ ତେବେ କଣ କରିବା ଉଚିତ। ଏହା ଶୁଭ ନାଁ ଅଶୁଭ। ବନ୍ଧୁଗଣ ଆମେ ପୁଜା କରିବା ସମୟରେ ଦୀପ ନିଶ୍ଚୟ ଜା-ଳିଥାଉ ଏବଂ ବ୍ରତ ମଧ୍ୟ ରଖିଥାଉ। କିନ୍ତୁ ବେଳେ ବେଳେ କୌଣସି କାରଣ ବଶତଃ ଆମ ପୁଜା ବା ବ୍ରତ ଭାଙ୍ଗି ଯାଇଥାଏ। ବେଳେ ବେଳେ ଜଳୁ ଥିବା ଦୀପ ମଧ୍ୟ ପୁଜା ଅଧାରୁ ଲି-ଭି ଯାଇଥାଏ।ଶାସ୍ତ୍ର ବା ଧର୍ମ ଅନୁସାରେ ବ୍ରତ ଭା-ଙ୍ଗି ଯିବା କିମ୍ବା ବ୍ରତ ଅସମ୍ପର୍ଣ ରହିଯିବା କିମ୍ବା ପୁଜା ଅଧାରୁ ଦୀପ ଲି-ଭି ଯିବା ସମସ୍ୟା ଗୁଡ଼ିକ ଛୋଟ ହୋଇଯାଏ ହେଲେ ଏହିସବୁ ସମସ୍ୟା ପୂଜାର ବ୍ରତରୁ ମିଳୁଥିବା ପୁଣ୍ୟ ପ୍ରାପ୍ତିର ବାଧା ସୃଷ୍ଟି କରିଥାଏ।ତେବେ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଜାଣିବା ଯେ ପୂଜାରେ ଦୀପ ଲି-ଭି ଯିବା ବା ବ୍ରତ ଭା-ଙ୍ଗି ଯିବା ଶୁଭ ନାଁ ଅଶୁଭ ଏବଂ ଯଦି ଏମିତି ହୁଏ ତେବେ କଣ କରିବା ଉଚିତ। ତେବେ ଆସନ୍ତୁ ଜାଣିବା।

ଯଦି ବ୍ରତ ଭା-ଙ୍ଗିଯାଏ ତେବେ କଣ କରିବା ଉଚିତ। ଯଦି କୌଣସି ବ୍ରତ ଭାଙ୍ଗିଯାଏ ତେବେ ସେହି ବ୍ରତ ସହ ଜ-ଡ଼ିତ ଦିନ କିମ୍ବା ତିଥିରେ ବ୍ରତ ପାଳନ କରି ସେହି ଦେବୀ କିମ୍ବା ଦେବାତାଙ୍କୁ ପୁଜା କରି ନିଜର ଭୁଲ ପାଇଁ କ୍ଷ-ମା ମାଗିବା ଉଚିତ। ଏବଂ ସେହିଦିନ ଦୁଃଖୀ ରଙ୍କି ମାନଙ୍କୁ ଦାନ ଦେବା ଉଚିତ।

Google

ବ୍ରତ ଅସମ୍ପୂର୍ଣ ରହିଲେ କଣ କରିବା ଉଚିତ। ବ୍ରତ ଅସମ୍ପୂର୍ଣ ରହିଯିବା ପରେ ଯେଉଁ ଦେବତା କିମ୍ବା ଦେବୀଙ୍କର ବ୍ରତ ରଖିଛନ୍ତି ସେମାନଙ୍କର କୌଣସି ସ୍ଥାନୀୟ ମନ୍ଦିରକୁ ଯାଇ ସେମାନଙ୍କ ବ୍ରତରେ କୁହା ଯାଇଥିବା ଦ୍ରବ୍ୟର ଚାରି ଭାଗରୁ ଏକ ଭାଗ ଅର୍ପଣ କରି ନିଜର ଭୁଲ ପାଇଁ କ୍ଷ-ମା ପ୍ରାର୍ଥନା କରନ୍ତୁ।

ମନ୍ଦିରରୁ ମିଳିଥିବା ଫୁଲ କେତେଦିନ ପର୍ଯ୍ୟନ୍ତ ନିଜ ପାଖରେ ରଖିବା ଉଚିତ। ମନ୍ଦିରରେ ମିଳିଥିବା ଫୁଲ ଗୁଡ଼ିକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ନିଜ ପାଖରେ ରଖନ୍ତୁ। ଏହା ପରେ ଏହି ଫୁଲ ଗୁଡିକୁ ପାଣିରେ ଭସାଇ ଦିଅନ୍ତୁ। କାରଣ କିଛି ସମୟ ପରେ ଏହାର ଫଳ ନାକା-ରାତ୍ମ-କ ହୋଇଯାଇଥାଏ।

ପୂଜାରେ ଦୀପ ଲି-ଭି ଗଲେ କଣ କରିବା ଉଚିତ। ଯଦି ପୁଜା କରୁଥିବା ସମୟରେ ରଖା ଯାଇଥିବା ଦୀପ ଲିଭିଯାଏ ତେବେ ଏହା ଖରାପ ବୋଲି ଧରାଯାଇଥାଏ। କିନ୍ତୁ ଏହି କ୍ଷେତ୍ରରେ ଆପଣ ଆପଣଙ୍କର ପ୍ରିୟ ଦେବତାଙ୍କୁ ଧ୍ୟାନ କରି ଦୀପଟିକୁ ପୁଣି ଥରେ ଜ-ଳାଇବା ଉଚିତ।ଏହା କରିବା ଦ୍ବାରା ଅ-ନିଷ୍ଟ ହୋଇନଥାଏ।

Google

ତେବେ ବନ୍ଧୁଗଣ ଯଦି ଆପଣ ଏହିଭଳି ସମସ୍ୟାରେ ପଡୁଛନ୍ତି ତେବେ କୁହା ଯାଇଥିବା ଉପାୟ ପାଳନ କରି ଭଗବାନଙ୍କର କୃପା ଲାଭ କରିପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *