Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଯଦି ସଫଳ ହେବାକୁ ଚାହୁଁଛନ୍ତି ତାହେଲେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଜକୁ ପଚାରନ୍ତୁ ତିନୋଟି ପ୍ରଶ୍ନ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ବିଷୟଟି ରହିଛି ଜୀ-ବନରେ ଯଦି ସଫଳ ହେବାକୁ ଚାହୁଁଛନ୍ତି ତାହେଲେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଜକୁ ପଚାରନ୍ତୁ ତିନୋଟି ପ୍ରଶ୍ନ ।

Google

ଦେଖନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ସଫଳ ବ୍ୟକ୍ତିଙ୍କ ଥରେ ପାଞ୍ଚଟି ଗୁଣ ରହିଥାଏ। ଯଦି ଆପଣଙ୍କ ମଧ୍ୟରେ ଏହି ପାଞ୍ଚଟି ଗୁଣ ରହିଛି ତାହେଲେ ଆପଣମାନେ ଜାଣି ନିଅନ୍ତୁ ଆପଣ ନିଶ୍ଚିତ ରୂପରେ ଦିନେ ନା ଦିନେ ଜଣେ ସଫଳ ବ୍ୟକ୍ତି ହେବେ ଏବଂ ଜୀ-ବନରେ ସଫଳତା ପ୍ରାପ୍ତ କରିବେ। ପ୍ରଥମ କଥା ହେଉଛି ସଫଳ ବ୍ୟକ୍ତି ମାନେ କେବେବି ଅନୁସୁଚନା କରନ୍ତି ନାହିଁ, ଦ୍ଵିତୀୟରେ ନିଜର ନିଷ୍ପତ୍ତି ବା-ବ-ଦରେ ଅନୁ-ତାପ କରି ବୃଥାରେ ସମୟ ଅପ-ଚୟ କରନ୍ତି ନାହିଁ କାରଣ ସେମାନେ ଜାଣି ଥାନ୍ତି ଏହାଦ୍ବାରା କିଛି ମଧ୍ୟ ଲାଭ ମିଳି ନଥାଏ। ଯାହା ପୂର୍ବରୁ ଚାଲି ଯାଇଛି, ତାହା ଅଯଥା ଚିନ୍ତା କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ମାନେ କେବେ ଅତୀତ କଥା ଚିନ୍ତା କରନ୍ତି ନାହିଁ। ଏମାନେ ଅତୀତର ଭୁଲକୁ ଅନୁ-ତାପ ନକରି ସେଥିରୁ କିଛି ଶିଖି ଥାନ୍ତି। ବଞ୍ଚିବା ପାଇଁ ଅର୍ଥ ଆବଶ୍ୟକ। ସଫଳ ବ୍ୟକ୍ତି ଅନ୍ୟାୟ ବା ଅସତ୍ ଉପାୟରେ ଅର୍ଥ ରୋଜଗାର କରିବାକୁ ପସନ୍ଦ କରନ୍ତି ନାହିଁ। ଜୀ-ବନରେ କେବେବି ଅନୁସୁଚନା କରିବାକୁ ପଡି ନଥାଏ। ଜୀ-ବନରେ ସଫଳ ହେବାକୁ ଇଛା କରୁଥିବା ବ୍ୟକ୍ତି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଜକୁ ତିନୋଟି ପ୍ରଶ୍ନ ପଚାରନ୍ତୁ , କଣ କରିବି? ଏହାର ଫଳ କଣ ଘ-ଟିବ? ତାହାର ମହତ୍ୱ କଣ? ଏହାକୁ ନେଇ ଗଭୀର ବି-ଚାର କରି ଥାନ୍ତି। ଏହି କାରଣ ଯୋଗୁଁ ଏହି ଲୋକେ ଜୀ-ବନରେ ସଫଳ ହୋଇ ଥାନ୍ତି। ସଫଳ ବ୍ୟକ୍ତି ମାନଙ୍କର ବହୁତ ସୁନ୍ଦର ବ୍ୟକ୍ତିତ୍ଵ ଏହା ରହିଥାଏ କି ଏମାନେ ସବୁ ପ୍ରକାରର ସମସ୍ୟାକୁ ଗୌଣ ମନେ କରନ୍ତି। ଏମାନଙ୍କର କୌଣସି ନି-ନ୍ଦା ବା ଅପ-ବାଦ ପ୍ରତି ଖାତିର ନଥାଏ। ଏମାନେ କେବେବି ଶସ୍ତା ପ୍ରଶଂସା ପାଇବା ପାଇଁ ଲାଳା-ୟିତ ହୁଅନ୍ତି ନାହିଁ। ଚାଣକ୍ୟଙ୍କ ମତରେ ସଫଳ ବ୍ୟକ୍ତିଙ୍କ ଗୁଣ ହେଉଛି ଏମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବି-ଚାର କରନ୍ତି।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *