Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ଲୋକମାନେ ଏହି ଦିନ ଘର ପୋଛନ୍ତୁ ନାହିଁ ନହେଲେ ସ୍ୱାମୀ ଓ ପରିବାର ହୋଇଯିବେ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣମାନେ ନିଜ ଜୀ-ବନରେ କିଛି ନୁଆ କଥା ଶିଖିବା ପାଇଁ ଚାହୁଁଥାନ୍ତି ତେବେ ଏହି ପୋଷ୍ଟଟିକୁ ଶେ-ଷ ପର୍ଯ୍ୟନ୍ତ ପଢନ୍ତୁ। ବନ୍ଧୁଗଣ କଥାରେ ରହିଅଛି କି ସ୍ୱଛତା ହିଁ ଭଗବାନ। ଏହାର ଅର୍ଥ ଯେପରି ମନୁଷ୍ୟ ନିଜେ ଖୁସିରେ ରହିବା ପାଇଁ ଭଗବାନଙ୍କୁ ସ୍ମରଣ କରିଥାଏ ଭଗବାନଙ୍କୁ ପୁଜା ଅର୍ଚ୍ଚନା କରିଥାଏ। ଏହା ଦ୍ବାରା ମନୁଷ୍ୟ ଭଗବାନଙ୍କୁ ସ୍ମରଣ କରି ତାଙ୍କ ଆଶୀର୍ବାଦ ପାଇବା ପାଇଁ ହସ ଖୁସିରେ ରହିଥାଏ। ଠିକ ସେହିପରି ଯଦି ମନୁଷ୍ୟ ନିଜେ ଓ ନିଜ ଘରକୁ ସଫା ସୁତରା ରଖିବା ସହ ନିଜର ଆଖ ପାଖକୁ ମଧ୍ୟ ସଫା ସୁତରା ରଖିଥାଏ ତେବେ ସେ ସାରାଜୀ-ବନ ନି-ରୋ-ଗି ଏବଂ ହସ ଖୁସିରେ ରହିଥାଏ। ଆମ ଶାସ୍ତ୍ରରେ ମଧ୍ୟ ଏହା ଉଲ୍ଲେଖ ରହିଛି ଯେ ଯେଉଁଠି ସ୍ୱଛତା ରହିଥାଏ ଭଗବାନ ସେଠାରେ ଆପେ ଆପେ ଆସି ବାସ କରିଥାନ୍ତି। କିନ୍ତୁ ବନ୍ଧୁଗଣ ଆମ ଶାସ୍ତ୍ରରେ ସଫା ସୁତରାକୁ ନେଇ କିଛି ବିଶେଷ ନିୟମ ବିଷୟରେ ଉଲ୍ଲେଖ ରହିଛି। ଯାହାକୁ ଯଦି ଆପଣ ପାଳନ ନକରନ୍ତି ତେବେ ଆପଣଙ୍କୁ ଦୁଃଖ କଷ୍ଟ ଭୋଗିବାକୁ ପଡ଼ିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ ଆମ ଶାସ୍ତ୍ର ଅନୁସାରେ ଗୃହ ସଫା କରିବାର ଏପରି କିଛି ନି-ୟମ ଓ ଉପାୟ ବିଷୟରେ ଯାହାକୁ ସମସ୍ତ ବ୍ୟକ୍ତି ପାଳନ କରିବା ଉଚିତ।

ତେବେ ବନ୍ଧୁଗଣ ପ୍ରଥମ ଉପାୟଟି ହେଉଛି। ଭୁଲରେ ବି ଦିନ ୧୨ ଟା ପରେ ଘର କେବେବି ପୋଛା ମାରନ୍ତୁ ନାହିଁ। ନଚେତ ଏହା କରିବା ଦ୍ବାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି। ଏବଂ ଆପଣଙ୍କ ଗୃହରୁ ବାହାରକୁ ଚାଲିଯାଇ ଥାନ୍ତି। କାରଣ ପ୍ରାତଃ କା-ଳଟି ହେଉଛି ମା ଲକ୍ଷ୍ମୀଙ୍କର ଆଗମନର ସମୟ। ଏଣୁ ସର୍ବଦା ଏହି ସମୟ ପୁର୍ବରୁ ଅର୍ଥାତ ସୂର୍ଯ୍ୟ ଉଦୟ ପୁର୍ବରୁ ଘରକୁ ସଫା ସୁତରା ରଖନ୍ତୁ ଓ ଘରର ମୁଖ୍ୟ ଦ୍ୱାରରେ ଝୋଟି କିମ୍ବା ଚିତା ଆଦି ପକାନ୍ତୁ। ଯାହା ଆପଣଙ୍କ ଗୃହ ପାଇଁ ଅତ୍ୟନ୍ତ ଶୁଭକାରୀ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

Google

ତେବେ ବନ୍ଧୁଗଣ ଦିତୀୟ ଉପାୟଟି ହେଉଛି। ମନେରଖନ୍ତୁ ଯେ କେବେବି ଗୁରୁବାରରେ ଘର ଧୁଆ ପୋଛା କରନ୍ତୁ ନାହିଁ।କିମ୍ବା ଘର ସଫା ସୁତରା କରନ୍ତୁ ନାହିଁ। କାରଣ ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାରଟି ମା ଲକ୍ଷ୍ମୀଙ୍କ ପାଇଁ ଖାସ ଦିନ ହୋଇଥାଏ। ଏହା ସହିତ ଗୁରୁ ଗ୍ରହ ଅର୍ଥାତ ବୃହସ୍ପତି ଗ୍ରହଙ୍କର ମଧ୍ୟ ଏହି ଦିନଟି ଅତ୍ୟନ୍ତ ଖାସ ହୋଇଥାଏ। ତେଣୁ ଏହି ଦିନରେ କେବେବି ଏପରି ଭୁଲ କାର୍ଯ୍ୟ କରନ୍ତୁ ନାହିଁ। ନଚେତ ମା ଲକ୍ଷ୍ମୀ ରୁଷ୍ଠ ହେବା ସହ ବୃହସ୍ପତି ଗ୍ରହଙ୍କର ଖରାପ ପ୍ର-ଭାବ ଆପଣଙ୍କ ଉପରେ ପଡ଼ିଥାଏ। ଏଣୁ ସର୍ବଦା ମନେ ରଖନ୍ତୁ ଗୁରୁବାର ଦିନ ପୂର୍ବ ଦିନ ଆଗରୁ ଅର୍ଥାତ ବୁଧବାର ଦିନ ଠାରୁ ଆପଣ ଆପଣଙ୍କର ଘରକୁ ଧୁଆ ପୋଛା କିମ୍ବା ସଫା ସୁତରା କରିବା ଉଚିତ ହୋଇଥାଏ। ଏହା ସହ ଭୁଲରେ ବି ମଧ୍ୟ ସନ୍ଧ୍ୟା ସମୟରେ ଘରର ସଫା କିମ୍ବା ଘରର ଲେପା ପୋଛା କରନ୍ତୁ ନାହିଁ। ଏବଂ ମନେ ରଖନ୍ତୁ ଗୁରୁବାର ଦିନ କେବେବି ପୁରୁଣା ଲୁଗା ପଟା କିମ୍ବା ପୁରୁଣା ବସ୍ତ୍ର ସଫା କରନ୍ତୁ ନାହିଁ। ନଚେତ ଏହା ଦ୍ବାରା ଆପଣଙ୍କ ଘରକୁ ଦରି-ଦ୍ରତା ମାଡ଼ି ଆସିବା ସହ ଘରେ ଅ-ଭାବ,ଅସୁବିଧା ଓ ସ-ଙ୍କଟ ଆସିଥାଏ। ଏଣୁ ବନ୍ଧୁମାନେ କେବେବି ଏପରି ଭୁଲ କାର୍ଯ୍ୟ କରନ୍ତୁ ନାହିଁ।

Google

ତେବେ ବନ୍ଧୁଗଣ ଏବେ ଆମେ ଜାଣିବା ଘର ଧୁଆ ପୋଛା କରିବାର କିଛି ବିଶେଷ ଉପାୟ ବିଷୟରେ। ଯାହାକୁ ଯଦି ଆପଣ ପାଳନ କରନ୍ତି ତେବେ ଆପଣଙ୍କ ଘରେ କେବେବି ଅ-ଭାବ ଅନ-ଟନ ଦେଖାଦେବ ନାହିଁ। ବନ୍ଧୁଗଣ ଯଦି ଆପଣ ଘର ସଫା କରୁଛନ୍ତି କିମ୍ବା ଆପଣଙ୍କ ଘର ପୋଛା କରୁଛନ୍ତି ତେବେ ମନେ ରଖନ୍ତୁ ସପ୍ତାହକୁ ଥରେ ସମୁଦ୍ର ପାଣି କିମ୍ବା ନିମ୍ବ ପତ୍ର ପାଣିରେ ଘର ନିଶ୍ଚୟ ଧୁଅନ୍ତୁ। ପ୍ରଥମେ ନିମ୍ବ ପତ୍ରକୁ ଏକ ପାତ୍ରରେ କିଛି ପାଣି ନେଇ ଫୁଟାନ୍ତୁ। ଏବଂ ଏହାକୁ ଛାଣି ଆପଣ ଏହାକୁ ଘର ପୋଛା ପାଣିରେ ମିଶାଇ ଘର ପଛନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ଘରେ ନାନାଦି ରୋ-ଗ ବ୍ୟାଧି ଆସି ନଥାଏ। ଏବଂ ଘରେ ସର୍ବଦା ହସ ଖୁସିର ବାତାବରଣ ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *