Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ରାଶି ମାର୍ଚ୍ଚ 16 ରୁ 22 ତାରିଖ ତୃତୀୟ ସପ୍ତାହ 100% ମହାଭାଗ୍ୟଶାଳୀ ସାବ୍ୟସ୍ତ ହେବେ ଭାଗ୍ୟ ବଦଳିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ସିଂହ ରାଶିର ପ୍ରଭାବ ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ କିପରି ରହିବ, ସେହି ବିଷୟରେ ଜାଣିବା। ଏହି ତାରିଖ ମଧ୍ୟରେ ବ୍ୟକ୍ତିବିଶେଷଙ୍କର ଭାଗ୍ୟ କିପରି ରହିବ ସେହି ବିଷୟରେ ଜାଣିବା। ଶୁଭ-ଅଶୁଭ, ଦୁଃଖ-ସୁଖ ଆଦି ସହିତ ଶୁଭ ଅଙ୍କ ଓ ସଠିକ ଉପାୟ ବିଷୟରେ ମଧ୍ୟ ଜାଣିବା।

ମାର୍ଚ୍ଚ ୧୬ ଓ ୧୭ ତାରିଖ:-

ଚନ୍ଦ୍ରମା ଆଜି ଆପଣଙ୍କ ରାଶିରେ ଗୋଚର କରିବ। ଆଜିର ଦିନଟି ଲାଭର ଦିନ ରହିବ। ଧାନ ସମସ୍ତ ସମସ୍ଯାର ଅନ୍ତ ହେବ। ଆଜି ଆପଣ କୌଣସି ନା କୌଣସି ମାର୍ଗରୁ ଧନ ଆୟ କରିବେ। ଏହା ସହିତ ଚନ୍ଦ୍ରମାଙ୍କ ଦୃଷ୍ଟି ଆପଣଙ୍କ ଉପରେ ରହିବ। ତେଣୁ ଆପଣ ପୈତୃକ ଧନ ପାଇବେ। ସୁଖ ସମୃଦ୍ଧି ମିଳିବ। ପୂର୍ବଦିନର ପରିଶ୍ରମର ଫଳ ପାଇବେ। ବ୍ୟବସାୟ କ୍ଷେତ୍ରରେ ବଡ ଧରଣର ଲାଭ ପାଇବେ। ଆଜିର ଦିନରେ ସାବଧାନ ରୁହନ୍ତୁ। ଛୋଟ ଛୋଟ କଥାରେ ମନାନ୍ତର, ମତାନ୍ତର ହେବାର ସମ୍ଭାବନା ଅଛି। ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ। ଶାରୀରିକ ଫୂର୍ତ୍ତି ଓ ମନ ଉତ୍ସାହରେ ପରିପୂର୍ଣ ରହିବ। କାମକାର୍ଯ୍ୟର ଗତି ମଧ୍ୟ କଷ୍ଟ ସାଧ୍ୟ ହେବ। ସ୍ୱଳ୍ପ ସମୟ ମଧ୍ୟରେ ଅଧିକ କାମ କରି ପ୍ରଶଂସାର ପାତ୍ର ହେବେ। ବ୍ୟବସାୟରେ ଉନ୍ନତି ହେବ। ଦାମ୍ପତ୍ୟ ଜୀ-ବନ ସୁନ୍ଦର, ମଧୁରତା ରହିବ। ଆର୍ଥିକ ସ୍ଥିତି ମଜବୁତ ରହିବ ଓ ନୂଆ ଯୋଜନାରେ ଅର୍ଥ ଉପାର୍ଜନ କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିବ। ବ୍ୟବସାୟ ପାର୍ଟନରସିପରେ କରୁଥିଲେ ଲାଭ ପାଇବେ।

Google

ମାର୍ଚ୍ଚ ୧୮ ଓ ୧୯ ତାରିଖ:-

ଚନ୍ଦ୍ରମା ଆଜି ଆପଣଙ୍କ ରାଶିରେ ଧନଭାଗରେ ଗୋଚର କରିବେ। ଦିନଟି ଶୁଭ ଓ ଲାଭରେ ପରିପୂର୍ଣ ରହିବ। ଆଜି ବହୁତ ଖୁସି ରହିବେ। ଛୋଟ ଛୋଟ କଥାରେ ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀ-ବନ ରୋମାଣ୍ଟିକ ରହିବ। ପ୍ରେମ ଜୀ-ବନରେ ଥିବା ବ୍ୟକ୍ତିମାନେ ଭଲ ସମୟ ବିତାଇବେ ଓ ଖୁସି ରହିବେ। ଛାତ୍ର-ଛାତ୍ରୀ ପାଠପଢା ପ୍ରତି ଧ୍ୟାନ ଦେବେ। ବ୍ୟବସାୟରେ ଲାଭ ମିଳିବ। କୋ-ର୍ଟ କ-ଚେରୀ ମା-ମଲା ଆପଣଙ୍କ ପକ୍ଷରେ ରହିବ। ଦୈନିକ ଆୟ ଦ୍ଵିଗୁଣ ହେବ। ଶାରୀରିକ ଫୂର୍ତ୍ତି ରହିବ। ସମସ୍ତେ ଖୁସିରେ ରହିବେ। ବ୍ୟବସାୟ ପାର୍ଟନରସିପରେ କରୁଥିଲେ ଲାଭ ମିଳିବ। ପଡୋଶୀଙ୍କ ସହିତ ସମ୍ପର୍କ ଭଲ ରହିବ। ଆପଣଙ୍କ ପାଇଁ ଦିଅନ୍ତି ଭଲ ରହିବ।

ମାର୍ଚ୍ଚ ୨୦-୨୧ ତାରିଖ:-

ଚନ୍ଦ୍ରମା ଆଜି ଆପଣଙ୍କ ରାଶିର କର୍ମ ଭାବରେ ପ୍ରବେଶ କରିବେ। ଭାଗ୍ଯର ରାସ୍ତାରେ ଅଧିକ କାର୍ଯ୍ୟଭାର ଅଛି। ଧନ ଲାଭ ହେବ। ମାନ, ସମ୍ମାନ ସହିତ ଉଚ୍ଚ ଅଧିକାରୀଙ୍କ ସହ ବସ ଉଠ ହେବ। ସରକାରୀ ଲୋକଙ୍କ ଆ-ଇନ ଆଜିର ଦିନତି ଶୁଭ ସାବ୍ୟସ୍ତ ହେବ। ରାଜନୀତି କ୍ଷେତ୍ରରେ ଦିନତୁ ଭଲ ପ୍ରମାଣିତ ହେବ। ବ୍ୟବସାୟରେ ନିବେଶରେ ପରିବର୍ତ୍ତନ ଆସିପାରେ। ଇଣ୍ଟରଭ୍ୟୁରେ ସଫଳ ହେବେ। ଅଣ୍ଟାବ୍ୟଥା, ମୁଣ୍ଡବ୍ୟ-ଥା ସମସ୍ଯା ପ୍ରତି ଧ୍ୟାନ ଦିଅନ୍ତୁ। ଖାଇବା ପିଇବା ପ୍ରତି ଯତ୍ନ ନିଅନ୍ତୁ। ପାରିବାରିକ ସହଯୋଗ ମିଳିବ। ଛାତ୍ରମାନେ ପ୍ରତିଯୋଗୀ ପରୀକ୍ଷା ପ୍ରତି ଧ୍ୟାନ ଦେବେ ଓ ପରୀକ୍ଷାରେ ସଫଳ ହେବେ।

ମାର୍ଚ୍ଚ ୨୧ ଓ ୨୨ ତାରିଖ:-

ଚନ୍ଦ୍ରମା ଆପଣଙ୍କ ରାଶିର ଭାଗ୍ୟରେଖାରେ ପ୍ରବେଶ କରିବେ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। ଲାଭ ମିଳିବ। ଘର ବାହାରେ ଶୁଭ ପରିମାଣ ମିଳିବାର ସୁଯୋଗ ଅଛି ଓ ଏଥିସହ ଧନ ମିଳିବ। ବ୍ୟବସାୟରେ ପାର୍ଟନରସିପ ଯୋଗୁଁ ଲାଭ ମିଳିବ। ମନୋବଳ ବୃଦ୍ଧି ହେବ। ଜୀ-ବନସାଥିଙ୍କର ସହଯୋଗ ମିଳିବ। ଦାଂ-ପତ୍ଯ ଜୀ-ବନରେ ସୁଖ-ସମୃଦ୍ଧି ଦେଖାଯିବ। ପ୍ରେମ ଜୀ-ବନ ବ୍ଯତୀତ କରୁଥିବା ଲୋକଙ୍କ ପାଇଁ ସମୟ ଉଚିତ ରହିବ। ଛାତ୍ରମାନଙ୍କ ସମୟ ମଙ୍ଗଳ ଓ ଶୁଭ ରହିବ। ଛାତ୍ରଙ୍କ ମନ ପାଠପଢାରେ କେନ୍ଦ୍ରିତ ହେବ। ନକା-ରାତ୍ମ-କ ଚିନ୍ତାଧାରା ସ-ମାପ୍ତ ହେବ। କିଛି ଖବର ଶୁଣି ଆପଣଙ୍କର ପ୍ରତି-କ୍ରିୟା ବଦଳିଯିବ। ପୋଡଶୀଙ୍କ ସହ ସମ୍ପର୍କ ଭଲ ରହିବ। ଗୃହଣି ଘରର କାମ ପ୍ରତି ଗୁରୁତ୍ଵ ଦେବେ।

Google

ଶୁଭ ରଙ୍ଗ ଓ ଶୁଭ ସଂଖ୍ୟା:-

୧୬ ଓ ୧୭ ତାରିଖ ପାଇଁ ଶୁଭ ରଙ୍ଗ ହେଉଛି ଲାଲ ଓ ଶୁଭ ସଂଖ୍ୟା ୫।

୧୮ ଓ ୧୯ ତାରିଖ ପାଇଁ ଶୁଭ ରଙ୍ଗ ହେଉଛି କମଳା ଓ ଶୁଭ ସଂଖ୍ୟା ୩।

୨୦,୨୧ ଓ ୨୨ ତାରିଖ ପାଇଁ ଶୁଭ ରଙ୍ଗ ହେଉଛି କଳା ଓ ସବୁଜ ଓ ଶୁଭ ସଂଖ୍ୟା ୯।

ଉପାୟ:-

ଆପଣ ଅଶୁଭ ଫଳକୁ ଶୁଭରେ ପରିଣତ କରିବା ପାଇଁ ଘରର ଇଶାଣ କୋଣରେ ଘିଅର ଦ୍ଵୀପ ଜ-ଳାନ୍ତୁ। ଛାତକୁ ପରିଷ୍କାର ରଖନ୍ତୁ। ଘରୁ ବାହାରକୁ ବାହାରିଲେ ଚନ୍ଦନ ଟିପା ଲଗାନ୍ତୁ। ବିଦ୍ୟାର୍ଥୀମାନେ ନିଜର ମନକୁ ଥଣ୍ଡା ରଖନ୍ତୁ। ବ୍ୟବସାୟ ଆରମ୍ଭ ପୂର୍ବରୁ ସ୍ଵସ୍ତିକ ଚିହ୍ନ ସହ ଆରମ୍ଭ କରନ୍ତୁ ବ୍ୟବସାୟ ସଫଳ ରହିବ। ୭ଟି ବାଦାମକୁ ମୁଣ୍ଡ ଚାରି ପାଖରେ ବୁଲାଇ ପ୍ରବାହିତ ଜଳରେ ଫି-ଙ୍ଗି ଦିଅନ୍ତୁ, ଏହାଦ୍ବାରା ସମସ୍ତ ନକା-ରାତ୍ମ-କ ଶକ୍ତି ଦୂରେଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *