Excuse Me Odisha

ଯାହା କହିବୁ ସତ କହିବୁ

ଶିବରାତ୍ରି 2021 : ମହାଶିବ ରାତ୍ରିରେ ଏହି ୪ଟି ରାଶିଙ୍କ ଭାଗ୍ୟ ଚମକିବ, ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେପରିକି ଆପଣ ମାନେ ଜାଣିଛନ୍ତି ଆଜି ହେଉଛି ମହା ଶିବରାତ୍ରି। ଅର୍ଥାତ ୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଚତୁର୍ଦ୍ଦଶୀ ତିଥି ଆମ ମାନଙ୍କ ପାଇଁ ଏକ ବହୁତ ହିଁ ଆମ ମାନଙ୍କ ପ୍ରିୟ ମହାଶିବରାତ୍ରି ଓ ଜାଗରର ଦିନ ଅଟେ। ଶାସ୍ତ୍ର ମାନଙ୍କରେ ରହିଅଛି କି ଜାଗର ଦିନ କି ମହା ଶିବରାତ୍ରି ଜାଗରର ଦିନ ଯଦି ଆପଣ ମହା ଦୀପ ଉଠୁ ଥିବାର ଦେଖନ୍ତି ତ ଆମ ମାନଙ୍କର ସମସ୍ତ ପା-ପ ମହା ପା-ପ ମଧ୍ୟ ନ-ଷ୍ଟ ହୋଇଯାଏ।

ଜାଗରରେ ଭଗବାନ ଭୋଳାନାଥଙ୍କର ଦର୍ଶନ ଓ ମହା ଦୀପର ଦର୍ଶନ ଅନେକ ପୁଣ୍ୟ ଆଣିଥାଏ ଜୀ-ବନରେ। ଏହା ତ ନିଶ୍ଚିତ ରୁପେ ସତ୍ୟ ଅଟେ। ଏହି ପର୍ବକୁ ଆମେ ବହୁତ ହିଁ ଧୁମଧାମରେ ପାଳନ କରିଥାଉ। ତେବେ ତାହା ସହିତ ଏହି ମହା ଶିବରାତ୍ରି ଆମ ମାନଙ୍କ ଜୀ-ବନରେ ରାଶି ଚକ୍ରରେ ମଧ୍ୟ କୌଣସି ପ୍ରଭାବ ପକାଇବାର ଅଛି ତାହା ଆସନ୍ତୁ ଜାଣିବା।

କିଛି ରାଶିଙ୍କ ପାଇଁ ବିଶେଷ କରି ୪ ଟି ରାଶିଙ୍କ ପାଇଁ ଆଜି ଠାରୁ ଅର୍ଥାତ ୧୧ ମାର୍ଚ୍ଚ ୨୦୨୧ ଠାରୁ ଯାହାକି ମହାଶିବରାତ୍ରି ଓ ଜାଗରର ଠାରୁ ଆପଣଙ୍କ ଜୀ-ବନରେ ମହା ପରିବର୍ତନ ହେବାର ଅଛି। ମହାଦେବଙ୍କର କୃପା ତ ସମସ୍ତଙ୍କ ଉପରେ ରହିଥାଏ। କିନ୍ତୁ ରାଶି ଚକ୍ରରେ ଏପରି ପରିବର୍ତନ ହେଉଅଛି କି ଆପଣଙ୍କୁ ମହାଦେବଙ୍କ କୃପା ସହିତ ଏହି ୪ଟି ରାଶିକୁ ମା ଲକ୍ଷ୍ମୀ ଏବଂ ଧନରାଜ କୁବେରଙ୍କର ମଧ୍ୟ କୃପା ପ୍ରାପ୍ତ ହେବ। ତ ଆପଣଙ୍କ ଜୀ-ବନରେ ପରିବର୍ତନର ସମୟ ଚାଲୁଅଛି। ଯେପରିକି ଆପଣ ମାନେ ଜାଣିଛନ୍ତି ମାର୍ଚ୍ଚ ମାସଟି ବହୁତ ରାଶିଙ୍କ ପାଇଁ ସେତୋଟା ଭଲ ରହେ ନାହିଁ। କିନ୍ତୁ ଆଜି ଠାରୁ ଅର୍ଥାତ ମହା ଶିବରାତ୍ରି ଠାରୁ ଆପଣଙ୍କ ଜୀ-ବନରେ ବଡ଼ ପରିବର୍ତନ ଆସିବ। ଏପରି କିଛି ପରିବର୍ତନ ଆସିବ ଯାହାକି ଆପଣ ବୁଝି ପାରିବେ ନାହିଁ। ଜୀ-ବନରେ କିଛି ନୁଆ କରିବାର ଆଶା ଆପଣଙ୍କ ଠାରେ ଉଜିବିତ ହେବ। ଜୀ-ବନକୁ ପରିବର୍ତନ କରିବାରେ ଜୀ-ବନକୁ ନୁଆ ଦିଗରେ ନେବାରେ ଆପଣ ଆଗ୍ରହୀ ଜଣାଯିବେ ଏବଂ ବହୁତ କିଛି ଘ-ଟିବ ଏହି ୪ ଟି ରାଶିର ବ୍ୟକ୍ତିଙ୍କ ଜୀ-ବନରେ ଯାହାକି ଏହି ମହା ଶିବରାତ୍ରି ଦିନକୁ ବା ଜାଗରକୁ ଭୁଲି ପାରିବେ ନାହିଁ। ତ ଆସନ୍ତୁ ବିଶେଷ ରୁପରେ ଜାଣିବା କି ଏହି ମହା ଶିବରାତ୍ରି ଆପଣଙ୍କ ଜୀ-ବନରେ କଣ ସବୁ ପରିବର୍ତନ ଆଣିକରି ଆସୁଅଛି।

Google

ବନିବାକୁ ଯାଉଛି ଏପରି ଏକ ମହା ସଂଯୋଗ ୪ ରାଶିଙ୍କ ଭାଗ୍ୟ ପୂର୍ଣ ଭାବରେ ବଦଳିବାକୁ ଯାଉଛି। ଏହି ୪ ଟି ରାଶିଙ୍କୁ ମା ଲକ୍ଷ୍ମୀଙ୍କର ଅପାର କୃପା ଓ ଧନରଜ କୁବେରଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଯେଉଁ କାରଣରୁ ଏମାନଙ୍କ ଜୀ-ବନରୁ ଦୁଃଖ ସମାପ୍ତ ହେବାକୁ ଯାଉଛି। ଧନ ଜନିତ ଅ-ଭାବ ଦୂର ହେବାକୁ ଯାଉଛି। ବହୁତ କିଛି ମିଳିଯିବ ଯାହାକି ଏମାନେ ଆଗରୁ ଚିନ୍ତାବି କରିନଥିବେ। ଏହି ୪ ଟି ରାଶିଙ୍କୁ ମିଳିବ ବହୁତ ଖୁସିର ଖବର।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ୪ ଟି ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କର ଜୀ-ବନରେ ଭାଗ୍ୟ ବଦଳି ଯିବାର ଅଛି। ତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଏହି ମହା ସଂଯୋଗ କାରଣରୁ କିଛି ଜାତକ ମାନଙ୍କ ମଧ୍ୟରେ କଣ ସବୁ ପ୍ରଭାବ ପଡୁଅଛି। ସବୁଠାରୁ ବଡ଼ ମହା ସଂଯୋଗ ଘଟି-ବାକୁ ଯାଉଛି। ଏହି ରାଶି ମାନଙ୍କ ଜାତକ ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତ ହେବ। ପୂର୍ଣ ଭାବରେ ବଦଳି ଯିବ, ଭାଗ୍ୟ ଖୋଲିଯିବ ମା ଲକ୍ଷ୍ମୀଙ୍କ କୃପା କାରଣରୁ ଏମାଙ୍କର ଭାଗ୍ୟ ଆଲୋକମୟ ହେବାକୁ ଯାଉଛି,ଚମକିବାକୁ ଯାଉଛି। ତେବେ ଆସନ୍ତୁ ସମ୍ପୂର୍ଣ ବିଷୟଟି ଜାଣିବା।

ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଆପଣ ନିଜର ଜୀ-ବନରେ ବଡ଼ ପରିବର୍ତନ ଦେଖିବାକୁ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ।ଗୃହକୁ ବିଭିନ୍ନ ପ୍ରକାରର ଖୁସି ଖବର ମିଳିବାକୁ ଲାଗିବ। କୌଣସି ଏକ ନୂତନ ଭାଗିଦାରୀ ବ୍ୟବସାୟରେ ପ୍ରବେଶ କରିବେ। ନୁଆ ନୁଆ ମିତ୍ର କରିବାକୁ ଆଗ୍ରହୀ ରହିବେ। ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା ମାନ ପ୍ରସ୍ତୁତ କରିବେ। କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିଯିବ। ଯେଉଁ ବି ନୁଆ କାର୍ଯ୍ୟ ଆପଣ ଆରମ୍ଭ କରିବାକୁ ଚିନ୍ତା ବିଚାର କରୁଛନ୍ତି ତ ଏବେ ଠାରୁ ଆପଣଙ୍କର ସମୟ ଶୁଭ ଅଟେ। ଆପଣ କୌଣସି ବି ନୁଆ କାର୍ଯ୍ୟ ଆରମ୍ଭ କରିପାରିବେ। ସମାଜରେ ଆପଣଙ୍କର ମାନ ସମ୍ମାନର ବୃଦ୍ଧି ପାଇବ। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସମ୍ପର୍କ ଗଢିବ।ଯଦି ଆପଣ କୌଣସି ନୁଆ କାର୍ଯ୍ୟ କରିବା ପାଇଁ ବିଦେଶ ଯିବା ପାଇଁ ଚାହୁଁଥିଲେ ତ ଏହି ସମୟ ଆପଣଙ୍କ ପାଇଁ ଶୁଭ ରହିବ। ଆପଣଙ୍କର ଗୃହକୁ କୌଣସି ନୁଆ ଅତିଥି ଆସିବେ। ଯେଉଁଥି ପାଇଁ ଆପଣଙ୍କର ଗୃହରେ ଆନନ୍ଦର ଲହରୀ ଖେଳିଯିବ। ଅର୍ଥାତ ଶିଶୁଙ୍କର ଆଗମନ ହୋଇପାରେ। ଆପଣଙ୍କର ଜୀ-ବନର ସମସ୍ତ ସମସ୍ୟା ଦୁଃଖ କଷ୍ଟ ମା ଲକ୍ଷ୍ମୀଙ୍କ କୃପା କାରଣରୁ ଦୂର ହୋଇଯିବ। ପିଲାଙ୍କର ସ୍ବାସ୍ଥ୍ୟର ଉନ୍ନତି ଆସିବ। ପିଲା ମାନେ ପିତା ମାତାଙ୍କର ଆଜ୍ଞକାରି ହେବେ। ପାଠ ପଢାରେ ଅଧିକ ଧ୍ୟାନ ଦେବେ। ନିଜର କ୍ୟାରିୟରକୁ ନେଇ କିଛି ନୁଆ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ଜୀ-ବନରେ ଚାଲୁଥିବା ସମସ୍ତ ସମସ୍ୟା ମାନଙ୍କର ମୁକ୍ତି ମିଳିଯିବ। ଆପଣଙ୍କର ଶ-ତୃ ଆପଣଙ୍କ ଠାରୁ ପରାସ୍ତ ହେବେ। ଆୟର ନୁଆ ସ୍ରୋତ ସୃଷ୍ଟି ହେବ। ରୋଜଗାରରେ ବୃଦ୍ଧି ହେବ। ହଠାତ ଧନ ପ୍ରାପ୍ତିର ଯୋଗ ବନୁଅଛି। ଆପଣଙ୍କର ଜୀ-ବନରେ ଏମିତି କିଛି ପରିବର୍ତନ ହେବ ଯାହା ଆପଣ ବିଶ୍ୱାସ ବି କରିପାରିବେ ନାହିଁ। ଆପଣଙ୍କର ଜୀ-ବନରେ ଖୁସିର ସମୟ ଆସିବାକୁ ଯାଉଛି। ତ ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି କୁମ୍ଭ ରାଶି, ତୁଳା ରାଶି, ସିଂହ ରାଶି ଏବଂ କନ୍ୟା ରାଶି। ଏହି ୪ ଟି ରାଶିର ଜାତକଙ୍କ ଜୀ-ବନ ପୂର୍ଣ ଭାବରେ ବଦଳି ଯିବ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *