Excuse Me Odisha

ଯାହା କହିବୁ ସତ କହିବୁ

ପ୍ରେମ କରୁଥିବା ଲୋକେ ସର୍ବଦା ଏହି କଥା ମନେ ରଖନ୍ତୁ ନ ହେଲେ ପରେ ପସ୍ତେଇବେ ।

ସେୟାର୍ କରନ୍ତୁ

ଚାଣକ୍ୟଙ୍କ ମତରେ ପ୍ରେମ କରିବା କୌଣସି ଖରାପ କଥା ନୁହେଁ। ଯଦି ଆପଣ ପ୍ରେମ କରୁଛନ୍ତି ତେବେ ତାହା ଭଲ କଥା। କିନ୍ତୁ ଅନ୍ଧ ଭଳି ପ୍ରେମ କରିବା ଅନୁଚିତ। ପ୍ରେମ କରନ୍ତୁ କିନ୍ତୁ ସୀମା ମଧ୍ୟରେ।

୨। କୌଣସି ଝିଅକୁ ପ୍ରେମ କରିବା ପୂର୍ବରୁ ତାକୁ ଭଲ ଭାବରେ ଜାଣିନେବା ଉଚିତ। ଆମେ କହୁଥିବା ପ୍ରଥମ ଦେଖରେ ଭଲ ପାଇବା ଭଳି କଥା ଆଦି ଫାଲତୁ କଥା। ପ୍ରକୃତ କଥା, ପ୍ରଥମ ଦେଖାରେ ପ୍ରେମ ହୁଏନାହିଁ। ପ୍ରଥମ ଦେଖରେ ଯେଉଁ ପ୍ରେମ ହୁଏ, ତାହା କେବଳ ସୁନ୍ଦରତା ଓ ଶାରୀରିକ ଗଠନକୁ ନେଇ ହୋଇଥାଏ। ତେଣୁ ପ୍ରଥମ ଦେଖରେ ଯେଉଁ ପ୍ରେମ ହୁଏ ତାହା ପ୍ରକୃତ ପ୍ରେମ ନୁହେଁ। ତାହା କ୍ଷଣସ୍ଥାୟୀ ଅଟେ। କୁହାଯାଏକି ସମସ୍ତ ସୁନ୍ଦର ଝିଅର ବଶରେ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିଥାନ୍ତି କିନ୍ତୁ ସବୁ ସୁନ୍ଦରୀ ଝିଅ ସେମିତି ନୁହନ୍ତି। ଏକ ସର୍ଭେ ଅନୁସାରେ ଜଣାପଡିଛିକି, ୮୦ ପ୍ରତିଶତ ଝିଅ ନିଜର ସୁନ୍ଦରତାର ଲାଭ ଉଠାଇବାକୁ ଚେଷ୍ଟା କରନ୍ତି।

୩। ଯଦି ଝିଅଟି ସୁନ୍ଦରୀ, ସଂସ୍କାରୀ ଓ ଚାଲାକ ଅଟେ ତେବେ ଏମିତି ଝିଅ ଧରା ହିଁ ସ୍ଵର୍ଗରେ ପରିଣତ ହୋଇଯାଏ। ଯଦି କେବଳ ସୁନ୍ଦରତାକୁ ଦେଖି ପ୍ରେମ କରିବେ ତେବେ ନର୍କର ଅନୁଭବ ପାଇବେ। ବର୍ତ୍ତମାନ ସ୍ଥିତିରେ ଚାଲାକ ହେବ ନିହାତି ଆବଶ୍ୟକ। ଯଦି ଚାଲାକ ହୋଇନଥିବେ ତେବେ ଅସୁବିଧା ହୋଇପାରେ। ତେଣୁ ଝିଅଟି ଚାଲାକ ହୋଇଥିବା ଦରକାର।

Google

୪। ପ୍ରେମକୁ ନେଇ ଚାଣକ୍ୟ ବହୁତ ଅନ୍ତରର କଥା କହିଛନ୍ତି। ଯେତେବେଳେ ଗୋଟିଏ ଝିଅ ପୁଅ ସହିତ କଥା ହୋଇଥାଏ। ତେବେ ସେ ଅନ୍ୟ କାହାକୁ ଭଲ ପାଇଥାଏ। ସେହି ସମୟରେ ଅନ୍ୟ କାହା ବିଷୟରେ ଭାବୁଥାଏ। ଏହି ଚିନ୍ତାଧାରା ବହୁ ଆଗରୁ ଚାଲି ଆସୁଅଛି। ଝିଅମାନେ ବିବାହ ପରେ ମଧ୍ୟ ଏହିଭଳି କାର୍ଯ୍ୟ କରିଥାନ୍ତି। ପ୍ରେମ କରିବା ପୂର୍ବରୁ ସାବଧାନ ହୋଇଯାନ୍ତୁ।

୫। ପ୍ରେମ କଦାପି ଖରାପ ନୁହେଁ। ପ୍ରେମ ହିଁ ଭଗବାନ ବୋଲି କୁହାଯାଏ। ଖରାପ ହୋଇଥାନ୍ତି ସେହି ଦୁଇଜଣ ଯେଉଁ ଦୁଇଜଣ ପ୍ରେମ କରିଥାନ୍ତି। ସେ ହୁଏତ ପୁଅ ହୋଇପାରେ ନଚେତ ଝିଅ ହୋଇପାରେ। ତେଣୁ ପ୍ରେମ କରନ୍ତୁ, କିନ୍ତୁ ବୁଝି ବି-ଚାରୀ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *