Excuse Me Odisha

ଯାହା କହିବୁ ସତ କହିବୁ

ବାଛନ୍ତୁ ଏଥିରୁ ଗୋଟିଏ ପୋଙ୍ଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ରହସ୍ୟ ଏବଂ ଦୁର୍ବ-ଳତା।

ସେୟାର୍ କରନ୍ତୁ

ଦେଖନ୍ତୁ ପିଲାଦିନେ ଉଡୁଥିବା ପରକୁ ଧରିବା ଓ ତାହାକୁ ନିଜର ନୋଟବୁକରେ ସଜେଇ କରି ରଖିବା ପ୍ରତ୍ୟକ ପିଲା ମାନଙ୍କର ପ୍ରିୟ ହୋଇଥାଏ। ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ସେମାନଙ୍କ ପରର ଆକାର ଓ ରଙ୍ଗବି ଅଲଗା ଅଲଗା ହୋଇଥାଏ କିନ୍ତୁ ଏହା ସବୁ ପ୍ରକାରର ତାଙ୍କୁ ଉଡିବାରେ ସହାୟକ ହୋଇଥାଏ। ଏଥି ପାଇଁ ମନବିଜ୍ଞାନ ଏହି ପୋଙ୍ଖର ଆଧାରରେ ଆପଣଙ୍କ ପସନ୍ଦକୁ ମାନସିକ ଭାବରେ ଉଡିବା ଅର୍ଥାତ ଆପଣଙ୍କ ବି-ଚାର ସହିତ ଯୋଡ଼ା ହୋଇଥାଏ। ଆପଣଙ୍କର ବି-ଚାର ହିଁ ଆପଣଙ୍କର ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରିଥାଏ। ଏଥି ପାଇଁ ମନବିଜ୍ଞାନର ଅନୁସାରେ ଏହି ପୋଙ୍ଖ ଗୁଡ଼ିକରେ ଆପଣଙ୍କର ପସନ୍ଦ ଓ ତା ସହିତ ଆପଣଙ୍କର ବ୍ୟକ୍ତିତ୍ୱର ବହୁତ ଗହ-ଳିର ରହସ୍ୟ କହିଥାଏ।ଏଠାରେ ଯାହାକି ଛବି ଉପରେ ଥିବା ୫ ଟି ପର ବା ପୋଙ୍ଖରେ ଆପଣଙ୍କର ପସନ୍ଦ ଆସୁଥିବା କୌଣସି ବି ଗୋଟିଏ ପୋଙ୍ଖକୁ ବାଛନ୍ତୁ ଗୋଟିଏ ପୋଙ୍ଖକୁ ହିଁ ବାଛିବେ। ଏବଂ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ। ରହସ୍ୟ ଆଉ କିଛି ଦୁର୍ବଳତା। ଏହି ରୁଚକ କଥା ଯାହାକି ହୁଏତ ଆପଣଙ୍କ ବିଷୟରେ ଆପଣ ଏ ପର୍ଯ୍ୟନ୍ତ ଜାଣି ପାରି ନାହାନ୍ତି। ତ ବାଛନ୍ତୁ ଆପଣଙ୍କର ପସନ୍ଦର ଗୋଟିଏ ପୋଙ୍ଖ।

ଯଦି ଆପଣ ପ୍ରଥମ ପୋଙ୍ଖଟିକୁ ବାଛିଛନ୍ତି ତ ଆପଣ ବହୁତ ହିଁ ଶାନ୍ତ ଓ ଦୟାଳୁଶୀଳ ସ୍ୱଭାବର ଅଟନ୍ତି। ଆପଣ ଲୋକମାନଙ୍କୁ ସାଥିରେ ନେଇକି ଚାଲିବାର ବିଶ୍ୱାସ ରଖିଥାନ୍ତି। ଏହା ହିଁ କାରଣ ଅଟେ କେବେବି କୌଣସି କଥା କେତେ ଉଗ୍ର ବି ହୋଇ ଥାଉ ନାଁ କାହିଁକି ସମସ୍ତଙ୍କର ମଙ୍ଗଳ ଚିନ୍ତା କରି ଯେଉଁ ପର୍ଯ୍ୟନ୍ତ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତି ପୂର୍ବକ ସମ୍ମୁଖିନ ହୋଇଥାନ୍ତି। ପରିସ୍ଥିତି ଯେପରିବି ହୋଇଥାଉନାଁ କାହିଁକି ଆପଣ ନିଜର ବିଷୟରେ ଚିନ୍ତା ନକରି ସମସ୍ତଙ୍କର ସାହାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ତାହା ସହିତ ଆପଣ ଅଳ୍ପ ଅନ୍ତରମୁଖି ସ୍ୱଭାବରେ ମଧ୍ୟ ହୋଇଥାନ୍ତି। କିନ୍ତୁ ଅନ୍ୟ ମାନଙ୍କର ଆବଶ୍ୟକତା ଓ ଖୁସିର ଧ୍ୟାନ ରଖି ଆପଣ ଅନ୍ୟ ମାନଙ୍କ ସହିତ ସର୍ବଦା ଯୋଡ଼ି ହୋଇ ରହିଥାନ୍ତି। ଏହି କାରଣରୁ ବି ଲୋକମାନେ ଆପଣଙ୍କୁ ଭୁଲ ବୁଝି ଥାଆନ୍ତୁ। ଆପଣ ବିନା ସ୍ୱାର୍ଥରେ କିଛି କାର୍ଯ୍ୟ କରୁଥିଲେ ମଧ୍ୟ ଲୋକମାନେ ସେଥିରେ କିଛି ସ୍ୱାର୍ଥ ଦେଖିଥାନ୍ତି। ଏବଂ ସେଥି ପାଇଁ କିଛି ଲୋକ ଆପଣଙ୍କୁ ଭୁଲ ବୁଝିଥାନ୍ତି। କିନ୍ତୁ କୌଣସି ବଡ଼ ଦିଲବାଲା ନାହିଁ ଏପରି କରିପାରେ।

Google

ଦ୍ଵିତୀୟ ପୋଙ୍ଖ। ଯଦି ଆପଣ ଦିତୀୟ ପୋଙ୍ଖ ବାଛୁଛନ୍ତି ତେବେ ଆପଣ କୌଣସି ବି କଥାକୁ ବହୁତ ଶୀଘ୍ର ହିଁ ଜାଣି ପାରିଥାନ୍ତି ଓ ବୁଝି ପାରିଥାନ୍ତି। କିନ୍ତୁ କୌଣସି କାମ ଆଗକୁ ଆସିଲେ ଆପଣ ବହୁତ ସହଜରେ କରିପାରିଥାନ୍ତି। ଓ ଅନ୍ୟ ମାନଙ୍କ ଠାରୁ ବି ଏପରି ଆଶା ରଖିଥାନ୍ତି। ଆପଣ ଏକ୍ଟିଭ ତ ଅଟନ୍ତି କିନ୍ତୁ ବେଳେବେଳେ ଭୁଲ ବି କରିବସନ୍ତି। ଆପଣ ନିଜର ପୋର୍ସନାଲ ଲାଇଫ ବ୍ୟକ୍ତିଗତ ଜୀ-ବନ କାହା ସହିତ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସାଙ୍ଗ ମାନଙ୍କ ସହ ସମୟ କାଟିବା ଆପଣଙ୍କୁ ଖୁବ ପସନ୍ଦ ହୋଇଥାଏ। ଏଠାରେ ହିଁ ସମସ୍ୟା ଆସିଥାଏ ଯାହାର ବି ସହିତ ଆପଣ ରହିଥାନ୍ତି ତାଙ୍କ ଠାରୁ ଏହି ଆଗ୍ରହ ରଖିଥାନ୍ତି କି ସେ ପୂର୍ଣ ଭାବରେ ସେ କେବଳ ଆପଣଙ୍କ ଉପରେ ଧ୍ୟାନ ରଖନ୍ତୁ। ଯାହାକି ଏପରି ହୋଇ ନଥାଏ। ତ ଆପଣ ତାଙ୍କ ଠାରୁ କଟି-ବାରେ ଲାଗିଥାନ୍ତି। ତ ଲୋକ ମାନଙ୍କୁ ଲାଗିଥାଏ ଯେ ଆପଣ କାହା ସହିତ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ପ୍ରକୃତ ସତ୍ୟ ଏହା ଅଟେ କି ଆପଣ ସମସ୍ତଙ୍କୁ ମିତ୍ର କରିବାରେ ଓ ସମସ୍ତଙ୍କ ସହ ମିଶିବାରେ ବହୁତ ହିଁ ଆନନ୍ଦ ଅନୁଭବ କରିଥାନ୍ତି।

ତୃତୀୟ ପୋଙ୍ଖ । ଯଦି ଆପଣ ତୃତୀୟ ପୋଙ୍ଖ ବାଛିଛନ୍ତି ତେବେ ଆପଣ ଆ-ତ୍ମନିର୍ଭ-ରଶିଳର ଉଦାହରଣ ହୋଇଥାନ୍ତି। ଜୀ-ବନର ଛୋଟିଆରୁ ଛୋଟିଆ ଜିନିଷ ଠାରୁ ଆପଣ କାହା ଉଦାର ନିର୍ଭର ରଖିବା ପସନ୍ଦ କରନ୍ତି ନାହିଁ। ଆପଣଙ୍କୁ ଲାଇଫରେ କୌଣସି ଗୋଟିଏ ନିର୍ଦିଷ୍ଟ ଲକ୍ଷ ନେଇ ଚାଲିବାର ବାସ୍ତବିକ ଅର୍ଥ ଜଣାଥାଏ। ନିଜର ଲକ୍ଷ୍ୟକୁ ପାଇବା ପାଇଁ ମଧ୍ୟ ଆପଣ ସିମ୍ପୁର୍ଣ ପ୍ରଶସ୍ନିତ ରହିଥାନ୍ତି। ଓ ସମ୍ପୂର୍ଣ ଉତ୍ସହିତ ଏବଂ ଏକାଗ୍ରତାର ସହିତ କାମ ପ୍ରାପ୍ତ କରିବା ପାଇଁ ଲାଗି ପଡ଼ନ୍ତି। ଆପଣ କେବେବି ହା-ର ନ ମାନିବା ଭୋଳି ବ୍ୟକ୍ତିତ୍ୱ ଅଟନ୍ତି। ଆପଣଙ୍କର ସବୁଠାରୁ ବିଶେଷ ଗୁଣ ଏହା ହିଁ ଅଟେ ଓ ଏହାହିଁ ଆପଣଙ୍କୁ ଆ-ତ୍ମବିଶ୍ୱାସୀ କରିଥାଏ। ଏବଂ ଅସଫଳତା ଭଳି କାର୍ଯ୍ୟ କରନ୍ତି ନାହିଁ। କି କେବେ ନି-ରାଶ ହୁଅନ୍ତି ନାହିଁ।ଆପଣ ଆଗକୁ ଯିବାର ରାସ୍ତା ଖୋଜିଥାନ୍ତି। ଲୋକମାନେ ଆପଣଙ୍କ ଅଧିନରେ କାମ କରିବା ପସନ୍ଦ କରିଥାନ୍ତି।

ଚତୁର୍ଥ ପୋଙ୍ଖ ଯଦି ଆପଣ ଚତୁର୍ଥ ପୋଙ୍ଖ ବାଛିଛନ୍ତି ତେବେ ଆପଣଙ୍କର ଗୁ-ପ୍ତ ଚରିତ୍ର ସହଜରେ କେହି ଜାଣି ପାରନ୍ତି ନାହିଁ। ଆପଣ ଏମିତି ବ୍ୟକ୍ତି ଅଟନ୍ତି ଆପଣଙ୍କୁ ଜାଣିବା ଏକ ରହସ୍ୟମୟ କଥା। କିନ୍ତୁ ଏହି ଏହି ରହସ୍ୟମୟ ଗୁଣର ମାଲିକ ବି ଆପଣ ଅଟନ୍ତି। ଆପଣଙ୍କର କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କରିବା ପରି ଅଟେ। ଆଉ ସମସ୍ୟା ଯେପରି ବି ହୋଇଥାଉ ନାଁ କାହିଁକି ତାହାର ଗୋଟିଏ ଯାଦୁ ପରି ସମାଧାନ ଆପଣଙ୍କ ନିକଟରେ ଅବଶ୍ୟ ରହିଥାଏ। ଆପଣ ଗୋଟିଏ କଳା-ତ୍ମକ ବ୍ୟକ୍ତି ଅଟନ୍ତି। ଓ ପ୍ରତ୍ୟକ କାର୍ଯ୍ୟକୁ ସଠିକ ଢଙ୍ଗରେ କରିବାକୁ ଇଛା ରଖିଥାନ୍ତି। ଲୋକମାନେ ଆପଣଙ୍କର କାର୍ଯ୍ୟର ମହତ୍ତ୍ୱ ଜାଣିଥାନ୍ତି ଓ ଆପଣଙ୍କ ସହ ମିତ୍ରତା କରିବା ପାଇଁ ଚାହିଁଥାନ୍ତି। ଆପଣଙ୍କର ବ୍ୟକ୍ତିତ୍ୱ ବହୁତ ହିଁ ପ୍ରଭାବଶାଳୀ ଅଟନ୍ତି। ଆଉ ଲୋକେମାନେ ଚାହିଁଲେ ବି ଆପଣଙ୍କର କୌଣସି କ୍ଷ-ତି କରିପାରିବେ ନାହିଁ। ଆପଣଙ୍କର ଠାରୁ କେହି ଏଡାଇ ଯାଇପାରନ୍ତି ନାହିଁ। କିନ୍ତୁ ବେଳେବେଳେ ଆପଣ ଠକାମୀର ଶି-କାର ମଧ୍ୟ ସହଜରେ ହୋଇପାରନ୍ତି। କିନ୍ତୁ ଆପଣ ଏହା ଜାଣି ନିଅନ୍ତୁ କି ଆପଣ ଜଣେ ମନୁଷ୍ୟ ହିଁ ଅଟନ୍ତି। ଓ ମନୁଷ୍ୟ ମାତ୍ରେ କି ହିଁ ଭୁଲ ହୋଇଥାଏ। ଏଥିରେ କିଛି ଦୁଃଖ କରିବାରେ ନାହିଁ। ଆପଣଙ୍କର ଏହି ବୁଭିନ୍ନତାର ରହସ୍ୟମୟ ସ୍ୱଭାବ କାରଣରୁ ଲୋକମାନେ ଆପଣଙ୍କୁ ସହଜରେ ବୁଝି ପାରନ୍ତି ନାହିଁ।

Google

ପଞ୍ଚମ ପୋଙ୍ଖ। ଯଦି ଆପଣ ପଞ୍ଚମ ପୋଙ୍ଖ ବାଛିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି। ଆପଣଙ୍କର କ୍ରିଏଟିଭିଟି ଓ କଳ୍ପନା ଶକ୍ତିର ହିଁ ଆପଣଙ୍କର ସବୁଠାରୁ ବଡ଼ ଗୁଣ ଅଟେ କିନ୍ତୁ ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା ଏହା ଅଟେ କି ଆପଣଙ୍କୁ ଆପଣଙ୍କର କ୍ଷମତା ଉପରେ ବିଶ୍ୱାସ ହିଁ ନଥାଏ। ଏହାହିଁ କାରଣ ଅଟେ କି ଏତେ ପ୍ରଭାବଶାଳୀ ହେବା ସ୍ୱତେ ମଧ୍ୟ ଆପଣ ବହୁତ ଥର ଆପଣଙ୍କୁ ଅସଫଳତାର ମୁହଁ ଦେଖିବାକୁ ପଡ଼ିଥାଏ। ଏହାହିଁ ଆପଣଙ୍କୁ ଚିନ୍ତିତ ରଖିଥାଏ। ଆପଣ ଏହା ଭୁଲି ଯାଆନ୍ତି କି ପ୍ରତ୍ୟକ ଘ-ଟଣା କୌଣସି ନାଁ କୌଣସି କାରଣରୁ ପ୍ରଥମରୁ ହିତୟ ଅଟେ। ଆପଣଙ୍କୁ ନିଜକୁ ସାବ୍ୟସ୍ତ କରିବା ପାଇଁ ଅଳ୍ପ ସମୟ ଦେବାର ଆବଶ୍ୟକତା ଅଛି। ଆପଣ ନିଜର କାର୍ଯ୍ୟକୁ ପୂର୍ଣ ସୋଚଟତାର ସହିତ କରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *