Excuse Me Odisha

ଯାହା କହିବୁ ସତ କହିବୁ

ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି ୬ଟି ନାମର ଲୋକ, ଭୋଳାନାଥଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥାଏ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ଅଧିକାଂଶ ଲୋକ ମହାଦେବଙ୍କ ପୂଜାର୍ଚ୍ଚନା କରିବାକୁ ପସନ୍ଦ କରିଥାନ୍ତି। ମହାଦେବ ନିଜର ଭକ୍ତଙ୍କ ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି ଏବଂ ସେମାନଙ୍କର ସମସ୍ତ କଷ୍ଟ ଦୂର କରି ଦେଇଥାନ୍ତି। ବହୁତ କମ୍ ଲୋକ ରହିଛନ୍ତି ଯେଉଁମାନେ ମହାଦେବଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି। ଯଦି ଭୋଳାନାଥଙ୍କ କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ରହିଥିବ ତାହେଲେ ତାଙ୍କ ଜୀ-ବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଏ ଏବଂ ତାଙ୍କ ଜୀବନ ଖୁସିରେ ଭରି ଯାଏ। ଆଜି ଆମେ ଏପରି ୬ଟି ନାମର ଲୋକଙ୍କ ବିଷୟରେ ଜାଣିବା ଯାହାଙ୍କୁ ସାକ୍ଷାତ ମହାଦେବଙ୍କ ଅଂଶ ବୋଲି ମାନା ଯାଇଥାଏ। ଏମାନେ ମହାଦେବଙ୍କ ସବୁଠାରୁ ବଡ଼ ଭକ୍ତ ଅଟନ୍ତି। ମହାଦେବ ଏମାନଙ୍କର ସମସ୍ତ ଇଚ୍ଛା ଖୁବ୍ ଶୀଘ୍ର ପୂରଣ କରିଥାନ୍ତି। ଏମାନଙ୍କ ସହିତ ଶ-ତ୍ରୁତା କରିବା ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହି ୬ଟି ନାମର ଲୋକଙ୍କ ବିଷୟରେ।

୧/ A ନାମର ଲୋକ , ଯେଉଁ ଲୋକଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନେ ମହାଦେବଙ୍କ ସବୁଠାରୁ ପ୍ରିୟ ହୋଇ ଥାନ୍ତି। ମହାଦେବ ଏମାନଙ୍କୁ ସବୁ ଖରାପ ପରିସ୍ଥିତିରୁ ରକ୍ଷା କରି ଥାନ୍ତି। ଭଗବାନ ଶିବ ଏମାନଙ୍କୁ କେବେବି କୌଣସି ପ୍ରକାରର ସମସ୍ୟା ରେ ପକାନ୍ତି ନାହିଁ। ଯଦି ଏମାନଙ୍କ ଜୀବନରେ କେବେ ସମସ୍ୟା ଆସିଥାଏ, ତେବେ ଭଗବାନ ଶିବ ଏମାନଙ୍କୁ ରକ୍ଷା କରି ଥାନ୍ତି।

୨/ C ନାମର ଲୋକ , ଯେଉଁ ଲୋକମାନଙ୍କ ନାମ C ଅକ୍ଷର ରୁ ଆରମ୍ଭ ହୋଇଥାଏ, ଏମାନେ ମଧ୍ୟ ମହାଦେବଙ୍କ ଅଂଶ ବୋଲି ମାନା ଯାଇଥାଏ। ଏହି ବ୍ୟକ୍ତି ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଭଗବାନ ଶିବ ସାହାଯ୍ୟ କାରିଥାନ୍ତି। ଯଦି ଏହି ବ୍ୟକ୍ତିଙ୍କ ସହିତ ଅନ୍ୟ ବ୍ୟକ୍ତି ଶତ୍ରୁତା କରିଥାଏ, ତେବେ ତାହାର ଖରାପ ସମୟ ଶୀଘ୍ର ଆରମ୍ଭ ହୋଇଯାଏ।

Google

୩/ J ନାମର ଲୋକ, ଯେଉଁମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ମହାଦେବଙ୍କ ଭକ୍ତ ହୋଇଥାନ୍ତି ଏବଂ ଭଗବାନ ମହାଦେବଙ୍କ ଆରାଧନା କରି ଥାନ୍ତି। ଭଗବାନ ଶିବ ଏମାନଙ୍କୁ ସବୁ ସମସ୍ୟାରୁ ମୁକ୍ତି ଦେଇଥାନ୍ତି ଏବଂ ସେମାନଙ୍କର ଖରାପ ପରିସ୍ଥିତିରେ ର-କ୍ଷା କରି ଥାନ୍ତି। ମହାଦେବ ଏମାନଙ୍କ ଉପରେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ।

୪/ P ନାମର ଲୋକ, ଯେଉଁମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସର୍ବଦା ଖୁସି ରହିଥାନ୍ତି। ମହାଦେବ ଏହି ବ୍ୟକ୍ତିଙ୍କୁ ସବୁ ସମସ୍ୟାରୁ ବାହାରିବା ପାଇଁ ମାର୍ଗ ବନେଇ ରଖି ଥାନ୍ତି ।

୫/ S ନାମର ଲୋକ, ଯେଉଁମାନଙ୍କ ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ଏମାନଙ୍କ ଉପରେ ଭଗବାନ ଶିବଙ୍କ ଆଶିର୍ବାଦ ସର୍ବଦା ରହିଥାଏ, ଯେଉଁ କାରଣରୁ ଏମାନଙ୍କୁ କୌଣସି କଠିନ ସମସ୍ୟାର ସାମ୍ନା କରିବାକୁ ପଡି ନଥାଏ। ମହାଦେବ ଏମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି

Google

୬/ V ନାମର ଲୋକ, ଯେଉଁମାନଙ୍କ ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନଙ୍କୁ ମହାଦେବ ସର୍ବଦା ଖୁସିରେ ରହିଥାନ୍ତି , ଯଦି କୌଣସି ବ୍ୟକ୍ତି ଏମାନଙ୍କ ସହିତ ଶ-ତ୍ରୁତା କରିଥାଏ, ତାହେଲେ ଏମାନଙ୍କୁ ମହାଦେବଙ୍କ କ୍ରୋ-ଧର ସାମ୍ନା କରିବାକୁ ପଡ଼ିଥାଏ। ଏହି ନାମର ବ୍ୟକ୍ତି ମହାଦେବଙ୍କ ସବୁଠାରୁ ନିଜର ହୋଇଥାନ୍ତି, ଯେଉଁ କାରଣରୁ ମହାଦେବ ଏମାନଙ୍କ ଉପରେ କୌଣସି କଠିନ ସମସ୍ୟା ଆସିବାକୁ ଦିଅନ୍ତି ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *