Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀ ଗଣେଶଙ୍କ ଆଶିର୍ବାଦରେ ଏହି ୪ଟି ରାଶିର ଲୋକଙ୍କୁ ଜବରଦସ୍ତ ହେବ ଲାଭ , ଭାଗ୍ୟ ସବୁ କ୍ଷେତ୍ରରେ ସପକ୍ଷରେ ରହିବ।

ସେୟାର୍ କରନ୍ତୁ

ଗ୍ରହ ନକ୍ଷତ୍ରର ଚଳନ ଲଗାତାର ବଦଳୁ ଥାଏ। ଯେଉଁଥିପାଇଁ ୧୨ଟି ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ। ଜ୍ୟୋତିଷ ସୂଚନା ଅନୁସାରେ ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହର ଚଳନ ଠିକ ରହିଲେ ଏଥିଯୋଗୁଁ ଜୀବନରେ ସକା-ରାତ୍ମ-କ ପରିଣାମ ପ୍ରାପ୍ତ ହେବ। କିନ୍ତୁ ଗ୍ରହର ଚଳନ ଠିକ୍ ନହେବା କାରଣରୁ ଜୀ-ବନରେ ବହୁତ ସମସ୍ୟା ଉତ୍ପନ୍ନ ହେବାକୁ ଲାଗି ଥାଏ। ପ୍ରତ୍ୟେକ ମନୁଷ୍ୟ ଜୀ-ବନରେ ସୁଖ ଦୁଃଖ ଆସିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ ଏବଂ ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ଅଟକେଇ ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ, କିଛି ରାଶିର ଲୋକେ ଏଭଳି ରହିଛନ୍ତି, ଯେଉଁମାନଙ୍କ କୁଣ୍ଡଳୀ ରେ ଗ୍ରହ ନକ୍ଷତ୍ରର ସ୍ଥିତି ଶୁଭ ସଂକେତ ଦେଉଛି। ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶ୍ରୀଗଣେଶଙ୍କ କୃପା ଦୃଷ୍ଟି ରହିବ । ଅନେକ କ୍ଷେତ୍ରରେ ଆପଣ ଫାଇଦା ଉଠାଇବେ। ଭାଗ୍ୟ ସବୁ କ୍ଷେତ୍ରରେ ଆପଣଙ୍କ ସପକ୍ଷରେ ରହିବ। ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟବାନ ରାଶି କେଉଁ ଗୁଡିକ ?

ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଉପରେ ରହିବ ଭଗବାନ ଶ୍ରୀଗଣେଶଙ୍କ ଆଶିର୍ବାଦ ।

ସିଂହ ରାଶିର ଲୋକଙ୍କ ଉପରେ ଭଗବାନ ଶ୍ରୀଗଣେଶଙ୍କ  ବିଶେଷ ଆଶିର୍ବାଦ ରହିବ। ବ୍ୟାପାରରେ ଲଗାତାର ସଫଳତା ହାସଲ କରିବେ। ଆପଣ ନିଜ ଶ-ତ୍ରୁକୁ ପରାସ୍ତ କରିବେ। ଆୟର ସ୍ରୋତ ବୃଦ୍ଧି ହୋଇପାରେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। କୌଣସି ପୁରୁଣା ନିବେଶରେ ଭାରୀ ମାତ୍ରାରେ ଲାଭ ମିଳିବ। ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ରହିବ, ଯାହାଦ୍ଵାରା ଆପଣଙ୍କୁ ଭବିଷ୍ୟତ ରେ ଲାଭ ମିଳିବ। କୋ-ର୍ଟ କ-ଚେରୀ ମାମ-ଲାରେ ଆପଣଙ୍କୁ ସଫଳତା ମିଳିବ। ପଡୋଶୀ ମାନଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ।

Google

ଧନୁ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଭଗବାନ ଶ୍ରୀଗଣେଶଙ୍କ ଆଶିର୍ବାଦରେ ବଡ଼ ମାତ୍ରାରେ ଧନଲାଭ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ। ପ୍ରଭାବଶାଳୀ ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ବୃଦ୍ଧି ପାଇବ। ଉଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିପାରେ। ବଡ଼ ନିବେଶ କରିବା ପାଇଁ ଯୋଜନା କରି ପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ଜୀ-ବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରହିବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

କୁମ୍ଭ ରାଶିର ଲୋକଙ୍କୁ ଦୂର ସଞ୍ଚାର ମାଧ୍ୟମରେ ସୁଖଦ ସମାଚାର ମିଳିବ। ଯାହାଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପ୍ରେମ ସମ୍ବନ୍ଧରେ ଚାଲିଥିବା ସମସ୍ୟା ଦୂର ହେବ। ଶ୍ରୀଗଣେଶଙ୍କ ଆଶିର୍ବାଦ ଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଜୀ-ବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାର ବ୍ୟବସାୟ ଠିକଠାକ ଚାଲିବ। ସଂପତ୍ତି ସମ୍ବନ୍ଧିତ ମାମ-ଲାରେ ଭାରୀ ଲାଭ ମିଳିବାର ସମ୍ଭାବନା ରହିଛି।

ମୀନ ରାଶିର ଲୋକଙ୍କ ଉପରେ ଭଗବାନ ଗଣେଶଙ୍କ ବିଶେଷ ଆଶିର୍ବାଦ ରହିବ। ପୂଜାପାଠରେ ଆପଣଙ୍କର ମନ ଲାଗିବ। କୌଣସି ଅସହାୟ ଲୋକଙ୍କୁ ସହାୟତା କରିବାର ଉତ୍ତମ ଅବସର ମିଳିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ଉତ୍ତମ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରାପ୍ତ ହେବ। ବ୍ୟାପାରକୁ ଆଗକୁ ବଢେଇବା ପାଇଁ ପ୍ରୟାସ ସାର୍ଥକ ହେବ। କ୍ୟାରିୟରରେ ଲଗାତାର ସଫଳତା ମିଳିବ। ଆପଣଙ୍କ ମନରେ ଚାଲିଥିବା ଦ୍ଵନ୍ଦର ସମାପ୍ତି ହେବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କୁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। ଜୀ-ବନସାଥୀଙ୍କ ସହଯୋଗ ଦ୍ୱାରା ଆପଣଙ୍କର ଅନେକ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ନିଜ କ୍ରୋ-ଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ଅଯଥା ବି-ବା-ଦ ହୋଇପାରେ। ସନ୍ତାନଙ୍କ ତରଫରୁ ଦୁଃଖଦ ସମାଚାର ମିଳିପାରେ, ଯାହାଦ୍ଵାରା ଆପଣ ଚିନ୍ତିତ ରହି ପାରନ୍ତି। ଚାକିରି କ୍ଷେତ୍ରରେ ମାହୋଲ ସାମାନ୍ୟ ରହିବ। ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ବନେଇ ରଖନ୍ତୁ। କୌଣସି ବଡ଼ ନିବେଶ କରିବା ପୂର୍ବରୁ ଭଲଭାବରେ ବି-ଚାର କରିବା ଆବଶ୍ୟକ, ନଚେତ ହାନୀ ହେବାର ସମ୍ଭାବନା ରହିଛି।

Google

ବୃଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କ ମନରେ ଶାନ୍ତି ରହିବ। ଆପଣଙ୍କୁ ନିଜ କାର୍ଯ୍ୟ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। କୋ-ର୍ଟ କ-ଚେରୀ ମାମ-ଲାରେ ଦୂରେଇ ରହିବା ଆବଶ୍ୟକ। ରାଜନୀତି କ୍ଷେତ୍ରରେ ଜ-ଡିତ ଲୋକଙ୍କୁ ହାନୀ ହେବାର ଯୋଗ ରହିଛି। ନୂଆ ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ । ପ୍ରେମ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ।

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ ନିଜର ମୂଲ୍ୟବାନ ବସ୍ତୁକୁ ସମ୍ଭାଳି ରଖନ୍ତୁ। ନଚେତ ଚୋ-ରି ହେବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତିକୁ ନେଇ ବି-ବାଦ ହେବାର ସମ୍ଭାବନା ରହିଛି। ଆପଣ କିଛି ମାମ-ଲାରେ ଶାନ୍ତିପୂର୍ଣ୍ଣ ଭାବରେ ବୁଝାମଣା କରନ୍ତୁ। ଆପଣଙ୍କୁ ନିଜ ଭାଗ୍ୟ ଅପେକ୍ଷା ନିଜ ପରିଶ୍ରମ ଉପରେ ଭରସା ରଖିବା ଆବଶ୍ୟକ। ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ବ୍ୟବସାୟ ମାମ-ଲାରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଯାତ୍ରା ସମୟରେ ଗାଡି ସାବଧାନ ହୋଇ ଚଳାଚଳ କରନ୍ତୁ। ନଚେତ ଦୁର୍ଘ-ଟଣା ଘଟିବାର ସମ୍ଭାବନା ରହିଛି। ଆପଣ ନିଜ ଭବିଷ୍ୟତକୁ ନେଇ ଅଧିକ ବି-ଚାର କରିବେ। ସନ୍ତାନଙ୍କ ଦାୟିତ୍ଵ ସମ୍ପନ୍ନ କରିବେ। ଜୀ-ବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ କରିବେ। ଆପଣଙ୍କର ଦାମ୍ପତ୍ୟ ଜୀ-ବନ ସୁଖମୟ ରହିବ। ପ୍ରେମ ଜୀ-ବନରେ ସତର୍କ ରହିବାର ଆବଶ୍ୟକତା ରହିଛି। ପାରିବାରିକ ଆବଶ୍ୟକତା ଉପରେ ଧନ ଖର୍ଚ୍ଚ ହୋଇପାରେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ସଫଳତା ପାଇବେ।

କନ୍ୟା ରାଶିର ଲୋକଙ୍କୁ ଅଯଥା ଖର୍ଚ୍ଚର ସାମ୍ନା କରିବାକୁ ପଡିପାରେ।ସାମାଜିକ ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ରୋଜଗାର ପ୍ରାପ୍ତିର ପ୍ରୟାସ ସଫଳ ରହିବ। ପ୍ରାଇଭେଟ ଚାକିରି କରୁଥିବା ଲୋକଙ୍କୁ ନିଜର ପ୍ରୟାସ ଜାରି ରଖିବା ଉଚିତ, ତାପରେ ସଫଳତା ସୁନିଶ୍ଚିତ ପ୍ରାପ୍ତ ହେବ। ଜୀ-ବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଧର୍ମକର୍ମ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। କୌଣସି ପ୍ରକାରର ବି-ବା-ଦରେ ସାମିଲ ହୁଅନ୍ତୁ ନାହିଁ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ମହିଳା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ଯାହାଦ୍ଵାରା ଘରର ବାତାବରଣ ସୁଖମୟ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଟଙ୍କାପଇସା ଆଦାନପ୍ରଦାନ ସମୟରେ ସାବଧାନ ରୁହନ୍ତୁ।, ନଚେତ ଧନହାନୀ ହେବାର ସମ୍ଭାବନା ରହିଛି। ସନ୍ତାନଙ୍କ ତରଫରୁ ଚିନ୍ତା ମିଳିପାରେ। ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

Google

ବିଛା ରାଶିର ଲୋକଙ୍କର ଗ୍ରହ ନକ୍ଷତ୍ର ସ୍ଥିତି ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଆପଣଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ନଚେତ ଦାୟିତ୍ବହୀନତା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଚାକିରି କ୍ଷେତ୍ରରେ ମାହୋଲ ସୁଖମୟ ରହିବ। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ମାତାପିତାଙ୍କ ଠାରୁ ଆଶିର୍ବାଦ ପ୍ରାପ୍ତ ହେବ। ବ୍ୟାପାର ମାମ-ଲାରେ ନୂଆ ଯୋଜନା ପ୍ରସ୍ତୁତ କରିବେ, ଯାହାଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ।

ମକର ରାଶିର ଲୋକଙ୍କୁ ପାରିବାରିକ ମା-ମଲା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଭାଇଭଉଣୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ରୋଜଗାର ନଥିବା ଲୋକଙ୍କୁ ଭଲ ଚାକିରି ମିଳିବାର ଯୋଗ ରହିଛି। ଆପଣଙ୍କ ପରିଶ୍ରମ ସଫଳ ରହିବ। ଅଟକି ରହିଥିବା କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସହାୟତା ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *