Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନୋଟି ରାଶିର ସ୍ବପ୍ନ ସାକାର କରିବେ ମହାବଳୀ ହନୁମାନ, କାର୍ଯ୍ୟରେ ମିଳିବ ଅଧିକ ସଫଳତା।

ସେୟାର୍ କରନ୍ତୁ

ଗ୍ରହ ନକ୍ଷତ୍ରର ଚଳନ ଲଗାତାର ବଦଳି ଥାଏ, ଯେଉଁଥି ପାଇଁ ପ୍ରତ୍ୟେକ ମନୁଷ୍ୟ ଜୀ-ବନରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଜୀ-ବନ କେତେବେଳେ ସୁଖମୟ ରହିବ ଏବଂ କେବେ ଜୀ-ବନରେ ସମ-ସ୍ୟା ଦେଖିବାକୁ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ନକ୍ଷତ୍ରର ଚଳନ ଠିକ ରହିଥାଏ , ତାହେଲେ ଶୁଭ ପରିଣାମ ପ୍ରାପ୍ତ ହୁଏ, କିନ୍ତୁ ଏହାର ସ୍ଥିତି ଠିକ୍ ନହେବା କାରଣରୁ ଜୀ-ବନରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହାକୁ ଅଟକେଇ ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକ ଏଭଳି ରହିଛନ୍ତି ଯେଉଁମାନଙ୍କ କୁଣ୍ଡଳୀରେ ଗ୍ରହନକ୍ଷତ୍ରର ଚଳନ ଶୁଭ ସଂକେତ ଦେଉଛି। ଏହି ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ କୃପାଦୃ-ଷ୍ଟୀ ରହିବ ଏବଂ ଅ-ଧୁରା ସ୍ବପ୍ନ ପୂରଣ ହେବାର ପ୍ରବଳ ଯୋଗ ରହିଛି। ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ।

ଆସନ୍ତୁ ଜାଣିବା ମହାବଳୀ ହନୁମାନ କେଉଁ ରାଶିର ସ୍ବପ୍ନ କରିବେ ପୂରଣ ।

ମେଷ ରାଶିର ଲୋକଙ୍କ ଉପରେ ମହାବଳୀ ହନୁମାନଙ୍କ କୃପା ଦୃଷ୍ଟି ରହିବ। ଅପ୍ରତ୍ୟାଶିତ ରୂପରେ ଧନଲାଭ ହେବାର ଯୋଗ ରହିଛି। ବ୍ୟାପାରରେ ବୃଦ୍ଧି ହେବ। ବି-ଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଉଚିତ ଦିଗରେ ପ୍ରୟାସ କରନ୍ତୁ, ପରିଶ୍ରମ ଅନୁସାରେ ଫଳ ସୁନିଶ୍ଚିତ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣ ନିଜର ଲକ୍ଷ୍ୟକୁ ହାସଲ କରିବାରେ ସଫଳ ରହିବେ। ପାରିବାରିକ ମାହୋଲ ସୁଖମୟ ରହିବ। ମାତାପିତାଙ୍କ ଠାରୁ ଆଶିର୍ବାଦ ମିଳିବ। କୌଣସି ପୁରୁଣା ନିବେଶ ରେ ଭାରୀ ମାତ୍ରାରେ ଲାଭ ମିଳିବ। ବନ୍ଧୁଙ୍କ ସହିତ ମଉଜ ମସ୍ତି କରିବେ।

Google

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ଆପଣଙ୍କର କୌଣସି ଅଧୁରା ଇଚ୍ଛା ପୂରଣ ହେବ। ମହାବଳୀ ହନୁମାନ ଙ୍କ କୃପାରୁ ଆପଣଙ୍କ ପରିଶ୍ରମ ସାର୍ଥକ ହେବ। ପ୍ରଭାବୀ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହୋଇ ପାରେ। ଲାଭର ଅନେକ ଅବସର ହାତକୁ ଆସିବ। ରୋଜଗାର ଖୋଜୁଥିବା ଲୋକଙ୍କୁ ଚାକିରି ମିଳିବାର ଯୋଗ ରହିଛି। ଆର୍ଥିକ ସ୍ଥିତି ସୁଦୃଢ ରହିବ। ବ୍ୟାପାର କ୍ଷେତ୍ରରେ ଅଧିକ ଲାଭ ମିଳିବ। ସ୍ବାସ୍ଥ୍ୟ ରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ଜୀ-ବନସାଥୀ ଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ।

ତୁଳା ରାଶିର ଲୋକଙ୍କୁ କ୍ୟାରିୟର ଏବଂ କାର-ବାର ରେ ଅଧିକ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି। ମହାବଳୀ ହନୁମାନ ଙ୍କ କୃପାରୁ ନିବେଶ ସମ୍ବନ୍ଧିତ କାର୍ଯ୍ୟରେ ଉତ୍ତମ ଲାଭ ମିଳିବ। ଲକ୍ଷ୍ୟ ପ୍ରାପ୍ତ ହୋଇପାରେ। ଶ୍ଵଶୁର ଘର ଲୋକଙ୍କ ଠାରୁ ଲାଭ ମିଳିପାରେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ମାର୍ଗଦର୍ଶନ ମିଳିବ, ଯାହାଦ୍ଵାରା ଆପଣ କ୍ୟାରିୟରରେ ଲଗାତାର ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀ-ବନରେ ଜୀ-ବନସାଥୀ ଙ୍କ ସହ ମଧୁର ସମ୍ପର୍କ ବଢିବ। ପ୍ରେମ କରୁଥିବା ଲୋକେ ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବାର ଯୋଗ ରହିଛି।

ଆସନ୍ତୁ ଜାଣିବା ବାକି ରାଶି ଗୁଡ଼ିକର କିପରି ରହିବ ସମୟ –

ବୃଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ କୌଣସି ନୂଆ କାର୍ଯ୍ୟ ବନେଇବା ପାଇଁ ଯୋଜନା କରି ପାରନ୍ତି , କିନ୍ତୁ କୌଣସି ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ବି-ଚାର କରି ନିଅନ୍ତୁ। ଆପଣଙ୍କ ମନରେ ଅନେକ କଥା ଚାଲିବା ହେତୁ ଆପଣ ବ୍ୟାକୁଳ ଅନୁଭବ କରିବେ। ଭାଇଭଉଣୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆପଣଙ୍କୁ ନିଜ କ୍ରୋ-ଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

Google

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ବ୍ୟାପାରରେ ସଫଳତା ହାସଲ କରିବେ। ସନ୍ତାନଙ୍କ ପକ୍ଷରେ ଆପଣଙ୍କୁ ଶୁଭ ସମାଚାର ଶୁଣିବାକୁ ମିଳିପାରେ। ଆପଣ ମାନସିକ ରୂପରେ ସୁଦୃଢ ରହିବେ। କୌଣସି ପ୍ରକାରର ବିବା-ଦରେ ସାମିଲ ହୁଅନ୍ତୁ ନାହିଁ। ଚାକିରି କ୍ଷେତ୍ରରେ ମାହୋଲ ସାମାନ୍ୟ ରହିବ। ବରିଷ୍ଠ ଅଧିକାରୀ ଏବଂ ସହକର୍ମୀଙ୍କ ସହିତ ଉତ୍ତମ ତାଳମେଳ ବନେଇ ରଖନ୍ତୁ। ଅଚାନକ ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇ ଆପଣ ଖୁସି ହେବେ।

ସିଂହ ରାଶିର ଲୋକଙ୍କୁ ଅଧିକ ସମ୍ଭାଳି ରହିବା ଉଚିତ। ଚାକିରି ଏବଂ କାର୍ଯ୍ୟାଳୟରେ କିଛି ବି-ରୋଧୀ ଆପଣଙ୍କ ବିରୁ-ଦ୍ଧରେ ଷ-ଡ଼ଯ-ନ୍ତ୍ର କରି ପାରନ୍ତି। ସାମାଜିକ ଦା-ୟରା ବୃଦ୍ଧି ହେବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପିତାମାତାଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟରେ ସମ୍ମିଳିତ ହୋଇ ପାରନ୍ତି। ଈଶ୍ୱର ଭକ୍ତି ଦ୍ଵାରା ଆପଣଙ୍କ ମନ ଶାନ୍ତ ରହିବ। ରୋଜଗାର କ୍ଷେତ୍ରରେ ପ୍ରୟାସ ସଫଳ ରହିବ।

Google

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଜରୁରୀ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ଗୁପ୍ତ ଶତ୍ରୁ ସକ୍ରିୟ ରହିବେ। ଶତ୍ରୁ ଆପଣଙ୍କୁ ହ-ଇରା-ଣ କରିବାକୁ ପ୍ରୟାସ କରି ପାରନ୍ତି। ଦାମ୍ପତ୍ୟ ଜୀ-ବନ ସୁଖମୟ ରହିବ। ଜୀ-ବନସାଥୀ ଆପଣଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରିବେ। ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ବିଛା ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରପ୍ର ହେବ। ପାରିବାରିକ ଆବଶ୍ୟକତା ପଛରେ ଧନ ଖର୍ଚ୍ଚ ହୋଇପାରେ । ଭାଇଭଉଣୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ବ୍ୟାପାରରେ ସମସ୍ୟା ଦେଖା ଦେଇପାରେ। ଭାଗୀଦାର ମାନଙ୍କ ଗତିବିଧି ଉପରେ ଧ୍ୟାନ ରଖନ୍ତୁ। ଅଚାନକ ଦୂର ସଞ୍ଚାର ମାଧ୍ୟମରେ ଦୁଃଖଦ ସମାଚାର ମିଳିପାରେ। ଯେଉଁ କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି।

ଧନ ରାଶିର ଲୋକଙ୍କ ପାଇଁ ସମୟ କଷ୍ଟକାରୀ ସାବ୍ୟସ୍ତ ହୋଇପାରେ। କୌଣସି ପୁରୁଣା ବେମାରୀକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବା ଆବଶ୍ୟକ। ବନ୍ଧୁଙ୍କ ସହଯୋଗ ଦ୍ଵାରା ଧନଲାଭ ହୋଇପାରେ। ପାରିବାରିକ ଆବଶ୍ୟକତା ପୂରଣ ହେବ। ଜୀ-ବନସାଥୀଙ୍କ ତରଫରୁ କିଛି ଉପହାର ମିଳିପାରେ। ପରିବାର ସଦସ୍ୟଙ୍କ ସହିତ କୌଣସି ମାଙ୍ଗଳିକ ସମାରୋହରେ ସାମିଲ ହୋଇ ପାରନ୍ତି। ଆପଣଙ୍କୁ ନିଜ ଚିନ୍ତାଧାରା ସକା-ରାତ୍ମ-କ ରଖିବା ଉଚିତ। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ।

Google

ମକର ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। କିଛି ମହାନ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଯାହାଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଚାକିରି କ୍ଷେତ୍ରରେ ଜରୁରୀ କାର୍ଯ୍ୟ ସମ୍ପନ୍ନ ହେବ। ଜମିବାଡ଼ି ମାମ-ଲାର ସମାଧାନ ହେବ। ଚାକିରି କ୍ଷେତ୍ରରେ ସବୁ କାର୍ଯ୍ୟ ଉଚିତ ସମୟରେ ସମାପନ କରନ୍ତୁ। ଅଚାନକ ଆପଣଙ୍କ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। କଠିନ ପରିସ୍ଥିତିରେ ଆପଣଙ୍କୁ ଧର୍ଯ୍ୟର ସହିତ ଚାଲିବାକୁ ପଡ଼ିବ।

କୁମ୍ଭ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଚାକିରି କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ନିଜ କଠିନ ପରିଶ୍ରମ ଅନୁସାରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ନଚେତ ବି-ବାଦ ହେବାର ସମ୍ଭାବନା ରହିଛି। କୌଣସି ନିବେଶରେ ବୁଝି ବି-ଚାରି ନିଷ୍ପତ୍ତି ନିଅନ୍ତୁ। ବ୍ୟାପାର କ୍ଷେତ୍ରରେ ଜ-ଡିତ ଲୋକଙ୍କୁ ନୂତନ କୌଶଳ ବ୍ୟବହାର କରିବା ଆବଶ୍ୟକ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ।

ମୀନ ରାଶିର ଲୋକେ କାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟାପାର କାର୍ଯ୍ୟରେ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିବ। ଯାତ୍ରା ସମୟରେ ଗାଡି ଚଳାଚଳ ସାବଧାନ ହୋଇ କରନ୍ତୁ। ବି-ରୋଧୀ ମାନଙ୍କ ଠାରୁ ସାବଧାନ ରହିବାର ଆବଶ୍ୟକତା ରହିଛି। ଆମଦାନୀରେ ବୃଦ୍ଧି ହୋଇପାରେ, ଏହାର ସମ୍ପୂର୍ଣ୍ଣ ଫାଇଦା ନିଅନ୍ତୁ। ସମୟର ସଦୁପଯୋଗ କରିବା ଶିଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *