Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରି ଦିନଠାରୁ ଏହି ୫ଟି ରାଶିରେ ଧନର ବର୍ଷା  ହେବ ଏବଂ ଭାଗ୍ୟ ଖୋଲିଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ୧୧ ମାର୍ଚ୍ଚ ୨୦୨୧ ମହା ଶିବରାତ୍ରି ପର୍ବ। ଗ୍ରହର ବନିବାକୁ ଯାଉଛି ମହାସଂଯୋଗ। ପ୍ରଭୁ ଭୋଳାନାଥଙ୍କ କୃପାରୁ ଏହି ୫ ଟି ରାଶିର ଭାଗ୍ୟ ପୁରାପୁରି ବଦଳିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁସାରେ ୧୨ ଟି ରାଶି ରହିଥାଏ। ଏବଂ ଏହି ୧୨ ଗୋଟି ରାଶି ଉପରେ ପଡୁଥିବା ଦ-ଶା ଅନୁସାରେ ହିଁ କୌଣସି ଜାତକର ଭାଗ୍ୟ ବା ବର୍ତମାନର ଚାଲୁଥିବା ଉଥାନ ପତନର ସମ୍ଭାବନା ଜଣା ପଡ଼ିଯାଇଥାଏ। ଏହି ଠାରେ କହି ରଖୁଛୁ ଯେ ପ୍ରତ୍ୟକ ରାଶିର ଭଲ ଗୁଣ ଏବଂ ଦୁର୍ବଳତା ମଧ୍ୟ ରହିଥାଏ। ପ୍ରତ୍ୟକ ରାଶିର ନିଜର ସ୍ୱୟଂ ବିଶିଷ୍ଟ ଗୁଣ, ଇଛା ଏବଂ ଲୋକଙ୍କର ପ୍ରତି ଆ-ଚାର ବ୍ୟବହାର ଅଲଗା ଅଲଗା ରହିଥାଏ। ଆପଣଙ୍କୁ କହି ରଖୁଛୁ ଯେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାର ଗ୍ରହ ମାନଙ୍କର ଚଳନ କାରଣରୁ ଏମିତି ମହା ସଂଯୋଗ ବନୁଛି ଯେ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଏହି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି।

ଯଦି ଏହି ରାଶି ଅନୁସାରେ ସବୁଠାରୁ ଶୁଭ ରାଶି ବୋଲି କୁହାଯାଏ ତେବେ ମଧ୍ୟ ଏହା ଭୁଲ ହେବ ନାହିଁ। ପ୍ରଭୁ ଭୋଳାନାଥଙ୍କର କୃପା ଏହି ୫ ଟି ରାଶି ଉପରେ ରହିବ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ମେଷ ରାଶି:-

ସବୁଠାରୁ ମହା ଭାଗ୍ୟଶାଳୀ ରାଶି ମାନଙ୍କର ମଧ୍ୟରେ ମେଷ ରାଶିର ଲୋକମାନେ ହୋଇଥାନ୍ତି। ଗ୍ରହ ମାନଙ୍କର ଚଳନରେ ହେଉଥିବା ମହା ପରିବର୍ତନ କାରଣରୁ ମେଷ ରାଶିର ଲୋକମାନଙ୍କୁ ଆଗାମୀ ଭବିଷ୍ୟତରେ ବ୍ୟାପାର ବାଣିଜ୍ୟରେ ଲାଭ ହେବା ସହିତ ଧନ ପ୍ରାପ୍ତିର ନୁଆ ନୁଆ ଉପାୟ ମଧ୍ୟ ଉତ୍ପନ ହେବ। ପ୍ରଭୁ ଭୋଳାନାଥଙ୍କର କୃପାରୁ ଆପଣଙ୍କର ଆଗାମୀ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ଏମିତିକି ଆଗାମୀ ସମୟରେ ଆପଣଙ୍କୁ ଆପଣଙ୍କର ପରିଶ୍ରମର ଉଚିତ ଫଳ ମିଳିବ। ଯଦି ଆମେ ସିଧାସଳଖ କହିବା ତେବେ ମେଷ ରାଶିର ଲୋକମାନଙ୍କର ଭାଗ୍ୟ ଏବେ ଖୋଲିବାକୁ ଯାଉଛି।

Google

ସିଂହ ରାଶି:-

ଆପଣଙ୍କୁ କହିରଖୁଛେ ଯେ ଏହି ରାଶିର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ। ପ୍ରଭୁ ଭୋଳାନାଥଙ୍କର କୃପାରୁ ଆପଣଙ୍କୁ ଉପହାର କିମ୍ବା କୌଣସି ଖାସ ଜିନିଷ ପ୍ରାପ୍ତି ହେବ। ଏହା ସହିତ ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କର ମଧ୍ୟ ପଦନ୍ନତି ହେବାର ଯୋଗ ବନୁଅଛି। କହିଦେଉଛୁ ଯେ ନୁଆ ବ୍ୟାପାର ବାଣିଜ୍ୟ ପାଇଁ ମଧ୍ୟ ଏହି ସମୟ ବହୁତ ଅନୁକୂଳ ଅଟେ। ଆପଣ ଜାଣିଲେ ଖୁସି ହେବେ ଆପଣଙ୍କୁ ବ୍ୟାପାରରେ ଧନ ଲାଭ ହେବାର ଶୁଭ ଯୋଗ ବନୁଅଛି।

କୁମ୍ଭ ରାଶି:-

ଯେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେମାନଙ୍କର ମଧ୍ୟରୁ ଗୋଟିଏ ରାଶି ହେଉଛି କୁମ୍ଭ ରାଶି।ଏହି କୁମ୍ଭ ରାଶିର ଜାତକରେ ଗ୍ରହ ପରିବର୍ତନ କାରଣରୁ ବଡ଼ ପରିବର୍ତନ ଦେଖିବାକୁ ମିଳିବ। ଏହି ସମୟରେ ଆପଣଙ୍କର ଜୀ-ବନ ଖୁସିପୂର୍ଣ ରହିବ। ଯେଉଁ ଲୋକମାନେ ଏହି ବର୍ଷ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଏହି ବର୍ଷ ଚାକିରି ନିଶ୍ଚୟ ମିଳିବ। ଏହା ସହିତ ଏହି ସମୟରେ ଭୂମି ଏବଂ ଧନ ସମ୍ପତ୍ତି ସହିତ ଜ-ଡ଼ିତ ମା-ମଲା ଗୁଡ଼ିକ ଖୁବ ଶୀଘ୍ର ସମାପ୍ତ ହୋଇଯିବ।

କନ୍ୟା ରାଶି:-

ଏହି ରାଶିର ଛାତ୍ର ଛାତ୍ରୀ ମାନଙ୍କୁ ବହୁତ ବଡ଼ ଲାଭ ମିଳିବା ପାଇଁ ଯାଉଛି। ଯଦି ଆପଣ ଯେଉଁ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ସେହି କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ଜାଣି ରଖନ୍ତୁ ଯେ ପ୍ରଭୁ ଭୋଳାନାଥଙ୍କର କୃପାରୁ ଅନେକ ପ୍ରଚେଷ୍ଟା କଲା ପରେ ଆପଣଙ୍କର ଉନ୍ନତି ଏବଂ ଧନଲାଭରେ ବୃଦ୍ଧି ହେବାର ଯୋଗ ବନୁଅଛି। ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମଧ୍ୟ ମିଳିପାରେ।

Google

ତୁଳା ରାଶି:-

ଏହି ତୁଳା ରାଶିର ଲୋକମାନଙ୍କର ସବୁଠାରୁ ଖାସ କଥା ଏହିକି ଯେ ଏହି ରାଶିର ଲୋକମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏବଂ ଶନି ଏମାଙ୍କର ନେତୃତ୍ୱ ନେଇ ଥାନ୍ତି। ଏହି ରାଶିର ଲୋକେ ଏବେ ନିଜର ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ପ୍ରତି କ୍ଷେତ୍ରରେ ସଫଳତା ପାଇବେ। ଏହି ରାଶିର ଜାତକରେ ପ୍ରଭୁ ଭୋଳାନାଥଙ୍କର କୃପା ଦୃଷ୍ଟି ହେବା କାରଣରୁ କେହିବି ଆପଣଙ୍କର କିଛି ବି ମଧ୍ୟ କ୍ଷ-ତି କରିପାରିବେ ନାହିଁ। ଆପଣଙ୍କର ଆର୍ଥିକ ମା-ମଲା ଗୁଡ଼ିକ ଖୁବ ଶୀଘ୍ର ସମାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *