Excuse Me Odisha

ଯାହା କହିବୁ ସତ କହିବୁ

କାହିଁକି ହିନ୍ଦୁ ଧର୍ମରେ ବାହାଘର ପୁର୍ବରୁ କୁଣ୍ଡଳି ମିଳାଇବା ଜ-ରୁରୀ ଅଟେ ।

ସେୟାର୍ କରନ୍ତୁ

ବନ୍ଧୁଗଣ ବାହାଘର ଏକ ବହୁତ ପବିତ୍ର ସମ୍ବନ୍ଧ ଅଟେ। ଏହା ଏକ ଏପରି ବନ୍ଧନ ହୋଇଥାଏ ଯାହା ଦ୍ବାରା କେବଳ ଦୁଇ ଜଣଙ୍କର ସମ୍ବନ୍ଧ ବନିନଥାଏ। ଦୁଇ ପରିବାର ମଧ୍ୟରେ ସଂପର୍କ ଗଢି ଉଠିଥାଏ। ବାହାଘର ପରେ ଉଭୟ ଝିଅ ଏବଂ ପୁଅ ନିଜ ସହିତ ନିଜ ପରିବାରର ଉତର ଦାୟିତ୍ୱ ତୁଲାଇ ଥାନ୍ତି। ସେଥି ପାଇଁ ଏହି ସମ୍ବନ୍ଧ ମିତ୍ରତା,ଘନିଷ୍ଠତା ଓ ସାମଞ୍ଜସ୍ୟ ରହିବା ବହୁତ ଆବଶ୍ୟକ ହୋଇଥାଏ। ସେଥିପାଇଁ ଏପରି କୁହାଯାଏ ଯେ ଯଦି ଭଲ ଜୀ-ବନସାଥୀଟିଏ ମିଳିଯାଏ ତ ବ୍ୟକ୍ତି ଜୀ-ବନର ସମସ୍ତ କଠିନ ରୁ କଠିନ ସମୟ ମଧ୍ୟ ସହଜରେ ଓ ଭଲରେ ପାରି ହୋଇଯାଇଥାଏ। କିନ୍ତୁ ଯଦି ଏହି ସମ୍ବୋଦ୍ଧରେ ବିଶ୍ୱାସ, ପ୍ରେମ ଓ ସାମଞ୍ଜସ୍ୟ ନଥାଏ ତେବେ ଦୁଇ ଜଣଙ୍କ ଜୀ-ବନ ବହୁତ କଠିନ ହୋଇଯାଇଥାଏ। ଏହି କାରଣରୁ ସନାନ୍ତନ ଧର୍ମରେ କୁଣ୍ଡଳି ମିଳାଇବାର ପ୍ରଥା ରହିଛି। ବ୍ୟକ୍ତିଙ୍କ କୁଣ୍ଡଳି ତାଙ୍କ ଜନ୍ମସ୍ଥାନ, ରାଶି, ନାମ ଇତ୍ୟାଦି ଅନୁସାରେ ତିଆରି କରାଯାଏ। ଏହା ସହିତ କୁଣ୍ଡଳି ମିଳାଇବା ଦ୍ବାରା ଏହି ଜଣା ପଡ଼ିଯାଇଥାଏ କି ବିବାହ ପରେ ଝିଅ ପୁଅ ସୁଖ ଶାନ୍ତିରେ ଜୀ-ବନ ବିତାଇବେ କି ନାହିଁ। ଜଣଙ୍କ ଗ୍ରହ ଅନ୍ୟ ଜଣଙ୍କ ଉପରେ କିପରି ପ୍ରଭାବ ପକାଇବ ଏବଂ ତାର ପରିଣାମ କଣ ହେବ। ଇତ୍ୟାଦି କଥା ଆମେ ଜାଣି ପାରୁ। ତେବେ ଆସନ୍ତୁ ଜାଣିବା ଦୁଇ ଜନଙ୍କ କୁଣ୍ଡଳିରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ।

ବିବାହ ପାଇଁ ଦୁଇଜଣଙ୍କର ୩୬ ଗୁଣ ମଧ୍ୟରୁ ଅତି କମରେ ୧୮ ଟି ଗୁଣ ମିଶିବା ଆବଶ୍ୟକ। ବିବାହ ବେଳେ ଯେତେବେଳେ କୁଣ୍ଡଳି ମିଶା ଯାଇଥାଏ ସେତେବେଳେ ପୁଅ କୁଣ୍ଡଳିରେ ବହୁ ବିବାହ ଯୋଗ, ବିଦୁର ଯୋଗ ଏବଂମାର୍ଗରୁ ବି-ଚ୍ୟୁ-ତ ହେବା ଯୋଗ ଇତ୍ୟାଦି ଦେଖାଯାଇଥାଏ। ଯଦି କୁଣ୍ଡଳିରେ ଏପରି ଯୋଗ ଥାଏ ତେବେ ବିବାହରେ ବହୁତ ବି-ଘ୍ନ ଆସିଥାଏ। ସେହିପରି ଝିଅ କୁଣ୍ଡଳିରେ ବି-ଧବା ଯୋଗ, ବି-ଷକନ୍ୟା ଯୋଗ ଏବଂ ବହୁ ପତି ଯୋଗ ଦେଖାଯାଇଥାଏ। ବର ଓ କନ୍ୟାଙ୍କ କୁଣ୍ଡଳି ଆଧାରରେ ମୋଟ ୮ ଟି ଗୁଣ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ୮ ଟି ଗୁଣ କଣ ଅଟେ।

Google

ବର୍ଣ୍ଣ: ଯେଉଁଥିରେ କନ୍ୟା ଏବଂ ବରଙ୍କର ବର୍ଣ୍ଣ ବା ଜାତି ମିଶାଯାଇଥାଏ। ବୈଶ୍ୟ: ଅର୍ଥାତ ଦୁଇଜଣଙ୍କ ମଧ୍ୟରୁ କିଏ ଅଧିକ ପ୍ରଭାବଶାଳୀ ଏହି ଗୁଣରେ ଦେଖାଯାଇଥାଏ। ତାରା ଯେଉଁଥିରେ ଦୁଇଜଣଙ୍କର ନକ୍ଷତ୍ର ତୁଳନା କରାଯାଇଥାଏ। ଗୃହ ମନ୍ତ୍ରୀ ଏହି ଗୁଣ ଦ୍ବାରା ପରୀକ୍ଷା କରାଯାଇଥାଏ କି ଦୁଇଜଣଙ୍କ ମଧ୍ୟରେ ମନ୍ତ୍ରୀ ଭାବ କିପରି। ଗୁଣ ଏହି ଗୁଣ ହେଲା ଦୁଇ ଜଣଙ୍କ ଦୃଷ୍ଟି କୋଣ ଓ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। ଭକୁଟ ଏହି ଗୁଣରେ ଦେଖାଯାଇ ଥାଏ କି ଦୁଇ ଜଣଙ୍କର ପରିବାର,କଲ୍ୟାଣ ଓ ସମୃଦ୍ଧି ଭବିଷ୍ୟତରେ କିପରି ହେବ। ନାରୀ ଏହାର ସିଧା ସମ୍ବନ୍ଧ ସନ୍ତାନ ଉତ୍ପତ୍ତି ସହିତ ରହିଥାଏ। ଯଦି ଦୁଇ ଜଣଙ୍କ ନାଡ଼ୀ ସମାନ ଥିବ ତେବେ ସନ୍ତାନ ମାନଙ୍କ ଠାରେ ଦୋ-ଷ ସୃଷ୍ଟି ହୋଇଥାଏ। ଏହି ଗୁଣର ଆକଳନ ମଧ୍ୟ ବ୍ଲ-ଡ଼ ଗ୍ରୁପ ଦ୍ବାରା କରାଯାଇଥାଏ। ଯଦି ବର ଓ କନ୍ୟା ଉଭୟଙ୍କର ବ୍ଲ-ଡ଼ ଗ୍ରୁପ ସମାନ ଥିବ ତେବେ ଏହାର ନାକା-ରା-ତ୍ମକ ପ୍ରଭାବ ପିଲା ଉପରେ ପଡିପାରେ। କୁଣ୍ଡଳି ମିଳାଇବା ଯୋଗୁ ବର ଓ କନ୍ୟାଙ୍କର ଏହିସବୁ ଗୁଣ ମିଳାଇକି ଦେଖାଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *