Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( ୮ ମାର୍ଚ୍ଚ ରୁ ୧୪ ମାର୍ଚ୍ଚ ) : ଏହି ସପ୍ତାହ ରେ ୪ ଟି ରାଶିର ଲୋକଙ୍କର ଧନ ସମ୍ପତ୍ତିରେ ହେବ ବୃଦ୍ଧି, ଶ-ତ୍ରୁ ପରାସ୍ତ ହେବେ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ୱାରା ଭବିଷ୍ୟତ ଜୀବନରେ ହେବାକୁ ଥିବା ଘ-ଟଣା ଗୁଡିକରୁ ଆପଣ ପୂର୍ବାନୁମାନ ଲଗାଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥିବ ଯେ ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମର ନକ୍ଷତ୍ର କଣ କହୁଛି ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ । ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀ-ବନରେ ହେବାକୁ ଥିବା ଗୋଟେ ସପ୍ତାହର ଘଟ-ଣାକୁ ସଂକ୍ଷେପରେ ବର୍ଣ୍ଣନା ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୮ ମାର୍ଚ୍ଚ ରୁ ୧୪ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ।

ମେଷ ରାଶି –

ଏହି ସପ୍ତାହରେ କାର୍ଯ୍ୟ ଅଧିକ ରହିପାରେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି। ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ମନ ଶାନ୍ତ ରଖିବା ପାଇଁ ପ୍ରୟାସ କରନ୍ତୁ। ଉତ୍ତମ ବ୍ୟବହାର କାରଣରୁ ଆପଣଙ୍କୁ ଲୋକଙ୍କ ଠାରୁ ସହଯୋଗ ପ୍ରୋର ହେବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ।

ପ୍ରେମ ମାମ-ଲାରେ, ନିଜ ଜୀ-ବନସାଥୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ। ଆପଣଙ୍କ ପ୍ରେମ ଜୀ-ବନ ସଫଳ ରହିବ।

କ୍ୟାରିୟର ମାମ-ଲାରେ, ବ୍ୟବସାୟ କାର୍ଯ୍ୟରେ ବନ୍ଧୁଙ୍କ ଠାରୁ ଉତ୍ତମ ଖବର ମିଳିପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ସ୍ବାସ୍ଥ୍ୟ ସାମାନ୍ୟ ରହିବ ଏବଂ କଠିନ ପରିଶ୍ରମ ଦ୍ୱାରା ଅଧିକ ଥକା ଅନୁଭବ ହୋଇପାରେ।

ବୃଷ ରାଶି –

ଅନାବଶ୍ୟକ ଖବର ଆଦାନପ୍ରଦାନରୁ ବଞ୍ଚିତ ହୁଅନ୍ତୁ। ଅନ୍ୟମାନଙ୍କ ଆଲୋଚନାକୁ ଭ-ୟ କରନ୍ତୁ ନାହିଁ, ସେମାନଙ୍କ ଷଡ଼-ଯନ୍ତ୍ରକୁ ନେଇ ସତର୍କ ରୁହନ୍ତୁ। ନୂଆ କାର୍ଯ୍ୟର ଆରମ୍ଭ କରି ପାରନ୍ତି, ସେଥିପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି। ଏହି ସପ୍ତାହରେ ଆପଣ ସବୁ କାର୍ଯ୍ୟ ସମ୍ପନ୍ନ କରି ପାରନ୍ତି। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ କ୍ରୋ-ଧ ପ୍ରଦର୍ଶନ କରି ପାରନ୍ତି।

ପ୍ରେମ ମାମ-ଲାରେ, ରୋମାନ୍ସର ଆନନ୍ଦ ମିଳିବ। ଜୀ-ବନସାଥୀଙ୍କ ସହିତ ସମ୍ବନ୍ଧ ଗଭୀର ରହିବ।

କ୍ୟାରିୟର ମାମ-ଲାରେ, କାହାକୁ ଟଙ୍କା ଉଧାର ଦେବାରୁ ବଞ୍ଚିତ ହୁଅନ୍ତୁ। ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ସମାଚାର ମିଳିପାରେ

ସ୍ବାସ୍ଥ୍ୟ ମାମ-ଲାରେ, ଖେଳକୁଦ ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।

Google

ମିଥୁନ ରାଶି –

ଏହି ସପ୍ତାହରେ ଆପଣ ଜିନିଷପତ୍ର କିଣାକିଣି କରି ପାରନ୍ତି। ଦାର୍ଶନିକ ଏବଂ ଆଧ୍ୟାତ୍ମ୍ୟ ବି-ଚାର ପ୍ରବଳ ରହିବ। ମାତାପିତାଙ୍କ ନକା-ରାତ୍ମକ କଥାବାର୍ତ୍ତା ଦ୍ୱାରା ଆପଣ ଅଶାନ୍ତି ରେ ରହି ପାରନ୍ତି। ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି। ଲମ୍ବା ସମୟରୁ ଆପଣଙ୍କର ଇଚ୍ଛା ପୂରଣ ହେବ।

ପ୍ରେମ ମାମ-ଲାରେ, ପ୍ରେମ ଜୀ-ବନ ସୁଖମୟ ରହିବ।

କ୍ୟାରିୟର ମାମ-ଲାରେ, ବ୍ୟାପାର ରେ ସୁଧାର ଆସିବ। ଚାକିରି କ୍ଷେତ୍ରରେ ସ୍ଥାନାନ୍ତରଣ କରି ପାରନ୍ତି।

ସ୍ବାସ୍ଥ୍ୟ ମାମ-ଲାରେ, ହାଲକା ଜ୍ଵର ହୋଇପାରେ।

କର୍କଟ ରାଶି –

ଆୟରେ ବୃଦ୍ଧି ହେବ, ଯାହାଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ। ଯଦି ଆପଣ ସମସ୍ୟାରେ ପଡି ଆପଣଙ୍କ ପାଖକୁ ଆସନ୍ତି ତାହେଲେ ସେମାନଙ୍କୁ ଅଣଦେଖା କରନ୍ତୁ ଏବଂ ନିଜର ଶାନ୍ତି ଭ-ଙ୍ଗ ହେବାକୁ ଦିଅନ୍ତୁ ନାହିଁ। ଭୌତିକ ଐଶ୍ୱର୍ଯ୍ୟ ସାଧନରେ ବୃଦ୍ଧି ହେବ। ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ମିଳିପାରେ। କଳା ଏବଂ ସାହିତ୍ୟ କ୍ଷେତ୍ରରେ ରୁଚି ବଢିବ। ବ୍ୟାପାରିକ ସମ୍ବନ୍ଧ ସୁଦୃଢ ରହିବ।

ପ୍ରେମ ମାମ-ଲାରେ, ବୈବାହିକ ଜୀ-ବନ ରୋମାଣ୍ଟିକ ରହିବ।

କ୍ୟାରିୟର ମାମ-ଲାରେ, ରଚନାତ୍ମକ କାର୍ଯ୍ୟରେ ଲୋକଙ୍କୁ ବଡ଼ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମ-ଲାରେ, ଏହି ସପ୍ତାହରେ ଆପଣ ନିଜକୁ ସୁସ୍ଥ ଅନୁଭବ କରି ପାରନ୍ତି।

ସିଂହ ରାଶି –

ଏହି ସପ୍ତାହ ଆପଣଙ୍କ ପାଇଁ ଉତ୍ତମ ଏବଂ ମଙ୍ଗଳକାରୀ ସାବ୍ୟସ୍ତ ହୋଇପାରେ। ନୂଆ ରୂପରେ ପାଠପଢ଼ା ପାଇଁ ଉତ୍ତମ ଅବସର ମିଳିପାରେ। ବୈବାହିକ ଜୀ-ବନରେ ରୋମାନ୍ସର ଅବସର ମିଳିପାରେ। ପୁରୁଣା ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ କୌଣସି ସୁଖଦ ଖବର ମିଳିପାରେ। ନୂଆ ଜିନିଷ କିଣାକିଣି କରି ପାରନ୍ତି। କିଛି ବିବାଦରେ ବୁଝାମଣା ହୋଇପାରେ। ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ।

ପ୍ରେମ ମାମ-ଲାରେ, ଏହି ସପ୍ତାହରେ ସମ୍ପର୍କରେ ଦୂରତା କମି ପାରେ।

କ୍ୟାରିୟର ମାମ-ଲାରେ, ଆପଣଙ୍କୁ ନିଜ କ୍ୟାରିୟରରେ ସକା-ରା-ତ୍ମକ ପରିଣାମ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମ-ଲାରେ, ଏହି ସପ୍ତାହରେ ମୌସୁମୀ ବେମାରୀ ଗ୍ରାସ କରି ପାରେ, ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ।

କନ୍ୟା ରାଶି –

ଏହି ସପ୍ତାହରେ ଆପଣଙ୍କର ସବୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆପଣଙ୍କ ଉପରେ ଅନେକ ଦାୟିତ୍ଵ ଆସିପାରେ। ମାନସିକ ଏବଂ ଶାରୀରିକ ରୂପରେ ଆପଣ ସକ୍ରିୟ ରହିବେ। ଛାତ୍ର ମାନଙ୍କୁ ଅଧ୍ୟୟନ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସେୟାର ବଜାରରେ ଜ-ଡିତ ଲୋକଙ୍କୁ ଲାଭ ମିଳିବାର ଯୋଗ ରହିଛି। ପାରିବାରିକ ଜୀ-ବନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସୁଖମୟ ରହିବ।

ପ୍ରେମ ମାମ-ଲାରେ, ପାର୍ଟନରଙ୍କ ସହଯୋଗ ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ।

Google

କ୍ୟାରିୟର ମାମ-ଲାରେ, ଆପଣଙ୍କୁ କୌଣସି ଭଲ ଚାକିରି ମିଳିପାରେ। ବ୍ୟାପାର ପାଇଁ ଏହି ସପ୍ତାହ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମାମ-ଲାରେ, ନିଜ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଆପଣଙ୍କୁ ଡାକ୍ତରଙ୍କ ପାଖରୁ ପରାମର୍ଶ ନେବା ଉଚିତ।

ତୁଳା ରାଶି –

ଆପଣଙ୍କୁ ନିଜ ବ୍ୟକ୍ତିଗତ ମାମ-ଲାକୁ ନେଇ ନିୟନ୍ତ୍ରଣରେ ରଖିବା ଉଚିତ। ନିଜ ପରିବାର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ସେମାନଙ୍କ ଆବଶ୍ୟକତାକୁ ପୂରଣ କରନ୍ତୁ। କିଛି ସମୟ ଧାର୍ମିକ କାର୍ଯ୍ୟକ୍ରମରେ ଅତିବାହିତ କରନ୍ତୁ। ଆପଣଙ୍କୁ ନିଜ ମଧ୍ୟରେ ସକା-ରାତ୍ମକ ଉର୍ଜା ଅନୁଭବ ହେବ। ବ୍ୟାପାରରେ ବୁଝି ବି-ଚାରି ନିବେଶ କରନ୍ତୁ। ପାରିବାରିକ ସୁଖଶାନ୍ତିରେ ବୃଦ୍ଧି ହେବ। ଜମିବାଡ଼ି ମା-ମଲା ସମାଧାନ ହେବ।

ପ୍ରେମ ମାମ-ଲାରେ, ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

କ୍ୟାରିୟର ମାମ-ଲାରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମ-ଲାରେ, ଯଦି ଆପଣ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଛନ୍ତି, ତାହେଲେ ସେଥିରେ କିଛି ସୁଧାର ଆସିବ।

ବିଛା ରାଶି –

ଏହି ସପ୍ତାହରେ ଆପଣଙ୍କ ଘର ସୁଖଶାନ୍ତିରେ ଭରପୁର ରହିବ। ଛୋଟ ଛୋଟ କଥାରେ ଆପଣ କ୍ରୋ-ଧ କରି ପାରନ୍ତି।ଦାମ୍ପତ୍ୟ ଜୀ-ବନ ରେ ସ୍ଥିତି ସମସ୍ୟାରେ ଭରି ରହିବ। ଆର୍ଥିକ ରୂପରେ ଆପଣଙ୍କୁ ଫାଇଦା ମିଳିବ। କାର୍ଯ୍ୟ ମାମଲାରେ ଅଧିକ ବ୍ୟସ୍ତ ରହିବେ।

ପ୍ରେମ ମାମ-ଲାରେ, ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧରେ ସମସ୍ୟା ଦେଖା ଦେଇପାରେ।

କ୍ୟାରିୟର ମାମ-ଲାରେ, କାର୍ଯ୍ୟକ୍ଷେତ୍ରରେ ସମୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ରୂପରେ ଆପଣ ଆପଣ ନିଜକୁ ଅସୁସ୍ଥ ଅନୁଭବ କରିବେ।

ଧନୁ ରାଶି –

ଟଙ୍କାପଇସା ହିସାବ ସମୟରେ ସାବଧାନ ରୁହନ୍ତୁ। ଆପଣଙ୍କୁ କୌଣସି ପରାମର୍ଶ ମିଳିପାରେ। ନିଜ ମନକୁ ଏକାଗ୍ର କରି କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ବନ୍ଧୁଙ୍କ ସହଯୋଗ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ। ରାଜକୀୟ କାର୍ଯ୍ୟରେ ଆପଣ ବିଜୟ ଲାଭ କରିବେ। ଅଟକି ରହିଥିବା ଧନ ପ୍ରାପ୍ତ ହେବ। କୋ-ର୍ଟ କ-ଚେରୀ ମାମ-ଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ ।

ପ୍ରେମ ମାମ-ଲାରେ, ପ୍ରେମ ଜୀ-ବନରେ ଉଚିତ ପରିଣାମ ପ୍ରାପ୍ତ ହେବ।

କ୍ୟାରିୟର ମାମ-ଲାରେ, ଆପଣ କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରୟାସ କରିବେ। କାର୍ଯ୍ୟ ସମ୍ବନ୍ଧିତ ଯାତ୍ରାରୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ଏବଂ ମାନସିକ ସ୍ତରରେ ଆପଣ ସୁସ୍ଥ ଅନୁଭବ କରିବେ।

Google

ମକର ରାଶି –

ଏହି ସପ୍ତାହରେ ଆୟରେ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ବୃଦ୍ଧି ହେବ। ସମସ୍ୟା ଅବସର ରୂପରେ ନଜର ଆସିବ। ଏହି ସପ୍ତାହ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଘର ଲୋକେ ଆପଣଙ୍କ ସପକ୍ଷରେ ରହିବେ। ସେମାନଙ୍କ ସହଯୋଗ ଆପଣଙ୍କ ଆତ୍ମବଳକୁ ସୁଦୃଢ କରିବ। ଆପଣ କିଛି ଅଧିକ ସମ୍ବେଦନଶୀଳ ଅନୁଭବ କରି ପାରନ୍ତି।

ପ୍ରେମ ମାମ-ଲାରେ, ପାର୍ଟନର ଏହି ସପ୍ତାହରେ ଆପଣଙ୍କ ଯତ୍ନ ରଖିବେ।

କ୍ୟାରିୟର ମାମ-ଲାରେ, କ୍ୟାରିୟର ମାମ-ଲାରେ ଏହି ସପ୍ତାହ ଅନୁକୂଳ ରହିଛି। ସଫଳତା ନିଶ୍ଚିତ ରୂପରେ ମିଳିବ।

ସ୍ବାସ୍ଥ୍ୟ ମାମ-ଲାରେ, ନିଜ ଖାଦ୍ୟପେୟ ଉପରେ ସର୍ବଦା ଧ୍ୟାନ ରଖନ୍ତୁ।

କୁମ୍ଭ ରାଶି –

ଏହି ସପ୍ତାହରେ ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅନାବଶ୍ୟକ ଯୁକ୍ତିତର୍କ ହୋଇପାରେ। କୌଣସି ନିବେଶରୁ ଲାଭ ମିଳିବ। ଆପଣଙ୍କର ମାନସିକ ଚିନ୍ତା ଦୂର ହେବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି ଏବଂ ଉନ୍ନତି ରେ ବୃଦ୍ଧି ହେବ। ନିଜର ଭଉଣୀଙ୍କ ସହିତ ଉତ୍ତମ ସାମଞ୍ଜସ୍ୟ ରଖିବା ଉଚିତ।

ପ୍ରେମ ମାମ-ଲାରେ, ପ୍ରେମ ଜୀ-ବନରେ ସମସ୍ୟା ଦେଖା ଦେଇପାରେ। ପ୍ରେମୀଙ୍କ ଠାରୁ ଉପହାର ମିଳିପାରେ।

କ୍ୟାରିୟର ମାମ-ଲାରେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଧନର ଆଗମନ ହୋଇପାରେ । ଖର୍ଚ୍ଚ ବଢିପାରେ।

ସ୍ବାସ୍ଥ୍ୟ ମାମ-ଲାରେ, ଶାରୀରିକ ଏବଂ ମାନସିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ।

ମୀନ ରାଶି –

ଏହି ସପ୍ତାହରେ ବ୍ୟାପାର ଏବଂ ଚାକିରି କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ । ଅଚାନକ ଧନଲାଭ ହେବାର ଯୋଗ ରହିଛି । ଆପଣ ନିଜକୁ ଏକା ଅନୁଭବ କରି ପାରନ୍ତି। ଏଥିରୁ ବାହାରିବା ପାଇଁ ଆପଣ ବନ୍ଧୁ ତଥା ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରନ୍ତୁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ଵାରା ଆପଣ ଗମ୍ଭୀର ସମସ୍ୟା ରୁ ବଞ୍ଚିତ ହେବେ। ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ।

ପ୍ରେମ ମାମ-ଲାରେ, ପାର୍ଟନରଙ୍କୁ ନିଜ ବ୍ୟସ୍ତତା ମଧ୍ୟରେ କିଛି ସମୟ ଦିଅନ୍ତୁ। ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ।

କ୍ୟାରିୟର ମାମ-ଲାରେ, ବିଦେଶୀ କାରବାରରେ ଲୋକଙ୍କୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମ-ଲାରେ, ଏହି ସପ୍ତାହରେ ଆପଣଙ୍କୁ ପେଟରେ ସଂକ୍ର-ମଣ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *