Excuse Me Odisha

ଯାହା କହିବୁ ସତ କହିବୁ

ସପ୍ତାହରେ ଏହି ଦିନ ଭୁଲରେବି (ଋଣ କିମ୍ବା ଉଧାର ) ନିଅନ୍ତୁ ନାହିଁ। ଭୟଙ୍କର ଗରିବି ଆସିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଋଣ ଏମିତି ଏକ ଖଣ୍ଡା ହୋଇଥାଏ ଯାହାକୁ ନେଇଥିବା ବ୍ୟକ୍ତିର ମୁଣ୍ଡ ଉପରେ ସବୁବେଳେ ଝୁଲି ରହିଥାଏ। ବାକି, ଋଣ ନେବା କାହାକୁବା ଭଲ ଲାଗିଥାଏ। କିନ୍ତୁ ପରିସ୍ଥିତି ଏମିତି ଆସିଯାଏ ଯାହା ଦ୍ବାରା ବ୍ୟକ୍ତି ବାଧ୍ୟ ହୋଇ ଇଛା ନଥାଇ ମଧ୍ୟ ଉଧାର ନେଇଥାଏ। ଜୀବନରେ କେବେ କୌଣସି ପରିସ୍ଥିତି ନିର୍ମାଣ ହୋଇଯାଇଥାଏ କିଏବି କହିପାରି ନଥାଏ। ଯେକୌଣସି ପ୍ରକାରେ ଧାର ହେଉ କିମ୍ବା ଉଧାର ଏକ ପ୍ରକାରର ଚକ୍ରବ୍ୟୁହୁ ଅଟେ। ଏବଂ ଯିଏବି ଏହି ଚକ୍ରବ୍ୟୁହୁରେ ଫସିଯାଏ ସେହି ବ୍ୟକ୍ତିର ଜୀବନ ଚକ୍ରବ୍ୟୁହୁର ଅଭୁମନ୍ୟୁ ପରି ହୋଇଥାଏ। ଏହି ଚକ୍ରବ୍ୟୁହୁରେ ପଶିବା ଅତି ସହଜ ହୋଇଥାଏ। କିନ୍ତୁ ଏଥିରୁ ବାହାରିବାର ରାସ୍ତା ମିଳିନଥାଏ। ଆଉ ସେ ବ୍ୟକ୍ତି ସେଥିରେ ଫସି ରହିଥାଏ। ଧାର ଉଧାର ଏମିତି ଏକ ରାସ୍ତା ଅଟେ ଯାହା ଠାରୁ ବାହାରିବା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ହଁ ଦେଖିବାକୁ ଗଲେ କିଛି ଲୋକ ଭାଗ୍ୟଶାଳୀ ହୋଇଥାନ୍ତି। ଯାହାକୁ ଏହି ଧାରରୁ ଜଲଦି ମୁକ୍ତି ମିଳିଯାଇଥାଏ। ହୋଇପାରେ ସେମାନେ ଛୋଟ ଡିମାଣ୍ଡର କରଜ ନେଇଛନ୍ତି କିମ୍ବା ତାଙ୍କ ଘରର ଶୁଭ ସମୟ କାରଣରୁ ଋଣ ପୈଠ କରିବା ସମ୍ଭବ ହୋଇଥାଏ। କିଛି ଦୁର୍ଭାଗ୍ୟ ଲୋକଙ୍କୁ ଧାର ବା ଉଧାର ଲକ୍ଷେ ଚେଷ୍ଟା କରିବା ସ୍ୱତେ ମଧ୍ୟ ଶେଷ ହେବାର ନାମ ନେଉନଥାଏ। ଦିନ ପ୍ରତିଦିନ ବଢ଼ି ବଢ଼ି ଚାଲିଥାଏ।

ବନ୍ଧୁଗଣ ଯଦି ଆପଣବି ସେହି ଦୁର୍ଭାଗ୍ୟଶାଳୀ ଲୋକ ମାନଙ୍କ ଭିତରୁ ଜଣେ ଅଟନ୍ତି ଏବଂ କିଛି କାରଣ ଯୋଗୁ ଋଣ ନେବାକୁ ପଡ଼ିଥିଲା ଆଉ ଏବେ ଏହି ଋଣରୁ ମୁକ୍ତି ପାଇବାରେ ଆପଣ ଅସମର୍ଥ ଅଟନ୍ତି ତେବେ ହୋଇପାରେ ଏହାର କାରଣ କିଛି ବାସ୍ତୁ ଦୋଷ ଅଟେ। କିମ୍ବା ଆପଣଙ୍କର ଘରର ସ୍ଥିତି ଖରାପ ଅଟେ। କିନ୍ତୁ ଆପଣଙ୍କୁ ବିଚଳିତ ହେବାର କିଛି ଆବଶ୍ୟକ ନାହିଁ। କାରଣ ଯେଉଁଠି କାରଣ ଥାଏ ସେଠାରେ ନିବାରଣ ବି ହୋଇଥାଏ। ଏବଂ ଆମର ବାସ୍ତୁ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର, ଆଜିର ଦିନରେ ଏତେ ସମୃଦ୍ଧ୍ୟ ଅଟେଯାହା ଦ୍ବାରା ପ୍ରତ୍ୟକ ସମସ୍ୟାର ସମାଧାନ ରହିଥାଏ। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ସେ କେଉଁ ଉପାୟ ଅଟେ ଯାହା ଦ୍ବାରା ଆପଣଙ୍କୁ ଋଣରୁ ମୁକ୍ତି ଦେଇପାରିବ। ଆମକୁ କେଉଁ ଦିନ ଧାର ନେବା ଠାରୁ ଦୂରେଇ ରହିବା ଉଚିତ। ତାହା ମଧ୍ୟ ଜାଣିବା।ସେଥି ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

Google

ପ୍ରଥମ କଥା କୌଣସି ବିଶେଷ ଭଗବାନଙ୍କର ବ୍ରତ ତଥା ଉପବାସ କରିବା ଦ୍ବାରା ଋଣରୁ ଜଲଦି ମୁକ୍ତି ମିଳିଥାଏ। ଶାସ୍ତ୍ରରେ ବଡ଼ରୁ ବଡ଼ କରଜରୁ ମୁକ୍ତି ପାଇବା ପାଇଁ ଓଁ ପ୍ରଦଶର ବ୍ରତ କରିବାର ମାନ୍ୟତା ରହିଛି।ଏହି ବ୍ରତ ଯେକୌଣସି ମାସର ମଙ୍ଗଳବାର ଦିନ ପଡୁଥିବା ତ୍ରୟଦୋଷକୁ ଭଗବାନ ଶିବଙ୍କ ପାଇଁ କରାଯାଇଥାଏ।ତଥା ସେହିଦିନ ପ୍ରଦଶ କାଳରେ ଭଗବାନ ଶିବଙ୍କ ଆରା-ଧନା କରାଯାଇଥାଏ। ଶ୍ରଦ୍ଧା ଏବଂ ନିଷ୍ଠାରେ ଏହି ବ୍ରତ କରିବା ଦ୍ବାରା ବଡ଼ ରୁ ବଡ଼ ଋଣରୁ ମୁକ୍ତି ମିଳିଥାଏ।

ଦିତୀୟ କଥା ଭଗବାନଙ୍କ ଆରାଧନା ସହିତ ଯଦି ଆମେ ପବିତ୍ର ଗଛର ପୁଜା କରିବା ତେବେ ଆପଣଙ୍କୁ ଏହି ସମସ୍ୟାରୁ ସମାଧାନ ମିଳିପାରିବ। ଭାରତୀୟ ସଂସ୍କୃତିରେ କିଛି ଗଛକୁ ଶୁଭ ଏବଂ ପବିତ୍ର ମାନାଯାଇଛି। ଏହିସବୁ ଗଛ ଭଗବାନଙ୍କ ପରି ପୂଜନୀୟ ଅଟନ୍ତି। ଅସ୍ତ ଗଛ,ନିମ୍ବ ଗଛ, ତୁଳସୀ ଗଛ, ବର ଗଛ ଏବଂ ଚନ୍ଦନ ଗଛ। ଏମିତି ଅଛନ୍ତି ଯାହାକୁ ଆମେ ନିୟମିତ ଭାବରେ ପୁଜା କରିବା ଉଚିତ। ଋଣ ସହିତ ଜ-ଡ଼ିତ କୌଣସି ପ୍ରକାରର ସମସ୍ୟାର ସମାଧାନ ଆପଣଙ୍କୁ ଏଥି ମଧ୍ୟରୁ ବିଶେଷ ରୁପରେ ଅସ୍ତ ଗଛର ପୁଜା କରିବା ଦ୍ବାରା ମିଳିଥାଏ।ଆପଣ ଏହି ଗଛରେ ସୂତା ବାନ୍ଧି ପୁଜା କରି ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ।

ତୃତୀୟ କଥା ଯଦି ଆମର ଜାତକରେ ଶନିଦେବଙ୍କର ମହାଦଶା ଖରାପ ଥାଏ ତେବେ କେବେବି ଆମକୁ ଠିକ ମାର୍ଗ ମିଳି ନଥାଏ। ଆଉ ସବୁ କିଛି ଜାଣି ମଧ୍ୟ ଧାର ଉଧାର ନେବା ପାଇଁ ଆମେ ଆଗ୍ରହ କରିଥାଉ। ଏବଂ ଧାର ନେଇଯାଇଥାଉ। ଯଦି ଶନିଦେବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ସିଧା ସରଳ ଏବଂ ଚମତ୍କାରୀ ଉପାୟ ଆପଣ କରିପାରିବେ। ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପ ଜ-ଳାନ୍ତୁ। ପୁଜା ପାଠ କରନ୍ତୁ। ନମସ୍କାର କରନ୍ତୁ ଏବଂ ଶନି ମନ୍ତ୍ରର ଉଚାରଣ କରନ୍ତୁ। ଓଁ ସଂ ଶନିଶ୍ଚରାୟ ନମଃ ଏବଂ ଶେଷରେ ଧାର ମୁକ୍ତ ହେବା ପାଇଁ ଶନିମହାରାଜାଙ୍କୁ ପାର୍ଥନା କରନ୍ତୁ। ବନ୍ଧୁଗଣ ଏହି କଥା ମନେରଖନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେବି ମଙ୍ଗଳବାର ଏବଂ ବୁଧବାର ଦିନ ଋଣ ଧାର କରିବା ଉଚିତ ହୋଇନଥାଏ। ଏହା ସହିତ ବାସ୍ତୁ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଋଣର ଟୋଙ୍କା ସୁଝିବା ଉଚିତ ଇସ୍ଟଲ ଦେବା ଉଚିତ। ଏମିତି କରିବା ଦ୍ବାରା ଋଣ ଜଲଦି କଟି ଯାଇଥାଏ। ଯଦି ଆପଣ ମଙ୍ଗଳବାର ଏବଂ ବୁଧବାର ଦିନ ଧାର ନେଉଛନ୍ତି ତେବେ ଆପଣଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଏଥି ପାଇଁ ଏହି ଦିନ ଧାର ଭୁଲରେ ବି ନିଅନ୍ତୁ ନାହିଁ।

Google

ତ ବନ୍ଧୁଗଣ ଏହା ଥିଲା କିଛି ଉପାୟ ଯାହାକୁ ଆପଣେଇ କରି ଧାରରୁ ମୁକ୍ତି ପାଇପାରିବେ। ପରନ୍ତୁ ମାନାଯାଏ କିଛି ବ୍ୟକ୍ତିକୁ ଖରାପ ପରିସ୍ଥିତି କିମ୍ବା ଅତ୍ୟାବଶ୍ୟକ ଯୋଗୁ ନିଜର ଇଛା ଅନୁସାରେ ଯାଇ ଧାର ନେବାକୁ ପଡ଼ିଥାଏ। କିଏବି ନିଜର ସୌକ ପାଇଁ କରଜ ନିଅନ୍ତି ନାହିଁ। କିନ୍ତୁ ଏହା ଏକ ଏମିତି ରାସ୍ତା ଅଟେ ବ୍ୟକ୍ତିକୁ ଏହି ରାସ୍ତା ବାଛିବାକୁ ପଡ଼ିଥାଏ। ବନ୍ଧୁଗଣ ଯେତେ ସମ୍ଭବ ହେଉ ଆପଣ ଧାର ନେବା ଠାରୁ ନିଜକୁ ଦୂରେଇ ରଖନ୍ତୁ। ଯଦି ଆପଣ କାହାକୁ ଉଧାର ଦେଉଛନ୍ତି ତେବେ ଟିକେ ଭାବି ଚିନ୍ତି ଉଧାର ଦିଅନ୍ତୁ। ଏବଂ ମାନବିକତା ଅନୁସାରେ ଉଧାର ନେଉଥିବା ବ୍ୟକ୍ତିର କିଛି ଜ-ରୁରୀ ହୋଇପାରେ। ତେବେ ସେହି ବ୍ୟକ୍ତିକୁ ସାହାର୍ଯ୍ୟ ନିଶ୍ଚିତ କରନ୍ତୁ। ସେହି ବ୍ୟକ୍ତିର ଆଶୀର୍ବାଦ ଆପଣଙ୍କୁ ନିଶ୍ଚୟ ମିଳିବ। ତାହା ସହିତ ଭଗବାନ ଏହାର ପୁଣ୍ୟ ଆପଣଙ୍କୁ ନିଶ୍ଚୟ ଦେବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *